October 20, 2024

Odia Express

Leading Odia News Portal of Odisha

ମାଧୁରୀ ଦିକ୍ଷିତ ନିଜ ଦୁଃଖ ବିଷୟରେ ସମସ୍ତଙ୍କ ଆଗରେ କଲେ ଖୁଲାସା,କହିଲେ ମୋର ପୁଅ Aryan ମୋତେ ବେଶି ଗୁରୁତ୍ୱ ଦେଉନାହାନ୍ତି

ହିନ୍ଦୀ ଫିଲ୍ମ ଜଗତରେ ମାଧୁରୀ ଦିକ୍ଷିତ ଏକ ଜଣାଶୁଣା ନାଁ ଅଟେ, ତାଙ୍କର ପ୍ରତିଭା ସବୁ ଲୋକ ମୋହିତ ହୋଇଛନ୍ତି, ମାଧୁରୀ ଦିକ୍ଷିତ ଦେଖିବାକୁ ଯେତେ ସୁନ୍ଦର ଅଟନ୍ତି ସେମିତି ସୁନ୍ଦର ଅଭିନୟ ବି କରନ୍ତି , ମାଧୁରି ଦିକ୍ଷିତଙ୍କ ସୁନ୍ଦରତା, ନୃତ୍ୟ, ଓ ଅଭିନୟରେ ମହାରଥ ହାସିଲ୍ କରିଛନ୍ତି, ମାଧୁରୀ ଦିକ୍ଷିତ ହିନ୍ଦୀ ଫିଲ୍ମରେ ଏକ ଏମିତି ସଫଳତା ହାସିଲ୍ କରିଛନ୍ତି, ଯାହାର କାରଣରୁ ଆଜିକାଲି ଅଭିନେତ୍ରୀମାନେ ନିଜ ପାଇଁ ଆଦର୍ଶ ମାନନ୍ତି । ୮୦-୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ନିଜ ଦମଦାର୍ ଅଭିନୟ ଓ ସୁନ୍ଦରତାରୁ ଲକ୍ଷାଧିକ ଲୋକଙ୍କର ହୃଦୟ ଜିତିପାରିଥିଲେ, ସେ ନିଜ ଅଭିନୟର ଏମିତି ଜାଦୁ ଚଲାଇଥିଲେ ଯାହା ପୁରା ଦେଶର ହୃଦୟ ସ୍ପନ୍ଦନ ହୋଇଯାଇଥିଲେ, ଆଜି ଦର୍ଶକ୍ ମାଧୁରୀ ଦିକ୍ଷିତଙ୍କୁ ବଡ ପର୍ଦାରେ ଦେଖିବାକୁ ଆତୁର ହେଉଛନ୍ତି, ମାଧୁରୀ ଦିକ୍ଷିତ ହିନ୍ଦି ଫିଲ୍ମ କ୍ୟାରିୟରରେ ବହୁତ ବଢିଆ ଫିଲ୍ମରେ କାମ କରିଛନ୍ତି, ଯାହାକୁ ଦର୍ଶକ ଆଜି ବି ଦେଖିବାକୁ ପସନ୍ଦ୍ କରନ୍ତି ।

ମାଧୁରୀ ଦିକ୍ଷିତ୍ ନିଜ ସମୟରେ ଟପ୍ ଅଭିନେତ୍ରୀ ରହିଥିଲେ, ଆଜିକାଲି ମାଧୁରୀ ଦିକ୍ଷିତ ଫିଲ୍ମରେ ବେଶୀ ନଜର ଆସୁନାହାନ୍ତି, କିନ୍ତୁ ଟିଭିରେ ବହୁତ ସକ୍ରିୟ ଅଛନ୍ତି, ସେ ଟିଭିର ଲୋକପ୍ରିୟ ଶୋ ଡ୍ୟାନ୍ସ ଦିୱାନେ ରେ ଜର୍ଜ ରୁପରେ ଦେଖାଯାଆନ୍ତି, କିନ୍ତୁ ବୋଧେ କାହାକୁ ଏହି ବିଷୟରେ ଜଣାଥିବ କି ମାଧୁରୀ ଦିକ୍ଷିତ ଗୋଟେ ଶୋରେ ବହୁତ ଭାବୁକ ହୋଇଯାଇଥିଲେ, ସେ ଶୋର ସମୟରେ ଏହା ଖୁଲାସାକରିଥିଲେ କି ତାଙ୍କ ପୁଅ ତାଙ୍କୁ କେବେ ବେଶୀ ଗୁରୁତ୍ୱ ଦିଅନ୍ତି ନାହିଁ । ଆପଣଙ୍କୁ କହିଦେବୁ କି ଥରେ ଶୋରେ ଏକ ପ୍ରତିଯୋଗି ନିଜ ମାଙ୍କ ଉପରେ ପରଫରମାନ୍ସ ଡେଡିକେଟେଟ୍ କରିଥିଲେ

ଯାହାକୁ ଦେଖିବାପରେ ତାଙ୍କୁ ଶୋରେ ମହଜୁଦ୍ ସବୁ ଲୋକଙ୍କ ଆଖିରେ ଲୁହ ଚାଲି ଆସିଲା, ପ୍ରତିଯୋଗୀ ନିଜ ପରଫରମାନ୍ସ ଦେବାପରେ କହିଥିଲେ କି ମୋତେ ମୋର ମାଙ୍କ ଫୋନ୍ ଅଣଦେଖା କରିବା ଓ ତାଙ୍କୁ ଗୁରୁତ୍ୱ ନଦେବାପାଇଁ ଅବଶୋଷ ଅଛି, ପ୍ରତିଯୋଗୀଙ୍କ ଏହି କଥା ଶୁଣିବାପରେ ମାଧୁରୀ ଦିକ୍ଷିତ୍ ବହୁତ ଭାବୁକ ହୋଇଗଲେ, ଓ ସେ ସମସ୍ତଙ୍କ ସାମ୍ନାରେ ନିଜ ଦୁଃଖ ପ୍ରକଟ କରାଇଲେ । ଶୋର ସମୟରେ ଅଭିନେତ୍ରୀ ମାଧୁରୀଦିକ୍ଷିତ କହିଲେ କି କେବେ ମୋର ପୁଅ ମୋତେ କେବେ ବି ଗୁରୁତ୍ୱ ଦେଇନାହାନ୍ତି, ଓ ମୋତେ ସେହି ସମୟରେ ବହୁତ ଖରାପ ଲାଗେ ଯେବେ ମୁଁ ତାଙ୍କୁ ବାରମ୍ବାର ଡାକେ କିନ୍ତୁ କିଛି କରିପାରିବି ନାହିଁ, କଥା ତ ଏହା କି ଏହି ଦୁନିଆଁରେ ସବୁ ମା ନିଜ ଛୁଆଙ୍କୁ ଭଲ ପାଏ

ଯେବେ ମୁଁ ଛୋଟ ଥିଲି ତେବେ ଏହା କରୁଥିଲି, କିନ୍ତୁ ଏବେ ମୁଁ ନିଜେ ଏକ ମା ଅଟେ, ତେବେ ମୋତେ ଜଣାଅଛି କି କେତେ ଖରାପ ଲାଗୁଛି । ଆପଣଙ୍କୁ କହିଦେବୁ କି ବଲିଉଡ୍ ଇଣ୍ତଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ସେମିତି ଫିଲ୍ମରୁ ଦୁରେଇ ଯାଇଛନ୍ତି କିନ୍ତୁ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି, ସେ ନିଜ ଫ୍ୟାନ୍ସଙ୍କ ସହ ଫଟୋ ବି ସେୟାର୍ କରନ୍ତି, ବହୁତଥର ମାଧୁରୀ ଦିକ୍ଷିତ୍ ଇଜ ପୁଅମାନଙ୍କ ସହ ଫଟୋ ଫ୍ୟାନ୍ସଙ୍କ ସହ ସେୟାର୍ କରିଛନ୍ତି, ଯାହା ଫ୍ୟାନ୍ସଙ୍କ ଦ୍ୱାରା ବହୁତ୍ ପସନ୍ଦ କରାଯାଇଛି ।

ମାଧୁରୀ ଦିକ୍ଷିତ୍ କିଛି ସମୟ ପୁର୍ବରୁ କହିଥିଲେ କି ତାଙ୍କ ବଡ ପୁଅ ଆରିନ୍ ଏବେ ଗ୍ରାଜୁଏଟ୍ ହୋଇସାରିଛି, ଅଭିନେତ୍ରୀ ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର୍ କରିଥିଲେ, ଯେଉଁଥିରେ ମାଧୁରୀ ଦିକ୍ଷିତ ପୁରା ପରିବାର ସହ ଠିଆ ହୋଇଥିବାର ନଜର ଆସିଛନ୍ତି, ଏହି ଫଟୋକୁ ସେୟାର୍ କରି ମାଧୁରୀ ଦିକ୍ଷିତ ଏହା ଲେଖିଥିଲେ କି ମୋର ଓ ରାମ ପାଇଁ ଏହା ଏକ ଗର୍ବର ମୁହୁର୍ତ୍ତ ଅଟେ

ଅରିନ୍ ବଢିଆ ପରଫରମାନ୍ସ ସହ ହାଇ ସ୍କୁଲରୁ ଗ୍ରାଜୁଏଟ୍ ହୋଇସାରିଛି, ଓ ତାଙ୍କୁ ଓ ତାଙ୍କ ପୁରା ଗ୍ରାଜୁଏଟ୍ କ୍ଲାସକୁ ବହୁତ ସାରା ଭଲ ପାଇବା ଓ ଶୁଭେଚ୍ଛା ।ଆପଣଙ୍କୁ କହିଦେବୁ କି ମାଧୁରୀ ଦିକ୍ଷିତ ୧୯୯୯ ରେ ଶ୍ରୀରାମ ମାଧବ ନେନେଙ୍କୁ ବିବାହ କରିଥିଲେ, ଓ ବିବାହର ପରେ ଦୁଇପୁଅ ଆରିନ୍ ଓ ରିୟାନ୍ ଜନ୍ମ ହୋଇଥିଲେ, ସେମିତି ୱାର୍କଫ୍ରଣ୍ତର କଥା କହିଲେ ତେବେ କିଛି ମାସରେ ମାଧୁରୀ ଦିକ୍ଷିତ ମରାଠି ଫିଲ୍ମ ବୁଲେଟ୍ ଲିଷ୍ଟରେ ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *