ଆଜିର ମଜାଦାର ପ୍ରଶ୍ନ – ଗୋଟେ ଝିଅ ୧୯୪୦ ରେ ଜନ୍ମ ହେଲା ଆଉ ୧୯୫୦ ରେ ମରିଗଲା, ମାତ୍ର ମାରିବା ସମୟରେ ତାର ବୟସ ଥିଲା ୨୦ ବର୍ଷ – ତ କୁହନ୍ତୁ ଏହା କିପରି ସମ୍ଭବ? ଉତ୍ତର ବୁଦ୍ଧି ଥିଲେ ଦିୟନ୍ତୁ..a

ଯଦି ଆପଣ ଜିକେ ପଢିବାକୁ ପସନ୍ଦ କରନ୍ତି ତ ଆଜିର ଲେଖା କୁ ଶେଷ ଯାଏ ପଢିବେ। କାରଣ ଏଥିରେ ଆମେ ବହୁତ ଭଲ ଭଲ ପ୍ରଶ୍ନ ଆଉ ତାର ଉତ୍ତର କହିଥାଉ। ତେବେ ଏହି ପ୍ରଶ୍ନ ଗୁଡିକ ନିଶ୍ଚୟ ଆପଣଙ୍କ କାମରେ ଆସିବ |ଜୀବନରେ ଶିକ୍ଷା ଗ୍ରହଣ କରିବା ପାଇଁ ନିଶ୍ଚୟ ଜ୍ଞାନର ଆବଶ୍ୟକତା ହେଇଥାଏ |ତେବେ ଚାଳନାତୁ ଆଜି ଆମେ ଆପଣଙ୍କ ପାଇଁ ଏଭଳି ମଜାଦାର ଓ କୌତୁହଳ ପ୍ରଶ୍ନ ନେଇ ଅଶିଚୁ |ତେବେ ଏହି ପ୍ରଂଶ ଭଲ ଲାଗିଲେ ନିଶ୍ଚୟ ସାଙ୍ଗମାନଙ୍କ ସହ ସେୟାର କରିବେ |ତ ଚାଲନ୍ତୁ ଜାଣିବା।
ପ୍ରଶ୍ନ ନମ୍ବର ୧: ଏପରି କେଉଁ ଜିନିଷ ଯାହା ଆଜି ଅଛି ତ କାଲି ନାହିଁ, କାଲି ଅଛି ତ ପହରଦିନ ନାହିଁ ଆଉ ପହରଦିନ ଅଛି ତ ତା ପର ଦିନ ନାହିଁ।
ସଠିକ ଉତ୍ତର : ତାରିଖ ଅଥବା ଦିନାଙ୍କ
ପ୍ରଶ୍ନ ନମ୍ବର ୨: ଏହା କେଉଁ ଜିନିଷ ଯାହାକୁ ଆପଣ ଯେତେ ଟାଣିବେ ତାହା ସେତେ ଛୋଟ ହେଇଯିବ।
ସଠିକ ଉତ୍ତର ; ବିଡ଼ି
ପ୍ରଶ୍ନ ନମ୍ବର ୩: ତାହା କେଉଁ ଜିନିଷ ଯାହାକୁ ସମସ୍ତେ ଶୋଇବା ଆଗରୁ କାଢ଼ିଙ୍କି ଶୁଅନ୍ତି।
ସଠିକ ଉତ୍ତର : ଚପଲ
ପ୍ରଶ୍ନ ନମ୍ବର ୪: କେଉଁ ଦୁଇଟି ଜିନିଷ ଯାହା କି ସୁନାର ମାତ୍ର ସୁନା ଠାରୁ ଶସ୍ତା ଅଟେ?
ସଠିକ ଉତ୍ତର : ଖଟ ଆଉ ତକିଆ
ପ୍ରଶ୍ନ ନମ୍ବର ୫: ଦୁଇଟି ଏପରି ବର୍ଷ ଯାହାଙ୍କୁ ଉଲ୍ଟା ଲେଖିବା ବା ସିଧା ତାହା ସମାନ ହି ରହିବ?
ସଠିକ ଉତ୍ତର : ୧୮୮୧ ଆଉ ୧୯୯୧
ପ୍ରଶ୍ନ ନମ୍ବର ୬: ଏପରି କେଉଁ ଜିନିଷ ଯାହାକୁ ଆମେ ଖାଇବା ପାଇଁ କିଣନ୍ତି ମାତ୍ର ଖାଆନ୍ତି ନାହିଁ?
ସଠିକ ଉତ୍ତର : ପ୍ଲେଟ ଆଉ ଚାମଚ
ପ୍ରଶ୍ନ ନମ୍ବର ୭: କେଉଁ ତିନୋଟି ଭାଷା ଯାହା ଖାଇବା ପାଇଁ ବି କାମ ଆସେ?
ସଠିକ ଉତ୍ତର : ଆରବୀ, ଭୋଜପୁରୀ ଆଉ ଚିନି
ପ୍ରଶ୍ନ ନମ୍ବର ୮: ଏପରି ଏକ ଜିନିଷ ଯାହାକୁ ଚୋର ଦେଖିପାରେ ମାତ୍ର ଚୋରି କରିପାରେ ନାହିଁ?
ସଠିକ ଉତ୍ତର : ଜ୍ଞାନ
ପ୍ରଶ୍ନ ନମ୍ବର ୯: ଭାରତରେ କେତୋଟି ଜିଲ୍ଲା ଅଛି?
ସଠିକ ଉତ୍ତର : ୭୪୭ ଜିଲ୍ଲା
ପ୍ରଶ୍ନ ନମ୍ବର ୧୦: ଭାରତର ରାଷ୍ଟ୍ର ମିଠା କଣ ଅଟେ?
ସଠିକ ଉତ୍ତର : ଜିଲାପି
ପ୍ରଶ୍ନ ନମ୍ବର ୧୧: ବିଶ୍ୱର ସର୍ବାଧିକ ଜମି କାହା ପାଖରେ ଅଛି?
ସଠିକ ଉତ୍ତର : କ୍ୟାଥଲିକ ଚର୍ଚ୍ଚ
ପ୍ରଶ୍ନ ନମ୍ବର ୧୨: କେଉଁ ଜୀଵ ୬ ଦିନ ଯାଏ ନିଶ୍ୱାସ ଅଟକାଇ ରଖିପାରେ?
ସଠିକ ଉତ୍ତର : ବିଛା
ପ୍ରଶ୍ନ ନମ୍ବର ୧୩: କେଉଁ ସହର ରେ ପାଞ୍ଚଟି ସୂର୍ୟ୍ଯ ଦେଖାଯାଏ?
ସଠିକ ଉତ୍ତର ; ସିଙ୍ଗ ନାଇଟ ଛୁ ରେ
ପ୍ରଶ୍ନ ନମ୍ବର ୧୪: କେଉଁ ଗଛ ରେ କାଠ ନଥାଏ?
ସଠିକ ଉତ୍ତର : କଦଳୀ ଗଛ ରେ
ପ୍ରଶ୍ନ ନମ୍ବର ୧୫: ଦୁନିଆ ର ପ୍ରଥମ ରୋବଟ ଯାହା ନାଗରିକତା ପାଇଥିଲା ତାର ନାମ କଣ ଥିଲା?
ସଠିକ ଉତ୍ତର : ସୋଫିଆ
ପ୍ରଶ୍ନ ନମ୍ବର ୧୬: ସବୁଠୁ ପରିଶ୍ରମୀ ଜୀଵ କିଏ?
ସଠିକ ଉତ୍ତର : ପିମ୍ପୁଡି
ପ୍ରଶ୍ନ ନମ୍ବର ୧୭: କେଉଁ ଜୀଵ ର ହାଡ଼ ସବୁଠୁ ମଜବୁତ ଥାଏ?
ସଠିକ ଉତ୍ତର : ବାଘ ର
ପ୍ରଶ୍ନ ନମ୍ବର ୧୮: କନ ବନେଗା କରୋଡ଼ ପତି କୁ ଅମିତାଭ ବ୍ୟତୀତ ଆଉ କିଏ ହୋଷ୍ଟ କରିଛନ୍ତି।
ସଠିକ ଉତ୍ତର ; ଶହରୁଖ ଖାନ
ପ୍ରଶ୍ନ ନମ୍ବର ୧୯: କେଉଁ ଦେଶ ରେ ପାଞ୍ଚଟି ପ୍ରଧାନ ମନ୍ତ୍ରୀ ଙ୍କର ଫୋଟୋ କେବେ ବି ଉଠା ଯାଇନାହିଁ?
ସଠିକ ଉତ୍ତର : ଆମେରିକା
ପ୍ରଶ୍ନ ନମ୍ବର ୨୦: କେଉଁ ଦେଶ ଇଣ୍ଟରନେଟ ର ସର୍ବାଧିକ ଉପଭୋଗ କରିଥାଏ?
ସଠିକ ଉତ୍ତର : ଚାଇନା
ପ୍ରଶ୍ନ ନମ୍ବର ୨୧: କେଉଁ ଜୀଵ ମାରିବା ପରେ ବି ଠିଆ ରହିଥାଏ?
ସଠିକ ଉତ୍ତର : ବାଘ
ପ୍ରଶ୍ନ ନମ୍ବର ୨୨: ଦୁନିଆ ରେ କେତେ ଦେଶ ଅଛନ୍ତି?
ସଠିକ ଉତ୍ତର : ୧୯୫ ଦେଶ
ପ୍ରଶ୍ନ ନମ୍ବର ୨୩: ଚୀନ ର କାଁଥ କେତେ ବର୍ଷ ରେ ବନିକି ତିଆରି ହେଲା?
ସଠିକ ଉତ୍ତର : ୨୦୦୦ ବର୍ଷରେ
ପ୍ରଶ୍ନ ନମ୍ବର ୨୪: ତାଜମହଲ କୁ ବନିବା ପାଇଁ କେତେ କାରିଗର ଲାଗିଲେ?
ସଠିକ ଉତ୍ତର : ୨୦୦୦୦ କାରିଗର
ପ୍ରଶ୍ନ ନମ୍ବର ୨୫: ଗୋଟେ ଝିଅ ୧୯୪୦ ରେ ଜନ୍ମ ହେଲା ଆଉ ୧୯୫୦ ରେ ମରିଗଲା, ମାତ୍ର ମାରିବା ସମୟରେ ତାର ବୟସ ଥିଲା ୨୦ ବର୍ଷ। ତ କୁହନ୍ତୁ ଏହା କିପରି ସମ୍ଭବ?
ସଠିକ ଉତ୍ତର : କାରଣ ଝିଅ ଯେଉଁଠି ଜନ୍ମ ହେଇଥିଲା ସେହି ରୁମ ର ନମ୍ବର ଥିଲା ୧୯୪୦.ଓ ସେ ୧୯୩୦ ମସିହା ରେ ଜନ୍ମ ହେଇଥିଲେ ଓ ୧୯୫୦ ରେ ମୃତ୍ୟୁବରଣ କଲେ ସେଥିପାଇଁ ସେ ୨୦ ବର୍ଷ ର ବୟସରେ ମୃତ୍ୟୁ ହେଇଥିଲା