September 11, 2024

Odia Express

Leading Odia News Portal of Odisha

ଝିଟିପିଟି ଘଉଡ଼େଇବାର ଘରୋଇ ଉପାୟ – ଠାରେ ଏହି ଉପାୟ କଲେ ଆଉ କେବେ ମଧ୍ୟ ଆସିବେନି ଝିଟିପିଟି..

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଅଛୁ କିପରି ଘରୁ ଝିଟିପିଟିକୁ ଘଉଡେଇବେ ଏବଂ ତାର ସହଜ ଓ ଘରୋଇ ଉପାୟ।ଯଦି ଆପଣ ବି ଆପଣଙ୍କ ଘରେ ଝିଟିପିଟିର ସମସ୍ୟାରୁ ଚିନ୍ତିତ ରହୁଛନ୍ତି ଏବଂ ଘରୋଇ ଉପାୟ ମାଧ୍ୟମରେ ଏହାକୁ ଘଉଡ଼େଇବାକୁ ଚାହୁଁଛନ୍ତି ତେବେ ଆଜି ଆମେ କହିବାକୁ ଯାଉଥିବା ଉପାୟକୁ ଘରେ ନିଶ୍ଚିନ୍ତ କରନ୍ତୁ ଏବଂ ଏହାର ପ୍ରୟୋଗ ମଧ୍ୟ କରନ୍ତୁ ।ଏଥିରେ ସହଜରେ ଝିଟିପିଟି ଆପଣଙ୍କ ଘରୁ ପଳାଇବ।

ଝିଟିପିଟିରେ କୌଣସି ପ୍ରକାରର ବି ବିଷ ରହିନଥାଏ ତଥାପି ସମସ୍ତଙ୍କୁ ଏହାକୁ ନେଇ ଡର ଲାଗିଥାଏ କି ଭୁଲରେ ବି ଏହା ଉପରେ ନ ପଡିଯାଉ କିମ୍ବା ଖାଇବା ଜିନିଷରେ ନ ପଡିଯାଉ।ସେମିତିରେ ଝିଟିପିଟି ଘଉଡେଇବା ପାଇଁ ବଜାରରେ ବହୁତ ପ୍ରକାରର ବିଷାକ୍ତ ପଦାର୍ଥ ମିଳିଥାଏ ।ଯାହାର ପ୍ରୟୋଗ ଆପଣ କରି ଝିଟିପିଟିକୁ ଆପଣଙ୍କ ଘରୁ ବାହାର କରିପାରିବେ।କିନ୍ତୁ ଯଦି ଆପଣ ଏହି ବିଷାକ୍ତ ପଦାର୍ଥକୁ ବ୍ୟବହାର କରୁଛନ୍ତି ତେବେ ଘରେ ରହୁଥିବା ଛୋଟ ଛୁଆ ଏବଂ ପାଳିତ ପଶୁକୁ ବିପଦର ଆଶଙ୍କା ରହିଥାଏ।ଏଥିରେ ତାଙ୍କର ତୁରନ୍ତ ମୃତ୍ୟୁ ହୋଇଯାଇଥାଏ ଯଦି ଭୁଲରେ ଖାଇଦିଅନ୍ତି।ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଝିଟିପିଟି ଘଉଡେଇବାର ଘରୋଇ ଉପାୟ।କିପରି ଆପଣ ସହଜରେ ଝିଟିପିଟି ଘଉଡେଇ ପାରିବେ।

ଝିଟିପିଟି ଘଉଡେଇବା ପାଇଁ ଆପଣ ପ୍ରଥେମ କିରୋସିନି ନେବେ।କିରୋସିନି ପ୍ରାୟତଃ ସମସ୍ତଙ୍କ ପାଖରେ ନ ଥାଏ ଆପଣ ଏହାକୁ ଆପଣଙ୍କର ପାଖ ବଜାରରୁ ଆଣି ପାରିବେ।କିରାସିନିରେ ଏପରି ତତ୍ତ୍ୱ ରହିଥାଏ ଯାହା ଝିଟିପିଟି ସହିପାରେ ନାହିଁ।ତେବେ ଆପଣ ଏବେ ଏକ ପ୍ରୟୋଗ ହୋଇସାରିଥିବା ସିରିଞ୍ଜ ନେବେ।ଆପଣ ଏହାକୁ ଭଲ ପାଣିରେ ଭଲ ଭାବରେ ସଫା କରିନେବେ।ଏହାପରେ ସିରିଞ୍ଜରେ କିରାସିନି ଭରନ୍ତୁ।କିରୋସିନି ଭରି ସାରିବା ପରେ ସେଥିରେ ଛୁଞ୍ଚି ଲଗାନ୍ତୁ।ଏହାପରେ ଏବେ ଏହାର ପ୍ରୟାଗ କରିବେ ।ଏବେ ଆପଣଙ୍କୁ ଏତିକି ଧ୍ୟାନ ରଖିବାକୁ ପଡିବ ଯେଉଁଠି ଝିଟିପିଟି ଯିବା ଆସିବା କରୁଥିବ ସେହି ସ୍ଥାନକୁ ଆପଣ ନଜରରେ ରଖିବେ।ସେମିତିରେ ଝିଟିପିଟି ବେଶି ଲାଇଟ ଲାଗିଥିବା ଜାଗାରେ ଯିବା ଆସିବା କରିଥାଏ।କାହିଁକି ନା ଲାଇଟ ପାଖରେ ସେମାନଙ୍କ ପାଇଁ ତାଙ୍କର ଖାଦ୍ୟ ଭରପୂର ମାତ୍ରରେ ମିଳିଯାଇ ଥାଏ।ଲାଇଟ ପାଖରେ ଅଧିକାଂଶ ସମୟରେ ପୋକ ରହିଥାନ୍ତି ଏବଂ ଯାହାକୁ ଖାଇବା ପାଇଁ ଝିଟିପିଟି ସେଠାକୁ ଆସିଥାଏ।

ଏବେ ଆପଣ ଝିଟିପିଟିକୁ ଦେଖିବା ମାତ୍ରେ ସିରିଞ୍ଜରେ ଭରିକି ରଖିଥିବା କିରୋସିନିକୁ ଝିଟିପିଟି ଉପରକୁ ପିଚକାରୀ ଭାବରେ ପକାଇବେ।ଆପଣ ଦେଖିବେ ପିଚକାରୀ ମାରିବା ସମୟରେ ଯଦି ଅଳ୍ପ ମଧ୍ୟ କିରୋସିନି ଝିଟିପିଟି ଉପରେ ପଡିଥିବ ତେବେ ଝିଟିପିଟି ତୁରନ୍ତ ସେଠାରୁ ପଳେଇ ଯିବ।କାହିଁକିନା କିରୋସିନିରେ କିଛି ଏପରି ତତ୍ତ୍ୱ ଏବଂ ପଦାର୍ଥ ଭରପୂର ମାତ୍ରାରେ ରହିଥାଏ ଯାହାର ପ୍ରଭାବ ଝିଟିପିଟି ସହିପାରେ ନାହିଁ।ତେବେ ଆପଣ ଝିଟିପିଟି ଭଗାଇବା ପାଇଁ ଏହି ସହଜ ଏବଂ ଘରୋଇ ଉପାୟ କରିପାରନ୍ତି।କିପରି ଝିଟିପିଟି ତୁରନ୍ତ ପଳେଇବେ ଏବଂ ପୁଣିଥରେ ଘରକୁ ଆସିବେ ନାହିଁ।ଯଦି ପୁଣି ଥରେ କେବେ ବି ଦେଖା ଯାଆନ୍ତି ତେବେ ଆପଣ ତା ଉପରେ ପିଚକାରୀ ମାରିଦେବେ।ଏବଂ ଝିଟିପିଟି ସେଠାରୁ ତୁରନ୍ତ ପଳାଇବ।

ତେବେ ଆପଣ ଜାଣିଲେ କି ଆମେ ଝିଟିପିଟିକୁ ଘଡେଇବା ପାଇଁ ବ୍ୟବହାର କରୁଥିବା ପଦାର୍ଥ ବିଷାକ୍ତ ନୁହେଁ ବରଂ ସୁରକ୍ଷିତ ଅଟେ।ଏବଂ ଏଥିରେ କାହାର କୌଣସି କିଛିବି କ୍ଷତି ହେବ ନାହିଁ।ଆପଣଙ୍କୁ ଉପରୋକ୍ତ ଉପାୟରେ ଆମେ ସହଜ, ସରଳ ଓ ଶସ୍ତା ଏବଂ ଅଧିକ ଗୁଣବତ୍ତା ଥିବା ଉପଚାର ଜଣାଇଛୁ।ଏହା ନିଶ୍ଚିନ୍ତ ଭାବରେ ପ୍ରଭାବଶାଳୀ ପ୍ରମାଣିତ ହେବ।ଏହି ଉପାୟ ସମ୍ପୂର୍ଣ୍ଣ ରୂପରେ ଘରୋଇ ଅଟେ।ଏହି ଉପାୟକୁ ନିଜେ ପ୍ରୟୋଗ କରନ୍ତୁ ଓ ନିଜର ପ୍ରୟୋଜନମାନଙ୍କୁ ବ୍ୟବହାର କରିବା ପାଇଁ କୁହନ୍ତୁ।

Leave a Reply

Your email address will not be published. Required fields are marked *