October 15, 2024

Odia Express

Leading Odia News Portal of Odisha

ପରୀକ୍ଷାରେ ଆସୁଥିବା କିଛି ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଓ ଏହାର ଉତ୍ତର – ତାହା କଣ ଅଟେ ଯାହା ବର୍ଷରେ ଗୋଟିଏ ଥର ଆସେ ମାସରେ ଦୁଇଥର ଆସେ, ସପ୍ତାହରେ ଚାରିଥର ଆସେ, ଦିନରେ ଛଅଥର ଆସେ?

ନମସ୍କାର ବନ୍ଧୁଗଣ, ସାଧାରଣଜ୍ଞାନର ଏହିଭଳି ଅଧ୍ୟାୟ ର ଅଭିବୃଦ୍ଧି କରାଇଲେ ସମସ୍ତ ପାଠକଙ୍କର ମେଧା ଶକ୍ତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ଅନେକ ଜ୍ଞାନ ଭଣ୍ଡାର ର ବିଷୟରେ ଅବଗତ ହେବେ।ସେ ନିଜର ଏବଂ ଅନ୍ୟମାନଙ୍କର ଜ୍ଞାନ ବୃଦ୍ଧି ରେ ସହାୟକ ହେବ ।ଜଣେ ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ହିତ ସାଧନ କରିଥାନ୍ତି ।ସେ ସମାଜର ଏବଂ ପ୍ରତ୍ୟେକ ବକ୍ତି ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି ।ଆଜି ଆମେ ଆପଣଙ୍କ ପାଇଁ ସାଧରଣଜ୍ଞାନର ୨୫ଟି ପ୍ରଶ୍ନ ଓ ଏହାର ଉତ୍ତର ଆଣିଛୁ।ଯାହା ୟୁପିଏସସି, ଆଇଏଏସ, ଆଇପିଏସ ପରୀକ୍ଷାରେ ଆସିଥାଏ।

୧)ପ୍ରଶ୍ନ:ମନୁଷ୍ୟ ବିନା ହୃଦୟରେ କେତେ ସମୟ ପର୍ଯ୍ୟନ୍ତ ରହିପାରିବ?

ଉତ୍ତର:୩ରୁ ୪ମିନିଟ ପର୍ଯ୍ୟନ୍ତ।

୨)ପ୍ରଶ୍ନ:କଣ ଝିଅମାନେ ମଧ୍ୟ ସିଗାରେଟ ପିଅନ୍ତି?

ଉତ୍ତର:ଆଜ୍ଞା ହଁ କିଛି ଝିଅ ସିଗାରେଟ ପିଇଥାନ୍ତି।

୩)କିପରି ଲୋକଙ୍କର ବିବାହ ବହୁତ ଜଲଦି ହୋଇ ଯାଇଥାଏ?

ଉତ୍ତର: ଅଧିକ ପଇସା ଥିବା ଲୋକଙ୍କର।

୪)ପ୍ରଶ୍ନ: ଆମକୁ ଗୋଟେ ଦିନରେ କେତେ ଗିଲାସ ପାଣି ପିଇବା ଦରକାର?

ଉତ୍ତର: ୮ଟି ଗିଲାସ।

୫)ପ୍ରଶ୍ନ: କେଉଁଠିକାର ପୋଲିସ ଧଳା ପୋଷାକ ୟୁନିଫର୍ମ ପିନ୍ଧନ୍ତି?

ଉତ୍ତର:କୋଲକାତା

୬)ପ୍ରଶ୍ନ: ମନୁଷ୍ୟ ୧ ଦିନରେ କେତେଥର ପଲକ ପକାଏ?

ଉତ୍ତର:୨୦ହଜାର

୭)ପ୍ରଶ୍ନ: କେଉଁ ଜୟନ୍ତୀ ବର୍ଷକୁ ଦୁଇ ଥର ପାଳନ ହୁଏ?

ଉତ୍ତର: ହନୁମାନ ଜୟନ୍ତୀ।

୮)ପ୍ରଶ୍ନ:କାହାର ମସ୍ତିଷ୍କକୁ ଏପର୍ଯ୍ୟନ୍ତ ସମ୍ଭାଳି କରି ରଖାଯାଇଛି?

ଉତ୍ତର: ଅଲବର୍ଟ ଆଇନଷ୍ଟାଇନ।

୯)ପ୍ରଶ୍ନ: କେଉଁ ମାଛ ଯିଏ ମରିବାପରେ ବିସ୍ଫୋଟ ଭଳି ଫାଟିଯାଏ?

ଉତ୍ତର: ବ୍ଲୁ ହ୍ୱଏଲ।

୧୦)ପ୍ରଶ୍ନ: ଇନକ୍ଲବ ଜିନ୍ଦାବାଦ ସ୍ଲୋଗାନ କିଏ ଦେଇଥିଲେ?

ଏହାର ଉତ୍ତର ଆପଣ ଦେବେ।

୧୧)ପ୍ରଶ୍ନ: ଭାରତର ସବୁଠାରୁ କଠିନ ପରୀକ୍ଷା କଣ ଅଟେ?

ଉତ୍ତର: ୟୁପିଏସସି।

୧୨)ପ୍ରଶ୍ନ: ସବୁଠାରୁ ଶସ୍ତା ସୁନା କେଉଁ ଦେଶରେ ମିଳେ?

ଉତ୍ତର: ଦୁବାଇ।

୧୩)ପ୍ରଶ୍ନ: ମନୁଷ୍ୟର କେଉଁ ଅଙ୍ଗରେ ୭୫% ଜଳ ରହିଥାଏ?

ଉତ୍ତର: ମୁଣ୍ଡରେ

୧୪)ପ୍ରଶ୍ନ: କେଉଁ ଦେଶରେ କେବଳ ଭାରତର ପୁରୁଷ ହିଁ ଯାଇପାରିବେ ମହିଳା ନୁହେଁ?

ଉତ୍ତର: ଚୀନ ଦେଶ।

୧୫)ପ୍ରଶ୍ନ: ପାଣିରେ କୌଣସି ସିଧା ଜିନିଷ ଓଲଟା କାହିଁକି ଦେଖାଯାଏ?

ଉତ୍ତର: ଅପବର୍ତନ କାରଣରୁ।

୧୬)ପ୍ରଶ୍ନ: କଣ ଆପଣ ଜାଣନ୍ତି କି ଏପରି କେଉଁ ଜୀବ ଅଛି ଯିଏ କେବେବି ଶୁଏନାହିଁ?

ଉତ୍ତର: ପିମ୍ପୁଡି।

୧୭)ପ୍ରଶ୍ନ: ଆତ୍ମାର ଓଜନ କେତେ ହୋଇଥାଏ?

ଉତ୍ତର: ୨୧ଗ୍ରାମ।

୧୮)ପ୍ରଶ୍ନ: କେଉଁ ଫଳ ବଙ୍କା ହୋଇଥାଏ?

ଉତ୍ତର: କଦଳୀ।

୧୯)ପ୍ରଶ୍ନ: କେଉଁ ଜୀବକୁ ସ୍ଲୋ ମୋସନରେ ଦେଖାଯାଏ?

ଉତ୍ତର: ମାଛି।

୨୦)ପ୍ରଶ୍ନ: କେଉଁ ବ୍ୟାଙ୍କ ସୁନା ନିଏ?

ଉତ୍ତର: ଭାରତୀୟ ରିଜର୍ଭ ବ୍ୟାଙ୍କ।

୨୧)ଭାରତର ଇଂରାଜୀ ନାମ କଣ ଅଟେ?

ଉତ୍ତର: ଇଣ୍ଡିଆ।

୨୨)ପ୍ରଶ୍ନ: କେଉଁ ଦେଶର ସୁରକ୍ଷା ଦାୟିତ୍ୱ ଭାରତର ଅଟେ?

ଉତ୍ତର: ଭୁଟାନ ଦେଶର।

୨୩) ପ୍ରଶ୍ନ: ରକ୍ତ ଭଳି ନାଲି ରଙ୍ଗର ନଦୀ କେଉଁଠି ଦେଖାଯାଏ?

ଉତ୍ତର: ସ୍ପାନ ମ୍ୟାନ।

୨୪)ପ୍ରଶ୍ନ: କିଏ ବ୍ଲାକ ଚାହାକୁ ନାଲି ଚାହା କୁହନ୍ତି?

ଉତ୍ତର: ଚୀନର ଲୋକ।

୨୫)ପ୍ରଶ୍ନ: ତାହା କଣ ଅଟେ ଯାହା ବର୍ଷରେ ଗୋଟିଏ ଥର ଆସେ ମାସରେ ଦୁଇଥର ଆସେ, ସପ୍ତାହରେ ଚାରିଥର ଆସେ, ଦିନରେ ଛଅଥର ଆସେ?

ଉତ୍ତର: f ଶବ୍ଦ।

Leave a Reply

Your email address will not be published. Required fields are marked *