ଧନୀ ହିସାବରେ ଅମ୍ବାନୀକୁ ପଛରେ ପକାଇଦେବେ ପରେଶ ରାୱଲ୍, ଜାଣନ୍ତୁ କେତେ କୋଟିର ମାଲିକ ଅଟନ୍ତି ସେ ?

ବଲିଉଡ୍ ଅଭିନେତା ପରେଶ ରାୱଲ୍ ଇଣ୍ତଷ୍ଟ୍ରିର କିଛି ବଛାବଛା କଳାକାରଙ୍କ ମଧ୍ୟରୁ ଜଣେ , ତାଙ୍କୁ ଯେ କୌଣସି ରୋଲ୍ ଦେଲେ ସେ ତାକୁ ବହୁତ ଭଲ ଭାବେ ଗଢି ତୋଳନ୍ତି , ସେ କମେଡୀ ହେଉ କିମ୍ବା ଖଳନାୟକ କିମ୍ବା ହିରୋ ରୋଲ୍ ହେଉ ପରେଶ ରାୱଲ୍ ଭଲ ଭାବରେ ନିଜ ଅଭିନୟକୁ କରିଥାନ୍ତି, ପରେଶ ରାୱଲଙ୍କ ସଫଳତାର ରାଜ୍ ଏଥିରୁ ଜଣାପଡେ କି ସେ ଗତ ୪ ଦଶକରୁ ଏହି ଇଣ୍ତଷ୍ଟ୍ରିରେ ରହିଛନ୍ତି, ପରେଶ ରାୱଲଙ୍କୁ ଭରପୁର ଭଲ ପାଇବା ସହ ବହୁତ ଧନ ଅର୍ଜନ କରିବାର ଭାଗ୍ୟ ମିଳିଛି, ତେବେ ଚାଲନ୍ତୁ ଆମେ ଆପଣଙ୍କୁ ପରେଶ ରାୱଲଙ୍କ ସଂମ୍ପତ୍ତି ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।
ପରେଶ ରାୱଲଙ୍କ ଜନ୍ମ ୩୦ ମେ ୧୯୫୫କୁ ମୁମ୍ବାଈର ମହାରାଷ୍ଟ୍ରରେ ହୋଇଥିଲା, ପରେଶ ଛୁଆବେଳରୁ ଅଭିନେତା ନଥିଲେ ବରଂ ଜଣେ ସିଭିଲ୍ ଇଞ୍ଜିନିୟର ହେବାର୍ ଆଶା ରଖୁଥିଲେ, ସେ ନିଜ ଇଞ୍ଜିନିୟରିଙ୍ଗ୍ ମୁମ୍ବାଇର ଓର୍ଲି ପାର୍ଲେ ରୁ ନର୍ସି ମୁଂଞ୍ଜି କଲେଜ ଅଫ୍ କମର୍ସ ଆଣ୍ତ ଇକୋନୋମିକ୍ସରୁ କରିଥିଲେ, ସେ ଏହି ଆଶାରେ ଥିଲେ କି ତାଙ୍କ ଭଲ ଚାକିରି ହୋଇଯାଉ, ଓ ଜୀବନକୁ ଆରାମରେ ଅତିବାହିତ୍ କରିଦିଅନ୍ତୁ, କିନ୍ତୁ ଇଞ୍ଜିନିୟରିଙ୍ଗ୍ କରିବାପରେ ତାଙ୍କୁ ଭଲ ଚାକିରି ମିଳିଲା ନାହିଁ , ଓ ତାଙ୍କ ଇଚ୍ଛା ଆଉ ପୁରଣ ହୋଇପାରିଲା ନାହିଁ ।
ପରେଶ ରାୱଲ୍ ୨୦୧୪ ରେ ରାଜନୀତିରେ ପାଦ ଥାପିଦେଲେ , ଓ ବିଜେପିରୁ ପାର୍ଟି ଟିକେଟ୍ ପାଇକରି ସେ ଅହମଦାବାଦ୍ ସିଟ୍ ରୁ ଜିତ୍ ହାସିଲ୍ କଲେ, ପରେଶ ଯେଉଁ ଆଫିଡେଭିଟ୍ ନିର୍ବାଚନ ସମୟରେ ଦେଇଥିଲେ ,ତାଙ୍କ ହିସାବରେ ତାଙ୍କ ପାଖରେ ୮୦ କୋଟିର ପ୍ରୋପଟୀ ଅଛି, ଏଥିରେ ତାଙ୍କ ନାଁରେ ୭୦ କୋଟି ଓ ସ୍ତ୍ରୀଙ୍କ ନାଁରେ ୮ କୋଟି ଅଛି, ବାକି ପ୍ରୋପଟି ତାଙ୍କ ଦୁହେଁ ପୁଅଙ୍କ ନାଁରେ ଅଛି ।
କଥା ହେବା ପରେଶ ରାୱଲଙ୍କ ସ୍ତ୍ରୀଙ୍କ ବିଷୟରେ ତେବେ ତାଙ୍କ ନାଁ ସ୍ୱରୁପ ଅଟେ, ସେ ବହୁତ ସୁନ୍ଦର ଅଟନ୍ତି , ସେ ଫେମିନା ମିସ୍ ଇଣ୍ତିଆରେ ବିଜେତା ରହିସାରିଛନ୍ତି , ଓ ତାହା ସହ ପ୍ଲେଟାଇମ୍ କ୍ରିଏସନ୍ ରେ ଅଭିନୟ ସହ ଯୋଡି ହୋଇଥିବା ଏକ କମ୍ପାନୀର ମାଲିକାଣୀ ବି ଅଟନ୍ତି , ସେ ବଲିଉଡ୍ ରେ ବହୁତ ହିରୋଇନ୍ ଙ୍କୁ ଲୁକ୍ସ ଓ ଟ୍ୟାଲେଣ୍ଟ ବଳରେ ଟକ୍କର ଦେଇପାରନ୍ତି, ସେ ଏକ ଭଲ ସ୍ତ୍ରୀ ହେବା ସହ ଏକ ଭଲ ମା ବି ଅଟନ୍ତି , ପରେଶ ଓ ସ୍ୱରୁପ ଦୁହେଁଙ୍କ ଦୁଇଟି ପୁଅ ଅଛନ୍ତି , ଆଦିତ୍ୟ ଓ ଅନିରୁଦ୍ଧ, ଆଦିତ୍ୟ ବଲିଉଡ୍ ରେ ପାଦ ରଖି ସାରିଛନ୍ତି, ଓ ତାଙ୍କ ପ୍ରଥମ ଫିଲ୍ମ ଜି୫ ରିଲିଜ୍ ହୋଇସାରିଛି
ପରେଶ ରାୱଲ୍ ହିନ୍ଦୀ ସିନେମାରେ ହିଟ୍ କିନ୍ତୁ ସେ ଗୁଜୁରାଟି, ଇଂରାଜୀ ଓ ତେଲେଗୁ ଫିଲ୍ମରେ ବି ଯୋଡି ହୋଇଛନ୍ତି, ତାଙ୍କ ଆୱାର୍ଡ ଲିଷ୍ଟରେ ରାଷ୍ଟ୍ରିୟ ପୁରସ୍କାର, ଫିଲ୍ମ ଫେୟାର୍ ଆୱାର୍ଡ, ପଦ୍ମଶ୍ରୀ ଆୱାର୍ଡ ପରି ସମ୍ମାନ ସାମିଲ୍ ଅଛି, ପରେଶ ନା କେବଳ ଭାରତରେ ବରଂ ଦୁନିଆଁ ସାରା ଜଣେ ସଫଳ ଅଭିନେତା ଭାବେ ଜଣାଯାଆନ୍ତି ,ତାଙ୍କ କଳାର ଯାଦୁ ସବୁ ଆଡେ ଦେଖିବାକୁ ମିଳେ ।