September 12, 2024

Odia Express

Leading Odia News Portal of Odisha

Vadodra ମହାରାଣୀ ବଞ୍ଚନ୍ତି ସାଧାରଣ ମଣିଷଙ୍କ ପରି ଜୀବନ,ସବୁଦିନ କରନ୍ତି ବସ୍ ରେ ଯାତ୍ରା, ଜାଣନ୍ତୁ ଏହାର ମଜାଦାର୍ କାହାଣୀ

ସଂସାରରେ ସବୁ ଲୋକ ଆରାମଦାୟକ ଜୀବନ ବଞ୍ଚିବାକୁପସନ୍ଦ କରନ୍ତି, ସମସ୍ତେ ଚାହଁନ୍ତି କି ସେ ନିଜ ଜୀବନକୁ ଶାହୀ ଅନ୍ଦାଜରେ ବ୍ୟତିତ କରିବେ, ଓ ନିଜ ଜୀବନକୁ ସଠିକ୍ ବନାଇବା ପାଇଁ କଡା ପରିଶ୍ରମ ବି କରନ୍ତି । ଓ ନିଜ ପୁରା ଜୀବନ ନିଜ ପରିବାର ପାଇଁ କଡା ପରିଶ୍ରମ କରି ସବୁକିଛି ତ୍ୟାଗ କରିବସନ୍ତି, ଆଜି ଆମେ ଆପଣଙ୍କୁ ଏମିତି ପରିବାର ବିଷୟରେ କହିବାକୁ ଯାଊଛୁ, ଯାହା ବହୁତ ସମୟରୁ ଚର୍ଚ୍ଚିତ ହୋଇଥିଲେ, କାରଣ ଏହି ପରିବାର ଶାହୀ ଘରାନାରୁ ସଂବନ୍ଧରୁ ରଖିଥିଲେ , ଯିଏକି ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଆମେ କଥା ହେଉଛୁ ବଡୋଦରାରୁ ମହାରାଣୀ ରାଧିକାରାଜେ ଗାୟକୱାଡ୍ ଯିଏକି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ମହାରାଣୀ ଚଳଣି ଏକ ସାଧାରଣ ମଣିଷଙ୍କ ପରି ଜୀବନ କଟାଇବା ପସନ୍ଦ କରନ୍ତି , ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ୍ ଜରିଆରେ ରାଧିକା ରାଜେଙ୍କ ସହ ଯୋଡି ହୋଇଥିବା କିଛି ମଜାଦାର୍ କଥା କହିବାକୁ ଯାଉଛୁ ।

ସୁଚନା ପାଇଁ କହିଦେବୁ କି ରାଧିକାରାଜେ ଗାୟକୱାଡଙ୍କ ଜନ୍ମ ବାଙ୍କେନର ଶାହୀ ଘରାନାରେ ହୋଇଥିଲା, ରାଧିକା ରାଜେଙ୍କ ବାପା ଏକ ଏମିତି ଜଣେ ଲୋକ ଥିଲେ,  ଯିଏକି ଶାହି ଘରାନାରୁ ଥାଇ ଆଇଏଏସ୍ ଅଧିକାରୀ ହେବାର ରାସ୍ତା ବାଛିଥିଲେ, ଓ ନିଜ ବାପାଙ୍କ ନକ୍ସାରେ ଚାଲିଥିଲେ, ମହାରାଣୀ ରାଧିକାରାଜେ ଗାୟକୱାଡ ଙ୍କ କହିବା ସେ ସଠିକ୍ କରିବାର ଶାନ ଓ ସଉକତ ଏକ ସାଧାରଣ ଜୀବନ ବଞ୍ଚିବା ପସନ୍ଦ କରନ୍ତି, କହିଦେବୁ କି ଏହି ମହାରାଣୀ ୨୦୦୨ ରେ ବଡୋଦରାର ମହାରାଜ ସମରଜୀତ୍ ସିଂଙ୍କୁ ବିବାହ କରିଥିଲେ ।

ରାଧିକାରାଜେ କହିଲେ କି ୧୯୮୪ ରେ ଭୋପାଳ ଗ୍ୟାସ ତ୍ରାସଦି ରେ ଗତି କରୁଥିଲା, ତେବେ ମୋର୍ ବାଆ ସେଠାରେ କମିଶନର୍ ରୁପରେ ନିଯୁକ୍ତ ଥିଲେ, ଯେବେ ଏଠାରେ ଭଲ ହେଲା, ତେବେ ସେ କେବଳ ୬ ବର୍ଷର ଥିଲେ, ମୋତେ କିଛି ମନେ ନାହିଁ କିନ୍ତୁ ମୋତେ ଏତିକି ମନେ ଅଛି କି ମୋର ବାପା ଡ୍ୟୁଟି କରିବା ସହ ଫସିଥିବା ଲୋକଙ୍କୁ ସାହାଯ୍ୟ କରୁଥିଲେ

ସେଠାରେ ମହଜୁଦ୍ ଛୋଟ ବୟସରେ ଏକ କଥା ଶିଖିଲି କି ଆପଣ କାହାକୁ ଆକ୍ଷେପ ନକରି ନିଜ ଜୀବନରେ ଆଗକୁ ବଢିପାରିବେ ନାହିଁ । ଯଦି ରାଧିକାରେଜଙ୍କ କଥାକହିବା ତେବେ ତାଙ୍କୁ ସାଧାରଣ ଜୀବନ ବଞ୍ଚିବା ପସନ୍ଦ ଥିଲା, ସେ ନିଜ ଗ୍ରାଜୁଏସନ୍ ପରେ ଚାକିରି ଖୋଜିବା ଆରମ୍ଭ କରିଦେଇଥିଲେ, ଯେବେ ସେ ୨୦ ବର୍ଷର ଥିଲେ ତେବେ ସେ ଇଣ୍ତିଆନ୍ ଏକ୍ସପ୍ରେସରେ ଜଣେ ଲେଖିକା ଭାବେ କାମ କରିଥିଲେ

ଓ ସେ କହିଲେ କି ସେ ନିଜ ପରିବାରରେ ଏମିତି ଜଣେ ମହିଳା ଥିଲେ ଯିଏକି ବାହାରେ ଚାକିରି କରିବାକୁ ଯାଉଥିଲେ, ଯେବେ କି ତାଙ୍କ ଦାଦାଝିଅମାନେ ୨୧ ବର୍ଷ ବୟସରେ ବାହାହୋଇଯାଇଥିଲେ, ସେ ବର୍ଷକ ପର୍ଯ୍ୟ୍ନ୍ତ ପତ୍ରକାର ରହିଥିଲେ, ମହାରାଣୀ କହିଲେ କି ଜେବେ ସେ ସମରଜିତ୍ ସିଂଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ ତେବେ ସେ ବହୁତ ବରଙ୍କୁ ଦେଖାକରିଥିଲେ

କିନ୍ତୁ ସମରଜିତ୍ ବାକି ସମସ୍ତଙ୍କ ଠାରୁ ଅଲଗା ଥିଲେ, କାରଣ ସେ ସମରଜିତ୍ ଙ୍କ ସାମ୍ନାରେ ପାଠପଢାର କଥା ରଖିଥିଲେ, ଯାହାକି ସମରଜିତ୍ ସମର୍ଥନ କରିଥିଲେ, ରିପୋର୍ଟରୁ ଜଣାଯାଏ କି ସମରଜିତ୍ ଙ୍କୁ ବିବାହ କରିବାପରେ ରାଧିକା ରାଜେ ବିଳାସ ପ୍ୟାଲେସରେ ନିଜ ଜୀବନ ବଞ୍ଚିବାକୁ ଚାହୁଁଥିଲେ, ଏହି ପ୍ୟାଲେସରେ ସେ କବାଟରେ ଲଗାଯାଇଥିବା ପେଣ୍ଟିଙ୍ଗ ରେ ନୁଆ ଢାଞ୍ଚା ଦେବାକୁ ମନ ବଳାଇଥିଲେ

ସେ କହିଲେ କି ବଡୋଦରା ମହଲର ଦ୍ୱାରରେ ପେଣ୍ଟିଙ୍ଗ୍ ଲଗାଯାଇଥିଲା ଯାହାକି ରାଜା ରବି ବର୍ମାଙ୍କର ଥିଲା, ଏହି ପେଣ୍ଟିଙ୍ଗ୍ ରୁ ଆଇଡିଆ ଆସିଲା କି ସେ ପୁରୁଣା ଟେକନିକ୍ ପ୍ରୟୋଗ କରି କିଛି ନୁଆ କରାଯାଇପାରିବ, ଓ ସେ ନିଜ ଶାଶୁଙ୍କ ସହ ମିଶିକରି ଏହି କାମ ଆରମ୍ଭ କଲେ, ଯାହାକି ବହୁତ ସଫଳ ରହିନଥିଲା, ଯେବେ ସେ ମୁମ୍ବାଇରେ ନିଜ ପ୍ରଥମ ପ୍ରଦର୍ଶନୀ ଲଗାଇଲେ ତେବେ ସେ ପୁରା ପେଣ୍ଟିଙ୍ଗ୍ ବିକ୍ରି ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *