March 17, 2025

Odia Express

Leading Odia News Portal of Odisha

ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର – ଜଣେ ଫେରିବାଲା ଡାକୁଥିଲା ମାତ୍ର ୧୦୦ ଟଙ୍କାରେ କିଣିକି ନିୟନ୍ତୁ ଓ ଜୀବନସାରା ବସିକି ଖାଆନ୍ତୁ – ତେବେ ସେ କଣ ବିକୁଥିଲା କୁହ?

ଏହି ପ୍ରଶ୍ନ ଏବଂ ଉତ୍ତର ଆପଣଂକୁ ନିଜର ପରୀକ୍ଷା କିମ୍ବା କୌଣସି କ୍ଷେତ୍ରରେ ବହୁତ ସହାୟକ ହେବ। ଏହା ଆପଣଙ୍କ ବୁଦ୍ଧିରେ ବିକାଶ କରିବାରେ ସହାୟକ ହେବ। ତେବେ ଏଭଳି ପ୍ରଶ୍ନ କୁ ଆପଣ ଖୁବ ଭଲ ପାଉଛନ୍ତି ସେ କଥା ଜାଣି ଆମକୁ ବହୁତ ଖୁସି ଲାଗୁଚି | ତେବେ ଏହାର ଉତ୍ତର ଦେବା ସହ ଆପଣ ଅନ୍ୟ ପ୍ରଶ୍ନର ଉତ୍ତର ଗୁଡିକ ମଧ୍ୟ ଦିୟନ୍ତୁ ଓ ନିଜ ସାଙ୍ଗମାନଙ୍କ ସହ ନିଶ୍ଚୟ ଏହାକୁ ସେୟାର କରନ୍ତୁ | ତେବେ ଚାଲନ୍ତୁ ଆଜି ୧୦ ଟି ପ୍ରଶ୍ନ ଓ ଉତ୍ତର ଜାଣିବା

୧.ବିଶ୍ଵ ର ସବୁଠୁ ବଡ଼ ରାଜପଥ କେଉଁଟି ଅଟେ?

ଉତ୍ତର: ଟ୍ରାନସ୍ କାନାଡା; ଦୈର୍ଘ୍ୟ: ୮୦୦୦ କି.ମି।

୨.ବିଶ୍ଵ ର କେଉଁ ଦେଶ ରେ ମହୁ ଖଟା ହୋଇଥାଏ?

ଉତ୍ତର: ବ୍ରାଜିଲ; ବ୍ରାଜିଲର ଜଙ୍ଗଲରେ ମହୁ ମିଠା ମିଳିଥାଏ।

୩.ବିଶ୍ଵ ର କେଉଁ ଦେଶରେ ୨ ଜଣ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି?

ଉତ୍ତର: ସାନ୍ ମାରିନୋ; ଏହା ଇଉରୋପ ମହାଦେଶ ର ଏକ ଅଙ୍ଗ ଅଟେ।

୪.କେଉଁ ପଶୁ ର ହୃଦୟ ତାର ମସ୍ତକ ରେ ଥାଏ?

ଉତ୍ତର: ସମୁଦ୍ର କଙ୍କଡ଼ା

୫. ଭାରତ ରେ ୧ ଟଙ୍କା ର ନୋଟ ରେ କାହାର ହସ୍ତାକ୍ଷର ଅଛି?

ଉତ୍ତର:ଏଥିରେ ବିତ୍ ମନ୍ତ୍ରାଳୟ ର ସଚିବ ଙ୍କ ର ହସ୍ତାକ୍ଷର ଥାଏ।

୬.ବିଶ୍ଵ ର କେଉଁ ଦେଶ ରେ ସମ୍ବାଦ କପଡା ରେ ଛାପଯାଏ?

ଉତ୍ତର:ସ୍ପେନ ;ଯାହା କି ଇଉରୋପ ମହାଦେଶ ର ଏକ ଅଙ୍ଗ ଅଟେ।

୭. ଜଣେ ବ୍ୟକ୍ତି ୧୦୦ ଟଙ୍କା ନେଇ ଦୋକାନକୁ ଗଲେ ସେ ୭୫ ର ଜିନିଷ କିଣିଲେ ଏବଂ ଦୋକାନୀ ତାଙ୍କୁ ୫ ଟଙ୍କା ଫେରେଇ ଲେ ଏହା ର ଉତ୍ତର କଣ ହୋଇପାରେ?

ଉତ୍ତର: ବ୍ୟକ୍ତି ୧୦୦ ଟଙ୍କା ନେଇ ଦୋକାନକୁ ଯାଇଥିଲେ ଏବଂ ଦୋକାନୀ ଠାରୁ ବ୍ୟକ୍ତି ଜଣକ ୮୦ ଟଙ୍କାରେ ଜିନିଷ କିଣିଥିଲେ ଏବଂ ପ୍ରତିବଦଳରେ ଦୋକାନୀ ତାଙ୍କୁ ୫ ଟଙ୍କା ଫେରାଇ ଥିଲେ।

୮. ମନୁଷ୍ୟ ଶରୀର ର କେଉଁ ଅଙ୍ଗ ପ୍ରତି ୨ ମାସ ରେ ବଦଳି ଥାଏ?

ଉତ୍ତର: ମଣିଷ ର ଆଇବ୍ରୋ।

୯. ଓକେ ର ଫୁଲ୍ ଫର୍ମ କଣ?

ଉତ୍ତର: ଓଭେକସନ୍ କିଲ୍ଲଡ୍ ; ମାନେ କୌଣସି ଅତ୍ୟୁକ୍ତି ନାହିଁ କିମ୍ବା କିଛି ଦ୍ୱିଧା ନାହିଁ।

୧୦.ପ୍ରଶ୍ନ : ଜଣେ ଫେରିବାଲା ଡାକୁଥିଲା ମାତ୍ର ୧୦୦ ଟଙ୍କାରେ କିଣିକି ନିୟନ୍ତୁ ଓ ଜୀବନସାରା ବସିକି ଖାଆନ୍ତୁ | ତେବେ ସେ କଣ ବିକୁଥିଲା କୁହ?

ସଠିକ ଉତ୍ତର ହେଉଛି – ଚୌକି ,ଯାହାକୁ ମାତ୍ର ୧୦୦ ତାଙ୍କ ଦେଇ ତମେ ଜୀବନସାରା ସେଥିରେ ବସିକି ଖାଏ ପାରିବ

ଏହି ପ୍ରଶ୍ନ ଗୁଡ଼ିକ ଦ୍ଵାରା ଆପଣ ମାନେ ବହୁତ୍ କିଛି ଗୁରୁତ୍ୱପୂର୍ଣ୍ଣ ସାଧାରଣ ଜ୍ଞାନ ଜାଣିପାରି ଥିବେ ବୋଲି ଆଶା କରୁ।

Leave a Reply

Your email address will not be published. Required fields are marked *