March 15, 2025

Odia Express

Leading Odia News Portal of Odisha

ରାମାୟଣ ଭିତିକ ପ୍ରଶ୍ନ ଓ ଉତ୍ତର – ରାକ୍ଷାସ କୁମ୍ଭକର୍ଣ୍ଣ ବ୍ରହ୍ମାଙ୍କୁ କେଉଁ ବର ମାଗିଥିଲା ? ଉତ୍ତର କେବଳ ବୁଦ୍ଧିମାନ ଲୋକ ଦେବେ

ନମସ୍କାର,ଆଜି ଆମେ ଜାଣିବା ଆମ ପୁରାଣରେ ବର୍ଣ୍ଣିତ ରାମାୟଣ ସହିତ ଜଡିତ କେତେକ ପ୍ରଶ୍ନ ଓ ଏହାର ଉତ୍ତର।ଯାହାକୁ ଆମ ମାନଙ୍କ ଭିତରୁ ବହୁତ ଲୋକ ଜାଣିଥାନ୍ତି ଓ ଆଉ କେତେକ ଜାଣି ନାହାନ୍ତି।ସେମାନେ ଏହାକୁ ପଢି ଏହି ବିଷୟରେ ଜାଣିବା ନିହାତି ଆବଶ୍ୟକ ଅଟେ।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।

ଏବେ ଆସନ୍ତୁ ଜାଣିବା ଏକ ନମ୍ବର ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-କାହାର କହିବା ଅନୁସାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର,ମା ସୀତା ଦେବୀଙ୍କୁ ତ୍ୟାଗ କରି ଦେଇଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦୁର୍ମୁଖ।

ଏବେ ଆସନ୍ତୁ ଜାଣିବା ଦୁଇ ନମ୍ବର ପ୍ରଶ୍ନ। ପ୍ରଶ୍ନ ନମ୍ୱର ୦୨:-କେଉଁ ବାନର ବାଳି ଏବଂ ସୁଗ୍ରୀବଙ୍କ ପିତା ଅଟନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରୁକ୍ଷରାଜ ବାନର ବାଳି ଏବଂ ସୁଗ୍ରୀବଙ୍କ ପିତା ଅଟନ୍ତି।

ଏବେ ଆସନ୍ତୁ ଜାଣିବା ତିନି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-ରାଜା ଜନକ ଋଷିଙ୍କର ପାରିବାରିକ ଧର୍ମ ଯାଜକ କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସତାନନ୍ଦ।

ଏବେ ଆସନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-ମହର୍ଷି ବାଲ୍ମିକୀଙ୍କର ପିଲା ଦିନର ନାମ କଣ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରତ୍ନାକର।

ଏବେ ଆସନ୍ତୁ ଜାଣିବା ପାଞ୍ଚ ନମ୍ବର ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-ଲଙ୍କାରେ ଅଗ୍ନି ସଂଯୋଗ କରିବା ପରେ ହନୁମାନ କେଉଁ ପର୍ବତରୁ ସମୁଦ୍ରକୁ ଲମ୍ଫ ମାରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅରିଷ୍ଟ ପର୍ବତରୁ।

ଏବେ ଆସନ୍ତୁ ଜାଣିବା ଛଅ ନମ୍ବର ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-କେଉଁ ରାମାୟଣ ଅବଧି ଭାଷାରେ ରଚନା କରା ଯାଇଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାମଚରିତମାନସ।

ଏବେ ଆସନ୍ତୁ ଜାଣିବା ସାତ ନମ୍ବର ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-ରାମାୟଣ ର ଦ୍ଵିତୀୟ କାଣ୍ଡଟିର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଯୋଧ୍ୟାକାଣ୍ଡ।

ଏବେ ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ପିତାମହ ବ୍ରହ୍ମା କେଉଁ ବାୟୁ ବିମାନ ଟିକୁ କୁବେରଙ୍କୁ ଦେଇଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପୁଷ୍ପକ।

ଏବେ ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-କେଉଁ ଦେବତାଙ୍କୁ ସର୍ପ ମାଳି ବୋଲି କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ଟି ହେଲା ଶିବ।

ଏବେ ଆସନ୍ତୁ ଜାଣିବା ଦଶ ନମ୍ବର ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-ଅଯୋଧ୍ୟାର କେଉଁ ରାଜକୁମାର ଅଯୋଧ୍ୟା ନଗରୀର ସରଜୁ ନଦୀ କୂଳରେ ଭସାଇ ଦେଉଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅସ୍ମଞ୍ଜା।

ଏବେ ଆସନ୍ତୁ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ୱର ୧୧:-ସେହି ବାନରଟିର ନାମ କଣ ଥିଲା ଯିଏ ପ୍ରତାପନ ନାମକ ସାହାସି ରାକ୍ଷସର ଆଖି ତାଡି ଦେଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନଳ।

ଏବେ ଆସନ୍ତୁ ଜାଣିବା ବାର ନମ୍ବର ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୨:-ଲକ୍ଷ୍ମଣ ଙ୍କର ଥରଟିରେ କେତୋଟି ସର ମାରିବାର କ୍ଷମତା ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୫୦୦ ଟି।

ଏବେ ଆସନ୍ତୁ ଜାଣିବା ତେର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୩:-ସାଗର ରାଜାଙ୍କର କେତୋଟି ସନ୍ତାନଙ୍କୁ କପିଳମୁନି ଅଗ୍ନିରେ ଧ୍ୱଂସ କରିଦେଇଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୬୦,୦୦୦ ଛୁଆ।

ଏବେ ଆସନ୍ତୁ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର ୧୪:-ରାବଣ କାହା ଠାରୁ ସିଦ୍ଧି ମନ୍ତ୍ର ଲାଭ କରିଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବ୍ରହ୍ମା।

ଏବେ ଆସନ୍ତୁ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର ୧୫:-ରାକ୍ଷାସ କୁମ୍ଭକର୍ଣ୍ଣ ବ୍ରହ୍ମାଙ୍କୁ କେଉଁ ବର ମାଗିବାକୁ ଯଜ୍ଞ କରିଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଇନ୍ଦ୍ରାସନ।

ଏବେ ଆସନ୍ତୁ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର ୧୬:-ରାକ୍ଷାସ କୁମ୍ଭକର୍ଣ୍ଣ ବ୍ରହ୍ମାଙ୍କୁ କେଉଁ ବର ମାଗିଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଉଛି ନିଦ୍ରାସନ।

ଏବେ ଆସନ୍ତୁ ଜାଣିବା ସତର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର ୧୭:-ରାକ୍ଷସ ରାବଣଙ୍କର ପୁତ୍ର ନାମ ମେଘନାଦ କିଏ ରଖିଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବ୍ରହ୍ମା।

ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *