May 20, 2025

Odia Express

Leading Odia News Portal of Odisha

ବାଦାମର ଚୋପାରେ ଲୁଚାଇନେଉଥିଲେ ବିଦେଶୀ ନୋଟର ତସ୍କରୀ , ଏହି ଗୋଟେ ଭୁଲ୍ ପାଇଁ ସେ ଗଲେ ଜେଲ୍…

ସେମିତି ସ୍ମଗଲିଙ୍ଗ୍ ମାମଲା ଶୁଣିବାକୁ ମିଳିଯାଏ , ଓ ବହୁତ ଲୋକ ସ୍ମଗଲିଙ୍ଗ୍ କରିବାକୁ ନୁଆ ନୁଆ ଉପାୟ ବାଛିଥାନ୍ତି , ଆଜି ପର୍ଯ୍ୟନ୍ତ ଆପଣ ବହୁତ ସ୍ମଗଲିଙ୍ଗ୍ କରିବା ବିଷୟରେ ତରିକା ଜାଣିଥିବେ , କିନ୍ତୁ ଆଜି ଆଂଏ ଆପଣଙ୍କୁ ଏମିତି ଏକ କେସ୍ ବିଷୟରେ କହିବୁ , ଯାହାକୁ ଆପଣ ବିଶ୍ୱାସ କରିପାରିବେ ନାହିଁ  ଏବେ ଏମିତି ଏକ କେସ୍ ସାମ୍ନାରେ ଆସିଛି , ଯାହାକୁ ଜାଣିବାପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ , ଜଣେ ବ୍ୟକ୍ତି ୪୫ ଲକ୍ଷର ବିଦେଶୀ ଟଙ୍କା ନେଇକରି ଆଇଜିଆଇ ଏୟାରପୋର୍ଟରୁ ଦୁବା ଯିବାକୁ ବାହାରିଥିଲା,  ତେବେ କେନ୍ଦ୍ରିୟ ଔଦଗିକ ସୁରକ୍ଷା ବଳ ତଙ୍କ ଉପରେ ସନ୍ଦେହ କଲେ , ଓ ତାଙ୍କୁ ସେ ରୋକିଲେ,  ଓ ତାର ବ୍ୟାଗ୍ ଯାଞ୍ଚ କରାଗଲା , ଆଗକୁ ଆପଣ ଫଟୋରେ ଦେଖିପାରିବେ କି କିପରି ବାଦାମରେ ଚୋପାରେ ମଟନ୍ ପିସ୍ ରେ ଓ ବିସ୍କୁଟ୍ ପ୍ୟାକେଟ୍ ରେ ସ୍ମଗଲିଙ୍ଗ୍ ରୁପ ଦିଆଯାଇଛି ।

ଏହି ମାମଲା ୧୧ ଫେବୃୟାରୀ ସଂନ୍ଧ୍ୟା ୬,୩୦ ମିନିଟ୍ ର ଅଟେ,  ଯେବେ ଦିଲ୍ଲୀ ଏୟାରପୋର୍ଟ ଟର୍ମିନାଲ୍ ୩ ରେ ନିଯୁକ୍ତ ଥିବା ସୁରକ୍ଷା କର୍ମୀ ଏକ ପାସେଞ୍ଜର ଉପରେ ସନ୍ଦେହ କଲେ , ସୁରକ୍ଷା କର୍ମୀ ମାନେ ସନ୍ଦେହର ଆଧାରରେ ସେହି ଯାତ୍ରୀକୁ ପଚାରାଉଚୁରା କରିବାପରେ ସେ ନିଜ ନାଁ ମୁରାଦ ଆଲମ୍ କହିଲା,  ମୁରାଦ୍ ଆଲାମ୍ ରାତି ୫,୨୫ ରେ ଏୟାର୍ ଇଣ୍ତିଆରୁ ଦୁବାଇ ଯିବାର ଥିଲା  ସୁରକ୍ଷା କର୍ମୀ ମୁରାଦଙ୍କ କଥାକୁ ସନ୍ଦେହ କଲେ , ଓ ସେହି ସନ୍ଦେହର ଆଧାରରେ ସେ ତାଙ୍କର ସାମାନ୍ ଯାଞ୍ଚ କଲେ , ଯେପରି ମୁରାଦ ସାମାନର ଏକ୍ସରେ କରାଗଲା ,

ତେବେ ତାହା ଭିତରୁ କିଛି ସନ୍ଦେହ ପ୍ରକାରର ଜିନିଷ ନଜର ପଡିଲା , ମୁରାଦର ବ୍ୟାଗରୁ ଭାରି ପରିମାଣର ବିଦେଶୀ କରେନ୍ସି ଜବତ ହେଲ,  ସେହି ସବୁ ଜିନିଷ ଖାଇବା ପିଇବା ଜିନିଷରେ ଥିଲା ,ମଟନ୍ ପିସ୍ ରେ,  ବାଦାମ ଚୋପାରେ , ବିସ୍କୁଟ୍ ପ୍ୟାକେଟ୍ ଭିତର୍ ଅନ୍ୟ ଖାଦ୍ୟ ପଦାର୍ଥରେ ଲୁଚାଇ ରଖିଥିଲେ,  ତାହାର ବ୍ୟାଗଉ ସାଉଦି ଆରବ ରିୟାଲ୍ ୫୦୦ ର ୪୪୫ ଖଣ୍ତ ଦାମ୍ -୨,୨୨,୫୦୦ ଟଙ୍କା , ୨) କତର ରିୟାଲ୍ -୧୦୦ର ୧୫ ଖଣ୍ତ  କତର ଦିନାର୍ – ୨୦ ର୦୬ ଖଣ୍ତ : ୧୨୦୦ ଟଙ୍କା ଓମାନୀ ରିୟାଲ୍ -୫ ର ୬ ଖଣ୍ତ ୩୦୦ ଟଙ୍କା , ୟୁରୋ ୫୦ର ୩୬ ୧୮୦୦ ଟଙ୍କା ।

ସୁରକ୍ଷା କର୍ମୀ ନଜର ଲୁଚାଇ ବିଦେଶୀ କରେନ୍ସି କୁ ସ୍ମଗଲିଙ୍ଗ୍ କରିବାର ଏହି ବ୍ୟକ୍ତି ମୁରାଦ ଏବେ ସବୁ ଜିନିଷ ଜବତ କରିନିଯାଆଇଇଛି , କଷ୍ଟମ୍ ଅଧିକାରି ମାନେ ପୋଲିସ୍ କୁ ଏହା ଦେଇଛନ୍ତି , ପୋଲିସ୍ ମୁରାଦର ବିପକ୍ଷରେ କେସ୍ ଦର୍ଜ କରି ମାମଲାର ଯାଞ୍ଚ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *