March 21, 2025

Odia Express

Leading Odia News Portal of Odisha

ପଇଡ଼ ପାଣିର ଏତେ ଉପକରିତା ଆଶ୍ଚର୍ଯ୍ୟ ହୋଇଯିବେ ଆପଣ – ଆଜିଠୁ ପିଇବା ଆରମ୍ଭ କରି ଦିୟନ୍ତୁ..

ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ପଇଡ଼ ପାଣିର ଉପକରିତା ବିଷୟରେ ଜାଣିବା।ଏଥିପପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ଲୋକମାନଙ୍କ ମନରେ ପ୍ରଶ୍ନ ଥାଏ ଯେ ଦିନର ଆରମ୍ଭ କିପରି କରିବାକୁ ହୋଇଥାଏ?ଏବଂ ସକାଳୁ ଉଠି ସର୍ବ ପ୍ରଥମେ କେଉଁ ଜିନିଷର ସେବନ କରିବା ଉଚିତ।ଏବଂ କେଉଁ ଜିନିଷ ସେବନ କରିବା ଦ୍ୱାରା ଆମ ଶରୀରରର ଏନର୍ଜୀ ଆସିଥାଏ?ଏବଂ ଆମ ଶରୀରକୁ ଶକ୍ତି ମିଳିବ?ଏବଂ କଣ କରିବା ଦ୍ୱାରା ଆମ ଶରୀର ଫିଟ ରହିଥାଏ?ତେବେ ଏହାର ଉତ୍ତର ହେଉଛି ଆପଣ ଦିନର ଆରମ୍ଭ ପଇଡ଼ ପାଣିରୁ କରନ୍ତୁ।

ଯଦି ଆପଣ ପ୍ରତିଦିନ ସକାଳୁ ପଇଡ଼ ପାଣି ପିଇବା ଦ୍ୱାରା ଶରୀରକୁ ଇନସୁଲୀନ ମିଳିଥାଏ।ଯେଉଁ ବ୍ୟକ୍ତିଙ୍କୁ ମଧୁମେହ ହୋଇଥାଏ ସେମାନଙ୍କୁ ଡାକ୍ତର ମଧ୍ୟ କହିଥାନ୍ତି ପଇଡ଼ ପାଣି ପିଇବା ତାଙ୍କ ପାଇଁ ଭଲ ହୋଇଥାଏ।ଏଥିରେ ମ୍ୟାଗନେସିୟମ,ପଟାସିୟମ ଏବଂ ଭିଟାମିନ c ଥିବା ଯୋଗୁ ଏହା ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।ଏବଂ ଏହା ଦ୍ୱାରା ଆପଣଙ୍କ ଓଜନ ମଧ୍ୟ ବଢିନଥାଏ।ଲୋକମାନଙ୍କ ମନରେ ଏହା ଶଙ୍କା ଥାଏ ଯେ ପ୍ରତିଦିନ ପଇଡ଼ ପାଣି ପିଇବାଦ୍ୱାରା ଶରୀରର ଓଜନ ବଢ଼ିଥାଏ ବୋଲି।ଏବଂ ଫ୍ୟାଟ ଆସିଥାଏ ବୋଲି।କିନ୍ତୁ ଏହାଦ୍ୱାରା ଆପଣଙ୍କ ଓଜନ ବଢିନଥାଏ।କିନ୍ତୁ ଏହା ଆପଣଙ୍କ ଶରୀରକୁ ଫିଟ ରଖିବାରେ ସାହାଯ୍ୟ କରିଥାଏ।ଏବଂ ଏହାଦ୍ୱାରା ଶରୀରର ଏନର୍ଜୀ ଲେଭେଲକୁ ବଢ଼ାଇଥାଏ।

ପ୍ରତିଦିନ ସକାଳୁ ଉଠି ଏହି ପଇଡ଼ ପାଣିର ସେବନ କରିବା ଦ୍ୱାରା ଆପଣଙ୍କ ଶରୀରକୁ କୌଣସି ରୋଗ ପ୍ରବେଶ କରିନଥାଏ।କାରଣ ଏହା ଆପଣଙ୍କ ଇମ୍ୟୁନିଟି ଶକ୍ତି ବଢ଼ାଇଥାଏ।ଆପଣ ଦେଖିଥିବେ ସାଉଥ ଇଣ୍ଡିଆନ ଲୋକଙ୍କ ଚୁଟି ବେସି ଝଡିନଥାଏ।ଏବଂ ଅଧିକ ଦିନ ପର୍ଯ୍ୟନ୍ତ କଳା ରହିଥାଏ।କାରଣ ଏହା ଆପଣଙ୍କ ଚୁଟିକୁ ମଜବୁତ କରିଥାଏ ଏବଂ କଳା ମଧ୍ୟ କରିଥାଏ।ଏହାଦ୍ୱାରା ଆପଣଙ୍କ ଉରିନ ଜନିତ ସମସ୍ୟା ମଧ୍ୟ ଭଲ ହୋଇଜାଇଥାଏ।ଏହାଦ୍ୱାରା ଆପଣଙ୍କ କିଡନୀରେ ମଧ୍ୟ ସୁଧାର ଆସିଥାଏ।ଏହାର ଗ୍ରୀଷ୍ମ ଋତୁରେ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଗରମ ଦିନରେ ହେଉଥିବା ଡିହାଇଡ୍ରେସନର ଆଶଙ୍କା ନଥାଏ।

ଏବଂ ଏହା ଗରମ ଦିନରେ ଅମୃତ ଭଳି କାମ କରିଥାଏ।ଏବଂ ଏହାକୁ ଆପଣ ଶୀତ ଦିନରେ ମଧ୍ୟ ସେବନ କରିପାରିବେ।କିନ୍ତୁ ଗରମ ଦିନରେ ଆପଣଙ୍କୁ ପ୍ରତିଦିନ ଏହାକୁ ସକାଳେ ପିଇବା ଉଚିତ।ଆପଣଙ୍କ ସକାଳର ସର୍ବପ୍ରଥମ ପାନୀୟ ଏହା ହେବା ଆବଶ୍ୟକ।ଏବଂ ନଡ଼ିଆର ଏହି ପାଣି ପିଇସାରିବାପରେ ଆପଣ ଏହାର ନଡ଼ିଆ ମଧ୍ୟ ଖାଆନ୍ତୁ।ଏହାଦ୍ୱାରା ଅପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ନଡିଆର ପୋଷକତତ୍ତ୍ୱ ଯାଇଥାଏ।ଏବଂ ଶରୀରକୁ ଶକ୍ତି ଏବଂ ଏନର୍ଜୀ ମିଳିଥାଏ।ତେବେ ଏହା ଆପଣ ନିଶ୍ଚିତ ବ୍ୟବହାର କରିଦେଖନ୍ତୁ।ଏହା ଆପଣଙ୍କୁ ଶତ ପ୍ରତିଶତ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *