May 20, 2025

Odia Express

Leading Odia News Portal of Odisha

ଏମିତି ଝିଅ ଆପଣଙ୍କ ଜୀବନ ବଦଳାଇ ଦେବ – ଏମାନେ ଜୀବନକୁ ଆସିବା ମାତ୍ରେ ଜୀବନ ସ୍ୱର୍ଗମୟ କରିଦିୟନ୍ତି..

ଯଦି ଆପଣ ବିବାହ କରିବାକୁ ଯାଉଛନ୍ତି ତାହେଲେ ସ୍ତ୍ରୀଠାରେ ଦେଖନ୍ତୁ ଏହି ୫ଟି ଗୁଣ ଆପଣଙ୍କ ଜୀବନ ବଦଳିଯିବ।ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ନିଜ ହେଉଥିବା ସ୍ତ୍ରୀ ଠାରେ ଏହି ୫ ଟି ଗୁଣ ଦେଖିଦିଏ ତେବେ ତାହାର ଜୀବନ ସଫଳ ହୋଇଯାଏ।ତାଙ୍କ ଅନୁସାରେ ହବାକୁ ଯାଉଥିବା ସ୍ତ୍ରୀ ଠାରେ ଏହି ୫ଟି ଗୁଣ ଦେଖିବା ଆବଶ୍ୟକ ଅଟେ ନହେଲେ ଦାମ୍ପତ୍ୟ ଜୀବନ ଦୁଃଖମୟ ହୋଇଯିବ।ଏହି ୫ ଟି ଗୁଣ କଣ ଅଟେ ଏହା ଜାଣିବା ପାଇଁ ଆପଣ ଶେଷ ଯାଏ ଆମ ସହ ରୁହନ୍ତୁ।

ଚାଣକ୍ୟନୀତି ଅନୁସାରେ ହେବାକୁ ଯାଉଥିବା ସ୍ତ୍ରୀ ଠାରେ ଆନ୍ତରିକ ସୌନ୍ଦର୍ଯ୍ୟ ରହିବା ନିହାତି ଆବଶ୍ୟକ ଅଟେ କାରଣ ରୂପ ପଳାଏ କିନ୍ତୁ ଆନ୍ତରିକ ସୌନ୍ଦର୍ଯ୍ୟ ସବୁବେଳେ ତାହା ମଧ୍ୟରେ ରହିଥାଏ।ଏହା ଯୋଗୁ ବୈବାହିକ ଜୀବନ ସୁଖମୟ ହୋଇଥାଏ।କେବେଳ ରୂପ ଅନୁସାରେ ବିବାହ କରିବା ବୁଦ୍ଧିମତା ହୋଇନଥାଏ।

ଏହାପରେ ଚାଣକ୍ୟ କହନ୍ତି କି ବିବାହରେ ସ୍ତ୍ରୀର ଅନୁମତି ଆବଶ୍ୟକ ହେବା ଉଚିତ।ଚାଣକ୍ୟନୀତି ଅନୁସାରେ ବିବାହର ଆଧାର ସବୁବେଳେ ପରସ୍ପର ସହମତି ହୋଇ ହେବା ଆବଶ୍ୟକ।ବିବାହ ସେହି ଝିଅଙ୍କୁ କରିବା ଉଚିତ ଯିଏ ଆପଣଙ୍କୁ ପସନ୍ଦ କରେ ଏବଂ ନିଜ ଇଚ୍ଛାରେ ଆପଣଙ୍କୁ ବାହା ହେବାକୁ ରାଜିହୁଏ।କାହାର ଚାପରେ କରାଯାଇଥିବା ବିବାହ ଭବିଷ୍ୟରେ ବୈବାହିକ ଜୀବନରେ ସମସ୍ୟା କରିଥାଏ ଏବଂ ଏହା ହୋଇପାରେ କି ଆପଣଙ୍କ ବିବାହ ସଫଳ ନ ହୁଏ ଏବଂ ଆପଣଙ୍କ ବିବାହ ଅଧିକ ଦିନ ନ ଯାଏ କାରଣ ନିଜ ଇଚ୍ଛାରେ ଯେଉଁ ବିବାହ ହୁଏ ସେହି ରିସ୍ତା ଅଧିକ ଦିନ ଚାଲିଥାଏ ଏବଂ ଜୀବନ ସୁଖମୟ ହୁଏ।

ତୃତୀୟରେ ଚଣକ୍ୟ କହନ୍ତି କି ପ୍ରେମୀ ସ୍ତ୍ରୀ ସବୁବେଳେ ସୁଖ ଦେଇଥାଏ।ଚାଣକ୍ୟନୀତି ଅନୁସାରେ ଯେଉଁ ସ୍ତ୍ରୀ ଆପଣଙ୍କୁ ପ୍ରେମ କରିଥାଏ ତାହାକୁ ହି ବିବାହ କରିବା ଉଚିତ।ବାସ୍ତବରେ ପ୍ରେମ ହି ବିବାହର ସଫଳତାର ପ୍ରମୁଖ କାରଣ ହୋଇଥାଏ।ଯେଉଁ ସ୍ତ୍ରୀ ଆପଣଙ୍କୁ ପ୍ରେମ କରିଥାଏ ସେ ଆପଣଙ୍କ ଯତ୍ନ ମଧ୍ୟ ନେବ ଏବଂ ଆପଣଙ୍କୁ କେବେ ଉଦାସ ଦେଖିପାରିବ ନାହିଁ।ତାହାର ଏହି ପ୍ରେମ ଜୀବନରେ ସୁଖର ବର୍ଷା କରିବ।ଯେତେବି ଝଗଡା ହେଉ ସେ ଆପଣଙ୍କୁ ମନେଇଦେବ।ଏହି ସ୍ତ୍ରୀ ଆପଣଙ୍କ ପାଇଁ ସୌଭାଗ୍ୟଶାଳୀ ହୋଇଥାଏ।

ଚତୁର୍ଥରେ ଚାଣକ୍ୟ କହିଛନ୍ତି ସ୍ତ୍ରୀ ସୁବୁବେଳେ ଧାର୍ମିକ ପ୍ରବୃତ୍ତିର ହେବା ଉଚିତ କାରଣ ଏମାନଙ୍କ ଠାରେ ଭଲ ସଂସ୍କାର ରହିଥାଏ।ସେ ଧର୍ମ ଉପରେ ଆସ୍ଥା ରଖିଥାନ୍ତି ଏବଂ ସ୍ୱହି ଆସ୍ଥା କାରଣରୁ ଜୀବନ ସୁଖମୟ ହେବ।ଏହି ସ୍ତ୍ରୀ ପରିବାରର ମେରୁଦଣ୍ଡ ହୋଇଯାନ୍ତି ଏବଂ ତାଙ୍କ ରାସ୍ତାରେ ହି ପରିବାର ଚାଲିଥାଏ।ସବୁବେଳେ ଧର୍ମକର୍ମ କରୁଥିବା ସ୍ତ୍ରୀଙ୍କୁ ଆପଣ ବିବାହ କରିବା ଉଚିତ।ଏହା ଫଳରେ ଆପଣଙ୍କ ଜୀବନ ସୁଖମୟ ହେବ।

ଏହାପରେ ଚଣକ୍ୟ କହିଛନ୍ତି ଆପଣଙ୍କ ମଧ୍ୟରେ ସ୍ତ୍ରୀ ସବୁବେଳେ ନିଜ ପିତାଙ୍କୁ ପୂଜା କରିବ ସେହିଭଳି ସ୍ତ୍ରୀକୁ ବିବାହ କରିବା ଉଚିତ କାରଣ ସବୁ ସ୍ତ୍ରୀ ନିଜ ସ୍ୱାମୀ ଭିତରେ ପିତାଙ୍କ ଛବି ଦେଖିଥାନ୍ତି।ଏଥିପାଇଁ ଏମିତି ପିତାଙ୍କ ପୁତ୍ରୀ ସହ ବିବାହ କରନ୍ତୁ ଯାହା ପିତା ସହିତ ଆପଣଙ୍କ ଛବି ମିଶୁଥିବ।ଯଦି ଏହିଭଳି ଯୋଡି ହୋଇଥାଏ ତାହେଲେ ସେ ଜୀବନ ସବୁବେଳେ ସୁଖମୟ ହୋଇଥାଏ।

Leave a Reply

Your email address will not be published. Required fields are marked *