January 24, 2025

Odia Express

Leading Odia News Portal of Odisha

ଏହି କାରଣରୁ ସଚିନ୍ ଙ୍କ ମ୍ୟାଚ୍ ଦେଖିବାକୁ କେବେ ଷ୍ଟାଡିୟମ୍ ଆସିନାହାନ୍ତି ଅଞ୍ଜଳୀ, ସଚିନ୍ ନିଜେ କହିଲେ ଏହାର ପଛର କାହାଣୀ..

ଭାରତୀୟ କ୍ରିକେଟ୍ ର ଜଣାଶୁଣା ଖେଳାଳୀ ସଚିନ୍ ତେନ୍ଦୁଲକର୍, ଆଯି ତାଙ୍କୁ କେଉଁ ପରିଚୟର ଲୋଡା ନାହିଁ , ସେମିତି ଆପଣଙ୍କୁ କହିଦେବୁ କି ଲୋକେ ତାଙ୍କୁ କ୍ରିକେଟ୍ ଜଗତର ଭଗବାନ ବୋଲି ଜାଣିଛନ୍ତି, କହିଦେବୁ କି ସଚିନ୍ ସେମିତି କ୍ରିକେଟ୍ ରୁ ସନ୍ୟାସ ନେଇସାରିଛନ୍ତି କିନ୍ତୁ ଆଜି ବି ଲୋକେ ତାଙ୍କ ପ୍ରତି ଦିୱାନଗୀ ଦେଖିବାକୁ ମିଳେ , ଆଜି ବି ସଚିନ୍ ଙ୍କ ବହୁତ ସାରା ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କ ବିଷୟରେ ଜାଣିବାକୁ ବହୁତ ଇଚ୍ଛା କରନ୍ତି , ଏଥିପାଇଁ ସେ ଆସିବା ଦିନରୁ ଚର୍ଚ୍ଚାରେ ରୁହନ୍ତି , କିଛି ନା କିଛି ଏଥିରେ ଯୋଡି ହୋଇଥିବା ସୁଚନା ସାମ୍ନାକୁ ଆସିଥାଏ,  ଓ ଲୋକେ ଏହାକୁ ଜାଣିବାକୁ ରୁଚି ରଖନ୍ତି , କିନ୍ତୁ ଏବେ ଏଥିରୁ କିଛି ଏମିତି ଜିନିଷ ଅଛି ଯାହା ଲୋକଙ୍କୁ ଜଣାନଥିବ । ଏବେ କିଛି ଦିନ ହେବ ସଚିନ୍ ଗୌରବ୍ କାପୁରଙ୍କ ଶୋ ବ୍ରେକ୍ ଫାଷ୍ଟ ୱିଥ୍ ଚ୍ୟାମ୍ପିୟନ୍ସରେ ନଜର୍ ଆସିଥିଲେ , ସେଠାରେ ସେ ନିଜ କ୍ୟାରିୟର, କ୍ରିକେଟ୍ ଓ ନିଜ ପରିବାର ବିଷୟରେ ରୋଚକ କଥା ଗୁଡିକ କହିଥିଲେ,  ହଁ ଆଜ୍ଞା ଏହି ଶୋରେ ସଚିନ୍ ନିଜ ବିଷୟରେ ବହୁତ ଏମିତି କଥା କହିଥିଲେ ଯାହା ଆଜି ପର୍ଯ୍ୟନ୍ତ୍ କେହି ବି ଜାଣିନଥିବେ

ସେମିତି ଆପଣମାନେ ଦେଖିଥିବେ କି ମ୍ୟାଚ୍ ସମୟରେ ବହୁତଥର କ୍ରିକେଟିୟରଙ୍କ ସ୍ତ୍ରୀମାନେ ଷ୍ଟାଡିୟମରେ ଦେଖାଯାଇଥାନ୍ତି, କାରଣ ସେମାନେ ସବୁବେଳେ ନିଜ ସ୍ୱାମୀଙ୍କୁ ଉତ୍ସାହିତ୍ କରିବାପାଇଁ ସେଠାରେ ମହଜୁଦ୍ ରୁହନ୍ତି । କିନ୍ତୁ ସେମିତି ଯଦି ସଚିନ୍ ଙ୍କ କଥା କହିବ ତେବେ ଏହି ଶୋ ସମୟରେ ସଚିନ୍ କହିଥିଲେ କି ତାଙ୍କ ସ୍ତ୍ରୀ ଅଞ୍ଜଳୀ ତେନ୍ଦୁଲକର କେବେ ତାଙ୍କୁ ଖୁସ୍ କରିବାପାଇଁ ଷ୍ଟାଡିୟମ୍ କୁ ଆସିନାହାନ୍ତି , ଯାହାପରେ ପଚାରାଗଲା ଏମିତି କଣ ପାଇଁ ସେ କହିଲେ କିଛି ଏପରି ଯାହା ଆପଣଙ୍କୁ ବିଶ୍ୱାସ ହେବନାହିଁ , କାରଣ ଏହା ଏକ ଅନ୍ଧବିଶ୍ୱାସ ସଂବନ୍ଧିତ ଅଟେ ।

ସଚିନ୍ କହିଥିଲେ କି ଏହା ଗୋଟେ ସମୟର ଥିଲା ଯେବେ ସବୁ କ୍ରିକେଟିୟରଙ୍କ ସ୍ତ୍ରୀ ଏକାସାଙ୍ଗେ ଅଞ୍ଜଳୀ ଷ୍ଟାଡିୟମ୍ କୁ ଆସିବାରେ ଆଗ୍ରହ କଲେ , ତେବେ ଅଞ୍ଜଳୀ ତେନ୍ଦୁଲକର୍ ମନା କରିକହିଲେ କି ସେ ଅନ୍ଧବିଶ୍ୱାସୀ ଅଟନ୍ତି , କାରଣ ସେ ସଚିନ୍ ଙ୍କୁ ନିଜ ପରିବାର ସଦସ୍ୟଙ୍କ ଷ୍ଟାଡିୟମ୍ ଆସିବା ପସନ୍ଦ ହୋଇନଥା,ଏ ତାଙ୍କ ମାନିବା କଥା କି ଏହା ଦ୍ୱାରା ତାଙ୍କ ଧ୍ୟାନ ବିଚଳିତ ହୋଇଥାଏ, ଏଥିପାଇଁ ସଚିନ୍ କହିଲେକି ଅଞ୍ଜଳୀ କହିଲେ କି ସେ ଆସିବାକୁ ଚାହୁଁନାହାନ୍ତି ।

କିଛି ମହିଳା ଏହା ବି କହିଲେ କି ଅଞ୍ଜଳୀ ସଚିନ୍ ଙ୍କୁ ଲୁଚାଇକରି ରଖିବେ, ଓ ତାଙ୍କ ସାମ୍ନାରେ ଆଣିବାକୁ ଦେବେ ନାହିଁ , ତେବେ ଅଞ୍ଜଳୀ ତୁରନ୍ତ ରାଜି ହୋଇଗଲେ, ଯାହାପରେ ସଚିନ୍ କହିଲେ ବକ୍ସିଙ୍ଗ୍ ଡେ ଟେଷ୍ଟ୍ ମ୍ୟାଚ୍ ଥିଲା,  ଯେବ୍ ବ୍ରେଟ୍ ଲି ବୋଲିଙ୍ଗ୍ କରୁଥିଲେ, ଓ ଏହାପ୍ରଥମ ବଲ୍ ଥିଲା, ଏହା ଏକ ମୁସକିଲ୍ ବୋଲିଙ୍ଗ୍ ଥିଲା। ଓ ଏହା ମୋର ବ୍ୟାଟର ସାଇଡ୍ ରୁ ଲାଗିଯାଇଥିଲା , ଓ ଅନ୍ୟପଟେ ଗିଲକ୍ରିଷ୍ଟ୍ ବଲ୍ କୁ ନିଜ ହାତରେ ନେବାକୁ ଅପେକ୍ଷା କରିଥିଲେ । ସେ ଆଗକୁ କହନ୍ତି କି ଏହା ସେହି କ୍ଷଣ ଥିଲା ଯେବେ ଅଞ୍ଜଳୀ ଠିଆ ହୋଇ ଚୁପ୍ ଚାପ୍ ଚାଲିଗଲେ, ଓ ତାହାପରେ ସଚିନ୍ ଙ୍କ କେଉଁ ବି ମ୍ୟାଚରେ ସେ ସାମିଲ୍ ହୋଇନାହାନ୍ତି , କୁହାଯାଏ କି ସଚିନଙ୍କ ଶେଷ ଟେଷ୍ଟ ମ୍ୟାଚରେ ସେ ଷ୍ଟାଡିୟମ୍ ରେ ଆସିଥିଲେ, ସେହିଦିନ ତାଙ୍କ ପାଇଁ ଏକ ସ୍ମରଣୀୟ ଦିନ ଥିଲା

Leave a Reply

Your email address will not be published. Required fields are marked *