ଭାରତରେ ୧୦ ସବୁଠୁ ଅଧିକ କୁହାଯାଉଥିବା ଭାଷା – ନମ୍ବର ୨ ବିଷୟରେ ଜାଣିକି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ..

ସାଙ୍ଗମାନେ ଭାଷା ଆମକୁ ପରସ୍ପର ସହିତ ଯୋଡିବାର କାମ କରିଥାଏ।ଏହା ପରସ୍ପର ମଧ୍ୟରେ ସମ୍ବନ୍ଧକୁ ବିକଶିତ କରିବାର କାମ କରିଥାଏ।କେବଳ ମନୁଷ୍ୟ ନୁହେଁ ବରଂ ପଶୁପକ୍ଷୀ ମଧ୍ୟ ପରସ୍ପର ମଧ୍ୟରେ କଥା ହୋଇଥାନ୍ତି।ଯଦି କେବଳ ମଣିଷମାନଙ୍କ କଥା କହିବେ ତାହେଲେ ପୁରା ବିଶ୍ୱରେ କେବଳ ୩୦୦ରୁ ଅଧିକ ଭାଷା କୁହାଯାଏ।ଯଦି କେବେଳ ଭାରତର କଥା କହିବା ତାହେଲେ ଏଠି ୧୨୧ଟି ପ୍ରମୁଖ ଭାଷା ରହିଅଛି।ଏହାକୁ କମସେ କମ ୧୦୦୦୦ କିମ୍ବା ତାହାଠୁ ଅଧିକ ଲୋକ କହିଥାନ୍ତି ସେହିପରି ୧୦୦୦ ଏମିତି ଭାଷା ରହିଛି ଯାହାକୁ କହୁଥିବା ମାନଙ୍କ ସଂଖ୍ୟା ୧୦ ରୁ ଆରମ୍ଭ କରି ୧୦୦୦୦ ଯାଏ ଅଛି।ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଭାରତରେ ସବୁଠୁ ଅଧିକ କୁହାଯାଉଥିବା ୧୦ଟି ପ୍ରମୁଖ ଭାଷା ବିଷୟରେ କହିବୁ।
୧୦ ନମ୍ବରରେ ଅଛି ଓଡିଆ।ଏହା ମୁଖ୍ୟ ରୂପରେ ଓଡିଶା ରାଜ୍ୟର ଅଧିକାରୀ ଭାଷା ଅଟେ।ଓଡ଼ିଆଳିଟିର ବିକାଶ ବ୍ରାହ୍ମୀଲିଟିରୁ ହୋଇଛି।ଏହା ମୁଖ୍ୟ ରୂପରେ ଇଣ୍ଡୋ ଅର୍ଯ୍ୟ ଭାଷାର ମୁଖ୍ୟ ରୂପ ଅଟେ।ଏହା ଓଡିଶା ବ୍ୟତୀତ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର କିଛି କିଛି ଅଞ୍ଚଳରେ ମଧ୍ୟ କୁହାଯାଏ।୯ ନମ୍ବରରେ ରହିଛି କନ୍ନଡ ଭାଷା।ଏହା ମୁଖ୍ୟରୁପରେ କର୍ଣ୍ଣାଟକର ମୁଖ୍ୟ ଭାଷା ଅଟେ।ଏହା ସେହି ୨୨ ଭାଷା ମଧ୍ୟରୁ ଗୋଟେ ଅଟେ ଯାହା ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସମ୍ମିଳିତ ଅଛି।ଅଷ୍ଟମରେ ଥିବ ଗୁଜୁରାଟୀ ଭାଷା ଗୁଜୁରାଟର ପ୍ରମୁଖ ଭାଷା ଅଟେ।ଏହା ସମ୍ପୂର୍ଣ ଭାରତରେ ପାଖାପାଖି ୬ କୋଟି ଲୋକଙ୍କ ଦ୍ୱାରା କୁହାଯାଇଥାଏ।ଏହା ସଂସ୍କୃତରୁ ଉତ୍ପତି ହୋଇଛି।ମହାତ୍ମା ଗାନ୍ଧୀ,ବଲ୍ଲବଭାଇ ପଟେଲ,ଧିରୁଭାଇ ଅମ୍ବାନୀ,ନରେନ୍ଦ୍ର ମୋଦି ମଧ୍ୟ ଗୁଜୁରାଟୀ ଅଟନ୍ତି।
ସପ୍ତମରେ ଅଛି ଉର୍ଦୁ।ଭାରତରେ କମସେ କମ ୬ କୋଟି ୩୦ ଲକ୍ଷ ଉର୍ଦୁ ଭାଷୀ ଲୋକ ଅଛନ୍ତି।ଏହା ଭାରତର ଏକ ଅଧିକାରୀକ ଭାଷା ମଧ୍ୟରୁ ଏକ ଅଟେ।ଷଷ୍ଠରେ ଅଛି ତାମିଲ।ଏହା ସବୁଠୁ ପୁରାତନ ଭାଷା ମଧ୍ୟ କୁହାଯାଏ କିନ୍ତୁ ଏହାର ଉତ୍ପତି ପାଇଁ ବିଦ୍ୱାନ ଏବେବି ଏକମତ ହୋଇପାରିନାହାନ୍ତି କିନ୍ତୁ ତଥାପି ଏହାକୁ କମସେ କମ ୩୦୦୦ ବର୍ଷ ପୁରୁଣା ଭାଷା ମନାଯାଏ।ଏହାଛଡା ଏହି ଭାଷା ସିଙ୍ଗାପୁର ଏବଂ ଶ୍ରୀଲଙ୍କାର ଆଧିକାରିକ ଭାଷା ଅଟେ।ପଞ୍ଚମରେ ଅଛି ତେଲୁଗୁ।ଏହା ଦ୍ରାବିଡ଼ ଭାଷା ପରିବାରର ଏକ ସଦସ୍ୟ ଅଟେ।ଏହି ଭାଷା ମୁଖ୍ୟରୁପରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ମୁଖ୍ୟ ଭାଷା ଅଟେ।ଚତୁର୍ଥରେ ରହିଛି ମରାଠୀ ଯାହା ମହାରାଷ୍ଟ୍ରର ମୁଖ୍ୟ ଭାଷା ଅଟେ।ଏହା ମଧ୍ୟ ଏକ ଅର୍ଯ୍ୟ ଭାଷା ଅଟେ।ଏହା ମହାରାଷ୍ଟ୍ର ଏବଂ ଗୋଆର ରାଜ ଭାଷା ଅଟେ।ମାତୃଭାଷା ଅନୁସାରେ ଏହା ବିଶ୍ୱରେ ୧୦ ଏବଂ ଭାରତରେ ୪ ନମ୍ବର ସ୍ଥାନରେ ଅଛି।
ତୃତୀୟରେ ରହିଛି ବଙ୍ଗାଳୀ।ଯାହାକୁ ୧୦ କୋଟି ଏବଂ ୭୦ ଲକ୍ଷ ଲୋକଙ୍କ ଦ୍ୱାରା କୁହାଯାଏ।ଏହା ଏକ ଅର୍ଯ୍ୟ ଭାଷା ଅଟେ ଯାହା ଅଧିକ ଦକ୍ଷିଣ ଏସିଆରେ ବୋଲାଯାଏ।ଦ୍ଵିତୀୟରେ ଅଛି ଇଂରାଜୀ।ଏହା ମଧ୍ୟ ହିନ୍ଦୀ ଭଳି ଭାରତର ଅଧିକାରୀକ ଭାଷା ଅଟେ।ଏହା ନାଗଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶରେ ମୁଖ୍ୟ ଭାଷା ଅଟେ।ପ୍ରଥମରେ ରହିଛି ହିନ୍ଦୀ।ଏହା ଭାରତର ରାଷ୍ଟ୍ର ଭାଷା ଅଟେ।ଏହା ଭାରତର ସବୁଠୁ ଅଧିକ କୁହାଯାଉଥିବା ଭାଷା ଅଟେ।