September 18, 2024

Odia Express

Leading Odia News Portal of Odisha

ଆଇଏଏସ୍ ଇଣ୍ଟରଭ୍ୟୁର ପ୍ରଶ୍ନ : ସେ କେଉଁ ବସ୍ତୁ ଅଛି ଯାହାର ନିର୍ମାଣ ଆଗରୁ ଭଗବାନ କରିଛନ୍ତି, ଓ ପଛରୁ ମଣିଷ କରିଛନ୍ତି – ଉତ୍ତର ବୁଦ୍ଧିମାନ ହେଇଥିଲେ ଦେଇପାରିବେ

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ।

୧) ଭାରତୀୟ ରାଷ୍ଟ୍ରିୟ କଂଗ୍ରେସକୁ ଅଳ୍ପମତର ପ୍ରତିନିଧି କିଏ କହିଥିଲେ ? ଉତ୍ତର- ଡଫରିବ୍

୨) ଅଖିଳ ଭାରତୀୟ ଖିଲାପତ କମିଟି ର ଅଧ୍ୟକ୍ଷତା କିଏ କରିଥିଲେ ?ଉତ୍ତର- ମହାତ୍ମାଗାନ୍ଧୀ(ଏହାର ଅଧିବେଶନ ୨୪ ନଭେମ୍ବର ୧୯୧୯ କୁ ଦିଲ୍ଲୀରେ ହୋଇଥିଲା ।

୩) ଭାଇସରାୟ ଲର୍ଡ ରିଡିଙ୍ଗ୍ କେଉଁ ବର୍ଷ ବିଶେଷଧିକାର ବ୍ୟବହାର କରି ଲୁଣ କର ଆଇନ୍ ପାରିତ କରିଥିଲେ ? ଉତ୍ତର- ୧୯୨୩ ରେ

୪) ୮୦ ରୁ ଆଠ କେତେ ଥର କମାଇପାରିବେ ?ଉତ୍ତର – ଥରେ ,କାରଣ ଦ୍ୱିତୀୟ ଥର ୭୨ ରୁ ୮ କମାଇବାକୁ ହେବ ।

୫) ଦେଶର ପ୍ରଥମ ଲମ୍ବା ବନ୍ଧ (ବିଶ୍ୱର ) ଓଡିଶାର ହିରାକୁଦ୍ ଡ୍ୟାମ୍ ଅଟେ , ଏହା କେଉଁ ନଦୀରେ ତଥା ଏହାର ଲମ୍ବା କେତେ ଅଟେ ?ଉତ୍ତର- ମହାନଦୀରେ ଲମ୍ବା ୪୮୦୦ ମିଟର

୬) ଗାନ୍ଧୀଜୀଙ୍କ ଦ୍ୱାରା ୧୯୪୦ ରେ ଆରମ୍ଭ କରାଯାଇଥିବା ବ୍ୟକ୍ତିଗତ ସତ୍ୟାଗ୍ରହର ଉଦ୍ଧେଶ୍ୟ କଣ ଥିଲା ? ଉତ୍ତର- ବ୍ରିଟିଶ୍ ସରକାରଙ୍କ ଦାବିକୁ ଖୋଖଲା ପ୍ରମାଣିତ କଇର୍ବା ଭାରତର ଜନତା ଦ୍ୱିତୀୟ ବିଶ୍ୱଯୁଦ୍ଧ ରେ ସରକାରଙ୍କ ସାଥିରେ ଅଛି ।

୭) ତବା ନଦୀ କାହାର ସହାୟକ ନଦୀ ଅଟେ ? ଉତ୍ତର- ନର୍ମଦା

୮) କ୍ୱିକ୍ ସିଲଭର୍ ଉପନାମ କେଉଁ ଧାତୁକୁ ଜଣାଯାଏ ?ଉତ୍ତର- ପାରା ବା ମରକ୍ୟୁରି କୁ

୯) ଭାରତୀୟ ମାନକ ସମୟ(IST) କେଉଁ ସ୍ଥାନର ସ୍ଥାନୀୟ ସମୟକୁ ଦର୍ଶାଇଥାଏ ?ଉତ୍ତର- ଇଲାହାବାଦ୍(୮୨,୫ ଡିଗ୍ରୀ ପୁର୍ବ ଦେଶାନ୍ତର)

୧୦) ପ୍ରଥମ ବିଶ୍ୱଯୁଦ୍ଧରେ ସୈନିକ ବିପ୍ଳବ ପ୍ରସ୍ତୁତିର ସୁଚନା ଇଂରେଜଙ୍କୁ ଦେବା ବାଲା ଦେଶଦ୍ରୋହୀ କିଏ ?ଉତ୍ତର- କୃପାଳ ସିଂ

୧୧) ଉତ୍ତରୀ ସାଗର ଓ ବାଲଟିକ୍ ସାଗରକୁ ଯୋଡୁଥିବା ସାମୁଦ୍ରିକ ନହର କଣ ? କିଲ ନହର

୧୨) ସେ କେଉଁ ବସ୍ତୁ ଅଟେ ଯାହାର ନିର୍ମାଣ ଆଗକୁ ଭଗବାନ କରିଛନ୍ତି, ଓ ପଛ ପାଖକୁ ମଣିଷ କରିଛି ?ଉତ୍ତର- ବଳଦଗାଡି ।

Leave a Reply

Your email address will not be published. Required fields are marked *