December 7, 2024

Odia Express

Leading Odia News Portal of Odisha

ଭାତୁଡ଼ି ଓ କଳାଜାଇକୁ ମୂଳରୁ ଶେଷ କରିଦେବ ଏହି ସରଳ ଉପଚାର.. ନିଶ୍ଚୟ ଜାଣିରଖନ୍ତୁ

ନମସ୍କାର ବନ୍ଧୁଗଣ,ଆଜି ଆମେ ଜାଣିବା ଏପରି ଏକ ଉପଚାର ଯାହାକି ଏମିତି ଏକ ଉପାୟ ଯାହା ଆପଣଙ୍କ ତ୍ୱଚାରେ କୌଣସି ପ୍ରକାରର ଜାଇ ଅଛି, ତେବେ ଏହାକୁ ଅତି ସହଜରେ କମ ଖର୍ଚ୍ଚରେ ଏହା ଦୂର କରିପାରିବ।ଏହାକୁ ଆପଣ ନିଜ ଘରେ ତିଆରି କରିପାରିବେ ଓ ବ୍ୟବହାର କରିପାରିବେ।ସବୁଠୁ ପ୍ରଥମେ ଜାଣିବା କି ଜାଇ ଆପଣଙ୍କ ତ୍ୱଚାରେ କିପରି ହୁଏ?।ଜାଇ ଆପଣଙ୍କ ତ୍ୱଚାରେ ହୋଇଥାଏ ଯାହାକି ଏକ ଭୁତାଣୁ କାରଣରୁ ହୁଏ ଯାହାର ନାମ ହେଉଛି ପୋପିନାମା ଭୁତାଣୁ।ଯାହାର କାରଣରୁ ଆପଣଙ୍କ ତ୍ୱଚାରେ ବହୁତ ଜାଇ ହୋଇଥାଏ ଏହି ଜାଇକୁ ଫଟେଇଲେ ଏହା ଆହୁରି ବେଶୀ ବ୍ୟାପୀଥାଏ ଓ ଅନ୍ୟ ଭାଗକୁ ଚାଲିଯାଏ ଏବଂ ସେଠାରେ ମଧ୍ୟ ଜାଇ ହୋଇଯାଏ।ଏଥିପାଇଁ ଆଜି ଆପଣଙ୍କୁ ଏକ ଏପରି ଉପଚାରର ଉପାୟ ଜଣାଇବୁ ଯାହା ଆପଣ କଲେ ଜାଇ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ।

ଏଥିପାଇଁ ପ୍ରଥମେ ଆପଣ ଯେଉଁ ପାନକୁ ଖାଇବାରେ ବ୍ୟବହାର କରନ୍ତି ଏହାର ପତ୍ର ନିଅନ୍ତୁ।ଏହା ଆପଣଙ୍କୁ ବହୁତ ସହଜରେ ଦୋକାନରେ ମିଳିଯିବ।ଏବଂ ସେହିଠାରେ ମଧ୍ୟ ଆପଣଙ୍କୁ ଚୂନ ମିଳିଯିବ।ଯାହାକୁ ଆପଣ ପାନରେ ଲଗାନ୍ତି ସେହି ଚୂନ ଲଗାନ୍ତୁ।ଧ୍ୟାନ ରଖନ୍ତୁ ଆପଣଙ୍କୁ ଗୋଟା ପାନ ନେବାକୁ ହେବ।ଏହି ପାନକୁ ଓଲଟା କରି ଏହା ଡେମ୍ଫ ସାହାଯ୍ୟରେ ଚୂନ ନିଅନ୍ତୁ।ଏବଂ ଆପଣଙ୍କ ଶରୀରରେ ଯେଉଁ ସ୍ଥାନରେ ବି ଜାଇ ଅଛି ତେବେ ସେଠାରେ ଏହାକୁ ଲଗାନ୍ତୁ।ମନେ ରଖନ୍ତୁ ଡେମ୍ଫ ସାହାଯ୍ୟରେ ଏହାକୁ ଧୀରେ ଧୀରେ ଲଗାନ୍ତୁ ନିଜର ଶରୀରରେ ଯେଉଁଠି ଜାଇ ଥିବ।ଆପଣଙ୍କୁ ଏହାକୁ ସଫା କରିବାର ମଧ୍ୟ ନାହିଁ କି ଏହା ପ୍ରତି ଧ୍ୟାନ ମଧ୍ୟ ଦିଅନ୍ତୁ ନାହିଁ।ଯେପର୍ଯ୍ୟନ୍ତ ଆପଣଙ୍କର ଜାଇ ଅଛି ସେପଯ୍ୟନ୍ତ ଏହା ଲାଗି ରହିବ।ଯେବେ ଏହି ଜାଇ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯିବ ତେବେ ଏହି ଚୂନ ଆପେ ଆପେ ସଫା ହୋଇଯିବ।

ଆପଣଙ୍କୁ ଜଣାବି ପଡିବନି ଓ ଆପଣଙ୍କ ଜାଇ ଦୂର ହୋଇଯିବ।ଏବଂ ପ୍ରାୟ ଲୋକ ମାନଙ୍କର କେବଳ ଗୋଟିଏ ଥର ବ୍ୟବହାରରେ ଏହା ଦୂର ହୋଇଛି ।ଯଦି ଆପଣଙ୍କର ଗୋଟିଏ ଥରରେ ଶରୀରର ଅଙ୍ଗରେ ଥିବା ଜାଇ ମୂଳରୁ ଦୂର ହେଉନାହିଁ ତେବେ ଆପଣ ଏହାକୁ ଆଉ ଥରେ ଲଗାଇ ବ୍ୟବହାର କରନ୍ତୁ।କିନ୍ତୁ ପ୍ରାୟ ଲୋକଙ୍କର ଏହା ଗୋଟିଏ ଥର ବ୍ୟବହାରରେ ମୂଳରୁ ଜାଇ ଦୂର ହୋଇଯିବ।ଏବଂ ଅତି ସହଜରେ ଓ ଶସ୍ତାରେ ଆପଣଙ୍କ ଶରୀର ର ଅଙ୍ଗରୁ ଦୂର ହୋଇଯିବ।ଆପଣ ନିଜ ଘରେ ଏହାକୁ ନିଜେ ଆଣି ବ୍ୟବହାର କରିପାରିବେ।

ଏହି ଉପଚାରର ଉପାୟ ଏତେ ସହଜ ଓ ଶସ୍ତା ଅଟେ କି ଯଦି ଆପଣଙ୍କର କି ଆପଣଙ୍କ ପରିବାର ଓ ବନ୍ଧୁ ମାନଙ୍କର ଯଦି ଏହିପରି ଶରୀରର କୌଣସି ଅଙ୍ଗରେ ଜାଇ ସୃଷ୍ଟି ହୋଇଛି ତେବେ ଆପଣ ଚାହିଁଲେ ସେମାନଙ୍କୁ ଏହି ଉପାୟ ବତାଇପାରିବେ।ଦେଖିବେ ଏହି ଉପଚାରର ଉପାୟକୁ ପ୍ରୟୋଗ କଲେ ଆପଣଙ୍କର କିମ୍ବା ଆପଣଙ୍କ ପରିବାର ଓ ବନ୍ଧୁ ମାନଙ୍କର ଦୀର୍ଘଦିନ ଧରି ଥିବା ଜାଇ ମୂଳରୁ ସମ୍ପୂର୍ଣ୍ଣ ରୂପରେ ନିପାତ ହୋଇଯିବ।ଏଥିରେ ବ୍ୟବହାର ହେଉଥିବା ସାମଗ୍ରୀ ଆପଣଙ୍କୁ ବହୁତ ସହଜରେ କୌଣସି ପାନ ଦୋକାନରେ ସୁଲଭ ମୂଲ୍ୟରେ ମିଳିଯିବ।

ଆଶାକରୁଛୁ କି ଏହି ଉପଚାରର ପ୍ରୟୋଗ କରି ଆପଣ ନିଜ ଶରୀରରେ ଦୀର୍ଘ ସମୟ ଧରି ରହିଥିବା ଜାଇ ଓ କଳା ଜାଇକୁ ବହୁତ ସହଜରେ ଓ ସୁଲଭ ମୂଲ୍ୟରେ ଘରେ ରହି ମୂଳରୁ ଦୂର କରିପାରିବେ।ମନେରଖନ୍ତୁ ଏହାକୁ ପ୍ରୟୋଗ କରିବା ପରେ ଧୁଅନ୍ତୁ ନାହିଁ କାରଣ ଏପରି କଲେ ଏହା ଠିକ ହେବନାହିଁ।କାରଣ ଏହା ଆପେ ଆପେ ଆପଣଙ୍କ ଶରୀରରୁ ସଫା ହୋଇଯିବ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *