ଦୁନିଆଁକୁ ଅଲବିଦା କହିଥିବା ଏହି ୫ ଜଣ ଅଭିନେତ୍ରୀଙ୍କ ଘରବାଲା ଙ୍କୁ କରିଦେଲେ କୋଟିପତି, ଜାଣନ୍ତୁ କାହାକୁ ମିଳିଲା କେତେ ଧନ..

ବଲିଉଡ୍ ଇଣ୍ତଷ୍ଟ୍ରିରେ ବହୁତ ସାରା ଅଭିନେତା ଓ ଅଭିନେତ୍ରୀ କାମ କରିସାରିଛନ୍ତି , ଏହି ଦୁନିଆଁ ଯେତେ ବାହାରୁ ସୁନ୍ଦର ଦେଖାଯାଏ , ଭିତରୁ ସେତେ ଓଲଟାପଟା ଦେଖାଯାଏ , ଏମିତି ବହୁତ ଅଭିନେତ୍ରୀ ରହିସାରିଛନ୍ତି ଯାହାଙ୍କ ମରିବାପରେ ଏତେ ବର୍ଷ ପରେ ତାଙ୍କର ଯିବା ଆକସ୍ମିକ ହୋଇଥିଲା , ବଲିଉଡ୍ ରେ କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ନିଜ ମରିବାପରେ କୋଟିଏ ଟଙ୍କା ଧନ ସଂମ୍ପତ୍ତି ଛାଡିଯାଇଛନ୍ତି , ସେମାନେ ଜୀବନସାରା ଏତେ ପଇସା କମାଇଛନ୍ତି , ଏବେ ତାଙ୍କର ପରିବାର ଲୋକେ ପୁରା ବୟସ ବସିକରି ଆରାମରେ ଖାଇପାରିବେ , ଏହି ପୋଷ୍ଟରେ ଆମେ ଏମିତି ୫ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ଆମର ମଧ୍ୟରେ ନାହାନ୍ତି କିନ୍ତୁ ସେ ନିଜ ଜୀବନରେ କମାଇଥିବା ଏତେ ପଇସା ଛାଡିଯାଇଛନ୍ତି ଯାହା ତାଙ୍କ ପରିବାର ଆଗାମୀ ୭ ଟି ବଂଶଜ ପର୍ଯ୍ୟନ୍ତ ବିନା କାମ କରି ଚଳିପାରିବେ ।
୧) ଜିୟା ଖାନ୍ : ଜିୟା ଖାନ୍ ନିଜ ଫିଲ୍ମ୍ ଗଜିନି ଓ ନିଶବ୍ଦ ପାଇଁ ଜଣାଯାଆନ୍ତି , ଅମିର୍ ଖାନ୍ ଓ ଅମିତାଭ ବଚ୍ଚନଙ୍କ ସହ କାମ କରିଥିବା ଜିୟା କମ୍ ବୟସରେ ଦୁନିଆଁକୁ ଅଲବିଦା କହିଦେଇଥିଲେ , ସେ ୩ ଜୁନ୍ ୨୦୧୩ କୁ ମୁମ୍ବାଇର ଜୁହୁ ସ୍ଥିତ ଆପାର୍ଟମେଣ୍ଟରେ ପଙ୍ଖା ଲଟକାଇ ଜୀବନ ଦେଇଦେଲେ , କୁହାଯାଉଛି କି ସେ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲିଙ୍କ ସହ ରିଲେସନସିପ୍ ରେ ଥିଲେ , ଏମିତିରେ ତାଙ୍କ ହୃଦୟ ଭାଙ୍ଗିଲା ଓ ସେ ଜୀବନ ହାରିବସିଲେ , ସେମିତି ନିଜ ଜୀବନ ହାରିବା ପରେ ୧୫ କୋଟି ସଂମ୍ପତ୍ତି ନିଜ ପରିବାର ଲୋକଙ୍କ ପାଇଁ ଛାଡିଯାଇଥିଲେ ।
୨)ଦିବ୍ୟା ଭାରତୀ : ଦିବ୍ୟା ଭାରତୀ ଗୋଟେ ସମୟରୁ ଟପ୍ ଅଭିନେତ୍ରୀ ଭାବେ ଜଣାଯାଉଥିଲେ , ସେ ଛୋଟ ବୟସରେ ଫିଲ୍ମ ଦୁନିଆଁରେ ଖାସ୍ ନାଁ କମାଇଥିଲେ , ସେ ଦେଖିବାକୁ ଯେତେ ସୁନ୍ଦର ଥିଲେ , ସେତେ ଗୁଣା ଅଧିକା ଟ୍ୟାଲେଣ୍ଟେଡ୍ ଥିଲେ , ଦିବ୍ୟା ଭାରତୀ ନିଜ ବିଲଡିଙ୍ଗ୍ ର ୫ମ ମହଲାରୁ ଡେଇଁ ପଡି ମୃତ୍ୟୁ ବରଣ କରିଥିଲେ, ତାଙ୍କର ମୃତ୍ୟୁ ଆଜି ପର୍ଯ୍ୟନ୍ତ ରହସ୍ୟ ବୃତ ହୋଇ ରହିଛି , କିଛି ଲୋକ କହୁଛନ୍ତି କି ଏହା ଏକ ମର୍ଡର ଥିଲା, ଓ କିଛି ଲୋକଙ୍କର୍ ମାନିବା କଥା କି ସେ ନିଜ ଇଚ୍ଛାରେ ମରିଯାଇଥିଲେ , ସେ ମରିବା ପରେ ନିଜ ଘର ଲୋକଙ୍କ ପାଇଁ ୭୦ କୋଟି ଟଙ୍କା ସଂମ୍ପତ୍ତି ଛାଡି ଚାଲିଯାଇଥିଲେ ।
୩) ରିମା ଲାଗୁ – ବଲିଉଡ୍ ରେ ରିମା ଲାଗୁ ବହୁତ ଫିଲ୍ମରେ କାମ କରିଥିବାର ଆମେ ଜାଣିଛେ , ଖାସ୍ କରି ସେ ସଲମାନଙ୍କ ସହ ବହୁତ ଫିଲ୍ମରେ କାମ କରିଥିଲେ ଓ ମା ଭୁମିକାରେ ଅଭିନୟ କରିଥିଲେ, ତାଙ୍କ ମୃତ୍ୟୁବରଣ ହୃଦଘାତ ଯୋଗୁଁ ହୋଇଥିଲା । ଯେଉଁ ସମୟରେ ସେ ଦୁନିଆଁକୁ ଛାଡିଚାଲିଯାଈଥିଲେ ସେହି ସମୟରେ ସେ ଷ୍ଟାର୍ ପ୍ଲସର ଧାରାବାହିକ ନାମକରଣରେ କାମ କରୁଥିଲେ, ସେ ଯିବାପୁର୍ବରୁ ୩୦ କୋଟିର ସଂମ୍ପତ୍ତି ନିଜ ପରିବାର ଲୋକଙ୍କ ପାଇଁ ଛାଡି ଯାଈଛନ୍ତି ।
୪) ସୌନ୍ଦର୍ଯ୍ୟା “ ସାଉଥ୍ ଇଣ୍ତିଆନ୍ ଫିଲ୍ମର ସୁପରଷ୍ଟାର୍ ସୌନ୍ଦର୍ଯ୍ୟା କିଛି ବଲିଉଡ୍ ଫିଲ୍ମରେ କାମ କରିଥିଲେ ସେ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ସୂର୍ଯ୍ୟବଂଶମରେ କାମ କରିଥିଲେ, ସେ ଜଣେ ଭଲ ଅଭିନେତ୍ରୀ ହେବା ସହ ଏକ ପଲିଟିସିଆନ୍ ବି ଅଟନ୍ତି , ସେ ଏକ ନିର୍ବାଚନୀ ପ୍ରଚାର ସମୟରେ ପ୍ଲେନ୍ ରେ ଯିବାର ଥିଲା କିନ୍ତୁ ରାସ୍ତାରେ ପ୍ଲେନ୍ କ୍ରାସ୍ ହେଇଗଲା ଓ ସେ ସବୁଦିନ ପାଇଁ ଛାଡି ଚାଲିଗଲେ, ତାଙ୍କ ଯିବାପରେ ସେ ପରିବାର ଲୋକଙ୍କ ପାଇଁ ୫୦ କୋଟିର ସଂମ୍ପତ୍ତି ଛାଡିଚାଲିଯାଇଥିଲେ ।
୫) ଶ୍ରୀଦେବୀ- ଶ୍ରୀଦେବୀଙ୍କ ମୃତ୍ୟୁ ବରଣ ଏକ ରହସ୍ୟ ହୋଇ ରହିଛି, ମିଡିଆ ରିପୋର୍ଟ ଅନୁସାରେ ସେ ବାଥରୁମ୍ ରେ ବାଥଟ୍ୟୁବ୍ ରେ ବୁଡି ମରିବାର କାରଣ ବୋଲି ଜଣାଯାଇଛି ଏମିତି କୁହାଯାଉଛି କି ସେ ସେହି ସମୟରେ ନିଶାର ଅବସ୍ଥାରେ ଥିଲେ ଓ ଦୁବାଇର ଏକ ପୋଗ୍ରାମ ଆଟେଣ୍ଟ କରୁଥିଲେ, ଶ୍ରୀଦେବୀ ହବା ହବାଇ ନାଁରେ ଜଣାଯାଆନ୍ତି , ସେ ନିଜ ଫିଲ୍ମ କ୍ୟାରିୟରରେ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ୍ ଦେଇଥିଲେ , ସେ ଯିବାପରେ ନିଜ ପରିବାର ଲୋକଙ୍କ ପାଇଁ ୨୪୭ କୋଟି ଟଙ୍କା ସଂମ୍ପତ୍ତି ଛାଡିଯାଇଥିଲେ ।