ଆଜିର ନୂଆ ମଜାଦାର ପଜଲ – ପ୍ରଥମେ ଆପଣଙ୍କୁ ଏକ ଯୋତାର ଚିତ୍ର ଦିଆଯାଇଛି ଦ୍ଵିତୀୟରେ ହିନ୍ଦୀ ଅକ୍ଷର ରୁ ଲେଖାଯାଇଛି।ତୃତୀୟରେ ଏକ କପ୍ ରେ ଚା ରଖାଯାଇଛି ତେଣୁ ଆପଣ କୁହନ୍ତୁ ଯେ ଝିଅର ନାମ କଣ ହେବ? ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ..

ପହେଲୀ ସମାଧାନ କରିବାକୁ କାହାକୁ ଅବା ଭଲ ନ ଲାଗିଥାଏ।ଏହି ପହେଲୀ ଗୁଡ଼ିକର ସମାଧାନ କରିବାଦ୍ୱାରା ଆପଣଙ୍କର ମାନସିକ ଶକ୍ତି ବିକଶିତ ହେବା ସହ ଆପଣଙ୍କୁ ଏହା ମନୋରଞ୍ଜନ ମଧ୍ୟ ଦେବ।ଆପଣଙ୍କୁ ପାଞ୍ଚଗୋଟି ପହେଲୀ ପଚରାଯିବ।ଏହି ପ୍ରଶ୍ନ ଗୁଡିକର ଉତ୍ତର ଦେବାପାଇଁ ଆପଣଙ୍କୁ ୧୦ ସେକେଣ୍ଡ ସମୟ ଦିଆଯିବ।ଏହି ପହେଲୀ ଗୁଡିକରେ କିଛି ଚିତ୍ର ଆପଣଙ୍କୁ ଦେଖାଯିବ।ଏହି ଚିତ୍ରଗୁଡିକୁ ମିଶେଇଦେଲେ ଆପଣଙ୍କୁ ଏକ ଝିଅର ନାମ ମିଲିଯିବ।ପ୍ରତ୍ୟେକ ଚିତ୍ରର ପ୍ରଥମ ଅକ୍ଷରକୁ ନେଇ ଶେଷରେ ସବୁତକ ମିସେଇଦେବା ଫଳରେ ଆପଣଙ୍କର ପହେଲୀ ସମାଧାନ ହେଇଯିବ।ଯଦି ଆପଣ ସଠିକ ଉତ୍ତର ଦେବେ ତେବେ ଆପଣ ବୁଦ୍ଧିମାନ ଅଟନ୍ତି।ତେଣୁ ଆସନ୍ତୁ ଜାଣିବା ପହେଲୀ ଗୁଡିକ ବିଷୟରେ।ମାତ୍ର କିଛି ବୁଦ୍ଧି ପ୍ରୟୋଗକଲେ ଆପଣ ଅତ୍ୟନ୍ତ ସହଜରେ ଏହାର ସମାଧାନ କରିପାରିବେ।
ପହେଲୀ ନମ୍ବର ୧-ଆପଣଙ୍କୁ ଦୁଇଟି ଚିତ୍ର ଦିଆଯାଇଛି।ପ୍ରଥମେ ଏକ ଚାବି ର ଚିତ୍ର।ଦ୍ୱିତୀୟରେ ଇଂରାଜୀ ଅକ୍ଷର ଭି ର ଚିତ୍ର।ତେବେ ଫଳର ନାମ କଣ?
ଉତ୍ତର-ପ୍ରଥମ ଚିତ୍ରରେ ଏକ ଚାବିର ଚିତ୍ର ରହିଛି।ଏହାକୁ କି କୁହାଯାଏ।ଦ୍ଵିତୀୟରେ ଭି ର ଚିତ୍ର ରହିଛି।ଦୁଇଟିକୁ ମିସେଇଦେବା ଫଳରେ ଏହା ହେଇଯାଉଛି କିଭି।ଏହା ଏକ ଫଳର ନାମ।ଏହାର ନାମ ଆପଣମାନେ ଜାଣି ନଥିବେ।ମାତ୍ର ଏହା ରହିଛି।
ପହେଲୀ ନମ୍ବର ୨-ଆପଣଙ୍କୁ ଦୁଇଟି ଚିତ୍ର ଦିଆଯାଇଛି।ପ୍ରଥମ ଚିତ୍ରରେ ଏକ ଜୋତାର ଚିତ୍ର ରହିଛି।ଦ୍ୱିତୀୟରେ ଏକ ଲୋକର ଚିତ୍ର ରହିଛି।ତେବେ ଝିଅର ନାମ କଣ ହେବ?
ଉତ୍ତର-ତେଣୁ ପ୍ରଥମେ ଏଜ ଜୋତା ରହିଛି, ତେଣୁ ଏହା ହେଇଯିବ ସୁ।ସେହିପରି ଏକ ଲୋକର ଚିତ୍ର ମଧ୍ୟ ରହିଛି।ତେଣୁ ତାହା ହେବ ମ୍ୟାନ୍।ତେଣୁ ଦୁଇଟିକୁ ମିସେଇଦେଲେ ତାହା ହେବ ସୁମନ୍।
ପହେଲୀ ନମ୍ବର ୩-ପ୍ରଥମ ଚିତ୍ରରେ ଏକ ଦୀପର ଚିତ୍ର ରହିଛି।ଦ୍ଵିତୀୟରେ ହିନ୍ଦୀରେ ପା ଲେଖାଯାଇଛି।ତେଣୁ ଝିଅର ନାମ କଣ ହେବ?
ଉତ୍ତର-ସଠିକ ଉତ୍ତର ହେଉଛି ଦୀପା।ପ୍ରଥମେ ଏକ ଦୀପର ଚିତ୍ର ରହିଛି।ଦ୍ଵିତୀୟରେ ପା ଲେଖାଯାଇଛି।ତେଣୁ ଯଦି ଏହାକୁ ଆମେ ମିସେଇଦେବା ଆମକୁ ଝିଅର ନାମ ମିଳିଯିବ।ତାହା ହେବ ଦୀପା।
ପହେଲୀ ନମ୍ବର ୪-ଆପଣଙ୍କୁ ଏଠାରେ ୩ ଟି ଚିତ୍ର ଦିଆଯାଇଛି।ପ୍ରଥମେ ଆପଣଙ୍କୁ ଏକ ଯୋତାର ଚିତ୍ର ଦିଆଯାଇଛି।ଦ୍ଵିତୀୟରେ ହିନ୍ଦୀ ଅକ୍ଷର ରୁ ଲେଖାଯାଇଛି।ତୃତୀୟରେ ଏକ କପ୍ ରେ ଚା ରଖାଯାଇଛି।ତେଣୁ ଆପଣ କୁହନ୍ତୁ ଯେ ଝିଅର ନାମ କଣ ହେବ?
ଉତ୍ତର-ତେଣୁ ଜୋତାକୁ ଇଂରାଜୀରେ ସୁ କୁହନ୍ତି।ହିନ୍ଦୀରେ ରୁ ମଧ୍ୟ ଲେଖାଯାଇଛି।ଚା କୁ ଇଂରାଜୀରେ ଟି କହିଥାନ୍ତି।ତେଣୁ ଝିଅର ନାମ ହେବ ଶୃତି।
ପହେଲୀ ନମ୍ବର ୫-ଆପଣଙ୍କୁ ୩ ଟି ଚିତ୍ର ଦିଆଯାଇଛି।ପ୍ରଥମେ ଏକ ଚାବି ର ଚିତ୍ର ଦିଆଯାଇଛି।ଦ୍ଵିତୀୟରେ ହିନ୍ଦୀରେ ର ଲେଖାଯାଇଛି।ତୃତୀୟରେ କପ୍ ରେ ଚା ଲେଖାଯାଇଛି।ତେବେ ଆପଣ କୁହନ୍ତୁ ଯେ ଝିଅର ନାମ କଣ ହେବ?
ଉତ୍ତର-ଏହାର ସଠିକ ଉତ୍ତର ହେଉଛି କୀର୍ତ୍ତି।ପ୍ରଥମେ ଏକ ଚାବିର ଚିତ୍ର ରହିଛି।ତେଣୁ ଏହାକୁ କୁହାଯାଏ କି।ଦ୍ଵିତୀୟ ରେ ର ଲେଖାଯାଇଛି।ତୃତୀୟରେ ଚା ରଖାଯାଇଛି।ଏହାକୁ ଇଂରାଜୀରେ କୁହାଯାଏ ଟି।ତେଣୁ ଝିଅର ନାମ ହେଇଯିବ କୀର୍ତ୍ତି।