October 24, 2024

Odia Express

Leading Odia News Portal of Odisha

ପିଆଜର ଚୋପାକୁ ଅଳିଆ ଭାବିକରି ନ ପକାନ୍ତୁ, ସେଥିରେ ଅଛି ବହୁତ ଚମତ୍କାରିକ ଫାଇଦା – ଏମିତି କରନ୍ତୁ ଏହି ଜିନିଷର ବ୍ୟବହାର

ଆମେ ନିଜ ଜୀବନରେ ପିଆଜର ଉପଯୋଗ ବହୁତଥର ଓ ନାନାପ୍ରକାରରେ କରିଛେ । ନା କେବଳ ଖାଇବା ବନାଇବାରେ କିଛି ଔଷଧୀ ଯେପରି ବାଳରେ ଲଗାଇବା ପାଇଁ, ଓ କେତେ ନା କେତେ ଉପାୟ ପାଇଁ ପିଆଜର ବ୍ୟବହାର କରିଛେ , କିନ୍ତୁ କଣ ଆପଣ ଜାଣିଛନ୍ତି ପିଆଜର ସହ ପିଆଜ ଚୋପାର ବ୍ୟବହାର ଆମେ କରିପାରିବା । ଆମେ ନିଜ ଜୀବନରେ ଆଜି ପର୍ଯ୍ୟନ୍ତ ପିଆଜର ଚୋପାର ବ୍ୟବହାର କରିନାହେଁ ଓ ତାହାକୁ ବେକାର୍ ଭାବି ଫିଙ୍ଗିଦେଇଥାଉ କିନ୍ତୁ ଆଜିର ଏହି ଲେଖରେ ଆମେ ଆପଣଙ୍କୁ ପିଆଜର ଚୋପାର ପ୍ରୟୋଗ ବିଷୟରେ କହିବୁ ଯାହା ବିଷୟରେ ସବୁ ଉପଯୋଗ ଅଛି ବୋଧେ କେବେ ଭାବିନଥିବେ କି କେତେ କାମିକା ଅଟେ ଏହି ଉପାୟ ।

ପିଆଜର ଚୋପାରୁ ଆମେ ଟନିକ୍ ବନାଇପାରିବା ଓ ଡାଇ ବନାଇକରି ଘରେ ଲଗାଯାଇଥାଇଥିବା ଗଛର ସାର ରୁପେ ବ୍ୟବହାର କରିପାରିବା , ଏହା ନୁହେଁ ଚାହାର ଚୋପାର ଉପଯୋଗ କରି ଆମେ ସୁପ୍, ଚାୟା ବାଲାଙ୍କ ଲଗାଇଲେ ଔଷଧୀ ବି ବନାଇପାରିବା , ରସୁଣର ଚୋପାରୁ ଆମେ ପିଆଜର ଚୋପା ପରି ଉପଯୋଗ କରିପାରିବା , ଆମେ ଏବେ ପିଆଜ ଚୋପାକୁ ବେକାର୍ ଭାବି ପକାଇଦେଉଥିଲେ, କିନ୍ତୁ ରସୁଣର ଚୋପାରୁ ଆମେ ବହୁତ ପୋଷକ୍ ତତ୍ତ୍ୱ ପାଇଥାଉ, ପିଆଜର ଚୋପାରେ ଭିଟାମିନ୍ ଏ ,ସି ଓ ଇ ରେ ଭରପୁର୍ ହୋଇଥାଏ ।

୧) ଆପଣଙ୍କୁ ପିଆଜ ୪-୫ ଟି ଚୋପା ନେବାର୍ ଅଛି ତାହାକୁ ଫ୍ରାଇଙ୍ଗ୍ ପ୍ୟାନରେ ପକାଇ ଧିମା ଆଞ୍ଚରେ ଲାଇଟ୍ ବ୍ରାଉନ୍ ହୋଇଗଲେ ପାଣି ପକାଇ ତାକୁ ସିଝାଇବାର ଅଛି, ପ୍ରାୟ ୧୦-୧୫ ମିନିଟ୍ ସିଝାନ୍ତୁ , ଏବେଆପଣ୍ ପାଣି ଥଣ୍ତା ହେବାପରେ ସ୍ପ୍ରେ ବୋତଲରେ ଭରିକରି କପଡା ମାଧ୍ୟମରେ ନିଜ ମୁଣ୍ତରେ ଲଗାଇପାରିବେ, ଏହା ବାଳକୁ ଧଳା ହେବାରେ ରୋକିଥାଏ, ବାଳର ଗ୍ରୋଥ୍ କରିଥାଏ, ୨) ଟୋନର୍ କୁ ମୁଣ୍ତରେ ୧ରୁ ୨ ଘଣ୍ଟା ଲଗାଈ ରଖିବେ , ଓ ଏହି ଉପାୟକୁ ୧ ମାସ ପରେ ଦେଖିବେ ବାଳରେ ଫରକ୍ ନଜର୍ ଆସିବ । ଓ ବହୁତ ଫାଇଦା ମିଳିବ ।

୨) ଯଦି ଆପଣଙ୍କୁ ନିଦ ନ ଆସିବାର ଅସୁବିଧା ହେଉଛି ତେବେ ଆପଣ ପିଆଜର ଚୋପାରୁ ତିଆରି ଚାହା ଟ୍ରାଇ କରିପାରିବେ , ଓ କିଛି ଲାଭ ପାଇପାରିବେ, ସିଝିଥିବା ପାଣିରେ ଚାହାର ଚୋପା ପକାଇ ଘୋଡାଇକରି ୧୦ ମିନିଟ୍ ସିଝାନ୍ତୁ ଓ ତାପରେ ସେହି ଚାହାକୁ ଚୁସକି ନେଇକରି ପିଅନ୍ତୁ, ଏହା ଲାଭଦାୟକ ହେବ ।

୩) ସୁପ୍ ଭିତରେ ପିଆଜର ଚୋପା ମିଶାଇଲେ ପୋଷକ ତତ୍ତ୍ୱ ବସିଯାଏ , ଓ ସୁଟ୍ କଲର ବି ଭଲ ହୋଇଯାଏ ।

୪) ପିଆଜର ଚୋପା ଗଛ ପାଇଁ ଭଲ ସାର ରୁପେ କାର୍ଯ୍ୟ କରିଥା,ଏ ଏହା ଭିତରେ ପୋଟାସିୟମ୍ ହୋଇଥାଏ, ଯାହା ଭଲ ଉର୍ବରକ ହୋଇଥାଏ,

୫) ପିଆଜ ଭିତରେ ଆଣ୍ଟିଫଙ୍ଗଲ୍ କିଟାଣୁ ମାରିବାର ଗୁଣବତ୍ତା ହୋଇଥାଏ,  ଯାହା ସାମାନ୍ୟ କଥା ହୋଇଥାଏ, ପିଆଜର ଚୋପାରେ ହିଁ ହେବ, ପିଆଜର ଚୋପାରୁ ତ୍ୱଚାରେ ହେଉଥିବା କୁଣ୍ତିଆ ଓ ଫଙ୍ଗସ୍ ଆସି ରୋଗର ଚିକିତ୍ସା ହୋଇପାରିବ, ଏହା ସହ ପୋକ କାମୁଡିଲେ ସଂକ୍ରମଣ କ୍ଷେତ୍ରରେ ଲଗାଇଲେ ଆଶ୍ୱସ୍ତି ମିଳିଥାଏ ।

୬) ଗଳାରେ କର୍କଶ ହେଲେ ପିଆଜର ଚୋପାର ଉପଯୋଗ କରି ଆରାମ ଦେଇପାରିବେ ଏଥିପାଇଁ ଚୋପାକୁ ପାଣିରେ ସିଝାଈକରି ପାଣିକୁ ଗଳଗଳ କଲେ ଗଳାର କର୍କଶ ଓ ଫୁଲିବା କମ୍ ହୁଏ ।

୭) ପିଆଜର ଚୋପା ସାହାଯ୍ୟରେ ଆମେ ବାଳର ଗ୍ରୋଥ୍ କରିପାରିବା, ତାହା ସହ ଚୋପାରୁ ନିଜ ବାଳକୁ କଲର୍ ବି କରିପାରିବା, ଯାହାପରେ ଆମେ ଗୋଲଡେନ୍ ବ୍ରାଉନ୍ ରଙ୍ଗ ମିଳିଥାଏ, ଏହି ଉପାୟ କରିବାପାଇଁ ଏକ ବାସନରେ ପାଣି ପକାଇ ଚୋପା ପକାଇଦେବେ, ତାହା ପରେ ୧ ଘଣ୍ଟା ପାଣିକୁ ସିଝାଇବେ, ତାହପରେ ଏହି ଘୋଳକୁ ପୁରା ରାତି ଥଣ୍ତା ହେବାକୁ ଦିଅନ୍ତୁ, ଆଗାମୀ ଦିନ ଛୋପା ମୋଟା ଗୋଲ୍ ରେ ବଦଳିଯିବ, ତାହାପରେ ପାଣିକୁ ଛାଣି ନିଜ ବାଳରେ ଲଗାଇଦେଖନ୍ତୁ, ବାଳକୁ ଧୋଇବା ପୁର୍ବରୁ ୩୦ ମିନିଟ୍ ଲଗାତାର୍ ରଖନ୍ତୁ, ସୁଖିବାକୁ ଦିଅନ୍ତୁ ।

୮)ଯଦି ଆପଣଙ୍କୁ ପିଆଜର ଚୋପାରୁ ଚାହା ସବୁଦିନ ଏକ ସପ୍ତାହ ପର୍ଯନ୍ତ ପିଅନ୍ତି , ତେବେ ପାଦରେ ହେଉଥିବା ପୀଡା ଦୁର ହୋଇଯାଏ ,

Leave a Reply

Your email address will not be published. Required fields are marked *