June 18, 2025

Odia Express

Leading Odia News Portal of Odisha

ମଜାଦାର ହସକଥା – ରାଜୁ ସଞ୍ଜୁକୁ କହିଲା ମୁଁ ତୋର ହେବାକୁ ଥିବା ସ୍ତ୍ରୀ ସାଙ୍ଗରେ ଶୋଇବା ସମୟରେ ଧରାପଡିଗଲି, ତାପରେ ଯାହା ହେଲା ବହୁତ କୌତୁକିଆ ଥିଲା..

ଆଜିକାଲି ଏହି କର୍ମବ୍ୟସ୍ତ ଜୀବନ ମଧ୍ୟରେ ସବୁ ବ୍ୟକ୍ତି ଚିନ୍ତାରେ ରହୁଛି, କାହାକୁ ଚାକିରିର ଚିନ୍ତା ରହିଥାଏ , ତ କାହାକୁ କ୍ୟାରିୟରର, କାହାକୁ ପରିବାର ତ କାହାକୁ ପ୍ରେମର ଚକ୍କରରେ ନିଜ ଜୀବନ ଅତିବାହିତ କରୁଛନ୍ତି , କିନ୍ତୁ ଅଧିକା ଚିନ୍ତା ନେଏଲ୍ ଆମର ସ୍ୱାସ୍ଥ୍ୟ ବିଗଡିଯାଏ , ଓ ଆମେ ଅଧିକା ଚିନ୍ତିତ ହୋଇଯାଉ, ଓ ତାପରେ ଆମେ ଏହି ସବୁ ଚାହିଁକରି କିଛି ସମୟ ପାଇଁ ନିଜ ଚିନ୍ତାଭରା ଜୀବନରୁ ମୁକ୍ତି ମିଳିପାରିବ , ଏଥିପାଈଁ ଆଜି ଆମେ ଆପଣଙ୍କୁ ଚିନ୍ତାଭରା ଏହି ସମୟରୁ ଦୁର କରିବାପାଇଁ ପ୍ରୟାସ କରୁଛୁ, ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ କିଛି ଏମିତି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ, ଯାହାକୁ ପଢିବା ପରେ ଆପଣଙ୍କ ହସ ଅଟକିବ ନାହିଁ ।

୧) ସ୍ତ୍ରୀ- ମୋତେ ସନ୍ଦେହ ଅଛି ମୋର ସ୍ୱାମୀ କେଉଁ ପର ମହିଳାଙ୍କ ସହ ଚକ୍କର ଚାଳିଛି, ସାଙ୍ଗ- ଏବେ ତୁ କଣ କରିବୁ ? ସ୍ତ୍ରୀ- ନିଜ ବୟଫ୍ରେଣ୍ତ ତାର ପଛରେ ଲଗାଇଦେବି ।

୨) ଶିକ୍ଷକ- ବଣ୍ଟୁ ତୁ ଠିଆ ହେଇଯା, ମୁଁ ଯାହା ବି ପଚାରିବି ଫଟାଫଟ୍ ଜବାବ୍ ଦେବୁ, ବଣ୍ଟୁ- ଠିକ୍ ଅଛି ମ୍ୟାଡାମ୍, ଶିକ୍ଷକ- ଆମର ରାଷ୍ଟ୍ରିୟ ପଶୁ କିଏ ? ବଣ୍ଟୁ-ଫଟାଫଟ୍- ତାପରେ କଣ ଫଟାଫଟ୍ ହୋଇଗଲା ପପୁର ଧୁଲାଇ ।

୩) ଆମର ଶକ୍ତି ଓ ଦକ୍ଷତାକୁ ଏମିତି ସନ୍ଦେହ କର ନାହିଁ, ଆମେ ତ ପବନରେ ହାତି ଉଡାଇଛୁ, ଏହି କଥା ଅଲଗା କି ଆମେ ଚିଡୀଆ ଉଡ୍ ଓ ତୋତା ଉଡ୍ ଖେଳିବା ଛାଡିଦେଇଛୁ  ।

୪) ପପୁ ବିଜୁଳିର ତାରରେ ଗଳିପଡିଲା, ସେ ମରିବାକୁ ଯାଉଥିଲା ଅଚାନକ- ତାର ମନେ ପଡିଲା କି ବିଜୁଳି ତ ଦୁଇଦିନରୁ କଟିଛି । ତାପରେ ଆଉଥରେ ଉଠି ହସିକରି କହିଲା, ଶଳା ମନେ ନଥିଲେ ମରି ହିଁ ଯାଇଥାନ୍ତି ।

୫) ଛାତ୍ର ଭଗବାନକୁ- ଗାର୍ଲଫ୍ରେଣ୍ତ ଟିକିଏ କମ୍ ପଟାଇଲି ତ କଣ କଥା ଥିଲା ? ବହି ତ ବହୁତ ତୋର ପାଖରେ ଥିଲା ।

୬) ସ୍ତ୍ରୀ- ଜାନୁ କଣ ମୁଁ ତୁମ ସ୍ୱପ୍ନରେ ଆସୁଛି ? ସ୍ୱାମୀ- ନା , ସ୍ତ୍ରୀ-କଣ ପାଇଁ ?ସ୍ୱାମୀ-କାରଣ ହନୁମାନ ଚାଳିଶା ପଢିକରି ଶୋଉଛି ମୁଁ ।

୭) ଶାଶୁର ଡୀମାଣ୍ତ- ଝିଅ ସୁନ୍ଦର ହୋଇଥିବ ଓ ଧନୀ ହୋଇଥିବ , ପଢିଥିବ, କମ୍ ବୟସର ହୋଇଥିବ , ଘରର ସବୁ କାମ ଜାଣିଥିବ , ଓ ଝିଅର ଗୋଟେ ଡିମାଣ୍ତ ଶାଶୁ ହିଁ ନଥିବ ।

୮) ସୋନୁ- ଏତେ ଚିନ୍ତିତ କଣପାଈଁ ? ମୋନୁ- ଆରେ ସାଙ୍ଗ,ମୁଁ ନିଜ ଗାର୍ଲଫ୍ରେଣ୍ତକୁ ଦୁଇଟି ବଡ ବଡ ଟେଡି ବିୟର ଗିପ୍ଟ କରିଥିଲି, ସୋନୁ- ତ ଏଥିରେ ଚିନ୍ତା କରିବାର କଥା କଣ ? ମୋନୁ- ତାର ମା ସେଥିରୁ କପଡା ବାହାର କରି ତକିଆ ସିଲାଇ କରିଦେଲା ।

୯) ଆମେ ପୁଅ ଯେବେ ପର୍ଯ୍ୟନ୍ତ କ୍ୟାରିୟର୍ କରି ନିଜ ଗୋଡରେ ଠିଆ ନ ହୋଇଛୁ ତେବେ ପର୍ଯ୍ୟନ୍ତ ଆମର କ୍ଲାସର ଝିଅଙ୍କ ଛୁଆ ବି ନିଜ ଗୋଡରେ ଚାଲିବା ଶିଖିଯାଆନ୍ତି ।

୧୦) ସ୍ତ୍ରୀ- ମୋତେ ବୁଝାପଡୁନି କି ବହୁତ ବର୍ଷରୁ ସାବିତ୍ରୀ ବ୍ରତ କରିପାରୁନି, ତେବେ ବି ତୁମେ ପୁରା ସୁସ୍ଥ୍ୟ କିପରି ଅଛ, ଥଣ୍ତା ଜ୍ୱର ବି ନାହିଁ , ସ୍ୱାମୀ- ମୁଁ ବହୁତ ନିୟମ ଓ ସଂୟମତା ସହ ରହୁଛି ସେଥିପାଇଁ , ସ୍ତ୍ରୀ- ମୋତେ ବୋକା ଭାବିଛ ନା କଣ ? ସତ ସତ କୁହ ସେ କିଏ ? ଯିଏ ତୁମ ପାଇଁ ସାବିତ୍ରୀବ୍ରତ ରଖୁଛି

ରାଜୁ ସଞ୍ଜୁକୁ କହିଲା ମୁଁ ତୋର ହେବାକୁ ଥିବା ସ୍ତ୍ରୀ ସାଙ୍ଗରେ ଶୋଇବା ସମୟରେ ଧରାପଡିଗଲି, ତାପରେ ସଂଜୁ କହିଲା ଆରେ କେମିତି କୋଉଠି ତାପରେ ରାଜୁ କହିଲା ଆରେ ଗଣିତ କ୍ଲାସ ରେ

Leave a Reply

Your email address will not be published. Required fields are marked *