February 18, 2025

Odia Express

Leading Odia News Portal of Odisha

ଜୋକ୍ସ : ପୁଅ ଘର ଲୋକେ ଦେଖିବାକୁ ଆସିଲେ ପୁଅଘର- ତୁମ ଝିଅର ନାଁ କଣ ଅଟେ ? ଝିଅଘର ଲୋକ କହିଲେ ଏପରି ନାମଜେ ହସି ହସି ବେଦମ ହେଇଯିବେ ଆପଣ

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଝିଅର୍ ବାପା- କଣ କରୁଛ ? ପୁଅ- ବେପାର କରୁଛି, ବାପା- ଜିଏସ୍ ଟି ବିଷୟରେ କୁହ , ପୁଅ- ବାହାଘର କରିବାର ନାହିଁ ତ ସିଧା ମନା କରିଦିଅ, ଏପଟ ସେପଟ କଥା କଣ ପଚାରୁଛ ?

୨) ଦ୍ୱିପହର ଭୋଜନ ସମୟରେ ଦୁଇ ବ୍ୟକ୍ତି ପରସ୍ପରକଥା ହେଉଥିଲେ, ସାଙ୍ଗ ମୋର ସ୍ତ୍ରୀ ମୋତେ କାଲି ଜୈବିକ ଖାଦରୁ ପରିବା ଆଣିବାକୁ କହିଲା, ସାଙ୍ଗ କହିଲା- ତେବେ କଣ ମାର୍କେଟ୍ ରେ ଏମିତି ପରିବା ମିଳିଲା ? ପ୍ରଥମ୍ ସାଙ୍ଗ- ଯେବେ ମାର୍କେଟ୍ ପହଞ୍ଚିଲି ତେବେ ମୁଁ ଗୋଟେ ପରିବା ବାଲାକୁ ପଚାରିଲି, ଏହି ପରିବା ନିଜ ସ୍ତ୍ରୀପାଇଁ କିଣିବାର ଅଛି, ତୁମେ ଏହା ଉପରେ କେଉଁ ପ୍ରକାରର ରସାୟନିକ କିମ୍ବା ବିଷାକ୍ତ ପଦାର୍ଥର ଛିଞ୍ଚନ କରିନ ତ ? ପରିବା ବାଲା କହିଲା- ନା ସାହେବ , ଏହା ତ ନିଜେ ହିଁ କରିବାର ଅଛି ।

୩) ସମୋହନର ଅର୍ଥ କଣ ହୋଇଥାଏ ? ଅଧ୍ୟାପକ- କେଉଁ ବ୍ୟକ୍ତିର ନିଜ ପ୍ରଭାବରୁ ବଶିଭୁତ କରିବାର ତାକୁ ମନମୁତାବିକ କାମ  କରାଇବାକୁ ସମୋହନ କହନ୍ତି, ଛାତ୍ର ହସିକରି- ନା ସାର୍ – ତାହାକୁ ବାହାଘର କହନ୍ତି ।

୪) ବାପା-ନାଲାୟକ- ଏତେ ରାତିରେ କେଉଁଠୁ ଆସୁଛୁ, ଭୋଲୁ- ନିଜ ଗାର୍ଲଫ୍ରେଣ୍ତକୁ ଦେଖାକରିବାକୁ ଯାଈଥିଲି, ବାପା-କଣ ପାଇଁ ? ଭୋଲୁ- ହଁ ବାପା- ୭-୮ ଟି କିସ୍ ନେଇନେଲି ।

୫) ଝିଅ- ସାଙ୍ଗ୍ କାଲି ମୁଁ ବହୁତ ଚିନ୍ତିତ ହୋଇଯାଈଥିଲି, ବୟଫ୍ରେଣ୍ତ-କେମିତି ? ଝିଅ- କାଲି ବସ୍ ଷ୍ଟପ୍ ରେ ଏକ ଘଣ୍ଟା ହେଲା ବସ୍ ଆସୁନଥିଲା, ତାପରେ ମୁଁ ଗୋଟେ ବିଏମ୍ ଡବଲୁ କିଣିଲି, ବୟଫ୍ରେଣ୍ତ- ବଢିଆ ଭଲ ହେଲା ବିଏମ୍ ଡବଲୁ କିଣିଲ, ଝିଅ- ଆରେ କଣ ବିଏମ୍ ଡବଲୁ ମାନେ ବିସଲେରି ମିନିରାଲ୍ ୱାଟର୍ ଆରେ ବହୁତ ଶୋଷ ହେଉଥିଲା ନା ।

୬) ନେପାଳୀ ଝିଅ ଲିପିଷ୍ଟିକ୍ ଲଗାଇକି, ଏହା ଶ୍ୟାମ୍ ସିଂଙ୍କ ମୋବାଇଲ୍ କେଉଁଠୁ ମିଳିବ, ଦୋକାନୀ-ଜଣାନାହିଁ ମ୍ୟାଡାମ୍ , ଝିଅ- ଆରେ ଟିଭିରେ ତୁମର ଦୋକାନ ନାଁ ଲେଖାହୋଇଥିଲା, ଦୋକାନୀ- ମ୍ୟାଡାମ୍ ତାହା ସାମସଙ୍ଗ୍ ଅଟେ ଶ୍ୟାମ୍ ସିଂ ନୁହେଁ । ଝିଅ- ହଁ ସେଇଟା ।

୭) ପୁରସ୍କାରର ହକଦାର୍ ସେମାନେ ହୋଇଥାନ୍ତି ଯିଏ ମଦ ପିଇବା ପରେ ପଚାରନ୍ତି, ସାଙ୍ଗ ଦେଖିଲୁ ମୁହଁରୁ ବାସ୍ନା ଆସୁନି ତ ।

୮) ପପୁ- ଭାଉଜ ସବୁବେଳେ ଓଢଣୀ କଣପାଇଁ ଘୋଡେଇ ରଖୁଛନ୍ତି ? ଚପୁ- କାରଣ ତାଙ୍କ ନାଁ ପ୍ରତିଭା ଅଟେ, ପପୁ- ତ, ଚପୁ- ତେବେ ନିଜ ପ୍ରତିଭା କାହାକୁ ଦେଖାଇବା ଉଚିତ୍ ନୁହେଁ ।

୯) ପୁଅ ଘର ଲୋକେ ଝିଅ ଦେଖିବାକୁ ଗଲେ, ପୁଅଘର- ତୁମ ଝିଅର ନାଁ କଣ ? ଝିଅଘର- ଆମର ଝିଅ, ପ୍ୟାର କି ପ୍ୟାରୀ ସମସ୍ତଙ୍କ ରାମପ୍ୟାରି, ଝିଅଘର- ଆପଣଙ୍କ ପୁଅ ନାଁ ? ପୁଅଘର- ଆମର ଗୁ ସବକା ଗୁ ଜଗୁ ।

୧୦) ଓକିଲ- ହତ୍ୟା ଦିନ ରାତିରେ ତୁମର ସ୍ୱାମୀଙ୍କ ଅନ୍ତିମ ଶବ୍ଦ, ସ୍ତ୍ରୀ- ମୋର ଚଷମା କେଉଁଠି ଅଛି ? ଓକିଲ- ତେବେ ଏଥିରେ ମାରିବା ବାଲା କଣ କହିଥିଲା, ସ୍ତ୍ରୀ- ମୋର ନାଁ ରଞ୍ଜନା ଅଟେ, ପୁରା କୋର୍ଟ ଚୁପ୍ ଚାପ୍ ।

Leave a Reply

Your email address will not be published. Required fields are marked *