October 6, 2024

Odia Express

Leading Odia News Portal of Odisha

କଞ୍ଚା ପିଆଜର ସେବନ କରିବା ଦ୍ୱାରା ଆମର କେତେ ଉପକାର ହୋଇଥାଏ ତାହା ଯଦି ଆପଣ ଜାଣିବେ ତାହେଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

ଆଜିକାଲି ବିଭିନ୍ନ ପ୍ରକାରର ରୋଗ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଔଷଧ ଖାଇବା ପାଇଁ ଡକ୍ଟର କହୁଛନ୍ତି । କିନ୍ତୁ ଆୟୁର୍ବେଦରେ ଅନେକ ରୋଗ ପାଇଁ ଗୋଟେ ଗୋଟେ ପ୍ରକାରର ଔଷଧି ରହିଛି ଯାହାକୁ ସେବନ କରିବା ଦ୍ଵାରା ଆମର ଅନେକ ପ୍ରକାରର ରୋଗ ଭଲ ହୋଇଥାଏ । ସାଧାରଣତଃ ଆମର ଆୟୁର୍ବେଦରେ କେବଳ ମାତ୍ର ୩ ଟି ଦୋଷ ରହିଛି ଯାହାକୁ ଆପଣ ସନ୍ତୁଳନରେ ରଖି ନିଜର ଶରୀରକୁ ଜୀବନସାରା ପାଇଁ ସୁସ୍ଥ ରଖିପାରିବେ ।ଏହି କଥା ଆମେ କହୁନୁ ଏହା ଆୟୁର୍ବେଦ କହୁଛି । ପୁରୁଣା ଯୁଗରୁ ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକ ମାନେ ଆୟୁର୍ବେଦ ଦ୍ଵାରା ନିଜକୁ ସୁସ୍ଥ ରଖିଛନ୍ତି ,କିନ୍ତୁ ଯେବେଠୁ ଆମେ ମାନେ ଏହି ନୂତନ ଡାକ୍ତରୀ ଚିକିତ୍ସା ପ୍ରଣାଳୀକୁ ଅନୁସରଣ କରୁଛେ ସେବେଠୁ ଆମେ ମାନେ ବିଭିନ୍ନ ପ୍ରକାରର ରୋଗ ଦ୍ଵାରା ଘେରି ହୋଇଗଲେ ଏବଂ ଯାହା ଦ୍ଵାରା ବହୁତ୍ ଲୋକ ମାନଙ୍କୁ ନିଜ ଘରେ ଏକ ଡକ୍ଟର ଦରକାର ଏହି ପ୍ରାୟତଃ ସମସ୍ତଙ୍କ ଘରେ ଆଜିକାଲି ବହୁତ୍ ପ୍ରକାରର ଓଷଧମାନ ରହିଥାଏ । ତେବେ ଆସନ୍ତୁ ଜାଣିବା ଏକ ଜିନିଷ ବିଷୟରେ ଯାହା କୁ ଆୟୁର୍ବେଦ ରେ ଏକ ଔଷଧି ଅଟେ ଯାହା ଦ୍ଵାରା ଆପଣ ନିଜର ଅନେକ ପ୍ରକାରର ରୋଗ ଭଲ କରି ପାରିବେ । ଆମେ ଆପଣଙ୍କୁ ଏମିତି ଏକ ଜିନିଷ ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କର ୨୦ ରୁ ୨୫ ପ୍ରକାରର ରୋଗ ଭଲ ହୋଇଯିବ ।

ଏହି ଜିନିଷଟି ଆପଣଙ୍କ ଘରେ ଅଛି କିନ୍ତୁ ଏହି ଜିନିଷଟିର ସଠିକ୍ ଉପାୟ ଆମମାନଙ୍କୁ ଜଣା ନଥାଏ । ତେବେ ସେହି ଜିନିଷଟି ହେଉଛି ପିଆଜ । ଏହି ପିଆଜକୁ ଆୟୁର୍ବେଦରେ ଔଷଧି କୁହାଯାଏ । ଯଦି ଆପଣ ଏହି ପିଆଜକୁ ଠିକ୍ ଉପାୟରେ ସେବନ କରିବେ ତାହେଲେ ଆପଣ ଅନେକ ପ୍ରକାରର ରୋଗକୁ ଭଲ କରିପାରିବେ । ତେବେ ଏହି ପିଆଜ କି କିପରି କେତେବେଳେ ସେବନ କରିବା ଉଚିତ୍ ଆସନ୍ତୁ ଜାଣିବା । ଯେତେବେଳେ ପିଆଜ କୁ ତେଲରେ ଛଣା ଯାଏ ତ ଭିତରେ ଥିବା ସମସ୍ତ ପୋଷକ ତତ୍ତ୍ଵ ନଷ୍ଟ ହୋଇଯାଇଥାଏ । ସେଥିପାଇଁ ଆପଣ ଖାଉଥିବା ପିଆଜ ଦ୍ଵାରା ଆପଣଙ୍କୁ ଟିକେ ବି ଲାଭ ହୋଇନଥାଏ । ସେଥିପାଇଁ ଆଜି ଯାଏ ଆପଣ ଯେଉଁ ଖାଉଛନ୍ତି ପିଆଜକୁ ଛାଣି ତାହାର କୌଣସି ବି ଲାଭ ହୋଇନାହିଁ ସେଥିପାଇଁ ପିଆଜକୁ କଞ୍ଚାରେ ସେବନ କରନ୍ତୁ ଏହାର ସମସ୍ତ ପୋଷକ ତତ୍ତ୍ଵ ସିଧା ସଳଖ ଆପଣଙ୍କୁ ମିଳିବ । ଆପଣେଇ କଞ୍ଚା ପିଆଜକୁ ସାଲାଡ଼ କଫି ଖାଇ ପାରିବେ ନଚେତ୍ ଖାଇବା ସମୟରେ ଖାଇ ପାରିବେ ।

ଏହା ବ୍ୟତୀତ ଯଦି ଆପଣ ଏହି କଞ୍ଚା ପିଆଜକୁ ସକାଳେ ଖାଲି ପେଟରେ ଖାଇବେ ତାହେଲେ ଏହା ଅଧିକ ଲାଭ ଦାୟକ ହୋଇଥାଏ । କଞ୍ଚା ପିଆଜର ସେବନ କରିବା ଦ୍ଵାରା ଆମ ଶରୀରରେ ଇନ୍ସୁଲିଣ ପ୍ରସ୍ତୁତ ହୋଇଥାଏ ଯାହା ଦ୍ଵାରା ଆମର ମଧୁମେହ ପରି ରୋଗ ଭଲ ହୋଇଯାଇଥାଏ । ଯଦି ୩ ମାସ ପର୍ଯ୍ୟନ୍ତ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କଞ୍ଚା ପିଆଜର ସେବନ କରିବେ ତାହେଲେ ଆପଣଙ୍କ ମଧୁମେହ ସଂପୂର୍ଣ୍ଣ ଭାବରେ ଭଲ ହୋଇଯିବ ଏବଂ ଆପଣଙ୍କୁ କେବେ ବି ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ ।

ଯଡ଼ି ଆପଣ ନିଜର ଓଜନ କୁ ନେଇ ଚିନ୍ତିତ ଅଛନ୍ତି ତେବେ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ କଞ୍ଚା ପିଆଜ ର ସେବନ କରନ୍ତୁ ଆପଣଙ୍କ ଓଜନ ଧୀରେ ଧୀରେ କମିବା କୁ ଲାଗିବ । ଯଦି କଞ୍ଚା ପିଆଜକୁ ଆମେ ଖାଲି ପେଟରେ ଖାଇବା ତାହେଲେ ଏହା ଆମକୁ ଫାଇବର ଯୋଗାଇଥାଏ ଯାହା ଦ୍ଵାରା ମଣିଷର ଓଜନ କମିଯାଏ । ଲଗାତାର ଆପଣ ୧ ରୁ ୨ ମାସ ପର୍ଯ୍ୟନ୍ତ ପିଆଜର ସେବନ କରନ୍ତୁ ଦେଖିବେ ଆପଣଙ୍କ ଓଜନ ୫ ରୁ ୧୦ କିଲୋ ପର୍ଯ୍ୟନ୍ତ କମିଯିବ । ଏହି ପିଆଜ କୁ ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ସେବନ କରିବେ ତାହେଲେ ଆପଣଙ୍କ ପେଟ ଜନିତ ସମସ୍ୟା କେବେ ଦେଖା ଦେବ ନାହିଁ ।

ଏହି କଞ୍ଚା ପିଆଜର ସେବନ କରିବା ଦ୍ଵାରା ଆମ ଆଖିର ଚମକ ବଢିବାକୁ ଲାଗିଥାଏ । ଯଦି ଆପଣଙ୍କ ଦୃଷ୍ଟିଶକ୍ତି କମିଯାଇଛି ତାହେଲେ ଆପଣ ପ୍ରତିଦିନ ଏହି କଞ୍ଚା ପିଆଜର ସେବନ କରିବା ସହିତ ଏହି ପିଆଜର ଗୋଟେ ରୁ ଦୁଇ ବୁନ୍ଦା ନିଜର ଆଖିରେ ପକାନ୍ତୁ । ଏହା ଦ୍ଵାରା ଆପଣଙ୍କ ଆଖି ପୂର୍ବ ପରି ହୋଇଯିବ ଆପଣଙ୍କୁ ବିନା ଚଷମା ସାହାଯ୍ୟ ରେ ସବୁ କିଛି ସ୍ପଷ୍ଟ ଭାବରେ ଦେଖାଯିବ । କଞ୍ଚା ପିଆଜର ସେବନ କରିବା ଦ୍ୱାରା ଆମର ଏତେ ସବୁ ଲାଭ ହୋଇଥାଏ ସେଥିପାଇଁ ପ୍ରତଦିନ ସକାଳୁ ଉଠି ଖାଲି ପେଟରେ କଞ୍ଚା ପିଆଜର ସେବନ କରିବା ଉଚିତ ।

Leave a Reply

Your email address will not be published. Required fields are marked *