ମଜାଦାର ଓଡ଼ିଆ ପ୍ରଶ୍ନ ଉତ୍ତର – ତାହା କେଉଁ ବର୍ଷ ଯାହା ସିଧା ଲେଖନ୍ତୁ କିମ୍ବା ଓଲଟା ଲେଖନ୍ତୁ ତାହା ସମାନ ହେବ ? ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ..
ନମସ୍କାର ଆମର ପ୍ରିୟ ପାଠକ ବନ୍ଧୁ | ଅନେକ ସମୟରେ ଆମେ ଅନେକ ନୂଆ ନୂଆ କଥା ଶିଖୁ ଓ ସେହି ଶିଖା କଥା ଗୁଡିକ ଆଗାମୀ ଦିନରେ ଆମକୁ କିଛି ନୂଆ ନୂଆ ଜାଗାରେ ଲଗେଇବା ପାଇଁ ସହାୟକ ହେଇଥାଏ |ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ନୂଆ ପ୍ରଶ୍ନ ଉତ୍ତର ନେଇକି ଅଶିଚୁ |ଚାଲନ୍ତୁ ଜାଣିବା ଏହି କଥା
୧: ପ୍ରଶ୍ନ: ଏମିତି କେଉଁ ଜିନିଷ ଯାହା ଆପଣଙ୍କର କିନ୍ତୁ ଅନ୍ୟ ମାନେ ବ୍ୟବହାର କରିଥାନ୍ତି?
ଉତ୍ତର:ଆମ ନାମ।
୨: ପ୍ରଶ୍ନ:ସେଇଟା କେଉଁ ଜିନିଷ ଯାହା ଝିଅମାନେ ଦେଖେଇ ଚାଲନ୍ତି ଓ ପୁଅ ମାନେ ଲୁଚେଇ?
ଉତ୍ତର: ପର୍ସ।
୩:ପ୍ରଶ୍ନ:ମୁଁ ସମୁଦ୍ରରେ ଜନ୍ମ ହୁଏ କିନ୍ତୁ ଆପଣଙ୍କ ଘରେ ରହିଥାଏ କୁହନ୍ତୁ ମୁ କିଏ?
ଉତ୍ତର: ଲୁଣ।
୪:ପ୍ରଶ୍ନ:ଭାରତରେ କେଉଁ ରାଜ୍ୟରେ କେବଳ ଦୁଇଟି ପିଲା ଜନ୍ମ କରିପାରିବେ?
ଉତ୍ତର:କେରଳ ରାଜ୍ୟରେ।
୫:ପ୍ରଶ୍ନ:ଏହା କେଉଁ ଜିନିଷ ଯାହାକୁ କିଏ ଚୋରାଇ ପାରିବେ ନାହିଁ?
ଉତ୍ତର:ଜ୍ଞାନ।
୬:ପ୍ରଶ୍ନ:କେଉଁ ଦେଶରେ ରାତିରେ ଗାଧୁଆଘରକୁ ଗଲେ ଜୋରିମାନା ଦେବାକୁ ପଡିଥାଏ?
ଉତ୍ତର:ସ୍ୱିଜର୍ଲ୍ୟାଣ୍ଡ।
୭:ପ୍ରଶ୍ନ: ଏହା କିଏ ଯେ ଅନ୍ୟକୁ ଖୋଇଥାଏ କିନ୍ତୁ ନିଜେ ଖାଇନଥାଏ?
ଉତ୍ତର:ଚାମଚ।
୮:ପ୍ରଶ୍ନ:ଏହା କିଏ ଯିଏ ପାଣି ପିଇଲେ ମରିଯାଇଥାଏ?
ଉତ୍ତର:ଶୋଷ।
୯:ପ୍ରଶ୍ନ:ଏହା କେଉଁ ଜିନିଷ ଯାହାକୁ ଧୋଇଲାପରେ ମଇଳା ହେଇଯାଇଥାଏ?
ଉତ୍ତର:ପାଣି।
୧୦:ପ୍ରଶ୍ନ: ବିଶ୍ୱରେ ସବୁଠୁ ଅଧିକ କର୍ମଚରୀ କେଉଁ ଜାଗାରେ କାମ କରିଥାନ୍ତି?
ଉତ୍ତର:ଭାରତୀୟ ରେଳ ରେ।
୧୧:ପ୍ରଶ୍ନ:ବିହାର ର ରାଜଧାନୀ କଁ ଅଟେ ?
ଉତ୍ତର:ପାଟଣା।
୧୨:ପ୍ରଶ୍ନ:କେଉଁ ଦେଶରେ କୁକୁରକୁ ଲୋଭ ଦେଖାଇଲେ ଜେଲ ହେଇଥାଏ?
ଉତ୍ତର: ଓକଳାହାମ ରେ
୧୩:ପ୍ରଶ୍ନ:ଭାରତରେ ନାଲି ଚନ୍ଦନର କାଠ କେଉଁଠି ଅଧିକ ମିଳିଥାଏ?
ଉତ୍ତର:ତାମିଲନାଡୁ ରେ
୧୪:ପ୍ରଶ୍ନ:କେଉଁ ଦେଶରେ କେବଳ ବିବାହିତା ମହିଳା ଡ୍ରାଇଭିଂ କରିପାରିବେ?
ଉତ୍ତର:ଫ୍ଲୋରିଡା ରେ
୧୫:ପ୍ରଶ୍ନ:ଚନ୍ଦ୍ରରେ ସବୁଠୁ ଅଧିକ କେଉଁ ପରମାଣୁ ମିଳିଥାଏ?
ଉତ୍ତର:ଅମ୍ଳଜାନ।
୧୬:ପ୍ରଶ୍ନ:ଭାରତରେ କେଉଁ ନଦୀରେ ହୀରା ମିଳିଥାଏ?
ଉତ୍ତର:କୃଷ୍ଣ ନଦୀ।
୧୭:ପ୍ରଶ୍ନ:ତାଜମହଲ କେଉଁ ସହରରେ ସ୍ଥିତ?
ଉତ୍ତର:ଆଗ୍ରା ସହର।
୧୮:ପ୍ରଶ୍ନ:ସବୁଠୁ ଅଧିକ ଟମାଟୋ ଉତ୍ପାଦନ କେଉଁ ଦେଶରେ ଅଧିକ ହେଇଥାଏ?
ଉତ୍ତର:ଭାରତରେ
୧୯:ପ୍ରଶ୍ନ:କେଉଁ ଦେଶର ଲୋକ କୁକୁର ପାଳିବାକୁ ଡରିଥାନ୍ତି
ଉତ୍ତର:ବ୍ରାଜିଲ ଦେଶ ର ଲୋକ
୨୦:ପ୍ରଶ୍ନ:ଫଟୋ କୁ ଓଡ଼ିଆ ରେ କଣ କୁହନ୍ତି?
ଉତ୍ତର:ଚିତ୍ର।
୨୧:ପ୍ରଶ୍ନ:ଭାରତରେ କେଉଁ ରାଜ୍ୟ କୁ ଫଳ ର ଡାଲିଆ କୁହାଯାଏ?
ଉତ୍ତର:ହିମାଚଳ ପ୍ରଦେଶ ରେ
୨୨:ପ୍ରଶ୍ନ:ଲକ୍ସ ସାବୁନ କେଉଁ ଦେଶର କମ୍ପାନୀ ଅଟେ?
ଉତ୍ତର: ବ୍ରିଟେନ ଦେଶ
୨୩:ପ୍ରଶ୍ନ:ଭାରତରେ ଅଯନ୍ତା ଗୁମ୍ଫା କେଉଁ ରାଜ୍ୟରେ ଅଛି?
ଉତ୍ତର:ମହାରାଷ୍ଟ୍ର ରେ।
୨୪:ପ୍ରଶ୍ନ: କେଉଁ ମହାନ ନେତା ଙ୍କ ଜନ୍ମ ୨ ଅକ୍ଟୋବର ରେ ହେଇଥିଲା?
ଉତ୍ତର:ଲାଲ ବାହାଦୂର ଶାସ୍ତ୍ରୀ
୨୫:ପ୍ରଶ୍ନ:ଏଣ୍ଡୁଅ ରଙ୍ଗ କାହିଁକି ବଦଳାଇଥାଏ ?
ଉତ୍ତର: ଗରମ ପ୍ରବନ୍ଧନ ପାଇଁ
୨୬:ପ୍ରଶ୍ନ:କେଉଁ ଜୀବ ନିଜ ମା କୁ କେବେ ଦେଖିନଥାଏ?
ଉତ୍ତର’:ବିଛା
୨୭:ପ୍ରଶ୍ନ: କେଉଁ ଗଛରେ ଆମେ ଚଢିପାରିବା ନାହିଁ?
ଉତ୍ତର:କଦଳୀ ଗଛ
୨୮:ପ୍ରଶ୍ନ:ସବୁଠୁ ବଡ଼ ଅଣ୍ଡା କେଉଁ ପକ୍ଷୀ ର ହେଇଥାଏ?
ଉତ୍ତର:ସୁତୁରର୍ମୁର୍ଗ
୨୯:ପ୍ରଶ୍ନ:କେଉଁ ପକ୍ଷୀ କେବେ ଗଛ ଉପରେ ବସେନାହିଁ?
ଉତ୍ତର:ଟିଟୋନି ନାମକ ପକ୍ଷୀ
୩୦:ପ୍ରଶ୍ନ:କେଉଁ ଜୀବ କେଵ ଶୁଏ ନାହିଁ?
ଉତ୍ତର:ବୁଲଫ୍ରଗ
୩୧:ପ୍ରଶ୍ନ:ମନୁଷ୍ୟ ୨୪ ଘଣ୍ଟା ରେ କେତେ ଥର ଶ୍ୱାସ ନେଇଥାଏ?
ଉତ୍ତର:୧୭ ରୁ ୩୦ ହଜାର ଥର।
୩୨: ପ୍ରଶ୍ନ:ବିଶ୍ୱରେ କେଉଁ ଦେଶରେ ଗୋଟେ ବି ନଦୀ ନାହିଁ?
ଉତ୍ତର:ସାଉଦି ଆରବ
୩୩:ପ୍ରଶ୍ନ:ଏହା କଣ ଯାହା ଖାଇଲେ ଲାଲ ହୋଇଯାନ୍ତି ଓ ପିଇଲେ ଶାନ୍ତ??
ଉତ୍ତର:କ୍ରୋଧ
୩୪:ପ୍ରଶ୍ନ:ତାହା କେଉଁ ବର୍ଷ ଯାହା ସିଧା ଲେଖନ୍ତୁ କିମ୍ବା ଓଲଟା ଲେଖନ୍ତୁ ତାହା ସମାନ ହେବ ?
ଉତ୍ତର:୧୯୯୧