October 23, 2024

Odia Express

Leading Odia News Portal of Odisha

Sasura ନିଜ ବୋହୁ ପାଇଁ କରିଲେ କିଛି ଏପରି କାମ, ଯାହାକୁ ଦେଖିକରି ବୋହୂର ଆଖିରୁ ଚାଲି ଆସିଲା ଲୁହ,କହିଲେ ଭଗବାନ ସବୁ ଝିଅଙ୍କୁ ଦିଅନ୍ତୁ ଏମିତି ଶାଶୁଘର

ସବୁ ମା ବାପାଙ୍କ ଏହି ସ୍ୱପ୍ନ ହୋଇଥାଏ କି ନିଜ ଝିଅର ବାହାଘର ଧୁମଧାମ୍ ରେ କରନ୍ତୁ ଓ ତାହା ପାଇଁ ଯୋଗ୍ୟ ବର ଖୋଜିବା ସହ ବାପା ମା ନିଜ ଝିଅପାଇଁ ଭଲ ଶାଶୁଘର ବି ଖୋଜିଥାନ୍ତି । ଓ ବିବାହ ପରେ ଯେବେ ଘରୁ ଝିଅର ବିଦାୟୀ ହୋଇଥାଏ ତେବେ ପୁରା ପରିବାର ଦୁଃଖରେ ଭାଙ୍ଗିପଡେ, ଓ ପରିବାରର ସବୁ ସଦସ୍ୟଙ୍କ ଆଖିରେ ଲୁହ ଚାଲି ଆସେ, ଓ ବିବାହ ପରେ ଝିଅ ଶାଶୁଘର ଚାଲିଯାଏ, ଓ ବାପଘରର ଖାଲି ତାର ସ୍ମୃତି ରହିଯାଏ । ସେମିତି ଝିଅର ବାହାଘର ସମୟରେ ବହୁତଥର ଦେଖାଯାଏ କି ଝିଅର ବାପା ମା ନିଜ ଝିଅକୁ ଉପହାର ସ୍ୱରୁପ ବହୁତ ସାରା ଜିନିଷ ଦେଇଥାନ୍ତି । କିତ୍ନୁ ଏବେ ଉତ୍ତର ପ୍ରଦେଶରୁ ଏମିତି ଏକ ମାମଲା ସାମ୍ନାକୁ ଆସି

ଯେଉଁଠି ଜଣେ ବାପା ନୁହେଁ ବରଂ ବିଦାୟୀ ସମୟରେ ଶଶୁର ନିଜ ବୋହୁକୁ ଉପହାର ସ୍ୱରୁପ ଏକ ଗାଡି ଦେଇଛନ୍ତି, ଓ ଶଶୁରଙ୍କ ଠାରୁ ଉପହାରକୁ ଦେଖିବାପରେ ବୋହୁ ଏକଦମ୍ ଭାବୁକ ହୋଇଯାଇଛି, ଓ ସେ କାନ୍ଦିବାକୁ ଆରମ୍ଭ କରିଦେଇଛି, ଓ ଏହି କାର୍ଯ୍ୟକୁ ଦେଖି ଲୋକେ ପ୍ରଶଂସା କରିଛନ୍ତି । ଓ ଏହି ମାମଲା ଏହି ଦିନ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚିତ ହୋଇଛି । ଉତ୍ତର ପ୍ରଦେଶର କାନପୁର ସହରରେ ରହୁଥିବା ଅର୍ପଣ କୁମାର ନିଜ ଝିଅର ବାହାଘର ନିଜ ହିଁ ଗାଁରେ ରହୁଥିବା କିଷାନ୍ ଚନ୍ଦ୍ରମୋହନଙ୍କ ଝିଅ ଅଞ୍ଜଳୀ ଦ୍ୱିବେଦୀଙ୍କ ସହ ତୟ କରିଥିଲେ

ସେମିତି ଅଞ୍ଜଳୀ ଓ ଆଦର୍ଶଙ୍କ ବିବାହ ସାକେତ ନଗରର ସ୍ଥିତ ଗହୋଇ ଭବନରେ ବହୁତ ଧୁମଧାମରେ ହୋଇଥିଲା, ଓ ସେମିତି ବିବାହ ପରେ ଯେବେ ଅଞ୍ଜଳୀଙ୍କ ବିଦାୟୀ ସମୟ ଆସିଲା ତେବେ ତାଙ୍କୁ ଶାଶୁଘର ନେଇଯିବାପାଇଁ ଗାଡିରେ ବସାଗଲା, ଓ ଯେବେ ଅଞ୍ଜଳୀ ଗାଡିରେ ବସିଲେ ତେବେ ତାଙ୍କ ଶଶୁର ଅର୍ପଣ କୁମାର ନିଜ ହାତରୁ କାର୍ ଚାବୀ ଅଞ୍ଜଳୀଙ୍କ ହାତରେ ଦେଇଦେଲେ ।

ସେମିତି ଶଶୁରଙ୍କ ହାତରୁ ଚାବି ମିଳିବାପରେ ଅଞ୍ଜଳୀ ପ୍ରଥମେ ଭାବିବସିଲେ ଓ ଯେବେ ସେ ନିଜ ସ୍ୱାମୀ ଆଦର୍ଶଙ୍କୁ ଏହି ବିଷୟରେ ପଚାରିଲେ କି ତାଙ୍କ ବାପା ତାଙ୍କୁ ନୁଆ ଗାଡିର ଚାବି କଣ ପାଇଁ ଦେଉଛନ୍ତି, ତେବେ ଆଦର୍ଶ କହିଲେ କି ମୋର ବାପା ତୁମକୁ ନୁଆ ଗାଡି ଉପହାର ଭାବେ ଦେଇଛନ୍ତି, ଏହା ଶୁଣି ଅଞ୍ଜଳୀଙ୍କ ଆଖିରୁ ଲୁହ ଚାଲି ଆସିଥିଲା, ତେବେ ଏହି ଖବର ପାଇବା ପରେ ଲୋକେ ଅଧିକା ଆଶ୍ଚର୍ଯ୍ୟ ହୋଇଗଲେ, ଓ ସବୁ ଲୋକ ଅଞ୍ଜଳୀଙ୍କ ଶଶୁରଙ୍କୁ ବହୁତ ପ୍ରଶଂସା କରିବାକୁ ଲାଗିଲେ

ଏହି ବିଷୟରେ ଯେବେ ଅଞ୍ଜଳୀଙ୍କ ଶଶୁର ଅର୍ପଣଙ୍କୁ ପଚାରାଗଲା ତେବେ ସେ କହିଲେ କି ଆମର ବୋହୁ ସଂସ୍କାରୀ ଅଟେ, ଓ ତାର ଆଗରେ ସବୁ ଦୌଲତ ଫିକା ଅଟେ, ଓ ଏତିକିନୁହେଁ ଅର୍ପଣ କୁମାର୍ ଅଞ୍ଜଳୀଙ୍କ ପରିବାର ବାଲାଙ୍କୁ କିଛି ବି ଯୌତୁକ ମାଗିନାହାନ୍ତି, ସେମିତି ଅଞ୍ଜଳୀର ପରିବାର ବାଲା ଅଞ୍ଜଳୀଙ୍କ ଶଶୁରର ଦରିଆଦିଲି ଦେଖିକରି ବହୁତ ଖୁସି ଅଛନ୍ତି ଓ ଏହି ମାମଲାରେ ଲୋକେ ନିଜ ପ୍ରତିକ୍ରିୟା ଦେଉଛନ୍ତି, ଓ ଲୋକଙ୍କ ଏହା କହିବା କଥା କି ଭଗବାନ ସବୁ ଝିଅକୁ ଏମିତି ଶଶୁରଘର ଦିଅନ୍ତୁ, ଓ ଅଞ୍ଜଳୀ ଶଶୁର ଅର୍ପଣଙ୍କୁ ବହୁତ ଲୋକ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *