March 24, 2025

Odia Express

Leading Odia News Portal of Odisha

କେବେ ରାହୁଲ୍ ରୟଙ୍କ ପାଇଁ ଅଭିନେତ୍ରୀ କରିନା କାପୁରଙ୍କ ହୃଦୟ ଧକଧକ ହୋଉଥିଲା , କିନ୍ତୁ ଏବେ ସେହି ହିରୋ ଙ୍କ ଅବସ୍ଥା ଏପରି ହେଇ ଯାଇଛି..

ନିଜ ସମୟରେ ବ୍ଲକ୍ ବଷ୍ଟର୍ ଫିଲ୍ମର କଥା କହିଲେ ୯୦ ଦଶକର ଆସିଥିବା ଫିଲ୍ମ ଆଶିକି ବହୁତ ସାରା ରେକର୍ଡ ନିଜ ନାଁ କରିଦେଇଥିଲା , ବର୍ଷ ୧୯୯୦ ରେ ଫିଲ୍ମ ବଡ ପର୍ଦାରେ ଆସିଥିଲା<  ଯାହା ବହୁତ ଧମାଲ୍ ମଚାଇଥିଲା,  ଏହି ଫିଲ୍ମର ଗୀତକୁ ନେଇକରି ଅଭିନେତା ଓ ଷ୍ଟୋରୀ ଲାଇନ୍ ଏବେ ବହୁତ ଚର୍ଚ୍ଚାରେ ଅଛି,  ଏମିତି ଯଦି କହିବା ଏହାର କାଷ୍ଟ ମାନେ ଅଭିନେତା ଓ ଅଭିନେତ୍ରୀଙ୍କର ଏଥିରେ ଅଭିନେତା ହିସାବରେ ରାହୁଲ୍ ରୟ ଥିଲେ,  ସେମିତି ଅଭିନେତ୍ରୀଙ୍କ ନାଁ ଅନୁ ଅଗ୍ରୱାଲ୍ ଥିଲା , ଆଜି ଆମର ଖବର ଏହି ଫିଲ୍ମର ଲିଡ୍ ଅଭିନେତା ରାହୁଲ୍ ରୟଙ୍କ ଉପରେ ଅଛି । ଯେମିତି ଆମେ କହିଛୁ କି ଆଶିକି ଫିଲ୍ମ ସୁପରହିଟ୍ ରହିଥିଲା, ଏମିତିରେ ରାହୁଲ୍ ରୟ ଏଥିରୁ ବହୁତ ଲୋକପ୍ରିୟତା ପାଇଥିଲେ ଓ ନିଜର ଏକ ଅଲଗା ପରିଚୟ ସୃଷ୍ଟିକରିଥିଲେ

ଏମିତିରେ ସେହି ସମୟରେ ରାହୁଲ୍ ରୟ ବହୁତ ଫେମସ୍ ହୋଇଯାଇଥିଲେ,  ତାଙ୍କର ଫେମ୍ ଏତେ ଅଧିକା ହୋଇଯାଇଥିଲା କି ବଲିଉଡ୍ ର ଜଣାଶୁଣା ଅଭିନେତ୍ରୀ କରିନା କାପୁରଙ୍କ ଉପରେ ତାଙ୍କର ଭଲ ପାଇବା ଆସିଯାଈଥିଲା,  ଏହା ଶୁଣିବାକଥା ନୁହେଁ ବରଂ ଏକ ଇଣ୍ଟରଭ୍ୟୁରେ ଏହି କଥା କୁହାଯାଇଥିଲା , ସୈଫ୍ ଓ ସାହିଦ୍ ଙ୍କ ପୁର୍ବରୁ ଆଉ ଏକ ଅଭିନେତାଙ୍କ ସହ କରିନାଙ୍କ କ୍ରସ୍ ଥିଲା ,ତାଙ୍କ କ୍ରସ୍ ର ନାଁ ରାହୁଲ୍ ରୟ ଥିଲେ,  ତାହା ସହ କରିନା ଏହା ବି କହିଥିଲେ କି ସେ ତାଙ୍କୁ ଏତେ ଭଲ ପାଉଥିଲେ କି ସେ ନିଜେ ଆଶିକି ଫିଲ୍ମ ୮ ଥର ଦେଖିଥିଲେ,  ଏମିତିରେ କରିନା କିଛି ଶୁଣିବାପରେ ରାହୁଲ୍ ରୟ ମିଡିଆ ଆଗରେ ନିଜ ପ୍ରତିକ୍ରିୟା ଦେଲେ , ରାହୁଲ୍ କହିଲେ କି ଏହା ମୋ ପାଇଁ ବହୁତ ବଡ ଗର୍ବର କଥା କି କରିନାଙ୍କ ପରି ସୁନ୍ଦରୀ ଝିଅ ମୋତେ କ୍ରସ୍ କରୁଛନ୍ତି ।

ସେମିତି ଆଶିକି ଫିଲ୍ମ ରିଲିଜ୍ ହେବାର ୩୦ ବର୍ଷ ହୋଇସାରିଛି , ଏକ ଜମାନା ଥିଲା ଯେବେ ରାହୁଲ୍ ରୟଙ୍କୁ ବଲିଉଡ୍ ରେ ଚକଲେଟ୍ ହିରୋ ରୁପେ ଜାଣିଥିଲେ,  କିନ୍ତୁ ୩୦ ବର୍ଷ ପରେ ରାହୁଲ୍ ରୟ ବହୁତ ବଦଳିଯାଇଛନ୍ତି , ଏବେ ତାଙ୍କ ବୟସ ଆଉ ନାହିଁ , ରାହୁଲ୍ ଙ୍କ ଏବେ କଥା କହିଲେ ସେ ବୟସରେ ୫୧ବର୍ଷର ହୋଇସାରିଲେଣି , ଓ ଦାଢି ବାଳ ଧଳା ହୋଇଗଲାଣୀ । ତାଙ୍କର ବଲିଉଡ୍ ରେ ଏଣ୍ଟ୍ରି କଥା କହିଲେ ସେ ୨୨ ବର୍ଷ ବୟସରେ ଡେବ୍ୟୁ କରିଥିଲେ,  ତାଙ୍କ ସଫଳତା ପାଇଁ କେବେ କେବେ ମହେଶ ଭଟ୍ଟ ଗଡ୍ ଫାଦର୍ ବୋଲି ଜଣାଯାଉଥିଲେ,  ଆଶିକି ଫିଲ୍ମ ପରେ ମାନେ ଏକ ମାସ ପରେ ସବୁଠାରୁ ଅଧିକା ଟିକେଟ୍ ଓ ଅଡିଓ କ୍ୟାସେଟ୍ ବିକ୍ରି ହେବାର ରେକର୍ଡ ଦର୍ଜ ଅଛି ।

କିନ୍ତୁ ଏହି ଫିଲ୍ମ ପରେ ଏହି ଦୁହେଁ ଲିଡ୍ ଅଭିନେତା ଓ ଅଭିନେତ୍ରୀଙ୍କର କଣ ହୋଇଗଲା । ଏହି ଫିଲ୍ମ ଲିଡ୍ ହିରୋ ରାହୁଲ୍ ରୟ ଏହା ପରେ କରୁଥିବା ଫିଲ୍ମ ସବୁ ଫ୍ଲପ୍ ହୋଇଗଲା,  ସେମିତି ଅନୁଙ୍କ କଥା କହିଲେ ଆଶିକି ପ୍ରଥମ ଓ ଶେଷ ଫିଲ୍ମ ଥିଲା ଓ ତାପରେ କିଛି ସମୟ ପରେ ଅନୁ ଅଗ୍ରୱାଲ୍ ନିଅ ଜୀବନରେ ଆଗକୁ ବଢିଗଲେ , ସେମିତି ଯଦି କଥା ହେବା ଆଶିକି ଫେମ୍ ରାହୁଲ୍ ରୟଙ୍କର ତେବେ ଲଗାତାର ଫ୍ଲପ୍ ଫିଲ୍ମ ପରେ ତାଙ୍କ କ୍ୟାରିୟର ଶେଷ ହୋଇଗଲା,  ଏହାପରେ ସେ ଫିଲ୍ମ ଦୁନିଆଁ ଛାଡି ଦୁରେଇକରି ଅଲଗା ରହିବାକୁ ଲାଗିଲେ।

Leave a Reply

Your email address will not be published. Required fields are marked *