March 21, 2025

Odia Express

Leading Odia News Portal of Odisha

ବିବାହ ପୁର୍ବରୁ ଯିଏ ବି କଲା ଏହି କାମ, ସେ ସ୍ତ୍ରୀ ପାଇବ ଲକ୍ଷ୍ମୀଙ୍କ ସମାନ – ନିଶ୍ଚୟ ଏହି କାମ କରନ୍ତୁ

କୁହନ୍ତି କି ଘରର ଝିଅ ଓ ବୋହୁ ଲକ୍ଷ୍ମୀଙ୍କ ରୁପ ହୋଇଥାଏ । ଏହି କଥା ବିଲକୁଲ୍ ସତ୍ୟ ଅଟେ । ଘରରେ ଝିଅ ହେବା ମତଲବ ସାକ୍ଷାତ ଲକ୍ଷ୍ମୀ ଜୀଙ୍କ ପ୍ରବେଶ ହୋଇଥାଏ । ଏହି ଝିଅମାନେ ପୁଅଙ୍କ ଠାରୁ ଅଧିକା ସୁଖ ଓ ସମୃଦ୍ଧି ଘର ଲୋକଙ୍କୁ ଦିଅନ୍ତି, ଯେଉଁଠି ଗୋଟେ ତରଫରୁ ଝିଅର ବିବାହ ପରେ ବିଦା ହୋଇଚାଲିଯାଆନ୍ତି , ସେମିତି ଅନ୍ୟପଟେ କେଉଁ ଅନ୍ୟ ଝିଅ ଆମର ଘର ବୋହୁ ହୋଇକରି ପ୍ରବେଶ କରନ୍ତି । ଏହି ପ୍ରକାରର ଆମର ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ।ହିନ୍ଦୁ ଧର୍ମରେ ମାନାଯାଏ କି ନୁଆ ବୋହୁର ପାଦ ବହୁତ ଶୁଭ ହୋଇଥାଏ  । କେବେ କିଛି ଖରାପ ହେଲେ ଆମେ କିଛି କହିଲେ କିମ୍ବା ନ କହିଲେ କିନ୍ତୁ ମନରେ ଖରାପ ଭାବନା ଆସେ , କିନ୍ତୁ ଜାଣନ୍ତୁ କିଛି ବି ଭଲ କିମ୍ବା ଖରାପ ହେବାରେ ନୁଆ ବୋହୁ କଣପାଇଁ ଦାୟିତ୍ୱବାନ ହୋଇନଥାନ୍ତି ,  କାରଣ ଆମେ ନିଜେ ହିଁ ଦାୟିତ୍ୱବାନ ହୋଇଥାନ୍ତି ।

ବିବାହ ପୁର୍ବରୁ କରିନିଅନ୍ତୁ ଏହି କାମ :-

୧) ଘରର ବୋହୁ ଆସିବା ସହ ହିଁ ତାଙ୍କ ପାଇଁ ଅଲଗା ବେଡରୁମ୍ ନିର୍ଦ୍ଧାରିତ କରାଯାଏ । ବହୁତଥର ଅଲଗା ବାଥରୁମ୍ ବି ନିର୍ମାଣ କରାଯାଏ , ଯଦି ଏହି ପରିବର୍ତ୍ତନ କରୁଥିବା ସମୟରେ ଆପଣ ବାସ୍ତୁର ଧ୍ୟାନ ନ ରଖିବେ ତେବେ ଜାହିର୍ କଥା ତେବେ ଏହାର ପ୍ରଭାବ ପରିବାର ଉପରେ ପଡିଥାଏ ।

୨) ନୁଆ ବୋହୁ ସ୍ୱାଗତ ପାଇଁ ଘରେ ରେନୋଭେସନ ପ୍ରସ୍ତୁତି ଚାଳୁଛି, ତେବେ ଏହି କଥାର ବିଶେଷ ଧ୍ୟାନ ରଖିବେ ଘରର ସ୍ୱାମୀର ଶୟନ କକ୍ଷ ଓ ପୁଅ ବୋହୁ ଶୟନ କକ୍ଷ ସଠିକ୍ ଦିଗରେ ହେଉ ।

୩) ବୋହୁର ସ୍ୱାଗତ ପାଇଁ ନୁଆ ରୁମ୍ ତିଆରି କରୁଛନ୍ତି , ତେବେ ଏହି କଥାକୁ ଧ୍ୟାନରେ ରଖିବେ ବାଥରୁମ୍ ଘର ଉତ୍ତର ପୁର୍ବ ଦକ୍ଷିଣ ପୁର୍ବ ଓ ଦକ୍ଷିଣ ପଶ୍ଚିମ ଭୁଲକରି ନ ବନାନ୍ତୁ ।

୪) ଦକ୍ଷିଣ ଦିଗରେ କେଉଁ ପ୍ରକାରର ପାଣି ବାହାର କରିବା ବ୍ୟବସ୍ଥା ନ କରନ୍ତୁ । ବାଥରୁମ୍ ନିର୍ମାଣ ପାଇଁ ଉତ୍ତର ଦିଗ ହିଁ ସଠିକ୍ ହୋଇଥାଏ ।

Leave a Reply

Your email address will not be published. Required fields are marked *