March 12, 2025

Odia Express

Leading Odia News Portal of Odisha

ଶୁଖିଯାଇଥିବା ଗାଲକୁ ଗୋଲ ମଟୋଲ ଆଉ ସୁନ୍ଦର ବନାନ୍ତୁ – ଏହି ଉପାୟ ଆଜି ଜାଣି ରଖନ୍ତୁ..

ଆଜି ଆମେ ଆପଣଙ୍କର ଏକ ବହୁତ ବଡ଼ ଅସୁବିଧାରେ କୁ ଦୂର କରିବାର ଉପାୟ ଆମେ ନେଇକି ଆସିଛୁ। ଆଜି ଆମେ ଜାଣିବା କି ଆମେ ଆମର ଶୁଖିଯାଇଥିବା ଗାଲ କୁ କିପରି ଗୋଲ ମଟୋଲ ତଥା ସୁନ୍ଦର କରି ପାରିବା। ଆମେ ସାଧାରଣତଃ ଛୋଟ ଛୁଆ ମାନଙ୍କୁ ବହୁତ ସୁନ୍ଦର ଆଉ ସରଳ କହିଥାଉ କାରନ୍ତାଙ୍କର ଗାଲ ବହୁତ ଗୋଲ ଆଉ ସୁନ୍ଦର ହେଇଥାଏ। ମାତ୍ର ଆମେ ଆମ ଗାଲ କୁ ସୁନ୍ଦର କରିବାକୁ ଚେଷ୍ଟା କରିଥାଉ ଯାହା କି ଆମକୁ ସୁବିଧା ଜନକ ହେଇନଥାଏ। ଜଣେ ମଣିଷ ଯେତେ ବି ସୁନ୍ଦର ହେଇଥାଉ ତାର ଶୁଖି ଯାଇଥିବା ଗାଲ ତାର ସମସ୍ତ ସୌନ୍ଦର୍ଯ୍ୟ କୁ ଖରାପ କରିଥାଏ। ତ ଆଜି ଆମେ ଆପଣଙ୍କ ଏହି ଅସୁବିଧା ଠାରୁ ଦୂର କରିବାକୁ କହିବାକୁ ଯାଉଛୁ। ତ ଚାଲନ୍ତୁ ଜାଣିବା ଏହି ଉପାୟ ବାବଦରେ।

ପ୍ରଥମେ ଆମେ ଜାଣିବା କି ଆମ ଗାଲ କାହିଁକି ଶୁଖିଯାଇଥାଏ। ଏହାର ତିନିଟି କାରଣ ଥାଏ। ଆଉ ଯଦି ଆମେ ଏହି ତିନୋଟି ଆଦତ କୁ ନ ଛାଡିବା ତ ତାହା ଆମ ପାଇଁ ଜମା ବି ଫାଇଦା ଦେଇ ପାରିବ ନାହିଁ।ପ୍ରଥମ କାରଣ ହେଉଛି କି ଯଦି ଆମେ ପାଣି କମ ପିଅନ୍ତି ତ ଆମ ଶରୀର ବହୁତ ଦୁର୍ବଳ ତଥା ପତଳା ରହିବ। ଏହାଦ୍ୱାରା ଆମ ଗାଲ ଶୁଖିଯିବ।

ଦ୍ୱିତୀୟତ ଯଦି ଆମେ ପୋଷକ ତତ୍ତ୍ୱ କମ ସେବନ କରୁଛୁ ତ ତାହା ଆମ ପାଇଁ ବହୁତ ଅସୁବିଧା କରିବ ଆଉ ଆମ ଗାଲ ଶୁଖିବ।
ତୃତୀୟତଃ ଯଦି ଆମେ ବିଡ଼ି, ସିଗାରେଟ ତଥା ତମ୍ବାକୁ ବହୁତ ଖାଉଛୁ ତ ତାହା ଆମ ପାଇଁ ବହୁତ ସମସ୍ୟାଜନକ ହେଇଥାଏ ଆଉ ତାହାଦ୍ୱାରା ବି ଆମ ଗାଲ ଶୁଖିଥାଏ।

ଆପଣ ପ୍ରଥମେ ଏହି ଆଦତ କୁ ଛାଡ଼ନ୍ତୁ ଆଉ ତା ପରେ ହି ଆପଣ ଆମ ଉପାୟ କରିବେ। ଉପାୟ କରିବା ପାଇଁ ଆପଣ ସର୍ବପ୍ରଥମେ ତେଲ ନିଅନ୍ତୁ। ଆପଣ ବାଦାମ ର ତେଲ ନିଅନ୍ତୁ ଯଦି ଆପଣ ବାଦାମ ର ତେଲ ନ ପାଇବେ ତ ଆପଣ ଶୁଦ୍ଧ ନଡ଼ିଆ ତେଲ ବି ନେଇପାରିବେ। ତ ଆପଣ ସର୍ବପ୍ରଥମେ ନିଜର ଗାଲ କୁ ଠିକ ଭାବେ ଧୋଇକି ସଫା କରନ୍ତୁ ଆଉ ତା ପରେ ପୋଛି ଦିଅନ୍ତୁ।ଏହାଦ୍ୱାରା ଆପଣଙ୍କ ଗାଲ ରେ ଥିବା ସମସ୍ତ ଧୂଳି ତଥା ମାଟି ସଫା ହେଇଯିବ ଆଉ ଆପଣଙ୍କୁ ବ୍ରଣ ର ବିପଦ ବି ରହିବନି। ତ ଆପଣ ତାକୁ କରିସାରିବା ପରେ ପ୍ରାୟ ଏକ ଚାମଚ ବାଦାମ ତେଲ ନେଇକି ନିଜ ଗାଲ ରେ ହାଲକା ହାତ ରେ ମାଲିସ କରନ୍ତୁ।

ଆପଣ ପ୍ରାୟ ୧୫ ମିନିଟ ଯାଏ ସେହିପରି ମାଲିସ କରନ୍ତୁ ଆଉ ମାଲିସ କରୁଥିବା ସମୟରେ ନିଜର ଗାଲ କୁ ଭଲ ଭାବେ ଚିମୁଟିବା କାମ କରନ୍ତୁ। ଏହି କାମ ଆପଣ ରାତିରେ କରନ୍ତୁ ଆଉ ତା ପରେ ଆପଣଙ୍କୁ ଯଦି ଭଲ ନ ଲାଗୁଛି ତ ଆପଣ ପୋଛି ଦିଅନ୍ତୁ। ମାତ୍ର ଆପଣଙ୍କୁ ତାକୁ ତା ପରଦିନ ସକାଳେ ହି ଧୋଇବାର ଅଛି। ତ ଆପଣ ତାକୁ ପୋଛିବା ପରେ ଶୋଇଯାଅନ୍ତୁ।

ଏହାଦ୍ୱାରା ଆପଣଙ୍କ ଗାଲ ରେ ରକ୍ତ ସଞ୍ଚାଳନ ଠିକ ହେବ ଆଉ ଆପଣଙ୍କ ଚେହେରା ବହୁତ ଚମକୀବ ଆଉ ଆପଣ ନିଜକୁ ଏକ ଫିଲ୍ମ ଷ୍ଟାର ଭାବେ ଅନୁଭବ କରିବେ।

Leave a Reply

Your email address will not be published. Required fields are marked *