January 26, 2025

Odia Express

Leading Odia News Portal of Odisha

ବଲିଉଡ୍ ର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଝିଅ ଅଟନ୍ତି ଏହି ଅଭିନେତ୍ରୀ, ନାଁ ଜାଣିଲେ ଆପଣ ବି କରିପାରିବେ ନାହିଁ ବିଶ୍ୱାସ..

ଆମର ବଲିଉଡ୍ ଏପରି ଏକ ମଞ୍ଚ ଅଟେ ଯେଉଁଠି ଲକ୍ଷାଧିକ ଲୋକ ନିଜ ଭାଗ୍ୟକୁ ପରଖିବାକୁ ଆସିଥାନ୍ତି , ସେଥିରୁ କିଛି ତ ସଫଳତା ପାଇଥାନ୍ତି ଓ କିଛି ସୁପରଷ୍ଟାର୍ ବି ହୋଇଯାଆନ୍ତି । ବଲିଉଡ୍ ରେ ଲୋକଙ୍କୁ ପରିଶ୍ରମ କରିବାପାଇଁ ବହୁତ ପଡିଥାଏ । ଏହି କଥା ସମସ୍ତେ ଜାଣିଛନ୍ତି ଯେଉଁ ଅଭିନେତା କିମ୍ବା ଅଭିନେତ୍ରୀ ଆଜି ବଲିଉଡ୍ ର ସୁପରଷ୍ଟାର୍ ହୋଇ ବସିଛନ୍ତି ସେମାନେ କେତେ ପରିଶ୍ରମ କରି ଏହି ସଫଳତା ହାସିଲ୍ କରିଛନ୍ତି , ଆଜି ଆମେ ଆପଣଙ୍କୁ ବଲିଉଡ୍ ର ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ନିଜ କ୍ୟାରିୟରରେ ଟିଭି ଶୋର ଛୋଟ ପର୍ଦାରୁ କରିଥିଲେ ଅଭିନୟର୍ ଆରମ୍ଭ ଟିଭି ନାଟକରୁ ଆରମ୍ଭ କରିବାପରେ ସେ ବଲିଉଡ୍ ରେ ନିଜର ପରିଚୟ ବନାଇଲେ , ଆପଣଙ୍କୁ କହିଦେବୁ କି ଏହି ଅଭିନେତ୍ରୀଙ୍କ ନାଁ ରିମା ଲାଗୁ ଅଟେ , ସେ ହିନ୍ଦୀ ଛଡା ମରାଠି ଫିଲ୍ମରେ କାମ କରିସାରିଛନ୍ତି । ରିମା ଲାଗୁ ସଲମାନ ଖାଁଙ୍କ ବହୁତ ଗୁଡିଏ ଫିଲ୍ମରେ ତାଙ୍କ ମା ରୋଲ୍ ନିଭାଇ ସାରିଛନ୍ତି

ରିମା ଫିଲ୍ମ ମୈନେ ପ୍ୟାର୍ କିୟା, ଆଶିକି, ସାଜନ୍, ହମ୍ ଆପକେ ହୈ କୌନ୍, ବାସ୍ତବ, କୁଛ୍ କୁଛ୍ ହୋତା ହୈ, ଓ ହମ୍ ସାଥ୍ ସାଥ୍ ହୈଁ ପରି ଫିଲ୍ମରେ ମାର ଅଭିନୟ କରିଥିଲେ , ଟିଭି ସିରିଆଲ୍ ତୁ ତୁ ମେଁ ମେଁ ରେ ସେ ଶାଶୁର ଭୁମିକା ନିଭାଇଥିଲେ , ଶାଶୁ ବୋହୁର ଲଢାଇ ଦର୍ଶକମାନେ ବହୁତ ପସନ୍ଦ ବି କରିଥିଲେ । ବଲିଉଡ୍ ରେ ଲମ୍ବା ସମୟ ଅଭିନୟ କରି ଆସିଥିବା ରିମା ଲାଗୁଙ୍କର ଗୋଟିଏ ଝିଅ ବି ଅଛି , ଯାହାଙ୍କ ନାଂମ୍ ମୃଣ୍ମୟୀ ଲାଗୁ ଅଟେ,  ଏବେ ସେ ଶୋରେ ନେଗେଟିଭ୍ ରୋଲ୍ ପ୍ଲେ କରୁଛନ୍ତି  , ଶୋରେ ରିମା ଏବେ ପର୍ଯ୍ୟନ୍ତ ଦୟାବନ୍ତି ମେହେଟ୍ଟା ନାମକ ଭୁମିକା ନିଭାଇଥିଲେ,  ଯାହା ଶୋରେ ଲିଡ୍ ନେଗେଟିଭ୍ ରୋଲ୍ ଥିଲା ।

ତାଙ୍କର ଅଚାନକ ମୃତ୍ୟୁ ପରେ ମେକର୍ସ ରିମାଙ୍କ ଝିଅ ତାଙ୍କ ଅଭିନିତ ରୋଲ ପାଇଁ ଫଇସଲା କଲେ , ମାଲୁମ୍ ଥିବ କି ୧୮ ମେ ୨୦୧୭ କୁ ରିମା ଲାଗୁଙ୍କର ହାର୍ଟ ଆଟାର୍କ ପାଇଁ ମୃତ୍ୟୁ ହୋଇଥିଲା,  ସେ ନିଜ ଶାନଦାର୍ ଅଭିନୟ ପାଇଁ କୋଟିଏ ଲୋକଙ୍କର ହୃଦୟ ଜିତିଥିଲେ , ଓ ସଫଳତାର ସିଢି ଚଢିଥିଲେ,  ଓ ଏବେ ତାଙ୍କ ଝିଅ ବଲିଉଡ୍ ରେ ନିଜ ଧମାଲ୍ ମଚାଉଛନ୍ତି ।

ଆପଣଙ୍କୁ କହିଦେବୁ କି ମୃଣ୍ମୟୀ ନିଜ ମାଙ୍କ ପରି ଅଭିନୟ କ୍ଷେତ୍ରରେ କାମ କରୁଛନ୍ତି , ସେ ବହୁତ ମରାଠି ଫିଲ୍ମରେ କାମ କରିଛନ୍ତି , ଏମିତି ଲାଗୁଛି କି ସେ ନିଜ ମାଙ୍କ ଜାଗାରେ ନଜର ଆସିପାରନ୍ତି , ଆଜି ସେମିତି ତାଙ୍କ ମା ଆମ ମଧ୍ୟରେ ନାହାନ୍ତି କିନ୍ତୁ ନିଜ ଶାନଦାର୍ ଅଭିନୟ ଦ୍ୱାରା ଆଜି ସେ ଜଣେ ମିଶାଲ୍ ସୃଷ୍ଟୀ କରିଛନ୍ତି  ଏହା ସହ ଏହି ସମୟରେ ତାଙ୍କ ଝିଅ ବଲିଉଡ୍ ରେ ଡେବ୍ୟୁ କରିସାରିଛନ୍ତି , ଯାହାଙ୍କୁ ଆପଣ ଛୋଟମୋଟ ଅଭିନେତ୍ରୀ ଭାବୁଥିଲେ ସେ ଏବେ ରିମା ଲାଗୁଙ୍କ ଝିଅ ଅଟନ୍ତି , ମୃଣ୍ମୟୀଙ୍କୁ ଲୋକେ ଛୋଟ ଅଭିନେତ୍ରୀ ବୋଲି ଭାବୁଥିଲେ,  କିନ୍ତୁ କଣ ଜଣାଥିଲା କି ସେ ବଲିଉଡ୍ ରେ ଏବେ ଏତେ ବଡ ଷ୍ଟାରଙ୍କ ଝିଅ ଅଟନ୍ତି ବୋଲି ।

Leave a Reply

Your email address will not be published. Required fields are marked *