ବଲିଉଡ୍ ଫିଲ୍ମ “ହମ୍ ସାଥ୍ ସାଥ୍ ହୈଁ “ରେ ଏହି ଶିଶୁ କଳାକାର ଏବେ ହୋଇଯାଇଛନ୍ତି ବହୁତ ବଡ – ସୁନ୍ଦରତା ଦେଖିଲେ ଦୀପିକା ଆଲିଆ ଙ୍କୁ ଭୁଲିଯିବେ ଆପଣ…

ବଲିଉଡ୍ ଇଣ୍ତଷ୍ଟ୍ରିରେ ଆସିବା ଦିନରୁ ବହୁତ ସାରା ଫିଲ୍ମ ରିଲିଜ୍ ହୋଇଥାଏ , ଓ ଏହି ଫିଲ୍ମରେ କାମ କରିବାପାଇଁ ଅଭିନେତା ଓ ଅଭିନେତ୍ରୀଙ୍କୁ ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଏ , କିନ୍ତୁ ଫିଲ୍ମରେ ଏମିତି ବହୁତ ଶିଶୁ କଳାକାର ଅଛନ୍ତି ଯାହାଙ୍କ ଅଭିନୟ ଦେଖିବା ଭଲ ଲାଗିଥାଏ , ଏବେ କିଛି ବର୍ଷ ପୁର୍ବରୁ ବଲିଉଡ୍ ପର୍ଦାରେ ରିଲିଜ୍ ହୋଇଥିବା ହମ୍ ସାଥ୍ ସାଥ୍ ହୈଁ ତ ଆପଣ ମାନେ ନିଶ୍ଚିତ ଦେଖିଥିବେ , ଏହା ଏକ ପାରିବାରିକ ଫିଲ୍ମ ଥିଲା, ଓ ଏହାକୁ ଲୋକଙ୍କ ଦ୍ୱାରା ବହୁତ ହିଁ ପସନ୍ଦ କରାଯାଇଥିଲା, ଓ ଯଦି ଆପଣ ଏହି ଫିଲ୍ମକୁ ଦେଖିଥିବେ ତେବେ ଆପଣ ଏହି ଫିଲ୍ମରେ ନିଜ ଅଭିନୟ ଦ୍ୱାରା କରିଥିବା ଶିଶୁ କଳାକାରଙ୍କ ବିଷୟରେ ମାଲୁମ୍ ଥିବ ,
ଏହି ଫିଲ୍ମରେ କାମ କରୁଥିବା ଅଲଗା ଅଲଗା କଳାକାରଙ୍କ ଅଲଗା ଅଲଗା ଭୁମିକା ନିଭାଇଥିଲେ , କିନ୍ତୁ ଏହି ଫିଲ୍ମରେ ଯେଉଁ ଛୋଟ ଝିଅଟି ସଲମାନ ଖାନ୍ ଙ୍କ ଭଉଣୀ ଅଭିନୟ କରିଥିଲେ ସେ ଝିଅକୁ ଦର୍ଶକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଥିଲା, ଆଜି ଆମେ ସେହି ଛୋଟ ଝିଅ ବିଷୟରେ କିଛି କହିବାକୁ ଆସିଛୁ , ସେ ସେତେବେଳେ ବହୁତ କ୍ୟୁଟ୍ ଓ ସୁନ୍ଦର ଆସୁଥିଲେ କିନ୍ତୁ ସମୟର ପରିବର୍ତ୍ତନ ଫଳରେ ଏବେ ସେ ବହୁତ ବଡ ହୋଇସାରିଛନ୍ତି
ବଲିଉଡ୍ ଫିଲ୍ମ ହମ୍ ସାଥ୍ ସାଥ୍ ହୈଁ ରେ ଏହି ଛୋଟ ଝିଅଟି ସଲମାନଙ୍କ ଛୋଟ ଭଉଣୀର ରୋଲ୍ ନିଭାଇଥିଲେ , ଆମେ ଯେଉଁ ଛୋଟ ଶିଶୁ କଳାକାରଙ୍କ ବିଷୟରେ କହୁଛୁ ସେ ଆଉ କିଏ ନୁହେଁ ତାଙ୍କ ନାଁ ଜୋୟା ଅଫରୋଜ୍ ଅଟେ , ତାଙ୍କର ଜନ୍ମ ୧୯୯୪ ରେ ହୋଇଥିଲା, ଏବେ ସେ ପ୍ରାୟ ୨୪ ବର୍ଷର ହୋଇସାରିଲେଣି । ସେ କ୍ୟୁଟ୍ ଦେଖାଯାଉଥିବା ଜୋୟା ଏବେ ବହୁତ ବଡ ହୋଇସାରିଲେଣି , ଏବେ ଦେଖିବାକୁ ବହୁତ କ୍ୟୁଟ୍ ଲାଗୁଛନ୍ତି , ଓ ତାଙ୍କର ଲୁକ୍ ରେ ବହୁତ ପରିବର୍ତ୍ତନ ହୋଇସାରିଛି ।
ଯଦି ଆପଣ ଜୋୟା ଅଫରୋଜ୍ ଙ୍କ ଫଟୋଗୁଡିକ ଦେଖିବେ ତେବେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ , ଏହି ଛୋଟ ଶିଶୁ କଳାକାର ଯେଉଁ ଫିଲ୍ମରେ ବଲିଉଡ୍ ଦିଗଜ୍ ଅଭିନେତା ସଲମାନ ଖାନ୍ ଙ୍କ ଭଉଣୀ ଅଭିନୟ କରିଥିଲେ, ଏମିତି କୁହାଯାଉଛି କି ଯେବେ ଜୋୟା ଅଫରୋଜ୍ ଏହି ଫିଲ୍ମରେ କାମ କଲେ ସେହି ସମୟରେ ତାଙ୍କ ବୟସ ମାତ୍ର ୬ ବର୍ଷର ଥିଲା , ଏତେ ଛୋଟ ବୟସରୁ ସେ ବହୁତ ଭଲ ଅଭିନୟକରିଥିଲେ, ତାଙ୍କର ଅଭିନୟକୁ ଲକ୍ଷାଧିକ ଦର୍ଶକ ବହୁତ ପସନ୍ଦ କରିଥିଲେ ,
ଜୋୟା ଅଫରୋଜ୍ ବହୁତ ବଡ ହୋଇସାରିଲେଣି , ଓ ବହୁତ ସୁନ୍ଦର ଓ ବୋଲ୍ଡ ଲାଗୁଛନ୍ତି , ବଲିଉଡ୍ ଫିଲ୍ମ ହମ୍ ସାଥ୍ ସାଥ୍ ହୈଁରେ କାମ କରିବାପରେ ସେ ବଲିଉଡ୍ ଇଣ୍ତଷ୍ଟ୍ରିରେ ବହୁତ ସାରା ଫିଲ୍ମରେ କାମ କଲେ , ଓ ନିଜର ଭଲ ଅଭିନୟ ଦ୍ୱାରା ଲୋକଙ୍କର ହୃଦୟ ଜିଣିଲେ , ଆପଣଙ୍କୁ କହିଦେବୁ କି ୨୦୧୩ ରେ ଜୋୟା ଅଫରୋଜ୍ ମିସ୍ ଇଣ୍ତିଆ ଉପାଧି ଦ୍ୱାରା ସମ୍ମାନିତ ହୋଇସାରିଛନ୍ତି , ଓ ସୋସିସାଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି ।
ଆପଣ ତାଙ୍କର ଫଟୋ ଦେଖିକରି ଏହି କଥାର ଅନ୍ଦାଜା ଲଗାଇପାରିବେ , ସେ ଦେଖିବାକୁ କେତେ ସୁନ୍ଦର ଓ ବୋଲ୍ଡ ନଜର ଆସୁଛନ୍ତି , ତାଙ୍କର ସୁନ୍ଦରତାର ବହୁତ ଲୋକ ଦିୱାନା ହୋଇସାରିଛନ୍ତି , ଆସିବା ଦିନରୁ ସେ ନିଜର ସୁନ୍ଦର ସୁନ୍ଦର ଫଟୋଗୁଡିକ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି , ତାଙ୍କର ସୁନ୍ଦର ଫଟୋଗୁଡିକ ଦେଖିଲେ ଆପଣ ବି ଜାଣିପାରିବେ କି ସେ ସୁନ୍ଦରତା ମାମଲାରେ କେଉଁ ଅଭିନେତ୍ରୀଙ୍କ ଠାରୁ କମ୍ ନୁହନ୍ତି ।