March 25, 2025

Odia Express

Leading Odia News Portal of Odisha

ନିଜ ଶଶୁରଙ୍କୁ ବହୁତ ମାନନ୍ତି ବଲିଉଡ୍ ର୍ ଏହି ଛଅ ଜଣ ଅଭିନେତ୍ରୀମାନେ, ସେୟାର୍ କରନ୍ତି ବହୁତ ଖାସ୍ ବଣ୍ତିଙ୍ଗ୍

ବାହାଘର ଜୀବନରେ ବହୁତ୍ ପରିବର୍ତ୍ତନ ଆଣିଦିଏ , ଝିଅମାନଙ୍କ ପାଇଁ ଏହା ପରିବର୍ତ୍ତନ ଅଧିକା ହୋଇଥାଏ , ବିବାହ ପରେ ନିଜ ଘର ଛାଡିକରି ସ୍ୱାମୀ ସହ ଶଶୁରଘର ଯିବାକୁ ହୋଇଥାଏ , ତାଙ୍କ ପାଇଁ ଘର ତ ବଦଳିଯାଇଥାଏ ତାହା ସହ ପରିବାର ବି ବଦଳିଯାଇଥାଏ , ସେମିତି ଝିଅଙ୍କର ଏକ ଇଚ୍ଛାଥାଏ କି ଯେବେ ସେ ବିବାହ କରିବେ ତେବେ ନିଜ ଶଶୁରଘର ଯିବେ ସେଠାରେ ନିଜ ମା ବାପାଙ୍କ ପରି ଭଲ ପାଉଥିବା ଶଶୁର ଓ ବାକି ଘର ଲୋକ ମିଳନ୍ତୁ , ସବୁ ଝିଅ ମାନଙ୍କ ବିବାହ ପରେ ଏହା ଚାହଁନ୍ତି କି ସେ ନିଜ ଶଶୁରଘରେ ନିଜ ଆପଣାର ଅନୁଭବ ହେଉ, ଓ ତାହା ସହ କେଉଁ ପ୍ରକାରର ଭେଦଭାବ ନହେଉ,  ବହୁତ ଝିଅ ଏଥିରେ ସଫଳ ହୋଇଯାଆନ୍ତି , ଯଦି ବଲିଉଡ୍ ଅଭିନେତ୍ରୀଙ୍କ କଥା କହିଲେ ଏମିତି ବହୁତ ଚେହେରା ଅଛି ଯାହା ନିଜ ବାପା ସମାନ ଶଶୁର ପାଇଛନ୍ତି , ଓ ଅଭିନେତ୍ରିମାନେ ନିଜ ଶଶୁରଙ୍କୁ ବାପାଙ୍କ ସମାନ ବହୁତ ଭଲ ବଣ୍ତିଙ୍ଗ୍ ସେୟାର୍ କରନ୍ତି , ଆସନ୍ତୁ ଜାଣିବା ସେହି ବଲିଉଡ୍ ଅଭିନେତ୍ରୀଙ୍କ ବିଷୟରେ ।

୧)ଦୀପିକା ପାଦୁକୋଣ : – ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ଅଭିନେତା ରଣବୀର ସିଂ ୨୦୧୮ ରେ ବିବାହ କରିଥିଲେ,  ସେମିତି ଜଗଜୀତ ସିଂ ଭବନାନୀ ଦୀପିକାଙ୍କ ଶଶୁର ଅଟନ୍ତି , କିନ୍ତୁ ତାଙ୍କ ମଧ୍ୟରେ ସଂମ୍ପର୍କ ବାପ ଝିଅ ପରି ଅଟେ , ଅଭିନେତ୍ରୀ ଦୀପିକା ପାଦୁକୋଣ ଏହି କଥା ଏକ ଇଣ୍ଟରଭ୍ୟୁରେ କହିଥିଲେ , ସେ ନିଜ ଶଶୁର ଜଗଜିତ୍ ସିଂ ଭବନାନୀଙ୍କୁ ନିଜ ବାପା ପରି ମାନନ୍ତି , ସେ ନିଜ ବାପା ଓ ଶଶୁରଙ୍କ ମଧ୍ୟରେ କିଛି ବି ପାର୍ଥକ୍ୟ ଦେଖନ୍ତି ନାହିଁ ।

୨) ଐଶ୍ୱର୍ଯ୍ୟା ରାୟ – ୨୦୦୭ ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ,  ଅମିତାଭ ବଚ୍ଚନ ଓ ଐଶ୍ୱର୍ଯ୍ୟାଙ୍କ ଶଶୁର ଓ ବୋହୁ ହେବା ସହ ଏକ ଅଭିନେତ୍ରୀ ବି ଅଟନ୍ତି , ଦୁହେଁ ପରସ୍ପର ବହୁତ କାମ କରିଛନ୍ତି , ଦୁହେଁଙ୍କ ମଧ୍ୟରେ ବହୁତ ଭଲ ବଣ୍ତିଙ୍ଗ୍ ଅଛି , ଦୁହେଁଙ୍କ ସଂମ୍ପର୍କ ଏକ ଘନିଷ୍ଠ ବନ୍ଧୁଙ୍କ ପରି ଅଛି ।

୩) ସୋନମ୍ କାପୁର୍ – ଅଭିନେତ୍ରୀ ସୋନମ୍ କାପୁର୍ ନିଜ ଶାଶୁ ଶଶୁରଙ୍କ ସହ ଭ୍ୟାକେସନ୍ ରେ ଯାଆନ୍ତି , ସେ ତାଙ୍କ ସହ ସାଙ୍ଗ ପରି ରହିଥାନ୍ତି , ସୋନମ୍ ବିବାହ ପରେ ମିଡିଆରେ ଏକ ଇଣ୍ଟରଭ୍ୟୁରେ କହିଲେ କି ଗୋଟେ ବାପ ଘର ଛାଡି ଅନ୍ୟ ଏକ ବାପାଙ୍କର ଘର ଆସିଛି ।

୪) ନେହା ଧୁପିଆ – ଅଭିନେତ୍ରୀ ନେହା ଧୁପିଆ ନିଜ ଶଶୁର ବିଶାନ ସିଂ ବେଦୀଙ୍କୁ ନିଜ ଦ୍ୱିତୀୟ ବାପା ବୋଲି ମାନନ୍ତି , ସେ ନିଜ ଶଶୁରଙ୍କ ମାନ ସମ୍ମାନ ବହୁତ ଦାୟିତ୍ୱ ନିଅନ୍ତି , ଦୁହେଁଙ୍କ ମଧ୍ୟରେ ଭଲ ବଣ୍ତିଙ୍ଗ୍ ଅଛି ।

୫) ସମଂଥା ରୁଥ୍- ଭାରତୀୟ ଦକ୍ଷିଣ ଭାରତୀୟ ଫିଲ୍ମରେ ଲୋକପ୍ରିୟ ଅଭିନେତ୍ରୀ ସମଂଥା ନିଜ ଶଶୁର ନାଗାର୍ଜୁନାଙ୍କ ସହ ବନ୍ଧୁଙ୍କ ପରି ରିଲେସନ୍ ଅଛି , ଶଶୁର ବହୁତ ଖୋଲା ମିଜାଜ୍ ର ହୋଇଥିବା ପରେ ବି ସମଂଥା ତାଙ୍କର ଇଜ୍ଜତ ଓ ସମ୍ମାନର ପୁରା ଦାୟିତ୍ୱ ରଖନ୍ତି ।

୬) ସୁଜୈନ୍ ଖାନ୍ -୨୦୧୪ ରେ ହ୍ରିତିକ୍ ରୋଶନ୍ ଙ୍କ ଛାଡପତ୍ର ନେଇଥିବା କଥା ଆପଣ ସମସ୍ତେ ଜାଣିଥିବେ , କିନ୍ତୁ ଛାଡପତ୍ର ପରେ ବି ସେ ନିଜ ଶଶୁର ରାକେଶ ରୋଶନଙ୍କ ବହୁତ ଘନିଷ୍ଠ ଅଛନ୍ତି , ସେ ଆଜି ବି ତାଙ୍କୁ ନିଜ ବାପା ବୋଲି ମାନନ୍ତି , ଓ ତାଙ୍କୁ ସେତେ ଇଜ୍ଜତ ଦିଅନ୍ତି , ଯାହା ଆଗରୁ ଦେଉଥିଲେ,  ସୁଜୈନ୍ ଆଜି ବି ରାକେଶ ରୋଶନଙ୍କୁ ସେତିକି ଭଲ ପାଇବା ଓ ଇଜ୍ଜତ ଦିଅନ୍ତି ଯେତେ ଆଗରୁ ଦେଉଥିଲେ ।

Leave a Reply

Your email address will not be published. Required fields are marked *