ଜ୍ୟୋତିଷଙ୍କ ଅନୁଯାୟୀ ଏହି 4 ନାମର ଝିଅଙ୍କର ଭାଗ୍ୟ ହୋଇଥାଏ ବହୁତ ଉଚ୍ଚ, ଆପଣଙ୍କ ନାମ ନାହିଁ ତ ଏମଧ୍ୟରେ ସାମିଲ …
ଯଦି ଆମେ ଜ୍ୟୋତିଷ ଶାସ୍ତ୍ରର କଥା କହିବା ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ତାଙ୍କର ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକେଇଥାଏ । ତାହା ଏଥିପାଇଁ କାରଣ ଏକ ରେ ତ ନାମର ପ୍ରଥମ ଅକ୍ଷରରୁ ଏହା ସ୍ଥିର କରାଯାଏ ଯେ ବ୍ୟକ୍ତିଙ୍କର ନାମ କଣ ରଖାଯିବ । ଏହାଛଡା ନାମର୍ପ୍ରାଥମ ଅକ୍ଷର ଅନୁସାରେ ହିଁ ବ୍ୟକ୍ତିଙ୍କର ରାଶି ମଧ୍ୟ ସ୍ଥିର କରାଯାଏ । ମାନେ ନାମର ପ୍ରଥମ ଅକ୍ଷର ରୁ ହିଁ ଏହା ସ୍ଥିର କରାଯାଏ ଯେ ବ୍ୟକ୍ତିଙ୍କର ରାଶି କଣ ହେବ ।ଏହା କାରଣ ଯେ ଜଣେ ବ୍ୟକ୍ତିଙ୍କର ଜୀବନରେ ତାଙ୍କର ନାମର ଓ ଖାସ କରି ନାମର ପ୍ରଥମ ଅକ୍ଷର ବହୁତ ମହତ୍ଵ ହୋଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ସେହି ଚାରି ନାମର ଝିଅଙ୍କ ବିଷୟରେ ଜଣେଇବୁ , ଯେଉଁମାନଙ୍କର ଭାଗ୍ୟ ବହୁତ ଉଚ୍ଚ ଅଟେ । ମାନେ ଯେଉଁମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ଓ ତାଙ୍କର ଭାଗ୍ୟ ସବୁବେଳେ ତାଙ୍କର ସହାୟତା କରେ। ତେବେ ଆସନ୍ତୁ ଏବେ ଆପଣଙ୍କୁ ଏହା ବିଷୟରେ ବିସ୍ତାର ପୂର୍ବକ ଜଣେଇବୁ ।
D ନାମର ଝିଅମାନେ: ଏହି ତାଲିକାରେ ସବୁଠାରୁ ପ୍ରଥମ ନାମ ଏହି ଝିଅଙ୍କର ସାମିଲ ଅଟେ । ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ କି ଏହି ନାମର ଝିଅଙ୍କର ଭାଗ୍ୟ ଏତେ ଅଧିକ ଉଚ୍ଚ ହୋଇଥାଏ ଯେ ଏମାନେ ଯେଉଁ ଘରକୁ ବି ଯାଆନ୍ତୁ , ସେଠାରେ ଧନର ବର୍ଷା ହୋଇଥାଏ ଓ ଲୋକଙ୍କର ଭାଗ୍ୟ ବଦଳି ଯାଇଥାଏ । ମାନେ ଏହି ଝିଅ ମାନଙ୍କ ଉପରେ ମାଆ ଲକ୍ଷ୍ମୀଙ୍କର କୃପା ହୋଇଥାଏ । ଏହାଛଡା ଏହି ଝିଅମାନଙ୍କର ସ୍ଵଭାବ ମଧ୍ୟ ବହୁତ ଭଲ ହୋଇଥାଏ ।
G ନାମର ଝିଅମାନେ: ଏହାପରେ ଆମେ ଏହି ଅକ୍ଷରର ଝିଅମାନଙ୍କର କଥା କହୁଛୁ । ଜଣେଇଦେବୁ କି ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ହସମୁଖ ସ୍ଵଭାବର ହୋଇଥାନ୍ତି । ଏହି ଝିଅମାନେ ନିଜର ଶ୍ଵଶୁରଘର ପରିବେଶ ସବୁବେଳେ ଆନନ୍ଦମୟ କରି ରଖନ୍ତି । ହଁ ଆଜ୍ଞା ଜଣେଇଦେବୁକି ଏମାନେ ନିଜର ସ୍ଵଭାବ ଓ ଆଖପାଖ ଲୋକ ମାନଙ୍କୁ ମଧ୍ୟ ଖୁସି ବାଣ୍ଟିଥାନ୍ତି । ବୋଧହୁଏ ଏହି କାରଣ ଯୋଗୁ ଏମାନଙ୍କ ଭାଗ୍ୟ ସବୁବେଳେ ଏମାନଙ୍କ ସହିତ ଥାଏ ।
V ନାମ ଥିବା ଝିଅମାନେ: ଉଲ୍ଲେଖଯୋଗ୍ୟ ଯେ ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜର ସାଥିଙ୍କ ସହିତ ମିଳିମିଶି କାମ କରନ୍ତି । ହଁ ଆଜ୍ଞା ଏମାନେ ନିଜର ସାଥି ସହିତ କାନ୍ଧରେ କାନ୍ଧ ମିଶେଇ ଚଳନ୍ତି ଓ ଏମାନଙ୍କୁ କେବେ ନିଃସଙ୍ଗ ଅନୁଭବ କରିବାକୁ ଦିଅନ୍ତି ନାହିଁ । ଏମିତିକି ଏହି ଝିଅମାନେ କୌଣସି କାମରେ ନିଜକୁ ପୁଅ ମାନଙ୍କ ଠାରୁ କମ ଭାବନ୍ତି ନାହିଁ । ମାନେ ଯଦି ଆମେ ସ୍ପଷ୍ଟ ଭାବରେ କହିବୁ ତ ଏହି ଝିଅମାନେ ଯେଉଁ ଘରକୁ ଯାଆନ୍ତି ସେହି ଘରର ଭାଗ୍ୟ ଖୋଲିଯାଏ ।
S ନାମର ଝିଅମାନେ: ଉଲ୍ଲେଖାଯୋଗ୍ୟ ଯେ ଯେଉଁ ଝିଅମାନଙ୍କର S ଅକ୍ଷରରୁ ଆରମ୍ଭ ହୋଇଥାଏ , ତାଙ୍କର ସ୍ଵଭାବ ବହୁତ ଶାନ୍ତ ହୋଇଥାଏ । ଏହା ଛଡା ଏହି ଝିଅମାନେ ନିଜର ପରିବାରର ଇଜ୍ଜତ ଓ ମାନସମ୍ମାନର ପୂର୍ଣ୍ଣ ଧ୍ୟାନରେ କୌଣସି ଅଭାବ ଆସିବାକୁ ଦିଅନ୍ତି ନାହିଁ । ହଁ ଆଜ୍ଞା ଏମାନେ ଯିଯର ବୈବାହିକ ଜୀବନକୁ ମଧ୍ୟ ଖୁସିରେ ପୂର୍ଣ୍ଣ କରିଦିଅନ୍ତି । ମାନେ ଏମାନଙ୍କ ଭାଗ୍ୟ ସବୁ ପ୍ରକାରରେ ଏମାନଙ୍କ ସହାୟତା କରିଥାଏ ।
ଆମେ ଆଶା କରୁଛୁ ଯେ ଯଦି ଆପଣଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ଅଛି ତ ଆପଣଙ୍କ ଭାଗ୍ୟ ସବୁବେଳେ ଏଭଳି ଆପଣଙ୍କ ସହାୟତା କରୁ।