March 21, 2025

Odia Express

Leading Odia News Portal of Odisha

ଅଜୟ ଦେବଗନ ଙ୍କ ଭଉଣୀ କିଏ ଆପଣ ଜାଣିଛନ୍ତି କି, ସୁନ୍ଦରତା ରେ ତାଙ୍କ ଆଗେ ଫିକା ଲାଗନ୍ତି କାଜୋଲ – ଏବେ ଦେଖନ୍ତୁ ତାଙ୍କ ଭଉଣୀ କିଏ..

ଅଜୟ ଦେବଗନଙ୍କ ନାଁ ଆସିଲେ ସମସ୍ତଙ୍କ ଦିମାଗରେ ଏକ ଶାନ୍ତ, ଗମ୍ଭୀର, ଓ ଭଲ ଅଭିନେତାଙ୍କ ଛବି ଆସିଯାଏ , ଆଜି ସେ ଇଣ୍ତଷ୍ଟ୍ରିରେ ଆସିବାର ୨୬ ବର୍ଷ ହୋଇସାରିଛି , ସେ ଆଜି ଯେତେ ଭଲ କଳାକାର ଅଟନ୍ତି , ସେ ଭଲ କଳାକାର ଛୁଆବେଳରୁ ଥିଲେ , ଅଜୟ ଦେବଗନ ଯେତେ ବି ନାଁ କମାଇଛନ୍ତି , ତାଙ୍କର ଫ୍ୟାନ୍ସ ଫଲୋଇଙ୍ଗ୍ ଭାରତ ସହ ଦୁନିଆଁ ସାରା ଓ ଦେଶ ବିଦେଶରେ ଅଛନ୍ତି ,ବଲିଉଡ୍ ରେ ବହୁତ ସାରା ଷ୍ଟାର୍ସ ଅଛନ୍ତି , ଯିଏ ଜଣେ କଳାକାର ରୁ ନିଜ କ୍ୟାରିୟର ଆରମ୍ଭ କରିସାରିଛନ୍ତି , ଅଜୟ ଦେବଗନ ତାଙ୍କ ମଧ୍ୟରୁ ଜଣେ ଅଟନ୍ତି , ସେ ଛୁଆବେଳରୁ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ , ଛୁଆବେଳରୁ ତାଙ୍କୁ ଅଭିନୟ କରିବାର ସଉକ ଥିଲା,  ସେ ବଡ ହୋଇକରି ବଲିଉଡ୍ ରେ ବହୁତ ନାଁ କମାଇଛନ୍ତି, କିନ୍ତୁ ଆଜି ଏହି ପୋଷ୍ଟରେ ଆମେ ଅଜୟ ଦେବଗନଙ୍କ ବିଷୟରେ ନୁହେଁ ବରଂ ତାଙ୍କ ଏକ ଭଉଣୀଙ୍କ ବିଷୟରେ କହିବୁ ଯାହାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଥିବେ ।

କହିଦେବୁ କି ଅଜୟ ଦେବଗନଙ୍କ ଭଉଣୀଙ୍କ ନାଁ ନିଲମ୍ ଦେବଗନ ଅଟେ , ନିଲମ୍ ଦେଖିବାକୁ ବହୁତ ହର୍ଟ ଓ ଗ୍ଲାମରସ୍ ଅଟନ୍ତି , ଏତେ ବଡ ଷ୍ଟାରଙ୍କ ଭଉଣୀ ହେବାପରେ ସେ ଲାଇମ୍ ଲାଇଟ୍ ରୁ ଦୁରରେ ରୁହନ୍ତି , କିନ୍ତୁ ହଁ ସେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରୁହନ୍ତି , ସେ ଆସିବା ଦିନରୁ ଫଟୋଗୁଡିକ ସୋସିଆଲ୍ ମିଡୀଆରେ ଅପଲୋଡ୍ କରିଥାନ୍ତି , ସେମିତି ସେ ଅଜୟ ଦେବଗନ ପରି ଲୋକପ୍ରିୟତା ପାଇନାହାନ୍ତି ,କିନ୍ତୁ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ କମ୍ ନାହିଁ

ଇନଷ୍ଟାଗ୍ରାମରେ ତାଙ୍କୁ ଲକ୍ଷାଧିକ ଫ୍ୟାନ୍ସ ଫଲୋ କରନ୍ତି , ବଲିଉଡ୍ ରେ ଷ୍ଟାରଙ୍କ ଛୁଆ କିମ୍ବା ଭାଇ ଭଉଣୀ ସହଜରେ ଫିଲ୍ମରେ ବ୍ରେକ୍ ପାଇଥାନ୍ତି , କିନ୍ତୁ ନିଲମ୍ ନିଜ ଭାଇଙ୍କ ଷ୍ଟାରଡମ୍ କୁ ନେଇ ଫାଈଦା ଉଠାଇବାକୁ ଚେଷ୍ଟା କରିନାହାନ୍ତି , ଆଜି ଆମେ ନିଲମଙ୍କ କିଛି ଅଣଦେଖା ଫଟୋଗୁଡିକ ଦେଖାଈବୁ , ଯାହାକୁ ଦେଖିଲେ ଆପଣ ତାଙ୍କର ଦିୱାନ ହୋଇଯିବେ , ଯଦି ସେ ଆଜି ବଲିଉଡ୍ ରେ ଅଭିନେତ୍ରୀ ଥାନ୍ତେ ତେବେ ସେ ହିରୋଇନ୍ ମାନଙ୍କୁ କଡା ଟକ୍କର ଦେଇପାରିଥାନ୍ତେ।

କହିଦେବୁ କି ୯୦ ଦଶକରେ ଅଜୟ ଦେବଗନ ନିଜ କ୍ୟାରିୟର ଆରମ୍ଭ କରିଥିଲେ, ଆକ୍ସନ୍ ଫିଲ୍ମ ଅଧିକା କରିବା କାରଣରୁ ସେ ଆକ୍ସନ୍ ହିରୋ ଭାବେ ଲୋକପ୍ରିୟ ହୋଇଗଲେ , କିନ୍ତୁ ଯେବେ ଅଜୟ ଦେବଗନ କମେଡିରେ ହାତ ପକାଇଲେ ତେବେ ବୁଝାପଡିଲା କି ସେ ବଲିଉଡ୍ ରେ ସମସ୍ତଙ୍କ ଗୁରୁ ଅଟନ୍ତି , ଏବେ ପର୍ଯ୍ୟନ୍ତ ଅଜୟ ଦେବଗନ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି , ଜଣେ ଅଭିନେତା ତାଙ୍କର ପ୍ରଥମ ଫିଲ୍ମ ଫୁଲ୍ ଔର୍ କାଣ୍ଟେ ଥିଲା , ତାପରେ ଦୃଶ୍ୟମ୍, ଗଙ୍ଗାଜଲ, ସିଙ୍ଘମ୍ , ଦିଲୱାଲେ ,ଅପହରଣ, ଶିବାୟ, ଆଦି ତାଙ୍କର ହିଟ୍ ଫିଲ୍ମ ଥିଲା ,

ଅଜୟ ଦେବଗନ ପ୍ରଥମଥର ଫିଲ୍ମ ପ୍ୟାରି ବେହେନାରେ ଜଣେ ଶିଶୁ କଳାକାର ରୁପରେ କାମ କରିଛନ୍ତି , ରିପୋର୍ଟରୁ ଜଣାଯାଏ କି ଅଜୟ ଦେବଗନ ଗୋଟେ ଫିଲ୍ମ ପାଇଁ ୨୫ କୋଟି ଟଙ୍କା ଚାର୍ଜ ନିଅନ୍ତି , ଏଥିରେ କୌଣସି ଦୁଇଟି ରାୟ ନାହିଁ କି ଅଜୟଙ୍କ ପ୍ରତିଭାର ଧନୀ ଅଟନ୍ତି , ତେବେ ସେଥିପାଇଁ ତାଙ୍କ ଫ୍ୟାନ୍ସ ତାଙ୍କ ଫିଲ୍ମଗୁଡୀକ ଦେଖିବାପାଇଁ ବହୁତ ପ୍ରତୀକ୍ଷା କରିବସିଥାନ୍ତି ।

Leave a Reply

Your email address will not be published. Required fields are marked *