May 20, 2025

Odia Express

Leading Odia News Portal of Odisha

ଗ୍ୟାସ, କୋଷ୍ଟ କାଠିନ୍ୟ, ଏସିଡିଟି ତଥା ଖଟା ଢକାର ମୂଳରୁ ହିଁ ଠିକ କରିଦେବ ଏହି ଉପାୟ..

ଏହା ଆପଣଙ୍କ ପାଇଁ ବହୁତ ଜରୁରୀ। ଆପଣଙ୍କ ପେଟ ପାଇଁ ତଥା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଜରୁରୀ ଅଟେ।ଆପଣଙ୍କ ଶରୀରର ସମସ୍ତ ପେଟ ଜନିତ ରୋଗ ତଥା ଆପଣଙ୍କ ଶରୀରରେ ଭରି ଯାଇଥିବା ସମସ୍ତ ବେମାରି ଆପଣଙ୍କୁ ଯେପରି ଛାଡି ପଳେଇ ଯାଇ ପାରିବ ତାହା ଆପଣଙ୍କ ପାଇଁ ଏକ ହି ଉପାୟ କରି ପାରିବ।ଆପଣଙ୍କ ପେଟର ଗ୍ୟାସ ନ ହେବା ପାଇଁ, ପେଟରେ ଥିବା ଅତ୍ୟଧିକ ଉତ୍ତାପ କମ କରିବା ପାଇଁ, ଏପରି କି ଆପଣଙ୍କୁ କୋଷ୍ଟ କାଠିନ୍ୟ ଆଉ ଯେପରି ନ ହୁଏ, ଆପଣଙ୍କ ପେଟରେ କିଛି ଅତ୍ୟଧିକ ଜିନିଷ ଯେପରି ନ ରହୁ ଆପଣଙ୍କ ପାଇଁ ବାସ ଗୋଟେ ହିଁ ଉପାୟ ଅଛି।

ଆପଣ ଦହି ସର୍ବତ ପିଇବା ଆରମ୍ଭ କରି ଦିଅନ୍ତୁ।ଆଜି କାଲିର ଜମାନା ଆମକୁ ବାସ ଚା, କଫି ତଥା କୋଲଡ଼ ଡ୍ରିଂକ୍ସ ପିଇବା ପାଇଁ ବାଧ୍ୟ କରିଥାଏ।ଏହା ହିଁ ଆମ ପେଟକୁ ଆହୁରି ଅଧିକ ବିଗାଡିବାରେ ସହାୟକ ହେଇଥାଏ।ମାତ୍ର ପୁରୁଣା ଜମାନାର ଲୋକେ ବହୁତ ସତର୍କ ଥିଲେ।ସେମାନେ ଦହି ସର୍ବତ ପିଇବା ଆରମ୍ଭ କରି ଥିଲେ।ଆଜି ବି ଆପଣ ଯେଉଁ ବି ଗ୍ରାମ କୁ ଯିବେ ସେଠାରେ ଆପଣଙ୍କୁ ସବୁଠୁ ପ୍ରଥମେ ଦହି ସର୍ବତ ଅଫର କରାଯାଇଥାଏ ଯାହା କି ଆମ ପେଟ ପାଇଁ କାରିଗର ସାବ୍ୟସ୍ତ ହୁଏ।

ଏହା କେଉଁ ଛୋଟ ମୋଟ ଔଷଧ ନୁହଁ।ଏହା ଆମ ପେଟ ଠିକ କରିଥାଏ। ଆମ ଶରୀରର ଅତ୍ୟଧିକ ଗରମକୁ ବାହାର କରିଥାଏ ତଥା ଆମ ଶାରୀରିକ ସମସ୍ତ ବେମାରି ଠିକ କରିଥାଏ।ଆମ ଆଭ୍ୟନ୍ତରୀଣ ନାଡୀ ଯେପରିକି କ୍ଷୁଦ୍ରନ୍ତର ଚାଲି ଚାଲାଣ ଠିକ କରିଥାଏ।ଆମ ପେଟରେ କୋଷ୍ଟ କାଠିନ୍ୟ ହେବାକୁ ହି ଦେଇ ନଥାଏ।ଆମ ବାୟୁରେ ଗନ୍ଧ ବାହାରି ନଥାଏ ତଥା ଆମ ପାଇଖାନାରୁ ବି ଗନ୍ଧ ବାହାରି ନଥାଏ।ଆମ ଶାରୀରିକ ବେମାରି ଠିକ କରି ଥାଏ ଆଉ ଆମ ମସ୍ତିଷ୍କ ବି ସୁସ୍ଥ ରହିଥାଏ।ଏହା କେଉଁ ଛୋଟ ମୋଟ ଔଷଧ ନୁହଁ ଯାହା ଆଜି କାଲିର ରାସାୟନିକ ଔଷଧ ଭଳି ଆମ ଶରୀରରେ ବହୁତ ପ୍ରତିକ୍ରିୟା କରିଥାଏ।

ତେଣୁ ଆପଣ ସଭିଙ୍କୁ ଅନୁରୋଧ କି ଆପଣ ବି ଏହି ବଜାରୀ ଜିନିଷ ଛାଡ଼ନ୍ତୁ ଆଉ ରାସାୟନିକ ଔଷଧ ଭରସାରେ ନ ରହି ଆପଣ ଆମ ଦେଶୀ ଔଷଧର ଭରସା କରନ୍ତୁ।ଏହି ସର୍ବତ ଆପଣଙ୍କ ଦେହର ସବୁ କିଛି କରିଥାଏ।

Leave a Reply

Your email address will not be published. Required fields are marked *