November 3, 2024

Odia Express

Leading Odia News Portal of Odisha

ମଜାଦାର ଜୋକ୍ସ – ଗୋଟେ ବୁଢୀର ଜ୍ଵାଇଁ ବହୁତ କଳା ଥିଲା ଶାଶୁ- ଜ୍ଵାଇଁ ମହାଶୟ, ଆପଣ ୧ ମାସ ଏଠାରେ ରୁହନ୍ତୁ, କ୍ଷୀର ଦହି ଖାଅ ଖୁସି କର ,ତାପରେ ଜ୍ୱାଇଁ ପଚାରିଲେ ଆଜି କାହିଁକି ଏତେ ପ୍ରେମ – ଶାଶୁ ମା କହିଲେ…

ଚାପଗ୍ରସ୍ତ ହେବା ମୂଳରୂପେ ବିଘର୍ଷଣ ଅଟେ। ଆମର ଶରୀର ଲଗାତାର ବଦଲୁଥିବା ବାତାବରଣ ସହିତ ସମଯୋଜନ କରି ଏହାର ଅନୁଭବ କରିଥାଏ । ଆମ ଉପରେ ଏହାର ଶାରୀରିକ ତଥା ମାନସିକ ପ୍ରଭାବ ରହେ । ଯାହା ସକାରାତ୍ମକ ବା ନକରାତ୍ମକ ଦୁଇପ୍ରକାର ହୋଇପାରେ । ସକାରାତ୍ମକ ଦୃଷ୍ଟିକୋଣରୁ , ଚାପ ଆମକୁ କଷ୍ଟକର ପରିସ୍ଥିତି ସହିତ ଲଢେଇ କରିବା ପାଇଁ ଶକ୍ତି ଏବଂ ପ୍ରେରଣା ଦେଇଥାଏ । ନକରାତ୍ମକ ପ୍ରଭାବ ଅନୁଯାୟୀ, ଏହା ଆମର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟର ବିନାଶ କରିଥାଏ । ଏହି କଥାକୁ ଧ୍ୟାନରେ ରାଖୀ ଆଜି ଆମେ ଆପଣଙ୍କ ପାଇଁ ଜୋକ୍ସର ଏକ ସ୍ଵତନ୍ତ୍ର ସଂଗ୍ରହ ନେଇ ଆସିଛୁ । ଅମରେ ଆଜିର ଜୋକ୍ସ ବହୁତ ମଜାଦାର ଅଟେ। ଆମର ଦାବି ଅଟେ ଯେ ଏହିସବୁ ପଢିବା ପରେ ଆପଣ ନିଅର ହସ ରୋକିପାରିବେ ନାହିଁ । ତେବେ ଆସନ୍ତୁ ଡେରି ନକରି ଏସବୁ ଥରେ ପଢିନେବା ଓ ଜୋକ୍ସ ଦୁନିଆରେ ସଂପୂର୍ଣ୍ଣ ହଜିଯିବା ।

ମଜାଦାର ଜୋକ୍ସ: ଗୋଟିଏ ବୁଢୀ ର ଜ୍ଵାଇଁର ଜୋଇଁ ବହୁତ କଳା ଥିଲା । ଶାଶୁ- ଜ୍ଵାଇଁ ମହାଶଯ, ଆପଣ 1ମାସ ଏଠାରେ ରୁହନ୍ତୁ, କ୍ଷୀର ଦହି ଖାଅ ଖୁସି କର ଏଠାରେ…… । ଜ୍ଵାଇଁ- ଆରେ ବାଃ ଶାଶୁ ମାଆ ଆଜି ବହୁତ ଭଲ ପାଉଛ ମତେ | ଶାଶୁ- ଆରେ ପ୍ରେମ ନୁହେଁ ତାହା ଏହା ଯେ… ଆମର ମଇଁଷିର ଛୁଆ ମରିଯାଇଛି , କମସେକମ ତୁମକୁ ଦେଖି କ୍ଷୀର ଦେଇଦେବ ସବୁଦିନ …

1- ମୁଁ ବାଇକରେ ଅଫିସ ଯାଉଥିଲି । ମୋ ଆଗରେ ଏକ ସ୍ତ୍ରୀ ଗୋଟିଏ ଆକ୍ଟିଭାରେ ଯାଉଥିଲା | ସ୍ତ୍ରୀ ଲୋକ ଜଣକ ଅଚାନକ ବାମକୁ ଘୂରିଗଲେ, ଓ ମୋର ବାଇକ ତାଙ୍କ ଆକ୍ଟିଭ ସହିତ ଧକ୍କା ହୋଇଗଲା । ମୁଁ କହିଲି – ମହାଶୟା , ସାଇଟ ଲାଇଟ ତ ଲଗେଇଥାନ୍ତେ, ସ୍ତ୍ରୀଲୋକ ଜଣକ ଉତ୍ତର ଦେଲେ ଯାହା ମୁଁ ବେହୋଶ ହୋଇଗଲି , ଏବେ ଡାକ୍ତରଖାନାରେ ମୋ ଆଖି ଖୋଲିଲା। ସ୍ତ୍ରୀ ଲୋକ ଜଣକ ଉତ୍ତର ଦେଲେ – “ମୁଁ ତ ସବୁଦିନ ଏହିଠାରୁ ବାମକୁ ଯାଏ, ଆପଣ ବୋଧହୁଏ ନୂଆ ଥିଲେ

2 – ପିଙ୍କି ନିଜର ସ୍ଵାମୀ ସହିତ ବସି ଚା ଚୁମୁକ ନେଇ ନେଇ ଖବର କାଗଜ ପଢଉଥିଲ, ଖବର କାଗଜ ପଢୁ ପଢୁ ପିଙ୍କିକୁ ଏକ ଚଟପଟା ଖବର ଦେଖାଗଲା ତ ସେ ସ୍ଵାମୀଙ୍କୁ କହିଲା… ପିଙ୍କି- ଖବର ଛପିଚି ଯେ ଜଣେ 80ବର୍ଷର ଅବିବାହିତ ବୃଦ୍ଧ ବିବାହ କରିନେଲେ । ସ୍ଵାମୀ (ଶୀତଳ ନିଶ୍ଵାସ ନେଇ କହିଲେ) – ବିଚରା ପ୍ରାୟ ସଂପୂର୍ଣ୍ଣ ଜୀବନ ବୁଦ୍ଧିମାନୀ ଦେଖେଇଲେ କିନ୍ତୁ ବୃଦ୍ଧ ହେବା ପରେ ମୁର୍ଖାମି କରିବସିଲେ | ପୁଅ ମାନେ କେତେ ମଧ୍ୟ ଭଲ ପୋଷ୍ଟ ଦିଅନ୍ତୁ 3-4 କମେଣ୍ଟ  ଆସିବ ଓ ଯଦି କୌଣସି ଝିଅ ଭୁଲରେ ମଧ୍ୟ ଲେଖିଦେବ “ମଶା କାମୁଡିଦେଲା”

3 – ବାପା ପୁଅ ଉପରେ କ୍ରୋଧରେ କହିଲେ… ବାପା- ଗୋଟେ କାମ ମଧ୍ୟ ଠିକରେ ତୋ ଦେଇ ହୋଇପାରୁନି | ତୋତେ ପୋଦନା ଆଣିବା ପାଇଁ କହିଥିଲି ଓ ତୁ ଧନିଆ ନେଇ ଆସିଛୁ । ତୋ ଭଳି କୁର୍ଖ କୁ ତ ଘରୁ ବାହାର କରିଦେବା ଉଚିତ। ପୁଅ- ଆସ ଏକାଠି ଯିବା | ବାପା- କାହିଁକି? ପୁଅ- ମମ୍ମି କହୁଥିଲେ ଏହା ମେଥି ବୋଲି!

4 – ଜଣେ ମଦୁଆ ଅନ୍ୟ ଗ୍ରାମକୁ ବୁଲିବାକୁ ଗଲା। ସନ୍ଧ୍ୟାରେ ଝାଡା ଲାଗିଲା ତ ଗୋଟିଏ ଦୋକାନକୁ ଯାଇ ପହଞ୍ଚିଲା | ମଦୁଆ : ଗୋଟିଏ ବୋତଲ ହ୍ଵିସ୍କି ଦିଅ | ଦୋକାନୀ: ଦୁଃଖିତ , ଆମ ସହରରେ ମଦ ବିକ୍ରି ବନ୍ଦ ଅଟେ । ଏଥିପାଇଁ ଆମେ ଆପଣଙ୍କୁ ମଦ ଦେଇପାରିବୁ ନାହିଁ । ମଦୁଆ : କିନ୍ତୁ ଆପଣଙ୍କ ଦୋକାନରେ ତ ମଦ ଅଛି । ଦୋକାନୀ: ଏହା ସେହି ଲୋକ ମାନଙ୍କ ନିମନ୍ତେ ଅଟେ ଯେଉଁ ମାନଙ୍କୁ ସାପ ବିଛା କାମୁଡି ଦେଇଛି । ମଦୁଆ: ଆଚ୍ଛା ତେବେ ତାହେଲେ ଏଠାରେ ସାପ ବିଛା କେଉଁଠାରେ ମିଳିବେ?

5 – ପପ୍ପୁ: ତୁମର ଗୋଡ କେମିତି ଭାଙ୍ଗିଲା? ଗପ୍ପୁ- କଣ କହୁଛ? ମଦ କମ ପିଇଲେ ଗୋଡ କେମିତି ଭଙ୍ଗିବ? ପପ୍ପୁ: ସିଧା କଥା ଏହା, ଯଦି ମୁଁ ବହୁତ ପିଇଥାନ୍ତି ତେବେ ନିଶ୍ଚିତ ଗଡି ଯାଇଥାନ୍ତି । ଏବେ କମ ପିଇଛି ଏଥିପାଇଁ ଘର ଆଡକୁ ଚାଲିଛି । ଓ ରାସ୍ତାରେ ଗୋଟିଏ ଖାତରେ ପଡିଗଲି ।

6 – ଥରେ ଘଣ୍ଟା କାରିଗରଙ୍କୁ ପଚାରିଲା, “ ଏହି ଘଣ୍ଟାକୁ ଠିକ କରିବା ପାଇଁ କେତେ ନେବ?” ଘଣ୍ଟାବାଲା – ଯେତିକି ମୂଲ୍ୟ… ତାହାର ଅଧା ଡ଼େଇଦେବ, ତା ପରଦିନ ଯେବେ ଘଣ୍ଟା ବାଲା ପପ୍ପୁକୁ ନିଜର ମରାମତି ମୂଲ୍ୟ ମାଗିଲା ତ ପପ୍ପୁ ତାକୁ ଦୁଇ ଚାପୁଡା ମାରିଦେଲା, ଘଣ୍ଟାବାଲା – ଏହା କଣ କଲ ତୁମେ? ପପ୍ପୁ –  କିଛି ନାହିଁ, ଯେବେ ମୁଁ ଘଡି ଆଣିବା ପାଇଁ ଜିଦଦି କରୁଥିଲି , ତ ବାପା ମୋତେ ଚାରି ଚାପୁଡା ମାରିଥିଲେ ।

7 – ଆଧାର କାର୍ଡର ଅଫିସ ବନ୍ଦ ଥିଲା, କାର୍ଡ କରିବା ପାଇଁ ଲମ୍ବା ଲାଇନ ଲାଗିଥିଲା, ଜଣେ ଲୋକ ବାରମ୍ବାର ଲାଇନରେ ଆଗକୁ ଯିବାକୁ ଚେଷ୍ଟା କରୁଥିଲା , ଲୋକମାନେ ତାକୁ ପଛକୁ ଧରି ଭିଡି ଅନୁଥିଲେ, ସେ 4-5ଥର ଚେଷ୍ଟା କଲା। ତାପରେ ହାରିଯାଇ କହିଲା – ଲାଗିଥାଅ ଲାଇନରେ ଶଳେ, ଆଜି ଅଫିସ ଖୋଲିବି ନାହିଁ ।

Leave a Reply

Your email address will not be published. Required fields are marked *