ରାତିରେ ଏହାକୁ ପାଚିଲା ଚୁଟି ରେ ଲଗେଇ ଶୁଅନ୍ତୁ ମାତ୍ର କିଛି ଦିନରେ ଚୁଟି ସମ୍ପୂର୍ଣ କଳା ହେଇଯିବ…

ନମସ୍କାର ବନ୍ଧୁଗଣ ଆଜି ଆମେ ଏଠି ଜାଣିବାକୁ ଯଦି ଆପଣଙ୍କ ଚୁଟି ବୟସ ପୂର୍ବରୁ ଧଳା ହୋଇଯାଇଛି।ଆପଣ ଯଦିବି ୪୦-୫୦ ବର୍ଷ ଭିତରେ ହୋଇଥାନ୍ତି ଥଥାପି ଆପଣଙ୍କ ଚୁଟି ପାଚିଥାଏ ଆଜି ଆମେ ଏଠି ଜାଣିବା ଆପଣ କିପରି ବିନା କଳା ବା ବିନା କୌଣସି ପ୍ରକାରର ରାସାୟନିକ ପଦାର୍ଥର ବ୍ୟବହାର ଦ୍ୱାରା ଆମେ କିପରି ଆମର ଚୁଟିକୁ ମୁଳରୁ କଳା କରିପାରିବା।ସାଙ୍ଗମାନେ ଧଳା ଚୁଟିକୁ ବୁଢ଼ାପାର ଚିନ୍ହ ବୋଲି ସମେ କହିଥାଉ।ଯଦି ସମୟ ସହିତ ଧଳା ହେଉଛି କୌଣସି ଅସୁବିଧା ନାହିଁ ବା ତାକୁ କଳା କରି ପାରିବେ ନାହିଁ।
ଯଦି ଆମ ଚୁଟିରେ ୩-୪ ଟି ଚୁଟି ପାଚିଛି ଆମେ ତାକୁ ମୂଳରୁ ଚିଡ଼େଇ ଦେବା ଓ ଯଦି ଆମର ଅଧିକ ଚୁଟି ପାଚିଛି ଏହାଏକ ବଡ଼ ସମସ୍ୟା ହୋଇଥାଏ।ଲୋକମାନେ ନିଜ ଚୁଟିକୁ କଳା ରଖିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ରାସାୟନିକ ପଦାର୍ଥର ବ୍ୟବହାର କରନ୍ତି।ଯାହାର ଖରାପ ପ୍ରଭାବ ଆମ ଚୁଟି ଉପରେ ପଡିଥାଏ।ଯେମିତିକି ଚୁଟି ଝଡ଼ିବା,ପତଳା ହେବା,ଋପି ଭଳି ସମସ୍ୟା ଆଦି ଦେଖାଯାଇଥାଏ।ସେଥିପାଇଁ ବଜେଲ ହେବ ଆପଣ ରାସାୟନିକ ପଦାର୍ଥ ବଦଳରେ ଆପଣ ପ୍ରାକୃତିକ ଘରୋଇ ଜିନିଷ ବ୍ୟବହାର କରିବା ଉଚିତ।
ଚୁଟି ପାଇଁ ଜରୁରୀ ପୋଷକ ତତ୍ୱ ଯେତେବେଳେ ମିଳିନଥାଏ,ସେ କାରଣରୁ ଆମ ଚୁଟି ଧଳା ହୋଇଥାଏ।ଶରିରରେ ନେଲେଲୀନର ଅଭାବ ଓ ଆପଣ ଯଦି ବହୁତ ଚିନ୍ତାରେ ରହୁଛନ୍ତିତ,ଆପଣ ଯଦି ଅଧିକ ମାତ୍ରାରେ ଚୁଟି ର ରଙ୍ଗ ବ୍ୟବହାର କରୁଥିବେ ତଥାପି ଚୁଟିର ରଙ୍ଗ ଧଳା ହୋଇଥାଏ।ହରମୋନରେ ଅସନ୍ତୁଳନ ହେବା ଦ୍ୱାରା ଚୁଟି ପାଚିଥାଏ।ଆସନ୍ତୁ ଆଜି ଆମେ ଆପଣଙ୍କୁ ଗୋଟେ ଉପାୟ କହିବୁ ଯାହା ସବୁ ପ୍ରକାର ଅସୁବିଧାକୁ ମୂଳରୁ କାଢି ଫୋପାଡି ଦେଇଥାଏ।
ଏଠାରେ ବ୍ୟବହୃତ ସବୁଠୁ ପ୍ରଥମ ଜିନିଶ ହେଉଛି ନଡିଆ ତେଲ,ଏହା ସମସ୍ତଙ୍କ ଘରେ ବହୁତ ଶହଜରେ ମିଳିଯାଏ।ଆପଣ ଗୋଟେ ଖାଲି ଓ ସଫା ଗିନା ନେବା ଓ ସେଥିରେ ୧-୨ ଚାମୁଚ ତେଲ ନେବା।ତାପରେ ଆପଣଙ୍କୁ ନେବାର ଅଛି ଅଧାକଟା ଲେମ୍ଭୁ,ଆପଣ ସେ ସମ୍ପୂର୍ଣ୍ଣ ଲେମ୍ଭୁକୁ ସେ ତେଲରେ ଚିପୁଡିବା ଆଵଶ୍ୟକ।ଆପଣ ଗୋଟିଏ ଚାମୁଚ ସାହାର୍ଯ୍ୟରେ ସେ ମିଶ୍ରଙ୍କୁ ଭଲ ଭାବରେ ଗୋଳେଇ ଦେବ।ତୃତୀୟ ଜିନିଷ ଆମକୁ ଦରକାର ଦହି।
ଆପଣଙ୍କୁ ପ୍ରାୟ ଗୋଟେ ଚାମୁଚ ମାତ୍ରାରେ ଆପଣଙ୍କୁ ଦହି ଦରକାର।ତାପରେ ଆପଣ ସେ ଦହିକୁ ଭଲ ଭାବରେ ସେ ମିଶ୍ରଣରେ ଚାମୁଚ ସାହାର୍ଯ୍ୟରେ ଭଲ ଭାବରେ ଫେଣ୍ଟି ଦେବେ।ଆସନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବା।ଆପଣ ଏହାକୁ ରାତିରେ ଶୋଇବା ଆଗରୁ ଲଗେଇବା ଆପଣ ଭଲ ଭାବରେ ନିଜ ଚୁଟିକୁ ସାମ୍ପୁ ସାହାର୍ଯ୍ୟରେ ଧୋଇଥାଏ।ଯାହାଦ୍ୱାରା ଆମ ଚୁଟିରେ ଥିବା ଅଳିଆ ଆବର୍ଜନା ବାହାରି ଯାଇଥାଏ।
ତାପରେ ଆପଣ ନିଜ ଚୁଟିକୁ ଭଲ ଭାବରେ ସୁଖେଇ ଦେବା ଓ ତାପରେ ସେ ମିଶ୍ରଣକୁ ଆଙ୍ଗୁଳିରେ ନେଇ ଚୁଟିର ମୂଳରେ ଆପଣ ତାକୁ ଲଗେଇ ପାରିବେ ଓ ତାକୁ ଦୁଇ ଆଙ୍ଗୁଳି ସାହାର୍ଯ୍ୟରେ ୫-୭ ମିନିଟ ମାଲିସ କରିବା ଉଚିତ ଓ ତାପରେ ତାକୁ ରାତିସାରା ସେମିତିହିଁ ଛାଡି ଦେବେ।ଜା।ଯାହାଫଳରେ ସେ ଯେମିତି ଭଲ ଭାବରେ କାର୍ଯ୍ୟ କରି ପାରିବ।ତାପରେ ଆପନସକାଳୁ ଉଠି ସାମ୍ପୁ ସାହାର୍ଯ୍ୟରେ ଏହାକୁ ଧୋଇଦେବେ।ଆପଣ ଏ ଉପାୟକୁ ଯାହାବି ହେଲେ ଥରେ କିମ୍ବା ଦୁଇଥର ବ୍ୟବହାର କରିବା ଆଵଶ୍ୟକ।