May 20, 2025

Odia Express

Leading Odia News Portal of Odisha

କୋଟିରେ ଏକ ହେଇଥାନ୍ତି ଏଇ ନାମର ଯୋଡ଼ି – ଏହି ନାମର ଯୋଡି ଗୁଡିକ ଜୀବନସାରା ଖୁସି ରେ ରହିଥାନ୍ତି..

ପ୍ରେମ ଏକ ଏପରି ଶବ୍ଦ ଯାହା ଏକ ଅତ୍ୟନ୍ତ ସୁନ୍ଦର ଅନୁଭବ ଅଟେ।କୁହାଯାଏ କି ପ୍ରେମ କରିବା ଯେତିକି କଷ୍ଟ ନୁହଁ ଏହାକୁ ନିଭାଇବା ତା ଠାରୁ ଅଧିକ କଷ୍ଟ।ପୁଅ ହେଉ କିମ୍ବା ଝିଅ ସମସ୍ତେ ଚାହିଁ ଥାଆନ୍ତି କି ତାଙ୍କର ଜୀବନ ସାଥି ତାଙ୍କୁ ବହୁତ ସାରା ପ୍ରେମ ଅଜାଡ଼ି ଦଉ।ଆଉ ଜୀବନର ସବୁ ମୋଡରେ ସେ ତାକୁ ଏକା ନ ଛାଡ଼ି ଦିଅନ୍ତୁ।ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷରର ଯୋଡ଼ି ବିଷୟରେ ଜାଣିବା।କୁହାଯାଏ କି ଏହି ନାମର ଯୋଡ଼ି କୋଟିକରେ ଗୋଟିଏ ହେଇଥାଏ, ଏମାନଙ୍କ ପ୍ରେମ ଅତୁଟ ହେଇଥାଏ ଏବଂ ଏମାନେ କେବେହେଲେ ଅଲଗା ହେଇନଥାନ୍ତି।

୧) B ଓ M ନାମର ଯୋଡି- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଯୋଡ଼ିଗୁଡ଼ିକ କୋଟିଏରେ ଗୋଟେ ହେଇଥାଏ।ନିଜ ସାଥିକୁ ଏମାନେ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି।ନିଜ ସାଥିକୁ ଧୋକା ଦେବାର କଥା ଏମାନେ ସ୍ବପ୍ନରେ ସୁଦ୍ଧା ଭାବି ପାରନ୍ତିନି।କୁହାଯାଏକି ଏମାନଙ୍କ ଚିନ୍ତାଧାରା ଏବଂ ଜୀବନକୁ ବଞ୍ଚିବାର ଶୈଳୀ ପ୍ରାୟ ଏକ ପ୍ରକାରର ହେଇଥାଏ।ସେଥିପାଇଁ ଏମାନଙ୍କ ଭିତରେ ଭଲ ଜମିଥାଏ ଏବଂ ଏମାନେ ଅଲଗା ହେଇନଥାନ୍ତି।

୨) A ଓ S ନାମର ଯୋଡି- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଯୋଡ଼ିଗୁଡ଼ିକ କୋଟିଏରେ ଗୋଟେ ହେଇଥାଏ।ଏହି ଯୋଡି ଉପର ସ୍ଵର୍ଗରୁ ହେଇ ଆସିଥାଏ।ଏହି ଯୋଡିଙ୍କ ଭିତରେ ପ୍ରେମ ଅତୁଟ ହେଇଥାଏ ଏବଂ ଏମାନଙ୍କ ସମ୍ପର୍କ ଅତି ନିବିଡ଼ ହେଇଥାଏ।ଏମାନେ ନିଜ ସାଥିଙ୍କୁ ନିସ୍ବାର୍ଥ ପ୍ରେମ କରିଥାନ୍ତି ଓ ଏଥିପାଇଁ ସବୁବେଳେ ଏକାଠି ଖୁସିରେ ରହିଥାନ୍ତି।ଏମାନେ ଜୀବନ ସାରା ସାଥିକୁ ଛାଡ଼ିନଥାନ୍ତି ଏବଂ ଏମାନେ ଅନ୍ୟ କୌଣସି କାରଣରୁ ମଧ୍ୟ ଏତେ ସହଜରେ ଅଲଗା ହେଇନଥାନ୍ତି।

୩) P ଓ R ନାମର ଯୋଡି- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଯୋଡ଼ିଗୁଡ଼ିକ କୋଟିଏରେ ଗୋଟେ ହେଇଥାଏ।ଏମାନେ ବହୁତ ଭାଗ୍ୟଶାଳୀ ହେଇଥାଆନ୍ତି।ଏମାନଙ୍କର ଉଦାହରଣ ଆଦର୍ଶ ଯୋଡ଼ି ରୂପେ ଦିଆଯାଏ।ସମୟ ସହ ଏମାନଙ୍କର ପ୍ରେମ ବଢ଼ିଚାଲିଥାଏ।ଏମାନଙ୍କ ସମ୍ପର୍କ ଓ ପ୍ରେମ ଏତେ ନିବିଡ଼ ହେଇଥାଏ କି କିଏ ଲକ୍ଷେ ଚେଷ୍ଟା କଲେ ମଧ୍ୟ ଏମାନଙ୍କୁ ଅଲଗା କରି ପାରେନାହିଁ।

୪) K ଓ T ନାମର ଯୋଡି- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଯୋଡ଼ିଗୁଡ଼ିକ କୋଟିଏରେ ଗୋଟେ ହେଇଥାଏ।ଏମାନଙ୍କ ମଧ୍ୟରେ ଅତୁଟ ପ୍ରେମ ସହ ଜୀବନକୁ ଖୋଲିକି ବଞ୍ଚିବାର ଇଚ୍ଛା ଥାଏ।ଏମାନଙ୍କ ଭିତରେ ବହୁତ ବୁଦ୍ଧି ସହ ଭଲ ପାଇବା ଉଭୟ ସମାନ ରୁପରେ ବାଣ୍ଟି ହେଇଥାଏ।ଏମାନେ ସତ୍ୟତା ଓ ସଚ୍ଚୋଟତାର ସହ ନିଜ ପ୍ରେମକୁ ନିଭାଇଥାନ୍ତି।ନିଜ ସାଥିକୁ ଏମାନେ ବହୁତ ସମ୍ମାନ କରିଥାନ୍ତି।

୫) H ଓ J ନାମର ଯୋଡି- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମର ଯୋଡ଼ିଗୁଡ଼ିକ କୋଟିଏରେ ଗୋଟେ ହେଇଥାଏ।ଏମାନେ ପରସ୍ପର ପାଇଁ ହିଁ ଜନ୍ମ ନେଇଥାନ୍ତି।ଏମାନେ ଜୀବନ ସାରା ଅଲଗା ହେଇନଥାନ୍ତି।ଏମାନେ ପୁରା ସଚ୍ଚୋଟତା ସହ ପ୍ରେମକୁ ନିଭାଇଥାନ୍ତି।ଏମାନଙ୍କ ଭିତରେ ଥିବା ପ୍ରେମ ସବୁବେଳେ ଏମାନଙ୍କ ସମ୍ପର୍କକୁ ନାମ ଦେଇଥାଏ।କୁହା ଯାଇଥାଏ କି ଯଦି ଏମାନଙ୍କ ଭିତରୁ ଏକ ସାଥିର ପ୍ରେମ ଦୁର୍ବଳ ହେଇ ଯାଇଥାଏ ତେବେ ଅନ୍ୟ ସାଥିଟି ତାକୁ ଧୀରେ ଧୀରେ ବାଟକୁ ଆଣି ଦେଇଥାଏ।

Leave a Reply

Your email address will not be published. Required fields are marked *