GK Questions : ତିବତ୍ ଉପରୁ କେଉଁ ବି ଉଡାଜାହାଜ ଉଡିନଥାଏ କଣ ପାଇଁ ? ପ୍ରାୟ ଲୋକ ଏହାର ସତ୍ୟତା ଜାଣି ନାହାନ୍ତି,ଜାଣିନିଅନ୍ତୁ ଏହା ବିଷୟରେ
ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ
୧) ଏଫ୍ ଏମ୍ ରେଡିଓର ଆବିଷ୍କାର କିଏ କରିଥିଲେ ? ଉତ୍ତର- ଏଡୱିନ୍ ହାବର୍ଡ ଆର୍ମଷ୍ଟ୍ରଙ୍ଗ୍
୨) ବେରୋମିଟର ରିଡିଙ୍ଗ୍ ତଳ ଜାତି ପ୍ରତିତ ହୁଏ ତେବେ ଏହା କେଉଁ ଜିନିଷର ସଙ୍କେତ ହୋଇଥାଏ ? ଉତ୍ତର- ତୋଫାନ ଆସିବାର
୩)ଆତ୍ମନିର୍ଭର ଭାରତ ଅଭିଯାନ କେବେ ଆରମ୍ଭ ହୋଇଥିଲା ? ଉତ୍ତର- ୧୨ ମେ ୨୦୨୦ କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଅଭିଯାନ ଘୋଷଣା କରିଥିଲେ ।
୪) ଆର୍କଟିକ୍ ରେ ରହୁଥିବା ପେଙ୍ଗୁଇନ୍ ଙ୍କ ଅଣ୍ତା କଣପାଇଁ ଖାଇପାରିବା ନାହିଁ ? ଉତ୍ତର- ଆର୍କଟିକ୍ ରେ ପେଙ୍ଗୁଇନ୍ ନଥାନ୍ତି, ସେ ଆଣ୍ଟାରଟିକାରେ ମିଳିଥାନ୍ତି ।
୫) ସଂବିଧାନର ସଭାର ଅସ୍ଥାୟୀ ଅଧ୍ୟକ୍ଷ୍ୟ ରୁପରେ କିଏ ନିଯୁକ୍ତ ହୋଇଥିଲେ ? ଉତ୍ତର- ଡାକ୍ତର ସଚ୍ଚିଦାନନ୍ଦ ସିହ୍ନା ।
୬) ସଂସଦକୁ ଦୁଇ କ୍ରମିକ ଅଧିବେଶନ ମଧ୍ୟରେ ଅଧିକା କେତେ ସମାନ୍ତରାଳର ଅନୁମତି ଅଛି ? ଉତ୍ତର- ୬ ମାସ
୭) ପ୍ରାରୁପ ସମିତିର ଅଧ୍ୟକ୍ଷ୍ୟ କିଏ ଥିଲେ ? ଉତ୍ତର- ଭୀମରାଓ ଆମ୍ବେଦକର
୮) ଭାରତକୁ ଏକ ଗଣରାଜ୍ୟ ମୁଖ୍ୟରୁପରେ କଣପାଇଁ ମାନାଯାଏ ? ଉତ୍ତର- ରାଜ୍ୟଧ୍ୟକ୍ଷ୍ୟ ନିର୍ବାଚନ ହୋଇଥାଏ ,
୯) ବର୍ତ୍ତମାନ ଭାରତରେ ଉଚ୍ଚ ନାୟାଳୟର ସମୁଦାୟ ସଂଖ୍ୟା କେତେ ? ଉତ୍ତର- ୨୪ଟି
୧୦) ଭାରତୀୟ ସଂବିଧାନ ଅନୁସାରେ ଧନ ସଂବନ୍ଧୀ ବିଧେୟକ ସର୍ବପ୍ରଥମ କେଉଁଠି ପ୍ରସ୍ତୁତ କରାଯାଏ ? ଉତ୍ତର- ଲୋକସଭା
୧୧) ଭାଷାର ଆଧାର ଉପରେ ଗଠିତ ଭାରତର ପ୍ରଥମ ରାଜ୍ୟ କିଏ ? ଉତ୍ତର- ଆନ୍ଧ୍ରପ୍ରଦେଶ
୧୨) ଯଦି ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ କେଉଁ ମନ୍ତ୍ରୀ ସଦନ ନୁହନ୍ତି , ତେବେ ସେହି ପଦ ହେବାରେ କେତେ ଦିନ ଭିତରେ ସଂସଦର ସଦସ୍ୟ ହେବା ଆବଶ୍ୟକ ଅଟେ ? ଉତ୍ତର- ୬ ମାସ
୧୩) କେଉଁ ସଂବିଧାନିକ ସଂଶୋଧନ ଅଧିନିୟମ ଦ୍ୱାରା ସଂବିଧାନରେ ମୁଳ କର୍ତ୍ତବ୍ୟକୁ ସମ୍ମିଳିତ କରାଯାଇଛି ? ଉତ୍ତର- ୪୩ ତମ ସଂବିଧାନିକ ସଂଶୋଧନ ଅଧିନିୟମ ୧୯୭୭
୧୪) ଭାରତର ସଂବିଧାନର କେଉଁ ଅନୁଚ୍ଛେଦ ଅସ୍ପୃଶ୍ୟତା ର ଓନ୍ୟୁଲନ କରିଥାଏ, ଓ କେଉଁ ବି ରୁପରେ ଏହାର ବ୍ୟବହାର ନିଷେଧ କରିଥାଏ ? ଉତ୍ତର- ଅନୁଚ୍ଛେଦ ୧୭
୧୫) ତିବତ୍ ଉପରେ କେଉଁ ବି ଉଡାଜାହାକ କଣପାଇଁ ଉଡେ ନାହିଁ ?
ଉତ୍ତର- ତିବତ୍ ପୃଥିବୀର ସେହି ବିଶେଷ ଭାଗରୁ ଗୋଟେ ଅଟେ ଯେଉଁଠି ବିମାନ ସେବା ବହୁତ କମ୍ ଉପଲ୍ଲବ୍ଧ ଅଛି, ଓ ଅଧିକା ଉଚ୍ଚତାରେ ହେବାର କାରଣରୁ ବିମାନ ଉଡାଇପାରିବା ଅସଂମ୍ଭବ ଅଟେ, ଓ ବିମାନ ବିଶେଷଜ୍ଞଙ୍କ କଥା ମାନିଲେ ତେବେ ଦୁନିଆଁର ଛାତ ନାମରେ ଲୋକପ୍ରିୟ ଏହି ଇଲାକା ପବନର ପ୍ରେସର ବହୁତ କମ୍ ହୋଇଥାଏ, ଯାହା କାରଣରୁ ଯାତ୍ରୀଙ୍କୁ କେବଳ ୨୦ ମିନିଟ୍ ପର୍ଯ୍ୟନ୍ତ ଅକ୍ସିଜେନ୍ ସେବା ଉପଲ୍ଲବ୍ଧ କରାଯାଇପାରିବ, ଏହି ଇଲାକାରେ ଅଧିକା ଅକ୍ସିଜେନ୍ ଦରକାର ପଡେ, ଏଥିପାଇଁ ଜୀବନ ପ୍ରତି ବିପଦ ହେବା କାରଣରୁ ଏଠାରେ କୌଣସି ଉଡାଜାହାଜ ଉଡେ ନାହିଁ ।