March 24, 2025

Odia Express

Leading Odia News Portal of Odisha

ଏମାନେ ହେଲେ ବଲିଉଡ୍ ରେ ସବୁଠାରୁ ମହଙ୍ଗା କମେଡିଆନ୍, ଗୋଟେ ଫିଲ୍ମ ଫିସ୍ ଜାଣିଲେ ହଲାଇଦେବ ଆପଣଙ୍କ ଦିମାଗ୍

ବଲିଉଡ୍ ଇଣ୍ତଷ୍ଟ୍ରିରେ ଯେତେ ଫିଲ୍ମ ହୋଇଥାଏ ସେଥିରେ ବେଶୀ ମହତ୍ତ୍ୱପୁର୍ଣ୍ଣ ରୋଲ୍ ହିରୋ କିମ୍ବା ଭିଲେନ୍ ର ହୋଇଥାଏ , କିନ୍ତୁ ସେଥିମଧ୍ୟରେ କମେଡିଆନ୍ ରୋଲ୍ ବି ଅଧିକା ଥାଏ , ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ କମେଡି ଦେଖିବାକୁ ବହୁତ ଭଲ ଲାଗେ ବଲିଉଡ୍ ର ଏହି ଫିଲ୍ମରୁ ଅଧିକା ମନୋରଞ୍ଜନ ବାଲା ଫିଲ୍ମ ଅଧିକା ପସନ୍ଦ ଲାଗିଥାଏ , ଯାହାଙ୍କୁ ଆକ୍ସନ୍ ବାଲା ଫିଲ୍ମ ଅଧିକା ପସନ୍ଦ ଲାଗିଥାଏ ତାଙ୍କର ଚଏସ୍ ଅଲଗା ହୋଇଥାଏ , କିନ୍ତୁ ଅଧିକାଂଶ ଲୋକ କମେଡି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି , ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ବଲିଉଡ୍ ର କିଛି ଏମିତି କମେଡିଆନ୍ ଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ବଲିଉଡ୍ ରେ କାମ କରିବା ବାଲା ଅଭିନେତାଙ୍କ ଠାରୁ ଅଧିକା ପଇସା ନିଅନ୍ତି , ଏମାନଙ୍କ ଗୋଟେ ଫିଲ୍ମ ଫିସ୍ ଏତେ ଅଧିକା ହୋଇଥାଏ , ଯାହାଙ୍କୁ ଜାଣିବାପରେ ଆପଣଙ୍କ ମୁଣ୍ତ ବୁଲାଇଦେବ , ଏମାନଙ୍କ ଗୋଟେ ଫିଲ୍ମ ଫିସ୍ ଜାଣିଲେ ଆପଣ ଆଚମ୍ବିତ ହୋଇଯିବେ ।

୧) ରାଜପାଲ୍ ଯାଦବ : ଆପଣମାନେ ସମସ୍ତେ ରାଜପାଲ୍ ଯାଦବଙ୍କୁ ଜାଣିଥିବେ ଯିଏ କମେଡିର ମାମଲାରେ ଜଣେ ପ୍ରଖ୍ୟାତ କମେଡିଆନ୍ ଭାବେ ସବୁଆଡେ ଚର୍ଚ୍ଚିତ , ରାଜପାଲ୍ ଯାଦବ ଏବେ ୧୪୭ ରୁ ଅଧିକା ଫିଲ୍ମରେ କମେଡିଆନ୍ ଭାବେ ଦେଖାଯାଇସାରିଛନ୍ତି , ସେ ଗୋଟେ ଫିଲ୍ମରେ କାମ କରିବାପାଇଁ ଦୁଇରୁ ଚାରିକୋଟି ଟଙ୍କାର ଫିସ୍ ନିଅନ୍ତି ।

୨)ସଞ୍ଜୟ ମିଶ୍ରା : ସଂଞ୍ଜୟ ମିଶ୍ରା ଜଣେ ଭଲ କମେଡିଆନ୍ ଅଟନ୍ତି , ତାଙ୍କର ଜନ୍ମ ୬ ଅକ୍ଟୋବର ୧୯୬୩କୁ ବିହାରରେ ହୋଇଥିଲା,  ବର୍ତ୍ତମାନ ସମୟରେ ତାଙ୍କ ବୟସ ୫୪ ବର୍ଷ ହୋଇଯାଇଛି , ସେ ୧୪୦ ରୁ ଅଧିକା ଫିଲ୍ମରେ କମେଡିଆନ୍ ରୁପେ ନଜର ଆସିସାରିଛନ୍ତି , ସେ ଗୋଟେ ଫିଲ୍ମରେ କାମ କରିବାପାଇଁ ତିନି କୋଟି ଟଙ୍କା ଫିସ୍ ନିଅନ୍ତି ।

୩) ବୋମନ୍ ଇରାନୀ : ବୋମନ୍ ଇରାନୀ ବଲିଉଡ୍ ଭଲ କମେଡିଆନ୍ ଭାବେ ଜଣାଯାଆନ୍ତି । ସେ ୮୦ ରୁ ଅଧିକା ଫିଲ୍ମ କାମ କରିଛନ୍ତି । ଓ ସେ ଏକ ଫିଲ୍ମରେ କାମ କରିବାପାଇଁ ୮ ରୁ ୧୦ କୋଟି ପର୍ଯ୍ୟନ୍ତ ଫିସ୍ ନିଅନ୍ତି ।

୪) ଜନି ଲିଭର୍ : ବଲିଉଡ୍ ରେ ଜଣେ ଭଲ କମେଡିଆନ୍ ଜନି ଲିଭରଙ୍କ ବିଷୟରେ କିଏ ବା ନଜାଣେ । ଛୋଟ ଛୁଆଙ୍କୁ ନେଇକରି ବଡ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ତାଙ୍କ ନାଁ ରହିଥାଏ । ଓ ତାଙ୍କୁ ପସନ୍ଦ କରୁଥିବା ପ୍ରଶଂସକଙ୍କ କଥା କହିଲେ ଦୁନିଆଁରେ ତାଙ୍କର ଲକ୍ଷାଧିକ ଓ କୋଟିଏ ଲୋକ ତାଙ୍କୁ ପସନ୍ଦ କରିଥାନ୍ତି । ତାଙ୍କ ଦ୍ୱାରା କରାଯାଇଥିବା ଫିଲ୍ମ ଭଲ କମେଡି ପାଇଁ ପ୍ରଶଂସା ପାଇଛନ୍ତି , ସେ ବହୁତ ଭଲ ଫିଲ୍ମରେ କାମ କରିଛନ୍ତି , ଓ ସବୁ ଫିଲ୍ମ ଫିଲ୍ମରେ ତାଙ୍କ ଅଭିନୟ ଲକ୍ଷାଧିକ ଲୋକଙ୍କ ଦ୍ୱାରା ପସନ୍ଦ ଗୋଟେ ଫିଲ୍ମରେ କାମ କରିବାପାଇଁ ୪ ରୁ ୫ କୋଟି ଟଙ୍କା ଫିସ୍ ନିଅନ୍ତି ।

୫) ଅସରାନୀ : ସେ ନିଜ ପରିଚୟ ଏକ କମେଡିଆନ୍ ରୁପରେ ବନାଇଛନ୍ତି , ଅସରାନୀ ବଲିଉଡ୍ ରେ ବହୁତ ଫିଲ୍ମରେ କାମ କରିଛନ୍ତି , ଓ ତାଙ୍କ ଅଭିନୟ ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଉଥିଲା, ଯଦି ତାଙ୍କ ଗୋଟିଏ ଫିଲ୍ମ ଫିସ୍ କଥା କହିବା ଏହି ଗୋଟିଏ ଫିଲ୍ମରେ କରିବାପାଇଁ ୩୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ନିଅନ୍ତି ।

Leave a Reply

Your email address will not be published. Required fields are marked *