March 19, 2025

Odia Express

Leading Odia News Portal of Odisha

ଭଲ ସମୟ ଆସିବା ଆଗରୁ ମିଳିଥାଏ ଏହି ସଙ୍କେତ – କଣ ଆପଣଙ୍କୁ ଏ ଭିତରୁ କେଉଁ ସଂକେତ ମିଳୁଛି କି ? ଏବେ ଜାଣିରଖନ୍ତୁ ତାହାଲେ ଖୁସି ଖବର

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଭଲ ସମୟ ଆସିବା ଆଗରୁ ଆପଣଙ୍କୁ କେଉଁ ସବୁ ସଙ୍କେତ ମିଲିଥାଏ?ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ଭଳି ଦିନ କେବେହେଲେ ଆସିନଥାଏ।ଅନେକ ଲୋକ ସବୁବେଳେ ନିଜ ମନକୁ ଉଦାସ କରି ରଖିଥାନ୍ତି।ସବୁବେଳେ ଦୁଃଖରେ ରହିଥାନ୍ତି।ଏବଂ ସେମାନେ ଏହା କହିଥାନ୍ତି ଯେ ଆମ ସମୟ କେତେବେଳେ ବଦଳିବ?କିନ୍ତୁ ଏହା ଏକ ସତ ବାକ୍ୟ ଅଟେ ଯେ ଏକ ପ୍ରକାର ସମୟ ସବୁବେଳେ ରହିନଥାଏ।ଯଦି ଏବେ ଖରପ ସମୟ ଚାଲୁଛି ତେବେ ଭଲ ସମୟ ମଧ୍ୟ ନିଶ୍ଚିତ ଆସିବ।ଏହିପରି ଅନେକ ସଙ୍କେତ ଅଛି ଯାହା ଭଲ ସମୟ ଆସିବା ଆଗରୁ ଆମକୁ ମିଳିଥାଏ।ଏବଂ ଏହି ସଙ୍କେତ ଆମ ସମସ୍ତିଙ୍କୁ ମିଲିଥାଏ।କେବଳ ଆମେ ସେହି କଥାକୁ ଧ୍ୟାନ ଦେଇନଥାଉ।ଆଜି ଆମେ ଜାଣିବା ପାଇଁଏହି ସଙ୍କେତ ବିଷୟରେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ସବୁଠାରୁ ବଡ଼ ସଙ୍କେତ ହେଉଛି ଭଲ ସମୟ ଆସିବା ପୂର୍ବରୁ ସେଗି ଘରର ଯେଉଁ ମୁଖ୍ୟ ବ୍ୟକ୍ତି ଥାନ୍ତି ଏବଂ ସେହି ଘରର ସଦସ୍ୟ ମାନେ ଖୁସିରେ ରହିବା ଆରମ୍ଭ କରିଦେଇଥାନ୍ତି।ଏବଂ ସେମାନଙ୍କ ମୁହଁରେ ପ୍ରସନତା ରହିଥାଏ।ଯଦି ଆପଣଙ୍କ ସହିତ ମିଳିବା ପାଇଁ ଲୋକମାନେ ନିଜେ ଆସିବେ ତେବେ ଏହା ବୁଝନ୍ତୁଯେ ଆପଣଙ୍କ ଦିନ ଭଲ ଆସିବାକୁ ଯାଉଛି।

ଯଦି ଆପଣ ବ୍ରହ୍ମ ମୁହୂର୍ତ୍ତରେ ବହୁତ ଭଲ ସ୍ୱପ୍ନ ଦେଖନ୍ତି ତେବେ ଏହା ଜଣାନ୍ତୁ ଯେ ଆପଣଙ୍କ ଦିନ ଆଗକୁ ବହୁତ ଭଲ ଆସିବାକୁ ଯାଉଛି।ଏବଂ କୌଣସି ଏକ ବିଶେଷ ଖୁସି ଆପଣଙ୍କ ପାଖକୁ ଆସିପରେ।କାରଣ ବ୍ରହ୍ମ ମୁହୂର୍ତ୍ତ ଏକ ଏପରି ସମୟ ହୋଇଥାଏ ସେହି ସମୟରେ ଯେଉଁ ସ୍ୱପ୍ନ ଆସେ ତାହା ନିଶ୍ଚିତ ସତ ହୋଇଥାଏ।

ଯଦି ଆପଣଙ୍କ ଘରକୁ ହଠାତ ପକ୍ଷୀ ଆସିଥାଏ, ନିଜର ବସା ଆପଣଙ୍କ ଘରେ ତିଆରି କରିଥାଏ ଏବଂ ଛୁଆ ଜନ୍ମ କରିଥାଏ ତେବେ ମଧ୍ୟ ଏହା ବୁଝାନ୍ତୁଯେ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି।ଏବଂ ଯଦି ଆପଣଙ୍କ ଛାତରେ ପକ୍ଷୀ ମରିଥିବାର ମିଳନ୍ତି ତେବେ ଏହା ବୁଝନ୍ତୁ ଆପଣଙ୍କର ଖରାପ ସମୟ ଆସିବାକୁ ଯାଉଛି।ଯଦି ନ ଡାକି ମଧ୍ୟ ଆପଣଙ୍କ ଦୁଅରକୁ ଗାଈ ଆସିଥାଏ ତେବେ ମଧ୍ୟ ଆପଣଙ୍କର ବହୁତ ଭଲ ସମୟ ଆସିବାକୁ ଯାଉଛି।

ଯଦି ଆପଣଙ୍କ ସ୍ୱପ୍ନରେ ପିତୃ ପୁରୁଷ ଦେଖାଯାନଆନ୍ତି ଏବଂ ତାଙ୍କ ମନରେ ପ୍ରସନତା ଥାଏ ତେବେ ଏହା ବୁଝନ୍ତୁ ଆପଣଙ୍କର ବହୁତ ଜଲଦି ସମୟ ବଦଳିବାକୁ ଯାଉଛି ଏବଂ ଆପଣଙ୍କ ଘରେ ଅନେକ ଖୁସି ଆସିବାକୁ ଯାଉଛି।ଯଦି କୌଣସି ଯାତ୍ରା କରିବା ସମୟରେ କିମ୍ବା କୌଣସି କାମରେ ବାହାରକୁ ଯିବା ସମୟରେ ଆପଣଙ୍କ ଆଗରେ ଏକ ହରିଣ ଯାଇଥାଏ ତେବେ ଆପଣଙ୍କ ଆଗାମୀ ସମୟ ଅତ୍ୟନ୍ତ ଶୁଭ ଆସିବାକୁ ଯାଉଛି।ଏବଂ ଯଦି ଏକ ଗାଈ ମଧ୍ୟ ରାସ୍ତା କାଟି ଥାଏ ତେବେ ମଧ୍ୟ ବହୁତ ଶୁଭ ହୋଇଥାଏ।ଏବଂ ଯଦି କୌଣସି ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଶବ ସଂସ୍କାର କରିବା ଦୃଶ୍ୟ ଦେଖନ୍ତି ତେବେ ମଧ୍ୟ ଶୁଭ ହୋଇଥାଏ।

ଯଦି ଆପଣଙ୍କ ଘରକୁ କୌଣସି ସାଧୁ କିମ୍ବା ବ୍ରାହ୍ମଣ ବିନା ଡାକି ଆସିଥାନ୍ତି ତେବେ ଏହା ବୁଝନ୍ତୁଯେ ସେ ଆପଣଙ୍କ ସମସ୍ତ ପାପକୁ କାଟି ନେଇଯାଇଥାନ୍ତି।

Leave a Reply

Your email address will not be published. Required fields are marked *