May 20, 2025

Odia Express

Leading Odia News Portal of Odisha

ବିଛା କାମୁଡ଼ା ର ଅବ୍ୟର୍ଥ ଔଷଧ – ଯଦି ଆପଣାକୁ ବିଛା କାମୁଡ଼ିଥାଏ ତେବେ ସଂଗେ ସଂଗେ ଏହି ଉପାୟ କରନ୍ତୁ ଦେଖନ୍ତୁ ଉପଶମ ମିଳିବ..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ବିଛା କାମୁଡ଼ିଲେ ଆପଣ ମାନେ ସେଥିରୁ କିପରି ରକ୍ଷା ପାଇ ପାରିବେ।ଆମ ଦେଶ ଭାରତରେ ଅଧିକତମ ଲୋକ ଗାଁରେ ବାସ କରିଥାନ୍ତି।ଲୋକମାନେ ତାଙ୍କ ଜୀବନ ଜୀବିକା ପାଇଁ ଚାଷ ବାସ କରିଥାନ୍ତି ତ ଏଥିପାଇଁ ତାଙ୍କୁ ଖେତକୁ ଯିବାକୁ ପଡିଥାଏ।ଯଦି ଭୁଲରେ ତାଙ୍କ ଗୋଡ଼ ବିଛା ଉପରେ ପଡ଼ିଯାଏ,ତେବେ ବିଛା ତାଙ୍କ ତଳିପାଦ କୁ କାମୁଡ଼ି ଦେଇଥାଏ।ବିଛା କାମୁଡିବା ଦ୍ବାରା ଶରୀରରେ ବିନ୍ଧା ହୋଇଥାଏ।ଏମିତିରେ ତ ବିଛା ସବୁ ଜାଗାକୁ କାମୁଡ଼ି ପାରେ।ଏହାକୁ ଠିକ ସମୟରେ ଚିକିତ୍ସା ନ କଲେ ଏହା ଅତି ଭୀଷଣ ଜ୍ଵର ସୃଷ୍ଟି କରେ ଓ ଶରୀର ରେ ବିଷ ଚଢ଼ି ଯାଇଥାଏ କିନ୍ତୁ ଯଦି ଏହାର ଚିକିତ୍ସା ଠିକ ସମୟରେ କରାଯାଏ ତ ବ୍ୟକ୍ତି ଆରୋଗ୍ୟ ଲାଭ କରିଥାଏ ଓ ବିଷର ପ୍ରଭାବ ମଧ୍ୟ କମିଯାଇଥାଏ।

ମୁଁ ଆଜି ଆପଣଙ୍କୁ ଯେଉଁ ଉପାୟ କହିବି ତାକୁ ଆପଣ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀରରେ ବିଷର ପ୍ରଭାବ କମିଯିବ ଓ ଆପଣ ସୁସ୍ଥ ହୋଇଯିବେ।ଏହା ସମ୍ପୂର୍ଣ୍ଣ ଭାବେ ଦେଶୀ ଉପାୟ ଓ ଆପଣ ମାନଙ୍କୁ ଏଥିପାଇଁ ବେଶୀ କଷ୍ଟ କରିବାକୁ ପଡ଼ିବ ନାହିଁ।

ଆପଣଙ୍କୁ ଏହି ଉପାୟ ପାଇଁ ପ୍ରଥମେ ଏକ ଦିଆସିଲି ଆବଶ୍ୟକ।ଓ ଏହା ଆପଣ ମାନଙ୍କୁ ଅତି ସହଜରେ ମିଳିଯିବ।ଏହାକୁ ନେବା ପରେ ଆପଣ ୨ ରୁ ୩ ଟି ଦିଆସିଲି କାଠି ନିଅନ୍ତୁ।ତା ପରେ ଏକ ଧାରୁଆ ଛୁରୀ ଦ୍ଵାରା ଦିଆସିଲି କାଠି ର ବାରୁଦ କୁ ବାହାର କରିଦିଅନ୍ତୁ।ଯଦି ଆପଣଙ୍କ ସମସ୍ୟା ଗମ୍ଭୀର ଅଛି ତ ଆପଣ ୪ ରୁ ୫ ଟି କାଠି ର ବ୍ୟବହାର କରି ପାରିବେ।

ତା ପରେ ଆପଣ ଏହି ବାରୁଦକୁ ଏକାଠି କରି ରଖନ୍ତୁ।ଏବେ ଆପଣ ଏକ ଛୋଟ ପାତ୍ରରେ କିଛି ପାଣି ନିଅନ୍ତୁ। ଓ ବୁନ୍ଦା ବୁନ୍ଦା କରି କିଛି ପାଣି କୁ ସେହି ବାରୁଦ ଉପରେ ପକାନ୍ତୁ।ଧ୍ୟାନ ରଖିବେ ଅଧିକ ପାଣି ଯେପରି ନ ପଡେ ନହେଲେ ତାହା ଅଧିକ ପତଳା ହୋଇଯିବ।ଆପଣ ସେହି ଦିଆସିଲି କାଠି ଦ୍ଵାରା ସେହି ବାରୁଦକୁ ମିଶାଇ ଦିଅନ୍ତୁ।ତା ପରେ ଏହି ଲେପ କୁ ନେଇ ବିଛା କାମୁଡ଼ି ଥିବା ଜାଗାରେ ଲଗାଇଦିଆନ୍ତୁ।୫ ମିନିଟ ପରେ ଦେଖିବେ ଆପଣକଂ କଷ୍ଟ କମିଯିବ ଓ ବିଷ ର ପ୍ରଭାବ ମଧ୍ୟ କମିଯିବ।ଯଦି ଆପଣଙ୍କୁ ମହୁ ମାଛି ଅଥବା ବିରୁଡ଼ି କାମୁଡ଼ି ଦେଇଛି ତ ଆପଣ ଏହାର ପ୍ରୟୋଗ ମଧ୍ୟ କରିପାରିବେ।ଆପଣ ଏହି ଉପାୟକୁ ଯଦି ପ୍ରୟୋଗ କରୁଛନ୍ତି ତ ଏହା ଆପଣ ମାନଙ୍କ ପାଇଁ ବହୁତ ଫଳପ୍ରଦ ହେବ।

Leave a Reply

Your email address will not be published. Required fields are marked *