March 23, 2025

Odia Express

Leading Odia News Portal of Odisha

TYPEWRITER ସବୁଠାରୁ ଲମ୍ବା ଶବ୍ଦ ଅଟେ,ମହିଳାମାନେ ସବୁଦିନ ପ୍ରାୟ ୨୦ହଜାର ଶବ୍ଦ କହିଥାନ୍ତି , ଜାଣିନିଅନ୍ତୁ ମସ୍ତିଷ୍କକୁ ଘୁମାଇଦେଲା ଏଭଳି ୫୦ ଟି ରୋଚକ କଥା- ନିଶ୍ଚୟ ପଢନ୍ତୁ.ଜୀବନରେ ବହୁତ କିଛି ଶିକ୍ଷା ପାଇବେ…

କହିଦେବୁ କି ଆମର ଏହି ଦୁନିଆଁ ଯାହାକୁ ଆମେ କହୁ କି ଏହା ଗୋଲ୍ ଅଟେ କିନ୍ତୁ ଏହା କେବଳ ଗୋଲ୍ ନୁହେମ୍ଂ ବରଂ ବହୁତ ସାରା ରୋଚକ ତଥ୍ୟରେ ଭରି ରହିଛି , ଯାହା ବିଷୟରେ ଜାଣିବାକୁ ବହୁତ ଲୋକ ସବୁ ସମୟରେ ଉତ୍ସୁକତା ସହ ରହିଥାନ୍ତି , ଆଜି ଆମେ ଏହି ପୋଷ୍ଟରେ ଦୁନିଆଁରେ ମହଜୁତ୍ କିଛି ଏମିତି ତଥ୍ୟ ଦେବାକୁ ଯାଉଛୁ ଯାହା ନିଶ୍ଚିତ ରୁପରେ ଆପଣଙ୍କ ମୁଣ୍ତ ଘୁମାଇଦେବ ।ତେବେ ନିଶ୍ଚୟ ଏହି ୫୦ଟି ରୋଚକ କଥା କୁ ସାଙ୍ଗ ମାନକ ସହ ସେୟାର କରିବେ

୧) ମହିଳାମାନେ ସବୁବେଳେ ସବୁଦିନ ପ୍ରାୟ ୨୦ହଜାର ଶବ୍ଦ କହିଥାନ୍ତି , ଯାହାକି ପୁରୁଷଙ୍କ ଓସତରୁ ୧ ହଜାର କିମ୍ବା ୨ ହଜାର ନୁହେଁ ବରଂ ୧୩ହଜାର ଶବ୍ଦ ଅଧିକା ହୋଇଥାଏ । ୨) ପ୍ରଥମ ଚିନି ଭାରତରେ ହିଁ ତିଆରି ହୋଇଥିଲା ୩) ମହୁ ହଜାର ବର୍ଷ ପର୍ଯ୍ୟନ୍ତ ଖରାପ ହୁଏ ନାହିଁ , ୪) ପ୍ରଜାପତି କେଉଁ ଜିନିଷର ସ୍ୱାଦ ପରଖିବାପାଇଁ ନିଜ ଗୋଡ ଦ୍ୱାରା ସ୍ୱାଦ ଚାଖିଥାନ୍ତି । ୫) କୋକାକୋଲାର ଅସଲି ରଙ୍ଗ ସବୁଜ ଥିଲା, ୬) କପି ଓ ପେଷ୍ଟର ଆବିଷ୍କାର ଆମେରିକାର ଲ୍ୟାରି ଟେସଲର୍ କରିଥିଲେ । ୭) ଲଗାତାର ୧୧ ଦିନରୁ ଅଧିକା ଦିନ ଯାଏଁ ଅନିଦ୍ରା ରହିବା ସଂମ୍ଭବପର ନୁହେଁ । ୮) ମହିଳାଙ୍କ ହୃଦସ୍ପନ୍ଦନର ବେଗ ପୁରୁଷଙ୍କ ତୁଳନାରେ ଅଧିକା ହୋଇଥାଏ । ୯) କହିବାକୁ ତ ଚାହୁଁନି କିନ୍ତୁ କହିଦେଉଛି , ହକି ଭାରତର ରାଷ୍ଟ୍ରିୟ ଖେଳ ନୁହେଁ । ୧୦) ଇଣ୍ଟରନେଟ୍ ରେ ୮୦ ପ୍ରତିଶତ ଟ୍ରାଫିକ୍ ସର୍ଚ୍ଚ ଇଞ୍ଜିନ୍ ରୁ ହିଁ ଆସିଥାଏ ।

୧୧) ମଣିଷଙ୍କ ଶରୀରରେ ଥିବା ବ୍ୟାକ୍ଟେରିଆର ସଂଖ୍ୟା ପୃଥିବୀରେ ମହଜୁଦ ଜୀବଜନ୍ତୁଙ୍କ ସଂଖ୍ୟାରୁ ଅଧିକା ଅଟେ । ୧୨) ଲଣ୍ତନ ସହରରେ ୮୬ ଆରବପତି ରୁହନ୍ତି, ଯାହା ଦୁନିଆଁର କେଉଁ ସହର ଠାରୁ ଅଧିକା ଅଟେ । ୧୩) ଭାରତରେ ୧୦୦ ରୁ ୩ ଜଣ ଲୋକ ଇନକମ୍ ଟ୍ୟାକ୍ସ ଭରନ୍ତି । ୧୪) ଲାଇଟରର ଆବିଷ୍କାର ଦିଆସିଲି ପୁର୍ବରୁ ହୋଇଥିଲା । ୧୫) ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ପିମ୍ପୁଡି ମାନେ କେବେ ଶୋଇନଥାନ୍ତି । ୧୬) ୱାର୍ଲଡ୍ ରେକର୍ଡ ବନାଇବା ମାମଲାରେ ଭାରତ ଦୁନିଆଁର ତୃତୀୟ ସ୍ଥାନରେ ଅଛି । ୧୭) ଗୁଣ୍ତୁଚିମୁଷାର ଗୋଟେ ଦାନ୍ତ ସବୁବେଳେ ବଢୁଥାଏ , ୧୮) ବାଦୁଡି ଗୁମ୍ପାରୁ ବାହାରି ସବୁବେଳେ ବାମ କଡୁ ବୁଲିଥାନ୍ତି

୧୯) ଏକ ଓସତ ମନୁଷ୍ୟ ପାଇଁ ନିଜ ହିଁ କହୁଣି କୁ ଚାଟିପାରିବା ଅସଂମ୍ଭବ ଅଟେ , ଯେଉଁ ଲୋକ କହୁଣି ବାଲା ତଥ୍ୟ ପଢୁଛନ୍ତି , ସେଥିରୁ ୭୫ ପ୍ରତିଶତ ଅଧିକା ଲୋକ ନିଜ କହୁଣି ଚାଟିବାକୁ ଚେଷ୍ଟା କରିବେ । ୨୦) ସମୁଦ୍ରର କଙ୍କଡା ତାଙ୍କ ହୃଦୟ ମୁଣ୍ତରେ ହିଁ ଥାଏ । ୨୧) ଆମର ମସ୍ତିଷ୍କ ନିଜର ଏକ ଚେହେରା ବନାଇପାରିବ ନାହିଁ , ଏଥିପାଇଁ ସ୍ୱପ୍ନରେ ଦେଖାଦେଉଥିବା ସବୁ ଚେହେରା କେଉଁଠି ନା କେଉଁଠି ଦେଖିଥାଆନ୍ତି ।୨୨)ପୃଥିବୀର ଗୁରୁତ୍ୱଆକର୍ଷଣ କାରଣରୁ ପର୍ବତର ସଂଖ୍ୟା ୧୫ ହଜାର ମିଟର ଉଚ୍ଚା ହେବା ସଂମ୍ଭବ ନୁହେଁ । ୨୩) କେହି ବି ମଣିଷ ବିନା ଖାଇ କିଛି ଦିନ ବା ସପ୍ତାହ ରହିପାରିବ , କିନ୍ତୁ ବିନା ଶୋଇ କେବଳ ୧୦ରୁ ୧୧ ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ । ୨୪) କେସୋବେରି ଏମିତି ଏକ ପକ୍ଷୀ ଅଟେ ଯାହାର ଛୁରୀ ପରି ପଞ୍ଜା ବ୍ୟକ୍ତି କିମ୍ବା କେଉଁ ଜନ୍ତୁକୁ ଫାଡିଦେଇପାରେ । ୨୬) ପାଇଥନ ଏତେ ବିଶାଳକାୟ ଅଜଗର୍ ହୋଇଥାଏ , ଯାହା ୯୦ କିଲୋଗ୍ରାମ ଭାଲୁ କୁ ବି ଗିଳିଦେଇପାରେ । ୨୭) ମହୁମାଛି ୧ କିଲୋ ମହୁ ବନାଇବାରେ ୪୦ ଲକ୍ଷ ଫୁଲର ରସକୁ ଶୋଷିବା ସହ ସମାନ ହୋଇଥାଏ । ୨୮) ବିଶ୍ୱରେ ଆମ୍ବର ୧୦୦୦ ପ୍ରକାରର ପ୍ରଜାତି ଜନ୍ମ ହୋଇଥାଏ ।୨୯) ନାଇଟ୍ରୋଜେନ୍ ପ୍ରାପ୍ତ କରିବାପାଇଁ କିଛି ଗଛ ମାଂସ ଖାଇଥାନ୍ତି , ତାଙ୍କର ଭୋଜନ ପୋକଜୋକ ହୋଇଥାଏ,  ବିନସ ଫ୍ଲାଇ ଟ୍ରାପ୍ ପିଚର ପ୍ଲାଣ୍ତ । ୩୦) ଦରକାରରୁ ଅଧିକା ଟେନସନ୍ ଆପଣଙ୍କ ମସ୍ତିସ୍କକୁ କିଛି ସମୟ ପାଇଁ ବନ୍ଦ କରିଦେଇପାରେ । ୩୧) ଖାଉଥିବା ଛତୁ କେବଳ ୭ ଦିନରେ ପୁରା ବିକଶିତ ହୋଇଯାଏ , ୩୨) ବିଶ୍ୱରେ ସେଓର ଏତେ ପ୍ରଜାତି ଅଛି ଯଦି ସବୁଦିନ ଗୋଟେ ସେଓ ହଜିଯାଏ ତେବେ ସବୁ ପ୍ରଆର ସେଓ ଖାଇବାରେ ୨୦ ବର୍ଷ ଲାଗିଯିବ ।

୩୩) ସ୍ତ୍ରୀଙ୍କ କମିଜର ବଟନ ବାମ କଡକୁ ଯେବେ କି ପୁରୁଷଙ୍କ କମିଜ୍ ବଟନ ଡାହାଣ କଡକୁ ହୋଇଥାଏ । ୩୪) ଆମର ଶରୀରରେ ଏତେ ଲୁହା ହୋଇଥାଏ ସେଥିରୁ ୧ ଇଞ୍ଚ କିଳା ବନାଯାଇପାରିବ । ୩୫) ଘୋଡା ଠିଆ ହୋଇ ବି ଶୋଇପାରିବ , କାରଣ ତାର ପାଦ ମଜବୁତ୍ ହୋଇଥାଏ , ୩୬) ପୃଥିବୀର କେନ୍ଦ୍ରର ତାପମାନ ସୁର୍ଯ୍ୟର ତାପମାନ ବରାବର ହୋଇଥାଏ । ୩୭) ମୋଜା ପିନ୍ଧିକରି ଶୋଉଥିବା ଲୋକ ବହୁତଥର ଉଠିଥାନ୍ତି , କିନ୍ତୁ ବିଲକୁଲ୍ ଉଠନ୍ତି ନାହିଁ । ୩୮) ପିଆଜ କାଟୁଥିବା ସମୟରେ ଆଖିରେ ଲୁହ ସାଇନ୍ ପ୍ରୋପୋଥିୟଲ୍ ଏସ୍ ଏକ୍ସସାଇଡ୍ କାରଣରୁ ଆସିଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି ଯଦି ପିଆଜ କାଟୁଥିବା ସମୟରେ ଚୁଇଁଙ୍ଗ୍ ଗମ୍ ଚୋବାଇଲେ ଆଖିରେ ବିଲକୁଲ୍ ଲୁହ ଆସିନଥାଏ , ୩୯) ଗୋଲ୍ଡ ଫିସ୍ ନିଜ ଆଖିରେ କେବେ ବନ୍ଦ କରେ ନାହିଁ ।

୪୦) ଭାରତରେ ସବୁ ବର୍ଷ ଆମେରିକାରେ ଦୁଇଗୁଣା ଇଞ୍ଜିନିୟର ହୋଇଥାନ୍ତି । ୪୧) ଭାରତୀୟ ଆର୍ମୀରେ ଭର୍ତ୍ତି ହେବାପାଇଁ କେଉଁ ପ୍ରକାରର ଆରକ୍ଷଣ ହୋଇନଥାଏ , ୪୨) ଓସତ ଏକ ବ୍ୟକ୍ତି ନିଜ ଜୀବନରେ ୧୪ ଦିନ ଟ୍ରାଫିକ୍ ସିଗନାଲ୍ ରେ ବିତାଇଦେଇଥାଏ , ୪୩) ଦୁନିଆଁରେ ଆଇଫୋନ୍ ପରିଚିତ କରିଥିବା ଷ୍ଟିଭ୍ ଜବ୍ସ କାରରେ କେବେ ବି ନମ୍ବର ପ୍ଲେଟ୍  ଲଗାଇନାହାନ୍ତି । ୪୪) ଶୁତୁର ମୁର୍ଗର ଆଖି ତାହାର ମସ୍ତିଷ୍କରୁ ବଡ ହୋଇଥାଏ । ୪୫) ଅସରପା ଏମିତି ଏକ ଜୀବ ଅଟେ ଯାହା ମୁଣ୍ତକୁ କାମୁଡିଲେ ବହୁତ ଦିନ ଯାଏଁ ଜିବିତ ରହିପାରିବ ,କାରଣ ଅସରପର ଦିମାଗ ଶରୀରରେ ହୋଇଥାଏ , ଶେଷରେ ମରିବାର କାରଣ ଖାଇବା ନଖାଇବାରୁ ହୋଇଥାଏ । ୪୬) ୨୬୯ ମିଟର ଉଚ୍ଚତା ବାଲା ଟାଇଟେନିକ୍ ଯଦି ସିଧା ଠିଆ କରିଦିଆଯାଏ ତେବେ ଏହା ନିଜ ସମୟର ସବୁ ଇମାରତରୁ ଉଚ୍ଚା ହେବ । ୪୭) ଆମର ଆଙ୍ଗୁଠିର ଚିହ୍ନ ଆମର ପାଟିର ଚିହ୍ନରୁ ଅଲଗା ହୋଇଥାଏ , ୪୮) TYPEWRITER ସବୁଠାରୁ ଲମ୍ବା ଶବ୍ଦ ଅଟେ ଯାହାକି କିବୋର୍ଡରେ ଗୋଟେ ଲାଇନ୍ ରେ ଟାଇପ୍ ହୋଇଥାଏ । ୪୯) ଝିଟିପିଟିର ହୃଦୟ ୧ ମିନିଟ୍ ରେ ୧୦୦୦ ଥର ଧକ୍ ଧକ୍ କରିଥାଏ । ୫୦) ଦୁନିଆଁରେ ଅଧିକାଂଶ ସିରିଆଲ୍ କିଲର୍ ନଭେମ୍ବର ମାସରେ ଜନ୍ମ ନେଇଥାନ୍ତି ।

Leave a Reply

Your email address will not be published. Required fields are marked *