November 10, 2024

Odia Express

Leading Odia News Portal of Odisha

ଏହି ସହଜ ତରିକାରୁ ଆପଣ କିଛି ସମୟ ମଧ୍ୟରେ ଚିହ୍ନିପାରିବେ , ପନୀର୍ ଅସଲି ଅଛି କି ନକଲି – ଖାଲି ଏହି ତରିକା ଜାଣିନିୟନ୍ତୁ

ଆଜିର ସମୟରେ ଲୋକେ ବହୁତ ତେଜ୍ ହୋଇଗଲେଣି । ଓ ସବୁ ଜିନିଷର ମିଶ୍ରଣ ଓ ଧୋକାଧଡୀ ଜିନିଷ ଆସିବା ଦିନରୁ ସାମ୍ନାରେ ଆସୁଛି , ଆପଣ ବହୁତଥର ମିଡିଆରେ ଏମିତି ମିଶ୍ରଣ ଖବର ଶୁଣିଥିବେ , ଆଜିର ସମୟରେ ପଇସା ଦେଇକରି ଭଲ ଭଲ ଜିନିଷ ଖାଇବାପାଇଁ ନେଇଥାଏ , କିନ୍ତୁ ସେ ଏହା ଜାଣିପାରିନଥାଏ କି ତାର ସ୍ୱାସ୍ଥ୍ୟର ସହ କିଛି ଭୁଲ୍ ନହେଉ , ଯାହାର କାରଣରୁ ଏବେ ଆପଣ କିଛି ଖାଇବା ପୂର୍ବରୁ ଆପଣଙ୍କ ଟେନସନ୍ ରହିଥାଏ । ମିଶାମିଶି ଜିନିଷ ଆପଣଙ୍କ ହେଲଥ୍ ଉପରେ ପ୍ରଭାବ ପକାଇଥାଏ , ଯାହାର କାରଣରୁ ଆପଣ ବହୁତ ଟେନସନ୍ ହୋଇଯାଇଥାଏ , ଜରୁରୀ ନହୋଇ ଆପଣ ପଇସା ଦେଇକରି ଶୁଦ୍ଧ ଜିନିଷ କିଣିପାରିବା , ଆପଣଙ୍କୁ କହିଦେବୁ କି ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଖବର ଆଣିଛୁ , ଯାହା ଆପଣଙ୍କ ପାଇଁ ବହୁତ ହିଁ ଜାଣିବା ଜରୁରୀ , ଆଜି ଆମେ ଯେଉଁ ତରିକା କହିବାକୁ ଯାଊଛୁ ତାହା ବହୁତ ହିଁ ସହଜ ତରିକା ଅଟେ ।

ଆପଣ ଏହାକୁ ଆପଣାଇ ନିଜ ପରିବାର ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ , ଓ ଏହି ମିଶ୍ରଣଯୁକ୍ତ ଜିନିଷର ଖାଈବାରେ ରୋକିପାରିବେ , ବୋଧେ ଏପରି କେଉଁ ଘର ହେବ ଯେଉଁଠି ଏହି ପନୀର ନ ଖିଆ ହେଉଥିବ କାରଣ ସବୁ ଘରର ସବୁ ବୟସର ଲୋକେ ଚାହିଁଲେ ବି ବଡ ଆରାମ ସେ ପନୀର ଖାଇଥାନ୍ତି । ଆଜି ଆମେ କହିବୁ କି ଯଦି ଆପଣ ପନୀର କିଣିବାକୁ ଯାଊଛନ୍ତି ତେବେ କିପରି ଜାଣିବେ କି ତାହା ଅସଲି ଅଟେ କି ନକଲି , ପନୀର କଥା ଆମେ ଏଥିପାଇଁ କହୁଛେ କାରଣ ବହୁତ ଲୋକ ପ୍ରଥମ ପସନ୍ଦ ହୋଇଥାଏ ତେବେ ଏହି କାରଣାରୁ ଯେବେ ବି ଘରେ କେଉଁ ଖାସ୍ ମଉକା ହୋଇଥାଏ ତେବେ ପନୀର୍ ଡିସ୍ ନିଶ୍ଚିତ ବନାହୋଇଥାଏ , ଛୁଆଙ୍କ ପ୍ରଥମ ପସନ୍ଦ ପନୀର ହିଁ ହୋଇଥାଏ , ଏମିତିରେ ଆପଣଙ୍କୁ ଛୁଆଙ୍କ ହେଲଥ୍ କୁ ନେଇ ଚିନ୍ତା ରହିଥାଏ

ତେବେ ଆସନ୍ତୁ ଜାଣିବା କିପରି ଅଳ୍ପ ସମୟ ମଧ୍ୟରେ ଜାଣିବା ପନିର ମିଶ୍ରିତ ହୋଇଛି କି ଶୁଦ୍ଧ ଅଛି । ସେମିତି ଆପଣଙ୍କୁ କହିଦେବୁ କି ଆଜି ଆମେ ଯେଉଁ ତରିକା କହିବାକୁ ଯାଉଛୁ , ତାହା ଏକ ସହଜ ତରିକା ଅଟେ,  ଓ ଏହା ଆପଣ ନିଜେ ଆପଣାଇ ନିଜ ସ୍ୱାସ୍ଥ୍ୟର ଦାୟିତ୍ୱ୍ ନେଇପାରିବେ , ପନୀର ଏକ ଏପରି ପଦାର୍ଥ ଅଟେ ଯାହା ଆମ ଶରୀରରେ ଭରପୁର୍ ଏନର୍ଜୀ ଦେଇଥାଏ , କିନ୍ତୁ ଏହି କଥା ଧ୍ୟାନ ରଖନ୍ତୁ କି ବଜାରରେ ମିଶ୍ରଣ ପନୀର ବହୁତ ଉପଲ୍ଲବ୍ଧ ଅଛି , ଏହି ସମୟରେ ପନୀର ନେବା ସମୟରେ ଟିକିଏ ସାବଧନତା ନେବାକୁ ହେବ , ନିଜ ପରିବାର ଓ ନିଜ ଛୁଆଙ୍କ ହେଲଥ୍ ଖରାପ ହେବାରୁ ରକ୍ଷା ପାଇପାରିବେ , ତେବେ ଆସନ୍ତୁ କିପରି ଜାଣିବା ଶୁଦ୍ଧତାର ଯାଞ୍ଚ ।

ଯେତେବେଳେ ଆପଣ ପନୀର କିଣିବାକୁ ଯାଉଛନ୍ତି ତେବେ ଏକ ଛୋଟ ଖଣ୍ତ ନେଇ ହାତରେ ଦଳି ଦେଖନ୍ତୁ , ଯଦି ସେ ଭାଙ୍ଗିକରି ଖଣ୍ତ ଖଣ୍ତ ହୋଇଯାଏ ତେବେ ପନୀର ମିଶ୍ରିତ ହୋଇଥାଏ , କାରଣ ଏହା ମଧ୍ୟରେ ଯେଉଁ କେମିକାଲ୍ ହୋଇଥାଏ , ଓ ସେ ଅଧିକା ପ୍ରେସର୍ ସହି ପାରେ ନାହିଁ , ଓ ସେ ଭାଙ୍ଗିଯାଏ , ସେମିତି ଆପଣ କେବେ ଭୁଲ୍ ରେ ପନୀର ଘର କୁ ଆଣିସାରିଛନ୍ତି , ତେବେ ଟିକିଏ ଅଂଶ ପାଣିରେ ସିଝାଇ ଥଣ୍ତା କରିଦିଅନ୍ତୁ , ଯେବେ ଏହା ଥଣ୍ତା ହୋଇଯିବ ତେବେ ତାହାର କିଛି ବୁନ୍ଦା ଉପରେ ଆୟୋଡିନ୍ ଟିଚର ପକାଇଦିଅନ୍ତୁ , ଓ ପନୀରର ରଙ୍ଗ ନୀଳ ପଡିଲେ ବୁଝିଯିବେ କି ଏହା ବହୁତ ମିଶ୍ରଣ ହୋଇଛି , ଏହି ପରି ମିଶ୍ରିତ ପନୀର୍ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇପାରେ , ଯାହା କ୍ଷତି ସାଧନ କରିପାରେ ।

Leave a Reply

Your email address will not be published. Required fields are marked *