March 23, 2025

Odia Express

Leading Odia News Portal of Odisha

ହୀରା ମୋତି ଠାରୁ ଆହୁରି ଦାମୀକିଆ ହୋଇଥାଏ ଏ ପତ୍ର – ଏହାକୁ ଖାଇଲେ ଅନେକ ରୋଗ ମୂଳପୋଛ ଶେଷ ହେଇଯାଏ – ବ୍ୟବହାର ପ୍ରଣାଳୀ ଜାଣିରଖନ୍ତୁ…

ହୀରା ମୋତିନଠାରୁବି ଆହୁରି ଦାମୀକିଆ ହୋଇଥାଏ ଏ ପତ୍ର।ଯଦି ଚିନ୍ହି ନେଲ ତାହେଲେ ତୁରନ୍ତ ତାକୁ ଛିଣ୍ଡେଇ ଆଣି ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ଗହୀରରୁ ଗହୀର ରୋଗ ନିବାରନ୍ରେ ସାହାର୍ଯ୍ୟ କରେ।ଆଜି ଆମେ କଥା ହେଉଛୁ ଭଣ୍ଡା ଗଛର ପତ୍ର ବିଷୟରେ।ଖରାଦିନ ଆସୁ ଆସୁ ବହୁତ ଲୋକ ଭଣ୍ଡା ଖାଇବାକୁ ପସନ୍ଦ କରନ୍ତି ଓ ଆମେ ଜାଣିବା ଏହାକୁ ଖାଇବା ଦ୍ୱାରା କଣ ଫାଇଦା ହୋଇଥାଏ ସେ ବିଷୟରେ ଆମେ ଜାଣିବା।ଯଦି ଆପଣଙ୍କୁ ଡେଙ୍ଗୁ ହୋଇ ସାରିଛି ଆପଣବି ଆପଣଙ୍କ ଜୀବନର ଶେଷ ସିଡିରେ ଅଛନ୍ତି,ଆପଣଙ୍କ ରୋଗ ପ୍ରତିରୋଧ ଶକ୍ତି କମ ହେବାର ଲାଗିଛି ଓ ଆପଣଙ୍କ କଲିଜା ଖରାପ ହେବାର ଲାଗିଛି ଆପଣ ସେ ସମୟରେ ଏହାକୁ ପିନେଲେ ୨-୩ ଘଣ୍ଟାରେ ଆପଣଙ୍କ ଡେଙ୍ଗୁ ନିୟନ୍ତ୍ରଣରେ ଆସିବା ଆରମ୍ଭ ହୋଇଯିବ।ଆପଣଙ୍କ ରକ୍ତ ଜମାଟ ବାନ୍ଧିବ ନାହିଁ ଓ ଆପଣଙ୍କ କଳିଜା ମଧ୍ୟ ଖରାପ ହେବ ନାହିଁ।

ଯଦି ଆପଣଙ୍କ ରୋଗପ୍ରତିରୋଧ ଶକ୍ତି କମ ଥାଏ ତାହେଲେ ଆପଣ ସବୁଦିନ ସକାଳୁ ଏହି ଅମୃତଭଣ୍ଡାର ଚା ସେବନ କରିବା ଦ୍ୱାରା ଆମର କେବଳ ଗୋଟିଏ ସପ୍ତାହରେ ଆମ ରୋଗ ପ୍ରତିରୋଧ ଶକ୍ତି ବଢିଥାଏ।ଯଦି ଆପଣଙ୍କୁ ଭୋକ ହେଉନଥାଏ ଏହି ଅମୃତଭଣ୍ଡାର ଚା ପିବା ଦ୍ୱାରା ଆମକୁ ଭୋକ ଲାଗିଥାଏ ଓ ଶରିରରୁ ମୋଟା ପଣ ବାହାର କରେଇ ଥାଏ ଓ ଶରୀରରେ ଥିବା ଅଳିଆ ଆବର୍ଜନା ଆଦିକୁ ବାହାର କରିଥାଏ ଓ ଆମ ଶରୀରରେ ଥିବା ଅଲଗା ଅଦରକାରୀ ପଦାର୍ଥକୁ ବାହାର କରେଇ ଥାଏ।

ପ୍ରାୟତଃ ଝିଅ ମାନଙ୍କୁ ମାସିକ ଶ୍ରାବ ସମୟରେ ତାଙ୍କ ପେଟରେ ବହୁତ ଅଧିକ କଷ୍ଟ ହେବାରେ ଲାଗିଥାଏ।ଆପଣଙ୍କୁ ହେଉଥିବା ବିନ୍ଧା ଦରଜ ବେଳେ ଯଦି ଆପଣ ଅମୃତଭଣ୍ଡାର ଚା ର ସେବନ ଆମେ କରିଥାଉ ତାହେଲେ ଝିଅ ମାନଙ୍କୁ ମାସିକ ଶ୍ରାବ ସମୟରେ ବେସି ବିନ୍ଧା ବିନ୍ଧି ହୋଇନଥାଏ କିମ୍ଭା କଷ୍ଟ ହୋଇନଥାଏ।ଯଦି ବ୍ରଣ ଭଳି ସମସ୍ୟା ଅଛି ଆପଣଙ୍କର ଆପଣ ତାକୁ ଅମୃତଭଣ୍ଡାର ପତ୍ର ସାହାର୍ଯ୍ୟରେ ଆପଣ ଭଲ କରି ପାରିବେ।

ସେଥିପାଇଁ ଆପଣ ଅମୃତଭଣ୍ଡାର ଶୁଖିଲା ପତ୍ରକୁ ନେଇ ପାଣି ସହିତ ମିଶେଇ ବାଟୀ ଆପଣ ତାକୁ ଗୋଟେ ମିଶ୍ରଣରେ ପ୍ରସ୍ତୁତ କରି ନେବେ।ଆପଣ ସେ ମିଶ୍ରଣକୁ ନିଜ ଚେହେରା ଉପରେ ଲଗାନ୍ତୁ ଓ ଦେଖନ୍ତୁ ଏହାର ଲାଭ।ଆପଣଙ୍କ ପୁରୁଣାରୁ ପୁରୁଣା ବ୍ରଣ ଦାଗ ଧବା ଗୋଟିଏ ଚୁଟକିରେ ଭଲ ହୋଇଯିବ।ଅମୃତଭଣ୍ଡାର ପତ୍ର ସବୁଠାରୁ ଗହୀର ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ ଯେମିତିକି କ୍ୟାନ୍ସର ବା କର୍କଟ।

ଆପଣ ପଢି ଆଶ୍ଚର୍ଯ୍ୟ ହେବେକି ଏହି ଅମୃତ ଭଣ୍ଡାର ପତ୍ର ସେବନ କରିବା ଦ୍ୱାରା ଆମକୁ ମ୍ୟାଲେରିଆରୁ ରକ୍ଷା ମିଳିଥାଏ।ଆମେ ଆପଣଙ୍କୁ ଗୋଟିଏ ଉପାୟ କହିବାକୁ ଯାଉଛୁ ଆପଣ ଯଦି ସେହି ଭଳି ସେ ଉପାୟକୁ ପାଳନ କଲେ ଆପଣଙ୍କ ମ୍ୟାଲେରିଆ ତୁରନ୍ତ ଭଲ ହୋଇଯିବ।ଏହା କୋଷ୍ଠକାଠିନ୍ୟ,ପେଟ ସହ ଜଡିତ ଓ ପାଚନ ସହ ଜଡିତ ସବୁ ପ୍ରକାରର ସମସ୍ୟାରୁ ଆମକୁମୁକ୍ତ କରିଥାଏ।

ଆସନ୍ତୁ ଜାଣିବା ଏହି ଚା କୁ କିପରି ତିଆରି କରିବା,ଗୋଟେ ହେମଦସ୍ତା ସାହାର୍ଯ୍ୟରେ ଏହାକୁ ଫେସି ଏହା ଭିତରୁ ଆପଣ ତାର ରସ ବାହାର କରି ଦେବେ।ଏହି ପାଣିରେ ତାକୁ ପକେଇ ଭଲ ଭାବରେ ଫୁଟେଇବେ ଓ ତାପରେ ତାକୁ ଗୋଟେ ପାତ୍ରରେ କାଢି ତାମଧ୍ୟରେ ମହୁ ମିଶେଇ ରୋଗୀକୁ ଦେବେ ରକ୍ତରେ ତାର ପ୍ଲେଟସ ବଢିବାକୁ ଲାଗିବ ଓ ଆପଣଙ୍କ ଶରୀରରେ ଥିବା ସମସ୍ତ ସମସ୍ୟା ମୂଳରୁହିଁ ଭଲ ହୋଇଯିବ ଓ ଆପଣ ଏ ଚାର ସେବନ ପରେ ଆପଣ ଲକ୍ଷ୍ୟ କରି ପାରିବେ ଏହାର ଲାଭ ଓ କ୍ଷତି ବିଷୟରେ।

Leave a Reply

Your email address will not be published. Required fields are marked *