May 19, 2025

Odia Express

Leading Odia News Portal of Odisha

ଓଜନ କିପରି ବଢାଇବେ – ଏପରି ଖାଇବା ଦ୍ଵାରା ହିଁ ଶରୀରର ଓଜନ ପ୍ରଖର ଭାବରେ ବଢିବାକୁ ଲାଗିବ….

ନମସ୍କାର ବନ୍ଧୁଗଣ, ଆଜି ଆମେ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ ଯେଉଁ ଉପଚାର ସେହିମାନଙ୍କ ପାଇଁ ଯାହାଙ୍କର ଶରୀର ବହୁତ ପତଳା ଅଟେ।ଏବଂ ଦୁର୍ବଳ ଅଟେ।ଜିମ ଯିବା ସତ୍ଵେ ମଧ୍ୟ ସେମାନଙ୍କ ଚେହେରାରେ କୌଣସି ପରିବର୍ତ୍ତନ ଆସେ ନାହିଁ।ଆମେ ଯେଉଁ ସବୁ ଜିନିଷ ଆମେ ଆପଣଙ୍କୁ କହିବୁ ତାହାର ବ୍ୟବହାର ଦ୍ଵାରା ଏକ ମାସ ମଧ୍ୟରେ ଆପଣଙ୍କ ଓଜନ ଶୀଘ୍ର ବୃଦ୍ଧି ହେଇଯିବ।

ଛାତି ମାପ ମଧ୍ୟ ବୃଦ୍ଧି ହୋଇ ଯିବ।ବଡି ମଧ୍ୟ ଆସିଯିବ।ଏହି ଉପଚାରର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନାହିଁ।ଯେଉଁ ମାନେ ବି ଜିମ ଯାଆନ୍ତି ସେମାନେ ନିଜ ସହ ପ୍ରୋଟିନ ନେଇକି ଯାଆନ୍ତି।କାରଣ ପ୍ରୋଟିନର ସେବନ ଦ୍ଵାରା ଶରୀରର ବିକାଶରେ ସାହାଯ୍ୟ ହୁଏ ଏବଂ ବଡି ମଧ୍ୟ ଭଲ ଭାବରେ ହୋଇଯାଏ।କିନ୍ତୁ ବଜାରରେ ଯେତେବି ପ୍ରୋଟିନ ମିଳେ ସେସବୁ ନକଲି ହୋଇଥାଏ।

ଏହାର ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ।ଆପଣଙ୍କ ଶରୀର ଦୁର୍ବଳ ହୋଇଯାଏ।ଆମ ଦେଶରେ ଏପରି ବହୁତ ଜିନିଷ ଅଛି ଯାହାର ଲଗାତାର ସେବନ କରିବା ଦ୍ଵାରା ଏବଂ ସଠିକ କଥାର ଧ୍ୟାନ ରଖିବା ଦ୍ଵାରା ଆପଣଙ୍କ ଶରୀରର ଓଜନ ବଢିଯିବ।ତେଣୁ ଆପଣ ଏତେ ଅଯଥା ଖର୍ଚ୍ଚ ପ୍ରୋଟିନ ଉପରେ କରନ୍ତୁ ନାହିଁ।ତେବେ ଯେଉଁ ଜିନିଷ ଆପଣଙ୍କୁ କହିବୁ ସେହି ଜିନିଷକୁ ଲଗାତାର କରନ୍ତୁ ଆପଣଙ୍କ ଓଜନ ବୃଦ୍ଧି ହେବା ସହ ଆପଣଙ୍କର ଯଦି ଝଡୁଛି,କିମ୍ବା ଆପଣଙ୍କ ତ୍ୱଚା ପତଳା ଅଟେ ଓ ଚମକ ନାହିଁ ତେବେ ଏସବୁ ସମସ୍ୟା ଠିକ ହୋଇଯିବ କେବଳ ଏକ ମାସ ମଧ୍ୟରେ।

ସବୁଠାରୁ ପ୍ରଥମେ ସକାଳେ ଉଠିକରି ହିଁ ପ୍ରଥମେ ଦୁଇ ଗିଲାସ ପାଣି ପିଅନ୍ତୁ।ଏହାପରେ ଆପଣ କିଛି ଦହି ଆଣନ୍ତୁ।ଏହା ପରେ ଦୁଇଟି ଆଳୁ ଆଣି ସିଝାଇ ରଖନ୍ତୁ।ଏହାକୁ ଭଲ ଭାବରେ ପେଶୀ ପେଷ୍ଟ କରିଦିଅନ୍ତୁ।ଏବେ ଏହି ଆଳୁ ଓ ଦହିକୁ ଏକାସାଙ୍ଗରେ ମିଶାଇ ଦିଅନ୍ତୁ।ଏବେ ଏଥିରେ କିଛି ଚିନିକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ।ଏହାକୁ ଦୁଇରୁ ତିନି ଚାମଚ ମିଶାନ୍ତୁ।ଏହାକୁ ଭଲ ଭାବରେ ମିଶାଇବା ପରେ ଦଶରୁ ପନ୍ଦର ମିନିଟ ପର୍ଯ୍ୟନ୍ତ ରଖି ଦିଅନ୍ତୁ।ସକାଳୁ ସବୁଠୁ ପ୍ରଥମେ ଦହି ଓ ଆଳୁର ମିଶ୍ରଣକୁ ଆପଣଙ୍କୁ ଖାଇବାକୁ ହେବ।ଦହି ମଧ୍ୟରେ କେବେବି ଆପଣ ଲୁଣ ମିଶାନ୍ତୁ ନାହିଁ।

ଏବେ ଏହା ପରେ ଦ୍ୱିତୀୟ ଉପାୟ ହେଉଛି ବୁଟ ଚଣା।ଆପଣ ସକାଳ ଦଶରୁ ଆରମ୍ଭ କରି ସନ୍ଧ୍ୟାର ତିନିଟା ପର୍ଯ୍ୟନ୍ତ ଚଣା ବୁଟ ଖାଇ ପାରିବେ।ରାତିରେ ଏହି ଚଣାକୁ ପାଣିରେ ଭିଜାଇ ରଖି ଦିଅନ୍ତୁ।ଓ ସକାଳୁଏହାକୁ ପାଣିରୁ ବାହାରକୁ କାଢି ଦିଅନ୍ତୁ।ଦଶଟା ପରେ ଯେବେବି ଇଚ୍ଛା ହେବ ଏହି ଚଣାକୁ ଚୋବାଇ ଚୋବାଇ ଖାଆନ୍ତୁ।ଏବଂ ଏହାକୁ ଖାଇବା ପରେ ଆଦୌ ପାଣି ପିଅନ୍ତୁ ନାହିଁ।ଏହାକୁ ଲଗାତାର ଖାଆନ୍ତୁ।ଚଣା ଭିତରେ ଆଇରନ,କ୍ୟାଲସିୟମ ଓ ଫାଇବର ବହୁତ ପରିମାଣରେ ମିଳିଥାଏ।ଯାହା ଆପଣଙ୍କ ଶରୀରକୁ ଭିତରୁ ଫୁଲାଇ ଦିଏ।ଯେଉଁ ମାନେ ଚଣାର ନିୟମିତ ସେବନ କରନ୍ତି ସେମାନେ କେବେବି ଥକନ୍ତି ନାହିଁ।ଯଦି ଆପଣ ଅଧଘଣ୍ଟା ଜିମ କରୁଛନ୍ତି ତେବେ ଏହାର ଲଗାତାର ବ୍ୟବହାର ଦ୍ଵାରା ଆପଣ ୧ରୁ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ଜିମ କରିପାରିବେ।ଏହା ବଜାରରେ ସହଜରେ ମିଳିଯିବ।

ଯେବେ ୫-୬ଟା ବାଜିଯିବ ତେବେ ୨ରୁ ୩ଟି ସିଝା ଅଣ୍ଡା ଖାଆନ୍ତୁ।ଏହା ସହିତ ଏକରୁ ୨ଟି କଦଳୀ ଚୋବାଇ ଖାଆନ୍ତୁ।ଏହା ଦ୍ଵାରା ଆପଣଙ୍କ ଓଜନ ବହୁତ ଶୀଘ୍ର ବଢିଯିବ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *