ଆଜିର ସବୁଠୁ ମଜାଦାର୍ ଜୋକ୍ସ : ଦିନେ ପପୁ ନିଜ ଶଶୁରଘର ଯାଇଥିଲା, ସେଠାରେ ଚିକେନ୍ ଖାଇବାକୁ ପ୍ଲାନ୍ କଲା ତାପରେ ଶାଳୀ ଯାହା କହିଲେ ଶୁଣିଲେ ହସି ହସି ବେଦମ ହେଇଯିବେ ଆପଣ..

କେବେ କେବେ ମନ ଖୁସ୍ ରହିବା ବାହାନା ଖୋଜିଥାଏ , ସବୁ ସମୟରେ ବ୍ୟକ୍ତି ବିନା କେଉଁ କାରଣରୁ ଖୁସି ରହିପାରିବ ନାହିଁ ଆଜି କାଲି ଏହି କର୍ମବ୍ୟସ୍ତ ଜୀବନରେ ଖୁସି ରହିବା ବହୁତ ଜରୁରୀ ହୋଇଥାଏ , ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ଖୁସି ରହିବାର କାରଣ ନେଇକରି ଆସିଛୁ, ହଁ ଆଜ୍ଞା, ଆଜି ଆମେ ଆପଣଙ୍କୁ କିଛି ଏପରି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିକରି ଆପଣଙ୍କ ମନ ଖୁସି ହୋଇଯିବ, ତେବେ ଆଉ ବିଳମ୍ବ କାହିଁକି, ଆସନ୍ତୁ ଆରମ୍ଭ କରିବା ହସିବାର ମଜାଦାର୍ ସିଲସିଲା ।
୧) ନିଧି ଛୋଟ ଛୁଆର ଗାଲରେ ଚୁମା ଦେଲା, ନିଧି-ଓହଃ ,ତୁମର ଗାଲରେ ଲିପଷ୍ଟିକ୍ ଲାଗିଗଲା , ଛୁଆ କହିଲା -କିଛି ଭଲ କରିବାର ଦ୍ୱାରା ଯଦି ଦାଗ ଲାଗେ ତେବେ ଦାଗ ଭଲ ଅଟେ ।
୨) ଯୁବତୀ-ପଞ୍ଜାବ ଏକ୍ସପ୍ରେସ୍ କେବେ ଆସିବ ? ଟିଟି-ପାଞ୍ଚଟା , ଯୁବତୀ-ଲୋକଲ୍ ? ଟିଟି-ନଅଟାରେ , ଯୁବତୀ-ମାଲଗାଡି? ଟିଟି-ଗୋଟେ ରେ , କିନ୍ତୁ ଆପଣଙ୍କୁ କୁଆଡେଯିବାର ଅଛି ? ଯୁବତୀ-କେଉଁ ଆଡେ ବି ନୁହେଁ ଖାଲି ରେଳ ଧାରଣାରେ ସେଲଫି ନେବାର ଥିଲା ।
୩) ଆଜି ଫେସବୁକ୍ ରେ ଏକ ପାଠପଢା ଝିଅର ଷ୍ଟାଟସ୍ ପଢିଲି । ଷ୍ଟାଟସ୍ କୁ ପଢିବାପରେ ମୋର ଦିମାଗ ଚହଲିଗଲା , ଜାଣିଛନ୍ତି ସେ ଷ୍ଟାଟସ୍ ରେ କଣ ଲେଖିଥିଲା ? ନା ମୁଁ ବାହାହେବି, ନା ମୋର ଛୁଆଙ୍କୁ କରିବାକୁ ଦେବି ।
୪) ଦିନେ ପପୁ ସିଙ୍ଗଡା ଖୋଲିକରି କେବଳ ଭିତର୍ ଆଳୁକୁ ଖାଉଥିଲା, ଜଣେ ବ୍ୟକ୍ତି ପଚାରିଲେ- ଏହା କଣ କରୁଛ ତୁମେ ? ପୁରା ସିଙ୍ଗଡା କଣ ପାଇଁ ଖାଉନ ? ପପୁ- କାରଣ ମୁଁ ରୋଗାକ୍ରାନ୍ତ ଅଛି , ଡାକ୍ତର ବାହାର ଜିନିଷ ଖାଇବାକୁ ମନା କରିଛନ୍ତି ।
୫) ସୋନୁ ମୋନୁକୁ-କାଲି ମୁଁ ତୋର ଗାର୍ଲଫ୍ରେଣ୍ତ ଗାଧୋଉଥିବାର ବେଳେ ଦେଖିଲି, କଣ ଆଇଟମ୍ ବେ ! ମୋନୁ-ତୋର ସାହାସ କେମିତି ହେଲା ତାକୁ ଗାଧୋଉଥିବାବେଳେ ଦେଖିବାପାଇଁ ମୁଁ ତୋର ରକ୍ତ ପିଇଯିବି ,ସୋନୁ- ଆରେ ତୁ ଭୁଲ୍ ବୁଝୁଛୁ , ମୁଁ ଗାଧୋଉଥିଲି ସିଏ ଗଳିରେ ଯାଉଥିଲା,
୬) ସମସ୍ତେ ଚିନ୍ତିତ ଅଛି ଏହି ଦୁନିଆଁରେ ଏପଟେ ମୋର ସାଙ୍ଗ ଚିନ୍ତିତ ଅଛି କି ବଡ ଦିନ ହୋଇଗଲା , ପିଇନାହିଁ ଓ ଏପଟେ ତାହାର ଘରବାଲି ଏହା ଭାବିବାରେ ଚିନ୍ତିତ କି , ଆଜି କେଉଁ ବ୍ରାଣ୍ତ ପିଉଛନ୍ତି , ସ୍ମେଲ୍ ଆସୁନି ତ !
୮) ଛୁଆ -ବାପା ବାପା ଚାଲ ନା ଆଜି ମ୍ୟାକଡୋନାଲ୍ଡ ଯିବା , ବାପା-ଠିକ୍ ଅଛି , ଯିବା ତୁ ମୋତେ ମାକ୍ ଡୋନାଲ୍ଡର ସ୍ପେଲିଙ୍ଗ୍ କହ ଆଗ, ଛୁଆ- ବାପା ଛାଡ କେଏଫ୍ ସି ଯିବା ।
୯) ସବୁ ଭାରତୀୟ ପତ୍ନୀ ନିଜ ପତିକୁ ଏହା କହିଥାନ୍ତି-କି ଭଗବାନଙ୍କୁ ଧନ୍ୟବାଦ କୁହ ମୋର ପରି ସାଧାସିଧା ଝିଅ ତୁମ ଫାଶରେ ପଡିଗଲା , କେହି ଚାଲବାଜ୍ ମିଳିଥାନ୍ତା ତ ମୁଣ୍ତ କାମ କରିବା ବନ୍ଧ କରିଦେଇଥାନ୍ତା , ତାପରେ ସ୍ୱାମୀ-ଏହି ଭୟରେ ଦିନ କଟାଇଦିଏ କି ଯଦି ସାଧାସିଧା ଝିଅ ସହ ବାହା ହୋଇଥାନ୍ତି ତ ତାପରେ ସେ ଅଧିକା ଚାଲବାଜ୍ କିପରି ହୋଇଥାନ୍ତା ।
୧୦) ସ୍ୱାମୀ ବାଲକୋନୀରେ ଠିଆ ହୋଇ ମସ୍ତ ହୋଇ ଗାଉଥିଲା , ପଞ୍ଚି ବନୁ ଉଡତା ଫିରୁଁ ମସ୍ତ ଗଗନ ମେଁ , ଆଜି ମୈ ଆଜାଦ୍ ହୁଁ ଦୁନିଆଁ କେ ଚମନ ମୈ , ତେବେ ଅଚାନକ ରୋସେଇ ଘରୁ ସ୍ତ୍ରୀର ପାଟି ଶୁଭେ , ଘରେ ହିଁ ଉଡ , ସାମ୍ନାବାଲି ବାପଘର ଯାଇଛି ।
୧୧) ଏକ ଟ୍ୟାଲେଣ୍ଟ ଟେଷ୍ଟରେ ପଚାରାଯାଈଥିବା ପ୍ରଶ୍ନ- ଯଦି ଆପଣଙ୍କ ବିବାହ ଜାଆଁଳା ଭଉଣୀରୁ କେଉଁ ଜଣଙ୍କ ସହ ହୋଇଯାଏ ତେବେ କିପରି ଚିହ୍ନିବେ , କିଏ ଆପଣଙ୍କ ସ୍ତ୍ରୀ ବୋଲି ? ସଠିକ୍ ଉତ୍ତର ହେଲା -ଆମେ କଣ ଚିହ୍ନିବା ଦରକାର ,
୧୨) ବାହାଘରର ପ୍ରଥମ ରାତି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଗଲା, ସ୍ତ୍ରୀ-ଝଗଡା ପରେ ଏବେ ସେଇ ତିନୋଟି ଜାଦୁଇ ଶବ୍ଦ କୁହ , ସ୍ୱାମୀ-ଆଇ ଲଭ୍ ୟୁ, ସ୍ତ୍ରୀ-ଏହା ନୁହେଁ ସ୍ୱାମୀ-ଆଇ ଲାଇକ୍ ୟୁ, ସ୍ତ୍ରୀ- ପୁଣି ଭୁଲ୍, ଏହା ସେଇ ତିନୋଟି ଶବ୍ଦ ନୁହେଁ । ସ୍ୱାମୀ-ଆଇ ମିସ୍ ୟୁ , ସ୍ତ୍ରୀ-ଏବେ ରାଗ ଚିଡାଅ ନାହିଁ ମୋତେ , ସଠିକ୍ ଶବ୍ଦ କୁହ , ସ୍ୱମୀ-ମୋର ଭୁଲ୍ ଥିଲା, ସ୍ତ୍ରୀ-ହଁ ଏବେ ଲାଇନ୍ ରେ ଆସିଲ ।
୧୩) ମା ନିଜର ଖନା ପୁଅକୁ କହିଲା -ପୁଅ ଆଜି ଆମେ ଯେଉଁଠିକୁ ଝିଅ ଦେଖିବାକୁ ଯାଉଛୁ , ତୁ ସେଠି କିଛି କହିବୁନି, ନହେଲେ ଝିଅଘର ମନା କରିଦେବେ , ପୁଅ-ଥିକ୍ ଅଛି, ଝିଅଘର ଲୋକେ ଯେବେ ଚାହାନେଇକରି ଆସିଲେ ତେବେ ପୁଅ ଚାହା ପିଇକରି କହିଲା , ଦଲମ ଦଲମ ଅଛି , ଝିଅ ତୁରନ୍ତ କହିଲା- ଫୁତ୍ ମାଲ୍ ,ଫୁତ୍ ମାଲ୍
୧୪) ଶିକ୍ଷୟତ୍ରୀ ଛୁଆଙ୍କୁ- ଭୁତକାଳ, ବର୍ତ୍ତମାନକାଳ, ଓ ଭବିଷ୍ୟକାଳରେ ଏକ ଉଦାହରଣ ଦେଉଛି, ତାପରେ ଏକ ତୁମେ ଦେବ ମୁଁ ସୁନ୍ଦରୀ ଥିଲି, ଅଛି ଓ ରହିବି, ଛାତ୍ର-ଆପଣଙ୍କୁ ଭ୍ରମ ଥିଲା ଏବେ ଅଛି ଆଗକୁ ରହିବ ମଧ୍ୟ ।
୧୫) ଦିନେ ପପୁ ଶଶୁରଘର ଗଲା, ସେଠାରେ ଚିକେନ୍ ଖାଇବାର ପ୍ଲାନ୍ କଲା, ଭିଣେଇ-ଶାଳୀ ଜି ଗଞ୍ଜାର ଗୋଡ କୁଆଡେ ଗଲା ,ଶାଳି-ଗଞ୍ଜା ଛୋଟା ଥିଲା, ଭିଣେଇ- ଓ କଲିଜା କୁଆଡେ ଗଲା, ଶାଳୀ -ସେ ତ ଗଞ୍ଜା ନେଇଗଲା, ଭିଣେଇ ଓ ମୁଣ୍ତ ଟା, ଶାଳୀ- ଆରେ ଭିଣେଇ ଭାଇ- ସେ ବିବାହିତ ଥିଲା ନା, ତେବେ ଦିମାଗ୍ କେଉଁ ଆଡୁ ଆସିବ , ଏତେ ସବୁ ଶୁଣି ଭିଣେଇର ଆଖିରେ ଲୁହ ଚାଲି ଆସିଲା ।