ଏହି ୩ଟି କାମ କରୁଥିବା ମହିଳା ମାନଙ୍କ ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ – ନିଶ୍ଚୟ ଜାଣିରଖନ୍ତୁ..
ବନ୍ଧୁଗଣ ଆମକୁ ଏହି ସଂସାରରେ ଆମକୁ ସମସ୍ତ ବନ୍ଧନ ଜନ୍ମରୁ ହିଁ ମିଳିଥାଏ ଯେମିତିକି ବାପା ,ମା ,ଭାଇ ,ଭଉଣୀ ,ଦାଦା ,ଖୁଡି ଇତ୍ୟାଦି କିନ୍ତୁ ଆମର ଜୀବନ ସାଥି ସହ ବନ୍ଧନ ଆମେ ନିଜେ ବନାଇଥାଉ ସେଥିପାଇଁ ସେହି ବନ୍ଧନ ସବୁଠୁ ଖାସ୍ ହୋଇଥାଏ।ପରି ପତ୍ନୀଙ୍କୁ ଶିବ ପାର୍ବତୀ ତଥା ଲକ୍ଷ୍ମୀ ନାରାୟଣଙ୍କ ରୂପ ବୋଲି କୁହାଯାଇଥାଏ।ଯେମିତି ଭଗବାନ ଶିବ ପାର୍ବତୀଙ୍କ ବିନା ଅଧୁରା ଅଟନ୍ତି ଏବଂ ନାରାୟଣ ଲକ୍ଷ୍ମୀଙ୍କ ବିନା ସମ୍ପୂର୍ଣ୍ଣ ହୁଅନ୍ତି ନାହିଁ ।ସେହିପରି ପତି ଏବଂ ପତ୍ନୀ ଜଣେ ଜଣଙ୍କ ବିନା ଅଧୁରା ହିଁ ହୋଇଥାଏ । ପତ୍ନୀ ନିଜର ପତିର ଶକ୍ତି ଏବଂ ନିଜ ଘରର ଲକ୍ଷ୍ମୀ ହୋଇଥାଏ।ଯଦି ପତ୍ନୀ ଚାହିଁବ ତାହେଲେ ଘରକୁ ସ୍ବର୍ଗ କରିପାରିବ ଏବଂ ଯଦି ଚାହିଁବ ମଧ୍ୟ ଘରକୁ ନର୍କ କରିପାରିବ ଏହା ପତ୍ନୀ ଉପରେ ନିର୍ଭର କରିଥାଏ।ଆମେ ଏମିତିକି ବହୁତ୍ ବାର ଏହା ଦେଖିଥିବା କି କାହାର ଜୀବନ ତାହାର ବିବାହ କରିବା ପରେ ହଠାତ୍ ଚମିକି ଯାଏ ସେ ହଠାତ୍ ବିକାଶ ଦିଗରେ ବହୁତ୍ ଆଗକୁ ବଢିଯାଏ ତାହେଲେ ଏହି ସବୁ ତାହାର ଘରକୁ ଆସିଥିବା ଲକ୍ଷ୍ମୀର କାରଣରୁ ହିଁ ହୋଇଥାଏ।ଏମିତି ବି ବହୁତ୍ ବାର ମହିଳା ମାନେ କିଛି ଏପରି କାର୍ଯ୍ୟ କରିଥାନ୍ତି ଯାହାର ପ୍ରଭାବ ତାଙ୍କର ସ୍ବାମୀଙ୍କ ଉପରେ ପଡିଥାଏ।ଆଜି ଆମେ ଆପଣଙ୍କୁ ଏପରି ୩ ଟି କାର୍ଯ୍ୟ ବିଷୟରେ କହିବୁ ଯଦି ଏହି କାର୍ଯ୍ୟକୁ ସ୍ତ୍ରୀ ଲୋକ ମାନେ କରୁଛନ୍ତି ତାହେଲେ ତୁରନ୍ତ ରୋକି ଦିଅନ୍ତୁ ନଚେତ୍ ଏହାର ଖରାପ ପ୍ରଭାବ ଆପଣ ଏବଂ ଆପଣଙ୍କ ସ୍ଵାମୀଙ୍କ ଉପରେ ପଡ଼ିବ।ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡ଼ିକ ବିଷୟରେ।
ସବୁଠୁ ପ୍ରଥମ କଥା ହେଲା ସ୍ବାମୀର ପର୍ସରୁ ପଇସା ଚୋରାଇବା । ଆମେମାନେ ଏହା ଜାଣିଛୁ କି ପତ୍ନୀ ମାନେ କେବେ ବି ନିଜ ବିଷୟରେ ଭାବି ନଥାନ୍ତି କି ସ୍ୱାର୍ଥି ହୋଇପାରନ୍ତି ନାହିଁ କିନ୍ତୁ ବେଳେବେଳେ ନିଜର ପିଲା ମାନଙ୍କ ପାଇଁ କିମ୍ବା କିଛି ପଇସା ଜମା କରି ରଖିବା ପାଇଁ କିଛି ପଇସା ନିଜର ସ୍ବାମୀର ପର୍ସ୍ ରୁ ଚୋରାଇ ନେଇ ଥାନ୍ତି ଏହି ତାହାକୁ ଲୁଚାଇ ରଖିଦେଇଥାନ୍ତି କିନ୍ତୁ ଶାସ୍ତ୍ର ଅନୁସାରେ ଏହା ଅନୁଚିତ୍ ଅଟେ । ଗ୍ରନ୍ଥରେ ଏହା ଲେଖା ଯାଇଛି କି ଯେଉଁ ସ୍ତ୍ରୀ ନିଜ ଘରୁ ନିଜେ ପଇସା ଚୋରାଇ ଥାନ୍ତି ମାତା ଲକ୍ଷ୍ମୀ ତାଙ୍କ ଘରେ ପ୍ରବେଶ କରନ୍ତି ନାହିଁ।ସେମାନଙ୍କ ଘରେ ଦାରିଦ୍ର୍ୟତା ଦେଖାଦେଇଥାଏ ସେଥିପାଇଁ ମହିଳାମାନେ ନିଜର ଘରର ପଇସାକୁ ଚୋରି କରନ୍ତୁ ନାହିଁ।
ଦ୍ୱିତୀୟ କଥା ଏହି କି ପତିର ଅପମାନ କରିବା।ଯେଉଁ ସ୍ତ୍ରୀ ମାନେ ନିଜର ପତିର ସମ୍ମାନ କରନ୍ତି ନାହିଁ ବରଂ ଅନ୍ୟ ଲୋକ ମାନଙ୍କ ଆଗରେ ନିଜର ପତିର ଅପମାନ କରନ୍ତି ଯେମିତିକି ନିଜର ପତିକୁ ତାଙ୍କ ନାମ ଧରି ଡାକନ୍ତି ଏବଂ ନିଜର ସ୍ବାମୀଙ୍କୁ ଅନ୍ୟ ଲୋକ ମାନଂକ ସହ ତୁଳନା କରିଥାନ୍ତି ,ନିଜ ପତିର ଯତ୍ନ ନିଅନ୍ତି ନାହିଁ ଏହିପରି ମହିଳା ମାନଂକ ଉପରେ ମାତା ଲକ୍ଷ୍ମୀ କେବେ ପ୍ରସନ୍ନ ହୁଅନ୍ତି ନାହିଁ। ରୋଗ ବେମାର , ଦାରିଦ୍ର୍ୟତା , ଦୁଃଖ ,କ୍ଲେଶ ସବୁବେଳେ ତାଙ୍କ ଘରେ ବାସ କରିଥାଏ।
ତୃତୀୟ କଥା ହେଲା ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ ନ କରିବା।କିଛି ମହିଳା ନିଜ ଜୀବନରେ ଏତେ ବ୍ୟସ୍ତ ହୋଇଯାନ୍ତି ଯେ ଆପଣଙ୍କ ଘରେ ଯେଉଁ ଲକ୍ଷ୍ମୀଙ୍କ ସ୍ୱରୂପ ଧନ ଆସିଥାଏ ତାହାର କିଛି ଅଂଶ ଆପଣଙ୍କୁ ଧର୍ମ କାର୍ଯ୍ୟରେ ନିୟୋଜିତ କରିବା ଉଚିତ୍। ଏହି କଥା ଆମେ କହୁନୁ ଏହି ସବୁ କଥା ଶାସ୍ତ୍ରରେ ଉଲ୍ଲେଖ ରହିଛି।ଆଗକାଳରେ ମଧ୍ୟ ରାଜା ମହାରାଜା ମାନେ ନିଜ ଧନ ର କିଛି ଅଂଶ ଗରିବ ଲୋକଙ୍କୁ ତଥା ଯଜ୍ଞ ଆଦିରେ ଧନର ଉପଯୋଗ କରିଥାନ୍ତି।