September 12, 2024

Odia Express

Leading Odia News Portal of Odisha

ଶକ୍ତି ଦରକାର ତ ଖାଦ୍ୟକୁ ଏପରି ସେବନ କରନ୍ତୁ – ସମସ୍ତେ ଏହି କଥା କୁ ଜାଣିବା ନିହାତି ଦରକାର ଅଟେ..

ଯଦି ଆପଣ କରିଥିବା ରୋଷେଇରେ ଭୋଜନକୁ ପବନ ଏବଂ ସୂର୍ଯ୍ୟଙ୍କ କିରଣ ପଡୁନଥିବ ତାହେଲେ ସେହି ଭୋଜନକୁ ସେବନ କରନ୍ତୁ ନାହିଁ ।କାହିଁକି ନା ଏହା ଭୋଜନ ନୁହେଁ ଏକ ପ୍ରକାରର ବିଷ ଅଟେ ।ଦୁନିଆରେ ଦୁଇ ପ୍ରକାରର ବିଷ ଥାଏ। ଗୋଟେ ଏପରି ବିଷ ଥାଏ ଯାହା ତତକ୍ଷଣାତ୍ ପ୍ରଭାବ ପକାଇ ଥାଏ ଯାହାକୁ ଖାଉଖାଉ ମଣିଷର ମୃତ୍ୟୁ ହୋଇଥାଏ କିନ୍ତୁ ଆଉ ଏକ ପ୍ରକାରର ବିଷ ଥାଏ ଯାହାକୁ ଆମେ ଖାଉ କିନ୍ତୁ ଆମକୁ ଜଣା ନଥାଏ କି ତାହା ବିଷ ବୋଲି କାହିଁକି ନା ତାହାର ପ୍ରଭାବ ଧୀରେ ଧୀରେ ପଡିଥାଏ ଯେମିତିକି ଏହି ଖାଦ୍ୟ।ସିଧାସଳଖ ଏହା ହିଁ କୁହାଯାଇଛି କି ପ୍ରେସର୍ କୁକରରେ ରୋଷେଇ କରନ୍ତୁ ନାହିଁ କାହିଁକି ନା ଏଥିରେ ପବନ କିମ୍ବା ସୂର୍ଯ୍ୟଙ୍କ ପ୍ରକାଶ ପଡ଼ିନଥାଏ।ଏଥିରେ ଭିତର ପବନ ବାହାରକୁ ଆସିପାରିବ କିନ୍ତୁ ବାହାର ପବନ ଭିତରକୁ ଯିବାପାଇଁ କୌଣସି ପ୍ରକାରର ସୁବିଧା ନାହିଁ।

ଏହାର ବୈଜ୍ଞାନିକ କାରଣ ଏହା କି ଅଧିକାଂଶ ଏହା ଆଲୁମିନିୟମରେ ତିଆରି ହୋଇଥାଏ । ଯଦି ଭୋଜନ ରଖିବା ପାଇଁ କିମ୍ବା ପ୍ରସ୍ତୁତ କରିବା ପାଇଁ କୌଣସି ଏକ ଖରାପ ଧାତୁ ଥାଏ ତାହେଲେ ତାହା ହେଉଛି ଏହି ଆଲୁମିନିୟମ।

ବୈଜ୍ଞାନିକ ମାନେ ଏହା କହିଛନ୍ତି କି ଯଦି ବାରମ୍ବାର ଏଥିରେ ରୋଷେଇ କରି ସେବନ କରିବେ ତାହେଲେ ବହୁତ୍ କାମ ଦିନରେ ଆପଣଙ୍କୁ ମଧୁମେହ , ଟିବି ,ଅସ୍ଥମା ପରି ରୋଗ ହେବାର ସମ୍ଭାବନା ରହିଛି। ସେମାନେ ମଧ୍ୟ ଏହା କହିଛନ୍ତି କି ଏଥିରେ ଖାଇବା ଦ୍ଵାରା ୪୮ ପ୍ରକାରର ରୋଗ ହୋଇଥାଏ। ତେବେ ଏହି ଆଲୁମିନିୟମ କେବେଠୁ ବାସନ ପାଇଁ ବ୍ୟବହାର କରାଯାଉଛି କଣ ଆପଣ ଏହା ଜାଣିଛନ୍ତି କି।ଏହି ଧାତୁ ଇଂରେଜମାନେ ଭାରତୀୟ କଏଦୀ ମାନଙ୍କ ପାଇଁ ଏହି ଧାତୁରେ ଖାଦ୍ୟ ଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏମାନଙ୍କୁ ସେହି ସମୟରେ ଆଲୁମିନିୟମରେ ଖାଇବାକୁ ଦିଆଯାଉଥିଲା ଏଥିପାଇଁ କି ସେମାନେ ଜଲ୍ଦୀ ମରିଯିବେ କିମ୍ବା ମରିବା ପରି ହୋଇଯିବେ।ଇଂରେଜମାନେ ତ ଚାଲିଗଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଜେଲରେ ଏହି ନିୟମ ଚାଲିଆସୁଛି ଏବଂ ଏହାପରେ ଏହା ଜେଲରୁ ଆମମାନଙ୍କ ଘରକୁ ଆସିଗଲା।

ଏଥିରେ ପ୍ରସ୍ତୁତ ଖାଦ୍ୟକୁ ଖାଇ ଆମେ ଧିରେଧିରେ ରୋଗର ଶିକାର ହୋଇଥାଏ କିନ୍ତୁ ଏହା ପଛର କାରଣ ଆମକୁ ଜଣାନଥାଏ କିନ୍ତୁ ଆପଣ ଏହି ସବୁ ଦ୍ୱାରା ରୋଷେଇ କରି ଆପଣଙ୍କ ସମୟ ବଞ୍ଚଉଥିବେ ଯଦି ଭାବୁଛନ୍ତି ତାହେଲେ ଆପଣ ଏକ ମୂର୍ଖ ଅଟନ୍ତି କାହିଁକି ନ ଏହା ଆପଣଙ୍କୁ ଆଗାମୀ ଜୀବନରେ ଅଧିକରୁ ଅଧିକ ସମୟ ମେଡିକାଲରେ ଅତିବାହିତ କରିବାକୁ ହେବ। ସେଥିପାଇଁ ଆପଣ ଏପରି ଭୁଲ କରନ୍ତୁ ନାହିଁ ।

ସିଧାସଳଖ ଏହା ହିଁ କୁହାଯାଇଛିକି ପ୍ରେସର୍ କୁକରରେ ରୋଷେଇ କରନ୍ତୁ ନାହିଁ କାହିଁକି ନା ଏଥିରେ ପବନ କିମ୍ବା ସୂର୍ଯ୍ୟଙ୍କ ପ୍ରକାଶ ପଡ଼ି ନଥାଏ।ଏଥିରେ ଭିତର ପବନ ବାହାରକୁ ଆସିପାରିବ କିନ୍ତୁ ବାହାର ପବନ ଭିତରକୁ ଯିବାପାଇଁ କୌଣସି ପ୍ରକାରର ସୁବିଧା ନାହିଁ ଯାହା ଫଳରେ ଆମକୁ ବହୁତ୍ ପ୍ରକାରର ରୋଗର ସମ୍ମୁଖୀନ ହେବାକୁ ପଡିଥାଏ। ଆୟୁର୍ବେଦରେ ଏହା କୁହାଯାଇଛି କି ଯେଉଁ ଜିନିଷ ହେବାକୁ ଖେତରେ ଅଧିକ ସମୟରେ ଲାଗିଥାଏ ତାହା ମଧ୍ୟ ରୋଷେଇ କରିବାକୁ ଅଧିକ ସମୟ ଲାଗିବା ଦରକାର କିନ୍ତୁ ଏହା ପ୍ରେସର୍ ସାହାଯ୍ୟରେ ବହୁତ୍ ଶୀଘ୍ର ହୋଇ ଯାଉଛି ଯାହାକି ଆମ ମାନଂକ ପାଇଁ ଖାଇବା ଉପଯୋଗୀ ନୁହେଁ।ଯଦି ଆପଣ ନିଜକୁ ସର୍ବଦା ଶକ୍ତିଶାଳୀ ଏବଂ ରୋଗରୁ ଦୂରେଇ ରଖିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଭୋଜନ ସେହିଥିରେ କରନ୍ତୁ ଯେଉଁଥିରେ ଭୋଜନକୁ ପବନ ଏବଂ ସୂର୍ଯ୍ୟଙ୍କ ପ୍ରକାଶ ପାଇପାରୁଥିବ।

Leave a Reply

Your email address will not be published. Required fields are marked *