March 21, 2025

Odia Express

Leading Odia News Portal of Odisha

ମହାଶିବରାତ୍ରି ଦିନରେ ଏହି ୫ଟି ଜିନିଷ ମିଳିଲେ ହୋଇଥାଏ ମହାଦେବ କୃପା – ନିଶ୍ଚୟ ଏହି କଥା ଜାଣିରଖନ୍ତୁ..

ସାଙ୍ଗମାନେ ମହା ଶିବରାତ୍ରିର ହିନ୍ଦୁ ଧର୍ମରେ ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି।ଏହା ଶିବ ଭକ୍ତ ମାନଙ୍କର ଏକ ବହୁତ ବଡ଼ ପର୍ବ ବୋଲି ଧରା ଯାଏ।ପୁରାଣ ଅନୁସାରେ ମହା ଶିବରାତ୍ରି ଦିନ ପ୍ରଭୁ ଶିବ ଓ ମାତା ପାର୍ବତୀ ପୃଥିବୀ କୁ ନିଜ ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ଆସି ଥାଆନ୍ତି।ମହା ଶିବରାତ୍ରି ଦିନ ଏ ସମସ୍ତ ସଂସାର ରେ ଶିବ ଶକ୍ତି କୁ ଅନୁଭବ କରାଯାଇ ପାରେ।ହଜାର ହଜାର ଶିବ ମନ୍ଦିର ରେ ସେଦିନ ଭିଡ଼ ଲାଗି ରହି ଥାଏ।ସବୁ ଭକ୍ତ ମନେ ଶିବ ପ୍ରଭୁ ଙ୍କୁ ପୂଜା ଅର୍ଚ୍ଚନା କରିବା ପାଇଁ ଭୋଗ ଲଗାଇ ଥାଆନ୍ତି।ଅନେକ ଜାଗା ରେ ମଧ୍ୟ ଶିବ ପ୍ରଭୁଙ୍କର ଚମକ୍ତାର ଦେଖିବାକୁ ମିଳିଥାଏ।କେଉଁ କେଉଁ ମନ୍ଦିର ରେ ତ ହଠାତ୍ ନାଗ ପ୍ରକଟ ହୋଇଯାଆନ୍ତି।ଓ ଅନେକ ମନ୍ଦିର ରେ ପ୍ରଭୁ ଙ୍କ ଦର୍ଶନ କରିବା ପାଇଁ ପଶୁ ପକ୍ଷୀ ମାନେ ମଧ୍ୟ ଆସି ଥାଆନ୍ତି।

ସାଙ୍ଗମାନେ ଏ ସଂସାରର କୋଣ ଅନୁକୋଣରେ ଶିବଙ୍କ ବାସ ଥାଏ।ଯଦି ଆପଣ ସଚ୍ଚା ମନରେ ପ୍ରଭୁ ଙ୍କ ଆରାଧନା କରନ୍ତି ତ ଆପଣ ମଧ୍ୟ ପ୍ରଭୁଙ୍କ ଉପସ୍ଥିତି ଅନୁଭବ କରି ପାରିବେ।ଯଦି ପ୍ରଭୁ କୌଣସି ଭକ୍ତ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତ ସେ ବିଭିନ୍ନ ପ୍ରକାର ସଂକେତ ଦିଅନ୍ତି ଓ ସେହି ସଂକେତ କୁ ବୁଝିବା ଆମ ପାଇଁ ଗୁରୁତ୍ଵ ପୂର୍ଣ୍ଣ।

ଯଦି ଆପଣ ସ୍ବପ୍ନ ରେ ମହା ଶିବରାତ୍ରି କିମ୍ବା ତା ୨ ରୁ ୩ ପୂର୍ବରୁ ଦିନ ନନ୍ଦୀଙ୍କୁ ସ୍ବପ୍ନ ରେ ଦେଖୁଛନ୍ତି, ତ ଆପଣଙ୍କ ବହୁ ଦିନର ଥିବା ମନର ଇଚ୍ଛା ପୂରଣ ହେବାକୁ ଯାଉଛି। ଓ ଆପଣ ଏହି ସ୍ବପ୍ନ କାହାକୁ କହିବେ ନାହିଁ।

ଦ୍ଵିତୀୟ ହେଉଛି ତ୍ରିଶୂଳ,ତ୍ରିଶୂଳ କୁ ମନୁଷ୍ୟ ର ତିନି ଵିକାର ର ପ୍ରତୀକ ମନା ଯାଏ ଯଥା କାମ,କ୍ରୋଧ,ଲୋଭ।ଯଦି ଆପଣ ରାତିରେ ତ୍ରିଶୂଳ ର ସ୍ବପ୍ନ ଦେଖନ୍ତି ତ ଏହା ଆପଣଙ୍କ ଜୀବନେ ହେବାକୁ ଥିବା ପରିବର୍ତ୍ତନ୍ ଆଡ଼କୁ ଦର୍ଶାଇ ଥାଏ।ଶିବ ପ୍ରଭୁ ଏହା ଚାହାନ୍ତି ଯେ ଆପଣ ଆପଣଙ୍କ ସବୁ ବିକାର କୁ ତ୍ୟାଗ କରି ପ୍ରଭୁ ଙ୍କ ପାଖରେ ସମର୍ପଣ କରି ଦିଅନ୍ତୁ।

ତୃତୀୟ କଥା ହେଉଛି ନାଗ,ଯଦି ଆପଣ ସ୍ବପ୍ନ ରେ ମହା ଶିବରାତ୍ରି ଦିନ ନାଗ ଦେଖୁଛନ୍ତି, ତ ଏହା ର ଅର୍ଥ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସୂଚନା ମିଳୁଚି।

ଚତୁର୍ଥ ଜିନିଷ ହେଉଛି ଡମ୍ବୁରୁ।ଏହା ଏକ ବାଦ୍ୟ ଅଟେ ଯାହାକୁ ପ୍ରଭୁ ତାଣ୍ଡବ ନୃତ୍ୟ କରିବା ସମୟ ରେ ବଜାଇଥାନ୍ତି।ଯଦି ଆପଣ ଡ଼ମ୍ବୁରୁ କୁ ସ୍ବପ୍ନ ରେ ଦେଖୁଛନ୍ତି ତ ଆପଣଙ୍କୁ ଆପଣ ଙ୍କ କ୍ଷେତ୍ର ରେ ସଫଳତା ମିଳିବ।

ପଞ୍ଚମ କଥା ହେଉଛି ଶିବ ଙ୍କ ତୃତୀୟ ନୟନ।ଯଦି ଆପଣ ସ୍ବପ୍ନ ରେ ଏହା ର ସ୍ବପ୍ନ ଦେଖୁଛନ୍ତି ତ ଆପଣଙ୍କ ବୁଦ୍ଧି ବିବେକ ଦ୍ଵାରା ଆପଣଙ୍କ ଶତ୍ରୁ ଉପରେ ବିଜୟ ପାଇ ପାରିବେ।

ଷଷ୍ଠ କଥା ହେଉଛି ଶିବ ଲିଙ୍ଗ।ଯଦି ଆପଣ ଶିବ ଲିଙ୍ଗ କୁ ସ୍ବପ୍ନରେ ଦେଖୁଛନ୍ତି ତ ପ୍ରଭୁ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଟନ୍ତି ଓ ଆପଣଙ୍କ ମୁଣ୍ଡ ଉପରେ ଏବେ ସ୍ଵୟଂ ଶିବଙ୍କ ହାତ ଅଛି।

Leave a Reply

Your email address will not be published. Required fields are marked *