May 20, 2025

Odia Express

Leading Odia News Portal of Odisha

ମଜାଦାର୍ ଜୋକ୍ସ : ବାପା ଗୋଟେ କାମ ବି ଢଙ୍ଗରେ କରିପାରୁନୁ, ପୁଅ- Sorry ବାପା, ବାପା- କୁକୁର ଦେଖିଛୁ ତୁ ? ତାପରେ ପୁଅ ଯାହା ଉତ୍ତର ଦେଲା ଶୁଣିକି ହସି ହସି ବେଦମ ହେବେ ଆପଣ

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ୟୁରୋପର ଜଣେ ବିଦ୍ୱାନ ଲେଖିଲେ କି ଯେଉଁ ବ୍ୟକ୍ତି ଯେତେ ମୁର୍ଖ ହୋଇଥାଏ ସେ ସେତିକି ସୁନ୍ଦର ସ୍ତ୍ରୀ ପାଇଥାଏ, ସ୍ତ୍ରୀ- ଛାଡ ହୋ ତୁମେ, ମୋର ପ୍ରଶଂସା କରିବାର ଛଡା ଆପଣଙ୍କୁ କିଛି କାମ ଆସେନି ।

୨) ପୁଅ ଝିଅକୁ- ତୁମେ ମୋର ସ୍ୱପ୍ନରେ ଆସୁଛ, ଝିଅ- ଭାଇ- ତୁମକୁ କେହି ବୋକା ବନାଇଛି, ମୁଁ ତ ଦିଲ୍ଲୀରେ ରହୁଛି ।

୩) ଦେଶର ଯୁବାଙ୍କ ପାଇଁ ସନ୍ଦେଶ, ଯଦି ତୁମେ ଦେଶ ବଦଳାଇବାକୁ ଚାହୁଁଛ ତେବେ ଏବେ ବଦଳାଇଦିଅ, ଯଦି ବାହାଘର ହୋଇଯାଇଛି ତ ତୁମେ ଦେଶ କଣ, ଟିଭି ଚ୍ୟାନେଲ ବି ବଦଳାଇପାରିବ ନାହିଁ ।

୪) କାଲି ଗୋଟେ ବାହାଘରର ଭୋଜି କରିବାକୁ ଗଲି, ଆଖିରେ ଲୁହ ଚାଲି ଆସିଲା, ତାଙ୍କ ନୁଆ ବୋହୁ, ମଝିଆଁ ବୋହୁ ଓ ବଡ ଭୁ ସବୁ ଓଢଣାରେ ଥିଲେ, ବାଃ- କଣ ସଂସ୍କାର, ପରେ ଜଣାପଡିଲା କି ସେ ସମୟ ନ ପାଇବାରୁ ବ୍ୟୁଟି ପାର୍ଲର୍ ଯାଇପାରିନଥିଲେ ।

୫) ସ୍ତ୍ରୀ ବହୁତ ପ୍ରେମରେ ନିଜ ସ୍ୱାମୀକୁ ପଚାରେ , ସ୍ତ୍ରୀ- ତୁମେ ମୋର ସଂସ୍କାର ପସନ୍ଦ ନା ମୋର ସୁନ୍ଦରତା ? ସ୍ୱାମୀ- ଆରେ ଜାନ୍- ମୋତେ ତୁମର ଏହି ମଜାକ୍ କରିବାର୍ ଅଭ୍ୟାସ ବହୁତ୍ ପସନ୍ଦ ଲାଗୁଛି ।

୬) ସ୍ତ୍ରୀ- ଆରେ ଫୋନ୍ ରେ ଏତେ ସ୍ଲୋରେ କାହାସହ କଥାବାର୍ତ୍ତାକରୁଛ ? ସ୍ୱାମୀ- ଭଉଣୀ ପା, ସ୍ତ୍ରି- ତେବେ ଏତେ ସ୍ଲୋ ରେ କଣପାଇଁ କଥାହେଉଛ ? ସ୍ୱାମୀ- ତୋର ପାଇଁ ।

୭) ସାବିତ୍ରୀ ବ୍ରତ ପାଇଁ ସ୍ତ୍ରୀ ସ୍ୱାମୀକୁ- କଣ ତୁମେ ମୋତେ ଭଲ୍ ପାଉଛ ? ସ୍ୱାମୀ- ହଁ , ସ୍ତ୍ରୀ- କଣ ତୁମେ ମୋର୍ ପାଇଁ ସାବିତ୍ରୀ ବ୍ରତ ରଖିବ ? ସ୍ୱାମୀ- କଣ ମୁଁ ତୁମକୁ କହିଲି କି ତୁମେ ମୋର ସାଥିରେ କେବେ ଡ୍ରିଙ୍କ୍ ପିଇବାକୁ ଯିବ ?

୮) ଦୁଇ କାଲା ସାଙ୍ଗ୍ ଅଚାନକ ରାସ୍ତାରେ ଭେଟ୍ ହେଲେ ପ୍ରଥମେ କହିଲା- ଆରେ ଶର୍ମାଜୀ- ସିନେମା ଦେଖିବାକୁ ଯାଉଛ ନା କଣ ? ଦ୍ୱିତୀୟ –ନା ବର୍ମା ଜୀ- ମୁଁ ସିନେମା ଦେଖିବାକୁ ଯାଉଛି , ପ୍ରଥମ ଓହ୍ , ମୁଁ ବୁଝିଲି କି ସିନେମା ଦେଖିବାକୁ ଯାଉଛ ।

୯) ପୁଅକୁ କାନ୍ଦୁଥିବାର ଦେଖି ଝିଅ କହିଲା, -କଣପାଇଁ କାନ୍ଦୁଛ ? ପୁଅ- ମୁଁ ଆଜି ପର୍ଯ୍ୟନ୍ତ କେଉଁ ବି ଝିଅକୁ କିସ୍ କରିନି, ଝିଅ- କାନ୍ଦନି ମୋତେ କିସ୍ କରିନେଇଥାନ୍ତ, କିସ୍ ନେବାପରେ ପୁଅ ହସିବାକୁ ଲାଗିଲା, ଝିଅ-କଣପାଇଁ ହସୁଛ? ପୁଅ- ଆରେ କାନ୍ଦି କାନ୍ଦି ମୁଁ ସବୁ ମହଲା ଯାକ ସବୁ ଝିଅଙ୍କ ଠାରୁ କିସ୍ ନେଇସାରିଛି ।

୧୦) ବାପା- ତୋତେ ଗୋଟେ କାମ ଠିକ୍ ସେ କରିଆସୁନି, ପୁଅ- ସରି ବାପା  ବାପା- କୁକୁର୍ ଦେଖିଛୁ ତୁ ? ପୁଅ-ହଁ ବାପା, ବାପା- ସେମିତି ଚେହେରା ତୋର, ପୁଅ- କିନ୍ତୁ ମା ତ କହୁଥିଲେ କି ତୁ ତ ତୋର ବାପାଙ୍କ ପରି ଦେଖାଯାଉଛୁ ।

Leave a Reply

Your email address will not be published. Required fields are marked *