March 24, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଭାରତରେ ମୁଦ୍ରା କିପରି ତିଆରି ହୁଏ ? ପ୍ରାୟ ୯୯ ପ୍ରତିଶତ ଲୋକ ଏହି କଥା ଜାଣି ନଥିବେ…

ଆପଣ ମାନେ କଣ ଜାଣିଛନ୍ତି ଭାରତରେ କେଉଁଠାରେ ମୁଦ୍ରା ତିଆରି ହୁଏ ଓ କିପରି ତିଆରି ହୁଏ।ଯଦି ଆପଣ ଏ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତାହେଲେ ଆଗକୁ ନିଶ୍ଚିନ୍ତ ପଢ଼ନ୍ତୁ ଓ ଜଣାନ୍ତୁ ଏହି ଭଳି ରୋଚକ ତଥ୍ୟ।ଯେମିତିକି ଆପଣ ମାନେ ଜାଣିଛନ୍ତିକି ଆଜିକାଲି ସବୁ ଲୋକ ପଇସା ପଛରେ ଦୌଡ଼ିବାରେ ଲାଗିଛନ୍ତି।ପଇସା ଏମିତି ଜିନିଷ ଯାହାବିନା ବଞ୍ଚିବା ଆଦୌ ସମ୍ଭବ ପର ହୋଇନଥାଏ।ଆଜି ସବୁ କାର୍ଯ୍ୟରେ ପଇସା ଦରକାର ପଡିଥାଏ।ଆମ ମାନଙ୍କ ଭିତରୁ ବହୁତ କମ ଲୋକଙ୍କୁ ଜଣାଥାଏକି ଭାରତର କେଉଁ ସ୍ଥାନରର ମୁଦ୍ରାର ପ୍ରଚଳିତ ହୋଇଥିଲା।

ଆସନ୍ତୁ ଜାଣିବା ମୁଦ୍ର କେଉଁଠାରେ ତିଆରି ହୋଇଥାଏ।ଭାରତରେ କେବଳ ୪ ଟି ସ୍ଥାନରେ ଏହି ମୁଦ୍ରା ତିଆରି ହୋଇଥାଏ ଯେମିତିକି ମୁମ୍ଭାଇ,କୋଲକତା,ହାଇଦ୍ରାବାଦ,ନୋଇଡା ଏହି ଜାଗା ମାନଙ୍କରେ ମୁଦ୍ର ତିଆରି ହୋଇଥାଏ।ଆମେ ଆପଣଙ୍କୁ ଖୀ ରଖୁଛୁ ଭାରତର ଗୋଟେ ମୁଦ୍ରା ତିଆରି ପାଇଁ ଆମକୁ ବହୁତ କିଛି କରିବାକୁ ପଡିଥାଏ।ସବୁଠାରୁ ପ୍ରଥମ ପଦ୍ଧତି ହେଉଛି ଧାତୁ ଚୟନ ତାପରେ ସେ ଧାତୁକୁ ନେଇ ୭୦୦ ଡିଗ୍ରୀ ସେଲସୀୟସରେ ଆମେ ତାକୁ ତରଳେଇବା।

ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ପଦ୍ଧତି ବିଷୟରେ ତରଳା ଯାଇଥିବା ଧାତୁକୁ ନେଇ ଗୋଟେ ପତଳା ପ୍ଲେଟ ତିଆରି କରାଯାଏ।ଯାହାଦ୍ୱାରା ବହୁତ ଝହଜରେ ଏହାକୁ ମୁଦ୍ରାର ଆକାର ଦିଆ ଯାଇଥାଏ।ଏହି ପଦ୍ଧତିକୁ ଏକ୍ସଟ୍ରିୟୁଟ କୁହାଯାଏ।ଆସନ୍ତୁ ଜାଣିବା ତୃତୀୟ ପଦ୍ଧତି ସେ ତିଆରି ହୋଇଥିବା ପ୍ଲେଟକୁ ବର୍ତ୍ତମାନ ମୁଦ୍ରା ଆକାରରେ କଟାଯାଇ।ଯାହାଦ୍ୱାରା ମୁଦ୍ରାକୁ ଛପା ଯାଇ ପାରିବ।ଏବେ ଆସନ୍ତୁ ଜାଣିବା ଚତୁର୍ଥ ପଦ୍ଧତି ସେ ମୁଦ୍ରାର ଆକାର ଦିଆ ଯାଇଥିବା ଧାତୁକୁ ଘସି ତାକୁ ଚିକ୍କଣ କରାଯାଏ।

ଏବେ ଆସନ୍ତୁ ଜାଣିବା ଶେଷ ପଦ୍ଧତି ବିଷୟରେ ଏହି ପଦ୍ଧତିରେ ମୁଦ୍ରା ଉପରେ ଡିଜାଇନ ତିଆରି କରାଯାଏ।ସବୁ ମୁଦ୍ରାର ନିଜର ଅଲଗା ଅଲଗା ଛାଞ୍ଚ ଥାଏ ଯାହାଦ୍ୱାରା ସବୁ ମୁଦ୍ର ଉପରେ ଡିଜାଇନ ତିଆରି କରାଯାଏ।ଏହି ସବୁ ପଦ୍ଧତି ଦ୍ୱାରା ଗୋଟେ ମୁଦ୍ରା ପ୍ରସ୍ତୁତ ହୋଇଥାଏ।ସେଠାରେ ଉପରେ ତିନୋଟି ଚିନ୍ହ ଥାଏ ଯାହାଦ୍ୱାରା ଆମେ ଜାଣି ପାରିବ ସେ ମୁଦ୍ରା କେଉଁଠାରେ ପ୍ରସ୍ତୁତ ହୋଇଛି।ଯଦି ମୁଦ୍ରାର ତାରିଖ ତଳେ ତାରା ଚିନ୍ହ ଥାଏ ତାହେଲେ ଏହା ହାଇଦ୍ରାବାଦରେ ତିଆରି ହୋଇଛି।

ସେମିତି ନୋଏଡାର ଛପା ହୋଇଥିବା ମୁଦ୍ରରେ ତାରିଖ ତଳେ ଗୋଟେ ବିନ୍ଦୁ ଥାଏ ଓ କୋଲକତାର ମୁଦ୍ରା ତାରିଖ ତଳେ କୌଣସି ପ୍ରକାର ଚିନ୍ହ ନଥାଏ।ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବକି ମୁଦ୍ରା କେଉଁ ଧାତୁରୁ ତିଆରି ହୋଇଥାଏ?ଆମେ ଆପଣଙ୍କୁ କହିଦେଉଛୁ ନୂଆ ୫ ଟଙ୍କିଆ ଫେରେଟିକ ଷ୍ଟେନ ଲେସ ଷ୍ଟିଲରୁ ତିଆରି ହୋଇଥାଏ।ଆଉ ପୁରୁଣା ପାଞ୍ଚ ଟଙ୍କିଆ କପର ନିକେଲ ରେ ତିଆରି ହୋଇଥାଏ।ନୂଆ ଦୁଇ ଟଙ୍କିଆ ଫେରେଟିକ ଷ୍ଟେନ ଲେସ ଷ୍ଟିଲରୁ ତିଆରି ହୋଇଥାଏ ଆଉ ପୁରୁଣା ଦୁଇ ଟଙ୍କିଆ କପର ନିକେଲରୁ ତିଆରି ହୋଇଥାଏ।

ଆଉ ଏକ ଟଙ୍କିଆ ଫେରେଟିକ ଷ୍ଟେନ ଲେସ ଷ୍ଟିଲରୁ ତିଆରି ହୋଇଥାଏ।୨୫ ପଇସା ଓ ୫୦ ପଇସା ଫେରେଟିକ ଷ୍ଟେନ ଲେସ ଷ୍ଟିଲରୁ ତିଆରି ହୋଇଥାଏ।ଆଉ ଜାଣିବା କି ଆଜି କାଲି ମୁଦ୍ରା କାହିଁକି ଛୋଟ ଛୋଟ ହେବାରେ ଲାଗିଛି।ଆସନ୍ତୁ ଜାଣିବା କାହିଁକି ଏହା ଛୋଟ ହେବାର ଲାଗିଛି ନା ଯଦି କାହା ପାଖରେ ବହୁତ ପରିମାଣରେ ମୁଦ୍ରା ଥାଏ ତାହେଲେ ତାକୁ ତରଳେଇ ଲୋକ ଅଧିକ ଦାମରେ ବିକନ୍ତି ସେଥିପାଇଁ ସେମାନଙ୍କୁ କୌଣସି ଲାଭ ନହେଉ ବା ସେ ଲୋକ ମାନଙ୍କୁ ଠକି ନପାରନ୍ତୁ।ଆମେ ସରକାର ଆଜିର ମୁଦ୍ରାର ଆକାର ଦିନକୁ ଦିନ ଛୋଟ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *