May 20, 2025

Odia Express

Leading Odia News Portal of Odisha

IAS ଇଣ୍ଟରଭ୍ୟୁରେ ପଚାରାଗଲା ଏପରି ପ୍ରଶ୍ନ – ଏପରି କେଉଁ ଜିନିଷ ଯାହା ଆମ ଆଗରେ ଅଛି କିନ୍ତୁ ଆମେ ଦେଖିପାରିବା ନାହିଁ ? ବୁଦ୍ଧିମାନ ଥିଲେ ଉତ୍ତର ଦିୟନ୍ତୁ

ଆଜି ପର୍ଯ୍ୟନ୍ତ ଆପଣ ବହୁତ ପରିକ୍ଷା ଦେଇଥିବେ , କିନ୍ତୁ ଆଜି ଆମେ ଯେଉଁ ପରୀକ୍ଷା ବିଷୟରେ କଥା ହେଉଛୁ , ତାହା ଆଇଏଏସ୍ ପରୀକ୍ଷା ବିଷୟରେ ଅଟେ,  କହିଦେବୁ କି ଆଇଏଏସ୍ ପରିକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷାରେ ଜଣାଯାଏ , କାରଣ ଏହାକୁ ପାସ୍ କରିବା ବହୁତ ମୁସକିଲ୍ ହୋଇଥାଏ , ଓ କେହି ବି ଯଦି ଆଇଏଏସ୍ ପରିକ୍ଷାରେ ପାସ୍ କରିଯାଏ ତେବେ ତାକୁ ସାକ୍ଷାତକାର ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ପଡୀଥାଏ ଯାହାକି ଏତେ ସହଜ ହୋଇନଥାଏ , ଏହି ପରୀକ୍ଷା ପାଇଁ ଜରୁରୀ ନୁହେଁ କି ଆପଣଙ୍କୁ ଖାଲି ଜ୍ଞାନ ଥିବ , ଜ୍ଞାନର ସହ ଏହି ଇଣ୍ଟରଭ୍ୟୁରେ ଆପଣଙ୍କ ବ୍ୟକ୍ତିତ୍ୱ ପରକ୍ଷାଯାଏ , ତେବେ ଆସନ୍ତୁ ଜାଣିବା କିଛି ଏହି ପରୀକ୍ଷାରେ କିଛି ସାକ୍ଷାତକାର ବା ଇଣ୍ଟରଭ୍ୟୁର ପ୍ରଶ୍ନ ବିଷୟରେ ଯାହାର ପ୍ରଶ୍ନ ଉତ୍ତର ଆପଣଙ୍କ ସମ୍ମୁଖରେ ରଖିବୁ , ଏହି ଇଣ୍ଟରଭ୍ୟୁ ଆପଣଙ୍କୁ ଜଣାଇଥାଏ କି ଆପଣ ସକ୍ଷମ ଅଛନ୍ତି କି ନାହଁ ଜଣେ ଭଲ ଆଇଏଏସ୍ ଅଫିସର୍ ହେବାପାଇଁ , ଆସନ୍ତୁ ଜାଣିବା ସେହି ପ୍ରଶ୍ନଗୁଡିକ ବିଷୟରେ ।

୧ – ମୟୁର ଏପରି ଏକ ପକ୍ଷୀ ଯିଏ ଅଣ୍ତା ଦିଏ ନାହିଁ , ତେବେ ମୟୁରର କିପରି ଛୁଆ ଜନ୍ମ ହୋଇଥାନ୍ତି ?

ଉତ୍ତର : କାରଣ ମାତା ମୟୁର ଅଣ୍ତା ଦେଇଥାଏ ଅଣ୍ତିରା ମୟୁର ନୁହେଁ ।

୨  – ଗୋଟେ ହତ୍ୟାକାରୀକୁ ମୃତ୍ୟୁର ଦଣ୍ତ ଦିଆଯାଈଥିଲା,  ତାହାକୁ ତିନୋଟି ରୁମ୍ ରେ ରଖାଗଲା,  ପ୍ରଥମ ରୁମ୍ ରେ ନିଆଁ ଲାଗିଥିଲା , ଓ ଦ୍ୱିତିୟ ରୁମ୍ ରେ ବନ୍ଧୁକରେ ଥିଲା,  ଓ ତୃତିୟରେ ବାଘ ଥିଲେ,  ଯିଏକି ତିନି ବର୍ଷରୁ କିଛି ଖାଇନଥିଲେ , ତେବେ ସେ କେଉଁ ରୁମ୍ ବାଛିବ ?

ଉତ୍ତର : ରୁମ୍ ନମ୍ବର ୩ କାରଣ ୩ ବର୍ଷରୁ ଭୋକିଲା ବାଘ କେବେ ବି ଜୀବିତ ରହିପାରିବେ ସେମାନେ ମରିଯାଈଥିବେ ।

୩) ଗୋଟେ ବିଲେଇର ତିନୋଟି ଛୁଆ ଥିଲେ , ତାଙ୍କ ନାଁ ଜାନୁୟାରି, ଫେବୃୟାରୀ , ମାର୍ଚ୍ଚ ଥିଲା ତେବେ କୁହନ୍ତୁ ତ ବିଲେଇର ନାଁ କଣ ଥିଲା?

ଉତ୍ତର : ବିଲେଇର ନାଁ ସେହି ପ୍ରଶ୍ନରେ ହିଁ ଅଛି ବିଲେଇର ନାଁ କଣ ହିଁ ଥିଲା ?

୪) ଗୋଟେ ବ୍ୟକ୍ତି ବିନା ନିଦରେ ଆଠ ଦିନ କିପରି ରହିପାରିବ ?

ଉତ୍ତର : ବ୍ୟକ୍ତି ରାତିରେ ଶୁଏ , ତେଣୁ ଦିନରେ ଶୋଇବା କଣ ଦରକାର ?

୫) ଯଦି ଗୋଟେ ଦ୍ୱାର ବନାଇବାପାଈଁ ୮ ଜଣ ଲୋକ ୧୦ ଦିନର ସମୟ ଲଗାନ୍ତି , ତେବେ ଏହାକୁ ବନାଇବାକୁ ଚାରୋଟି ଲୋକଙ୍କୁ କେତେ ଦିନ ଆହୁରି ଲାଗିବ ।

ଉତ୍ତର୍ : ଯଦି ୮ ଜଣ ଲୋକ ଏହି ଘରକୁ ତିଆରି କରିସାରିଥିବେ ତେବେ ଚାରି ଜଣ ଲୋକଙ୍କର ଆବଶ୍ୟକତା ପଡିବ ନାହିଁ ଘର ଆଗରୁ ତିଆରି ହୋଇସାରିଥିବ ,

୬) ଯଦି ୨ ଟୀ ଗୋଟେ କମ୍ପାନୀ ଅଛି , ଓ ୩ ଟି ଭିଡ , ତେବେ ଚାରି, ପାଞ୍ଚ କଣ କରିବେ ?

ଉତ୍ତର : ୯ ହେବ , କାରଣ ୪ ଓ ୫ ସବୁବେଳେ ୯ ହୋଇଥାଏ ।

୭ ) ଏପରି କେଉଁ ଜିନିଷ ଯାହା ଆମ ଆଗରେ ଅଛି କିନ୍ତୁ ଆମେ ଦେଖିପାରିବା ନାହିଁ ?
ଉତ୍ତର :  ଭବିଷ୍ୟ

୮) ଅଧା ସେଓ ପରି କଣ ଦେଖାଯାଏ ?

ଉତ୍ତର : ଦ୍ୱିତୀୟ ଅଧା ସେଓ ।

୯) ବେ ଅଫ୍ ବେଙ୍ଗଲ୍ କେଉଁ ରାଜ୍ୟରେ ଅଛି ?

ଉତ୍ତର : ଲିକ୍ୱିଡ୍ ରାଜ୍ୟରେ

୧୦) ଆପଣ ଏକ କଞ୍ଚା ଅଣ୍ତାକୁ ଏକ ଚଟାଣରେ କିପରି ଛାଡିବେ ଯାହା ଦ୍ୱାରା ଏହା ଭାଙ୍ଗିବ ନାହିଁ ?

ଉତ୍ତର : କାରଣ ଚଟାଣ ଅଣ୍ତା ଦ୍ୱାରା ଭାଙ୍ଗିବ ନାହୀଁ, ଆପଣ ଯେପରି ବି ଛାଡିଦିଅନ୍ତୁ ।

୧୧) ଜେମ୍ସ ବଣ୍ତ ବିନା ପାରାସୁଟ୍ ବାହାରକରି ଏୟାରପ୍ଲେନ୍ ରୁ ଡେଇଁବାପରେ ବି ଜିବିତ ଅଛି , ଏହା କିପରି ସଂମ୍ଭବ ।

ଉତ୍ତର୍ : କାରଣ ସେ ଏୟାରପ୍ଲେନ୍ ରନ୍ ୱେ ରେ ଥିଲା ,

Leave a Reply

Your email address will not be published. Required fields are marked *